Base Word
רָעָב
Short Definitionhunger (more or less extensive)
Long Definitionfamine, hunger
Derivationfrom H7456
International Phonetic Alphabetrɔːˈʕɔːb
IPA modʁɑːˈʕɑːv
Syllablerāʿāb
Dictionraw-AWB
Diction Modra-AV
Usagedearth, famine, + famished, hunger
Part of speechn-m

Genesis 12:10
ସହେି ସମୟରେ ସହେି ଦେଶର ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ୟାତ୍ରା କଲେ।

Genesis 12:10
ସହେି ସମୟରେ ସହେି ଦେଶର ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ୟାତ୍ରା କଲେ।

Genesis 26:1
ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହାଇେଥିଲା। ସହେି ଦେଶ ରେ ଆଉ ସହେିଭଳି ଏକ ଦୁର୍ଭିକ୍ଷ ଦଖାଦେବୋରୁ ଇସ୍ହାକ ଗରାର ରେ ପଲେଷ୍ଟୀୟମାନଙ୍କ ରାଜା ଅବିମଲକେ ନିକଟକୁ ଗଲେ।

Genesis 26:1
ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହାଇେଥିଲା। ସହେି ଦେଶ ରେ ଆଉ ସହେିଭଳି ଏକ ଦୁର୍ଭିକ୍ଷ ଦଖାଦେବୋରୁ ଇସ୍ହାକ ଗରାର ରେ ପଲେଷ୍ଟୀୟମାନଙ୍କ ରାଜା ଅବିମଲକେ ନିକଟକୁ ଗଲେ।

Genesis 41:27
ଆଉ ସହେି ସାତଟି ଦୁର୍ବଳ, ରୁଗ୍ଣ ଦଖାଯାେଉଥିବା ଗାଈଗୁଡ଼ିକ ଏ ସହେି ସାତଟି କୃଶ, କୁତ୍ସିତ ଗୋରୁ ସାତବର୍ଷ ସ୍ବରୂପ। ଆଉ ପୂର୍ବୀଯ ବାଯୁ ରେ ଶୁଷ୍କ ସାତଟା ଶୀଷା ମଧ୍ଯ ଦୁର୍ଭିକ୍ଷର ସାତ ବର୍ଷ ସ୍ବରୂପ।

Genesis 41:30
କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ।

Genesis 41:30
କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ।

Genesis 41:31
ଲୋକମାନେ ଭୂଲିଯିବେ, କ'ଣ ତା' ପୂର୍ବରୁ ମିଶର ରେ ସୁର୍ଭିକ୍ଷ ଥିଲା। ପ୍ରଚୁର ପରିମାଣ ରେ ଖାଦ୍ୟ ମିଳୁଥିଲା ବୋଲି।

Genesis 41:36
ଦୁର୍ଭିକ୍ଷ ସାତବର୍ଷ ସମୟରେ ସମସ୍ତ ମିଶରକୁ ତୁମ୍ଭେ ଖାଦ୍ୟ ଯୋଗ ପାରିବ। ତେଣୁ ମିଶର ଦୁର୍ଭିକ୍ଷ ୟୋଗୁ ଧ୍ବଂସ ହବେ ନାହିଁ।

Genesis 41:36
ଦୁର୍ଭିକ୍ଷ ସାତବର୍ଷ ସମୟରେ ସମସ୍ତ ମିଶରକୁ ତୁମ୍ଭେ ଖାଦ୍ୟ ଯୋଗ ପାରିବ। ତେଣୁ ମିଶର ଦୁର୍ଭିକ୍ଷ ୟୋଗୁ ଧ୍ବଂସ ହବେ ନାହିଁ।

Occurences : 101

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்