Base Word
צֹאן
Short Definitiona collective name for a flock (of sheep or goats); also figuratively (of men)
Long Definitionsmall cattle, sheep, sheep and goats, flock, flocks
Derivationor צאוֹן; (Psalm 144:13), from an unused root meaning to migrate
International Phonetic Alphabett͡sˤon̪
IPA modt͡so̞wn
Syllableṣōn
Dictiontsone
Diction Modtsone
Usage(small) cattle, flock, + flocks, lamb, + lambs, sheep(-cote, -fold, -shearer, -herds)
Part of speechn-f

Genesis 4:2
ଏହାପରେ ହବା କଯିନର ଭାଇ ଏବଲଙ୍କୁ ଜନ୍ମ କଲେ। ଏବଲ ମଷେପାଳକ ଓ କଯିନ କୃଷକ ହେଲ।

Genesis 4:4
ଏବଂ ଏବଲ ନିଜର ପ୍ରଥମଜାତ ମଷେ ଆଣିଲେ ଏବଂ ସମାନଙ୍କେର ସର୍ବୋତ୍ତମ ଅଂଶ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ।

Genesis 12:16
ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦଖାଇେଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।

Genesis 13:5
ସହେି ସମୟରେ ଲୋଟ ମଧ୍ଯ ଅବ୍ରାମଙ୍କ ସହିତ ୟାତ୍ରା କରୁଥିଲେ। ଲୋଟଙ୍କର ମଧ୍ଯ ମଷେ, ପଶୁପଲ ଓ ତମ୍ବୁ ଥିଲା।

Genesis 20:14
ତେଣୁ ଅବିମଲକେ ସାରାକ ଅବ୍ରହାମକୁ ଫରୋଇ ଦେଲେ। ଅବିମଲକେ ମଧ୍ଯ ତାଙ୍କୁ କିଛି ମଷେ, ଗାଇ, ଗୋରୁ ଏବଂ କିଛି ସବେକ ଓ ସବେିକାଗଣଙ୍କୁ ଦେଲେ।

Genesis 21:27
ତେଣୁ ଅବ୍ରହାମ ଓ ଅବିମଲକେ ମଧିଅରେ ଏକ ଚୁକ୍ତି ହେଲା। ଅବ୍ରହାମ ଅବିମଲକେକୁ ଚୁକ୍ତି ରେ ପ୍ରମାଣ ସ୍ବରୂପ କିଛି ମଷେ ଓ ଗୋରୁ ଦେଲେ।

Genesis 21:28
ଅବ୍ରହାମ ମଧ୍ଯ ମଷେପଲରୁ ସାତଟା ମଷେବତ୍ସା ଅଲଗା କରି ରଖିଲେ।

Genesis 24:35
ସଦାପ୍ରଭୁ ମାରେ ପ୍ରଭୁଙ୍କୁ ସବୁ କ୍ଷେତ୍ର ରେ ଅତିଶଯ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହାଇେଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମଷେ, ମୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦଇେଛନ୍ତି।

Genesis 26:14
ତାଙ୍କର ପଲପଲ ମଷେ, ପଶୁପଲ ଏବଂ ଦାସ ଥିଲେ। ତେଣୁ ପଲେଷ୍ଟୀୟ ଲୋକମାନେ ତାଙ୍କ ପ୍ରତି ଇର୍ଷା କରିବାକୁ ଲାଗିଲେ।

Genesis 27:9
ଆମ୍ଭର ଗୋଠରୁ ଦୁଇଟି ୟୁବା ଛଳେି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦବେି।

Occurences : 274

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்