Genesis 38:12 in Oriya

Oriya Oriya Bible Genesis Genesis 38 Genesis 38:12

Genesis 38:12
ଅନକେ ସମୟ ପରେ ଶୂଯ ରେ କନ୍ଯା, ଯିହୁଦାର ସ୍ତ୍ରୀ ମୃତ୍ଯୁ ବରଣ କଲା। ଯେତବେେଳେ ଶୋକ ସମୟ ଅତିକ୍ରାନ୍ତ ହେଲା, ଯିହୁଦା ମଷେମାନଙ୍କ ବାଳକାଟିବା ପାଇଁ ତା'ର ବନ୍ଧୁ ହୀରା ସହିତ ଗଲେ।

Genesis 38:11Genesis 38Genesis 38:13

Genesis 38:12 in Other Translations

King James Version (KJV)
And in process of time the daughter of Shuah Judah's wife died; and Judah was comforted, and went up unto his sheepshearers to Timnath, he and his friend Hirah the Adullamite.

American Standard Version (ASV)
And in process of time Shua's daughter, the wife of Judah, died; and Judah was comforted, and went up unto his sheep-shearers to Timnah, he and his friend Hirah the Adullamite.

Bible in Basic English (BBE)
And after a time, Bath-shua, Judah's wife, came to her end; and after Judah was comforted for her loss, he went to Timnah, where they were cutting the wool of his sheep, and his friend Hirah of Adullam went with him.

Darby English Bible (DBY)
And as the days were multiplied, Judah's wife, the daughter of Shua, died. And Judah was comforted, and he went up to his sheep-shearers, to Timnah, he and his friend Hirah the Adullamite.

Webster's Bible (WBT)
And in process of time, the daughter of Shuah Judah's wife died: and Judah was comforted, and went up to his sheep-shearers to Timnath, he and his friend Hirah the Adullamite.

World English Bible (WEB)
After many days, Shua's daughter, the wife of Judah, died. Judah was comforted, and went up to his sheep-shearers to Timnah, he and his friend Hirah, the Adullamite.

Young's Literal Translation (YLT)
And the days are multiplied, and the daughter of Shuah, Judah's wife, dieth; and Judah is comforted, and goeth up unto his sheep-shearers, he and Hirah his friend the Adullamite, to Timnath.

And
in
process
וַיִּרְבּוּ֙wayyirbûva-yeer-BOO
of
time
הַיָּמִ֔יםhayyāmîmha-ya-MEEM
the
daughter
וַתָּ֖מָתwattāmotva-TA-mote
Shuah
of
בַּתbatbaht
Judah's
שׁ֣וּעַšûaʿSHOO-ah
wife
אֵֽשֶׁתʾēšetA-shet
died;
יְהוּדָ֑הyĕhûdâyeh-hoo-DA
and
Judah
וַיִּנָּ֣חֶםwayyinnāḥemva-yee-NA-hem
was
comforted,
יְהוּדָ֗הyĕhûdâyeh-hoo-DA
up
went
and
וַיַּ֜עַלwayyaʿalva-YA-al
unto
עַלʿalal
his
sheepshearers
גֹּֽזֲזֵ֤יgōzăzêɡoh-zuh-ZAY

צֹאנוֹ֙ṣōʾnôtsoh-NOH
to
Timnath,
ה֗וּאhûʾhoo
he
וְחִירָ֛הwĕḥîrâveh-hee-RA
and
his
friend
רֵעֵ֥הוּrēʿēhûray-A-hoo
Hirah
הָֽעֲדֻלָּמִ֖יhāʿădullāmîha-uh-doo-la-MEE
the
Adullamite.
תִּמְנָֽתָה׃timnātâteem-NA-ta

Cross Reference

Joshua 15:10
ଏହାପରେ ସହେି ସୀମା ବାଲାଠାରକ୍ସ୍ଟ ସଯେୀର ପର୍ବତ ପର୍ୟ୍ଯନ୍ତ ପଶ୍ଚିମ ଦିଗ ରେ ବକ୍ସ୍ଟଲିକରି ବସାଲୋନ୍ ନାମ ରେ ପ୍ରସିଦ୍ଧ ୟିଯାରୀମ୍ ପର୍ବତର ଉତ୍ତର ପାଶର୍‌ବସ୍ଥ ପର୍ୟ୍ଯନ୍ତ ଥିଲା। ତହକ୍ସ୍ଟଁ ସେ ବୈଥ୍ଶମେଶ ରେ ପଡି ତିମ୍ନା ପର୍ୟ୍ଯନ୍ତ ଥିଲା।

2 Samuel 13:39
ଦାଉଦ ତାଙ୍କର ମନ ଅବଶାଲୋମ ଆଡେ ଗଲାପରେ ତାଙ୍କର ପ୍ରାଣ କ୍ଷୀଣ ହେଲା କାରଣ ସେ ଅମ୍ ନୋନର ମୃତକ୍ସ୍ଟ୍ଯ ଜାଣି ସାନ୍ତ୍ବନା ପ୍ରାଲ୍ଗ ହେଲ।

Judges 14:1
ଶାମ୍ଶୋନ୍ ତିମ୍ନାକକ୍ସ୍ଟ ୟାଇ ସେ ସ୍ଥାନ ରେ ପଲେଷ୍ଟୀୟମାନଙ୍କ କନ୍ଯାଗଣ ମଧିଅରେ ଗୋଟିଏ ସ୍ତ୍ରୀକକ୍ସ୍ଟ ଦେଖିଲେ।

Genesis 24:67
ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।

2 Samuel 13:23
ଏହାପରେ ସଐୂର୍ଣ୍ଣ ଦକ୍ସ୍ଟଇ ବର୍ଷ ପରେ ଇଫ୍ରଯିମ ସୀମା ରେ ବାଲ୍ ହାତସୋର ରେ ଅବଶାଲୋମର ମଷେ ଲୋମ ଛଦନେ କଲା ଏବଂ ଅବଶା ଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।

1 Samuel 25:36
ଯେତବେେଳେ ଅବୀଗଲ ନାବଲ ନିକଟକକ୍ସ୍ଟ ଆସିଲା। ସେତବେେଳେ ସେ ଦେଖିଲା ସେ ନିଜ ଘ ରେ ରାଜ ଭୋଜନ ପରି ଭୋଜନ କରୁଥିଲା, ନାବଲ୍ ଅତିଶଯ ମଦ୍ଯପାନ କରିଥିଲା ଓ ତା'ର ମନ ଅତ୍ଯନ୍ତ ଖକ୍ସ୍ଟସିଥିଲା। ଏହି ହତେକ୍ସ୍ଟ ସେ ସକାଳ ପର୍ୟ୍ଯନ୍ତ କୌଣସି କଥା ଜଣାଇଲା ନାହିଁ।

1 Samuel 25:4
ଦାଉଦ ମରକ୍ସ୍ଟଭୂମିରେ ଶୁଣିଲେ ଯେ ନାବଲ ତା'ର ଆପଣା ମେଣ୍ତାମାନଙ୍କର ଲୋମ କାଟକ୍ସ୍ଟଅଛି।

Joshua 19:43
ଏଲୋନ୍, ତିମ୍ନାଥା ଓ ଇକ୍ରୋଣ,

Joshua 15:57
କଯିନ, ଗିବିଯା, ତିମ୍ନା, ଏହିସବୁ ଗ୍ରାମ ସମତେ ଦଶ ନଗର ଓ ଗ୍ରାମ ସମତେ ଥିଲା।

Joshua 15:37
ୟିହକ୍ସ୍ଟଦା ପରିବାର ବଂଶମାନଙ୍କୁ ମଧ୍ଯ ଏହି ସହରଗକ୍ସ୍ଟଡିକ ଦିଆ ୟାଇଥିଲା, ଯଥା, ସନାନ୍,ହଦାଶା, ମିଗଦଲଗାଦ,

Joshua 15:35
ୟମୂର୍ତ୍, ଅଦକ୍ସ୍ଟଲ୍ଲମ୍, ସୋଖୋ, ଅ ସକୋ,

Genesis 38:1
ସହେି ସମୟରେ ଯିହୁଦା ତା'ର ଭାଇମାନଙ୍କୁ ଛାଡ଼ି ହୀରା ନାମକ ଏକ ଅଦୁଲ୍ଲମୀଯ ସହିତ ରିହବାକୁ ଗଲା।

Genesis 31:19
ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।