Base Word
מוּת
Short Definitionto die (literally or figuratively); causatively, to kill
Long Definitionto die, kill, have one executed
Derivationa primitive root
International Phonetic Alphabetmuːt̪
IPA modmut
Syllablemût
Dictionmoot
Diction Modmoot
Usage× at all, × crying, (be) dead (body, man, one), (put to, worthy of) death, destroy(-er), (cause to, be like to, must) die, kill, necro(-mancer), × must needs, slay, × surely, × very suddenly, × in (no) wise
Part of speechv

Genesis 2:17
କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସହେି ବୃକ୍ଷର ଫଳ ଖାଇବ ତୁମ୍ଭେ ସହେି ଦିନ ମରିବ!

Genesis 2:17
କିନ୍ତୁ ସତ୍ ଓ ଅସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ। ଯଦି ତୁମ୍ଭେ ସହେି ବୃକ୍ଷର ଫଳ ଖାଇବ ତୁମ୍ଭେ ସହେି ଦିନ ମରିବ!

Genesis 3:3
କିନ୍ତୁ ଉଦ୍ୟାନ ମଧ୍ଯସ୍ଥ ଗୋଟିଏ ବୃକ୍ଷରୁ ଫଳ ଖାଇବାକୁ ମନା! ପରମେଶ୍ବର ଆମ୍ଭମାନଙ୍କୁ କହିଲେ, 'ତୁମ୍ଭେ ଉଦ୍ୟାନ ମଝି ରେ ଥିବା ବୃକ୍ଷରୁ ଫଳ ଖାଇବ ନାହିଁ। ଏପରିକି ତୁମ୍ଭେ ସେ ବୃକ୍ଷକୁ ଛୁଇଁବ ନାହିଁ। ଯଦି ଏପରି କର ତବେେ ମରିବ।

Genesis 3:4
କିନ୍ତୁ ସର୍ପ ସ୍ତ୍ରୀ ଲୋକଟିକୁ କହିଲା, ତୁମ୍ଭେ ମରିବ ନାହିଁ।

Genesis 3:4
କିନ୍ତୁ ସର୍ପ ସ୍ତ୍ରୀ ଲୋକଟିକୁ କହିଲା, ତୁମ୍ଭେ ମରିବ ନାହିଁ।

Genesis 5:5
ଏହିପରି ଆଦମ ମାଟେ 930 ବର୍ଷ ବଞ୍ଚି ମୃତ୍ଯୁବରଣ କଲେ।

Genesis 5:8
ଏହାପରେ ଶେଥ ମାଟେ ରେ 912 ବର୍ଷ ବଞ୍ଚିବା ପରେ ମୃତ୍ଯୁବରଣ କଲେ।

Genesis 5:11
ଏହିପରି ଈନୋଶ ମାଟେ 905 ବର୍ଷ ବଞ୍ଚିଲାପରେ ମୃତ୍ଯୁବରଣ କଲେ।

Genesis 5:14
ଏହିପରି ଭାବରେ କଯିନାନ୍ 910 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।

Genesis 5:17
ଏହିପରି ଭାବରେ ମହଲଲଲେ 895 ବର୍ଷ ବଞ୍ଚିଲା ପରେ ମୃତ୍ଯୁବରଣ କଲେ।

Occurences : 837

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்