Genesis 41:57
ସର୍ବଦେଶୀଯ ଲୋକମାନେ ମିଶର ଦେଶ ରେ ଶସ୍ଯ କିଣିବା ପାଇଁ ଯୋଷଫଙ୍କେ ନିକଟକୁ ଆସିଲେ। ଯେ ହତେୁ ସବୁ ଦେଶ ରେ ଦୁର୍ଭିକ୍ଷ ପ୍ରବଳ ଥିଲା।
Genesis 41:57 in Other Translations
King James Version (KJV)
And all countries came into Egypt to Joseph for to buy corn; because that the famine was so sore in all lands.
American Standard Version (ASV)
And all countries came into Egypt to Joseph to buy grain, because the famine was sore in all the earth.
Bible in Basic English (BBE)
And all lands sent to Egypt, to Joseph, to get grain, for the need was great over all the earth.
Darby English Bible (DBY)
And all countries came into Egypt to Joseph, to buy [grain], because the famine was grievous on the whole earth.
Webster's Bible (WBT)
And all countries came into Egypt to Joseph to buy corn; because the famine was distressing in all lands.
World English Bible (WEB)
All countries came into Egypt, to Joseph, to buy grain, because the famine was severe in all the earth.
Young's Literal Translation (YLT)
and all the earth hath come to Egypt, to buy, unto Joseph, for the famine was severe in all the earth.
| And all | וְכָל | wĕkāl | veh-HAHL |
| countries | הָאָ֙רֶץ֙ | hāʾāreṣ | ha-AH-RETS |
| came | בָּ֣אוּ | bāʾû | BA-oo |
| into Egypt | מִצְרַ֔יְמָה | miṣraymâ | meets-RA-ma |
| to | לִשְׁבֹּ֖ר | lišbōr | leesh-BORE |
| Joseph | אֶל | ʾel | el |
| for to buy | יוֹסֵ֑ף | yôsēp | yoh-SAFE |
| because corn; | כִּֽי | kî | kee |
| that the famine | חָזַ֥ק | ḥāzaq | ha-ZAHK |
| sore so was | הָֽרָעָ֖ב | hārāʿāb | ha-ra-AV |
| in all | בְּכָל | bĕkāl | beh-HAHL |
| lands. | הָאָֽרֶץ׃ | hāʾāreṣ | ha-AH-rets |
Cross Reference
Genesis 41:54
ଏବଂ ଏହାପରେ ସାତବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷଫେ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶର ରେ ଅବା ଅନ୍ୟ କୌଣସି ଦେଶ ରେ। କିନ୍ତୁ ମିଶର ରେ ଖାଦ୍ୟ ଥିଲା।
Genesis 41:56
ସବୁଆଡ଼େ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଯୋଷଫେ ସବୁ ସ୍ଥାନ ରେ ଗୋଲା ଫିଟାଇ ମିସ୍ରୀଯମାନଙ୍କୁ ଶସ୍ଯ ବିକିବାକୁ ଲାଗିଲେ। ତଥାପି ମିଶର ରେ ଦୁର୍ଭିକ୍ଷ ପ୍ରବଳ ହେଲା।
Genesis 42:5
କିଣାନୀଯ ଦେଶ ରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣିନୀଯ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶଷ୍ଯ କିଣିବାକୁ ଗଲେ। ସମାନଙ୍କେ ମଧିଅରେ ଯାକୁବର ପୁତ୍ରମାନେ ମଧ୍ଯ ଥିଲେ।
Genesis 42:1
ଯାକୁବ ଶୁଣିଲେ ଯେ, ମିଶର ରେ ପ୍ରଚୁର ଖାଦ୍ୟ ଶସ୍ଯ ମହଜୁଦ ଅଛି। ତେଣୁ ଯାକୁବ ତାଙ୍କ ପୁତ୍ରମାନଙ୍କୁ କହିଲେ, କିଛି ନକରି କାହିଁକି ତୁମ୍ଭେ ଅଳସୁଆ ହାଇେ ବସୁଛ?
Genesis 50:20
ଏହା ସତ୍ଯ ଯେ ତୁମ୍ଭମାନେେ ମାେ ବିରୁଦ୍ଧ ରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବ ରେ ପରମେଶ୍ବରଙ୍କର ଯୋଜନା ଥିଲାଉତ୍ତମ। ପରମେଶ୍ବରଙ୍କର ଯୋଜନା ଥିଲା ଯେ, ସେ ମାେ ଦ୍ବାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥି ପାଇଁ ଏସବୁ ହେଲା।
Deuteronomy 9:28
ସହେି ଦେଶ, ଯେଉଁ ଦେଶରକ୍ସ୍ଟ ତୁମ୍ଭେ ସମାନଙ୍କେୁ ବାହାର କରି ଆଣିଛ ତକ୍ସ୍ଟମ୍ଭ ବିଷଯ ରେ କହିବା ସମାନେେ କହିବେ, 'ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦବୋକକ୍ସ୍ଟ ପ୍ରତିଜ୍ଞା କରିଥିଲେ, ସଠାେକକ୍ସ୍ଟ ସମାନଙ୍କେୁ ନଇୟିବୋକକ୍ସ୍ଟ ସମର୍ଥ ହେଲେ ନାହିଁ ଏବଂ ସେ ସମାନଙ୍କେୁ ଯେ ହତେକ୍ସ୍ଟ ଘୃଣା କଲେ। ତେଣୁ ସେ ଏହି ପ୍ରାନ୍ତର ରେ ସମାନଙ୍କେୁ ହତ୍ଯା କରିବାକୁ ବାହାର କରି ଆଣିଛନ୍ତି।'
Psalm 105:16
ପରମେଶ୍ବର ସେ ଦେଶରେ ଦୁର୍ଭିକ୍ଷ କରାଇଲେ। ଲୋକମାନେ ଖାଦ୍ୟ ଖାଇବା ପାଇଁ ପାଇଲେ ନାହିଁ।