Ephesians 6:1
ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।
Ephesians 6:1 in Other Translations
King James Version (KJV)
Children, obey your parents in the Lord: for this is right.
American Standard Version (ASV)
Children, obey your parents in the Lord: for this is right.
Bible in Basic English (BBE)
Children, do what is ordered by your fathers and mothers in the Lord: for this is right.
Darby English Bible (DBY)
Children, obey your parents in [the] Lord, for this is just.
World English Bible (WEB)
Children, obey your parents in the Lord, for this is right.
Young's Literal Translation (YLT)
The children! obey your parents in the Lord, for this is righteous;
| Τὰ | ta | ta | |
| Children, | τέκνα | tekna | TAY-kna |
| obey | ὑπακούετε | hypakouete | yoo-pa-KOO-ay-tay |
| your | τοῖς | tois | toos |
| γονεῦσιν | goneusin | goh-NAYF-seen | |
| parents | ὑμῶν | hymōn | yoo-MONE |
| in | ἐν | en | ane |
| the Lord: | κυρίῳ· | kyriō | kyoo-REE-oh |
| for | τοῦτο | touto | TOO-toh |
| this | γάρ | gar | gahr |
| is | ἐστιν | estin | ay-steen |
| right. | δίκαιον | dikaion | THEE-kay-one |
Cross Reference
Proverbs 23:22
ତୁମ୍ଭର ଜନ୍ମଦାତା ପିତାର କଥା ଶୁଣ, ପିତାମାତା ବୃଦ୍ଧା ହେଲେ ତାହାକୁ ତୁଚ୍ଛ କର ନାହିଁ।
Proverbs 6:20
ହେ ମାରେ ପୁତ୍ର, ଆପଣା ପିତାର ଆଜ୍ଞା ପାଳନ କର। ଏବଂ ମାତାର ଉପଦେଶ ଭୁଲ ନାହିଁ।
Colossians 3:20
ସନ୍ତାନଗଣ ! ପ୍ରେତ୍ୟକକ କଥା ରେ ମାତା-ପିତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।
Proverbs 1:8
ହେ ମାରେ ପୁତ୍ର, ତୁମ୍ଭର ପିତାଙ୍କର ଉପଦେଶ ଶୁଣ, ଯେତବେେଳେ ସେ ତୁମ୍ଭକୁ ଶୃଙ୍ଖଳିତ କରନ୍ତି ଏବଂ ତୁମ୍ଭ ମାତାଙ୍କର ଉପଦେଶ ପରିତ୍ଯାଗ କର ନାହିଁ।
Job 33:27
ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।
Psalm 119:128
ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ଯା ଉପଦେଶକୁ ଘୃଣା କରେ।
Proverbs 30:11
କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କର ପିତାଙ୍କ ବିରୁଦ୍ଧ ରେ କହନ୍ତି। ଏବଂ ସମାନେେ ସମାନଙ୍କେର ମାତାଙ୍କୁ ସମ୍ମାନ ଦଖାଇେ ନାହାନ୍ତି।
Proverbs 30:17
ଯେଉଁ ବ୍ଯକ୍ତି ତା'ର ପିତାଙ୍କୁ ପରିହାସ କରେ ଓ ତା'ର ମାତାଙ୍କୁ ସମ୍ମାନ କରେ ନାହିଁ, ସେ ଦଣ୍ଡିତ ହବେ। ଏହିପରି ତା ପାଇଁ ହବେ। ତା'ର ଚକ୍ଷୁକୁ ଶାଗୁଣାମାନେ ତାଢ଼ି ପକାଇବେ, ଡ଼ାମରାକାଉମାନେ ସଗେୁଡ଼ିକୁ ଖାଇଯିବେ।
Hosea 14:9
ଜଣେ ଜ୍ଞାନୀ ବ୍ଯକ୍ତି ଏହି ଜିନିଷଗୁଡିକୁ ବୁଝେ। ଜଣେ କର୍ମଠ ବ୍ଯକ୍ତି ଏହିସବୁ ଜିନିଷଗୁଡିକୁ ଶିକ୍ଷା କରିବା ଉଚିତ। ସଦାପ୍ରଭୁଙ୍କ ମାର୍ଗ ସର୍ବଦା ଠିକ୍। ଉତ୍ତମଲୋକ ସହେି ମାର୍ଗ ଦ୍ବାରା ବଞ୍ଚିବେ ଓ ପାପୀମାନେ ତା' ଦ୍ବାରା ମୃତ୍ଯୁବରଣ କରିବେ।
Romans 12:2
ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।
Ephesians 6:5
ହେ ଦାସମାନେ ! ପୃଥିବୀ ରେ ତୁମ୍ଭ ମାଲିକମାନଙ୍କର ଆଜ୍ଞା, ଭୟ ଓ ସମ୍ମାନ ସହିତ, ନିଷ୍ଠାପୂର୍ଣ୍ଣ ହୃଦୟ ରେ ପାଳନ କର। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କଲା ଭଳି ତୁମ୍ଭେ ଏହା କର।
Colossians 3:16
ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।
1 Timothy 5:4
କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସମାନେେ ପ୍ରଥମ ରେ ନିଜ ପରିବାର ପ୍ରତି ସମ୍ମାନଭାବ ଦଖାଇବୋ ଉଚିତ। ସମାନେେ ତାଙ୍କର ମାତାପିତାଙ୍କୁ ସାହାୟ୍ଯ କରିବା ଉଚିତ। ଏପରି କରିବା ଦ୍ବାରା ସମାନେେ ନିଜର ମାତାପିତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥାଆନ୍ତି। ତାହା ପରମେଶ୍ବରଙ୍କୁ ପ୍ରସନ୍ନ କରେ।
Deuteronomy 21:18
ଯବେେ କାହାର ପକ୍ସ୍ଟତ୍ର ଅବାଧ୍ଯ ଓ ପିତା ମାତାଙ୍କ କଥା ପାଳନ ନ କରେ , ପିତାମାତାଙ୍କ ପ୍ରତି ଅବଜ୍ଞା ପ୍ରଦର୍ଶନ କରେ। ସମାନଙ୍କେ ତାଗିଦ୍ ସତ୍ତ୍ବେ ସେ ତାହାପ୍ରତି କର୍ଣପାତ ମଧ୍ଯ କରେ ନାହିଁ।
Leviticus 19:3
ତୁମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପିତା ମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମାରେବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।
1 Peter 2:13
ଏହି ଜଗତ ରେ କ୍ଷମତାପ୍ରାପ୍ତ ଲୋକଙ୍କ ଆଜ୍ଞା ପାଳନ କର। ପ୍ରଭୁଙ୍କ ଲାଗି ଏହା କର। ସର୍ବୋଚ୍ଚ ଶାସନକର୍ତ୍ତା ରାଜାଙ୍କ ଆଜ୍ଞା ପାଳନ କର।
Luke 2:51
ଯୀଶୁ ସମାନଙ୍କେ ସହିତ ନାଜରିତକୁ ଗଲେ। ସେ ବାପାମାଆଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମାଆ ତଥାପି ଏହି ସବୁ କଥା ନିଜ ମନ ଭିତ ରେ ରଖି ଚିନ୍ତା କରୁଥିଲେ।
Genesis 37:13
ଇଶ୍ରାୟେଲ ଯୋଷଫେକୁ କହିଲେ, ଶିଖିମକୁ ୟାଅ। ତୁମ୍ଭର ଭାଇମାନେ ସଠାେରେ ମେଣ୍ଢା ରଖୁଛନ୍ତି।
1 Samuel 17:20
ଦାଉଦ ପ୍ରଭାତ ରେ ଉଠି ଜଣେ ରଖକ୍ସ୍ଟଆଳି ହସ୍ତ ରେ ମଷେପଲ ଛାଡି ୟିଶୀର ଆଜ୍ଞା ଅନକ୍ସ୍ଟସା ରେ ସେସବୁ ଦ୍ରବ୍ଯ ନଇଗେଲେ। ସୈନ୍ଯଗଣ ବାହାରି ୟକ୍ସ୍ଟଦ୍ଧ ନିମନ୍ତେ ମହାନାଦ କରିବା ସମୟରେ ସେ ଶଗଡ ବନ୍ଦୀ ଜାଗା ରେ ଉପସ୍ଥିତ ହେଲେ।
Nehemiah 9:13
ତୁମ୍ଭେ ସୀନଯ ପର୍ବତକୁ ଓହ୍ଲାଇ ଆସିଲ। ସ୍ବର୍ଗରୁ ସମାନଙ୍କେ ସହିତ କଥାବାର୍ତ୍ତା କଲ। ସମାନଙ୍କେୁ ଯଥାର୍ଥ ଶାସନ ଓ ସତ୍ଯ ବ୍ଯବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ।
Esther 2:20
ଏଷ୍ଟର ମର୍ଦ୍ଦଖଯର ଆଜ୍ଞାନୁସା ରେ ଆପଣା ବଂଶ ଓ କୁଟୁମ୍ବର ପରିଚଯ କାହାକୁ ହିଁ ଦଲୋ ନାହିଁ। କାରଣ ଏଷ୍ଟର ମର୍ଦ୍ଦଖଯ ନିକଟରେ ପ୍ରତିପାଳିତା ହବୋ ସମୟରେ ଯେପରି କରୁଥିଲା ସେତବେେଳେ ହିଁ ସପରେି ତାହାର ଆଜ୍ଞା ପାଳନ କଲା।
Psalm 19:8
ସଦାପ୍ରଭୁଙ୍କର ବ୍ଯବସ୍ଥାସବୁ ୟଥାର୍ଥ। ସଗେୁଡ଼ିକ ଲୋକଙ୍କୁ ସୁଖୀ କରାଏ। ସଦାପଭ୍ରୁଙ୍କ ଆଜ୍ଞା ନିର୍ମଳ। ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାୟ୍ଯ କରେ।
Psalm 119:75
ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମଯ। ମାେତେ ତୁମ୍ଭେ ଦଣ୍ଡ ଦଇେ ଠିକ୍ କରିଥିଲ।
Jeremiah 35:14
ରେଖବର ପୁତ୍ର ଯିହାନୋଦବ୍ ଆପଣା ବଂଶଧରଗଣଙ୍କୁ ଦ୍ରାକ୍ଷାରସ ପାନ ନ କରିବାକୁ ଯେଉଁ ଆଜ୍ଞା ଦଇେଥିଲା, ତାହାର ସହେି ବାକ୍ଯ ପ୍ରତିପାଳିତ ହାଇେ ଆସୁଅଛି ଓ ସମାନେେ ଆଜି ପର୍ୟ୍ଯନ୍ତ ଦ୍ରାକ୍ଷାରସ ପାନ କରୁ ନାହାଁନ୍ତି। କାରଣ ସମାନେେ ଆପଣା ପିତୃପୁରୁଷ ଆଜ୍ଞା ପାଳନ କରୁଛନ୍ତି। ମାତ୍ର ଆମ୍ଭେ ତୁମ୍ଭମାନଙ୍କୁ ବାରମ୍ବାର ଆଜ୍ଞା ଦେଲେ ହେଁ, ତୁମ୍ଭମାନେେ ଆମ୍ଭ ବାକ୍ଯ ପ୍ରତି ଅବଧାନ କରୁ ନାହଁ।
Romans 7:12
ଅତଏବ ବ୍ଯବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ଯ ପବିତ୍ର, ଠିକ୍ ଓ ଉତ୍ତମ।
Romans 16:2
ମୁଁ ତୁମ୍ଭକୁ କହୁଛି ତାହାଙ୍କୁ ପରମେଶ୍ବରଙ୍କ ଲୋକମାନଙ୍କ ପରି ପ୍ରଭୁଙ୍କ ଠା ରେ ଗ୍ରହଣ କର। ତୁମ୍ଭଠାରୁ ତାହାଙ୍କର ଯାହା ଦରକାର, ସଗେୁଡିକ ଦ୍ବାରା ତାହାଙ୍କୁ ସାହାୟ୍ଯ କର। ସେ ମାେତେ ଓ ଅନ୍ୟ ଅନକେ ଲୋକଙ୍କୁ ବହୁତ ସାହାୟ୍ଯ କରିଛନ୍ତି।
1 Corinthians 15:58
ଏହା ଜାଣି ପ୍ରଭୁଙ୍କ କାର୍ୟ୍ଯ ରେ ସର୍ବଦା ନିଜକୁ ନିଯୋଜିତ କର।
Genesis 28:7
ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତା ମାତାଙ୍କର କଥା ମାନି ପଦ୍ଦନ ଅରାମକୁ ପଳାଇଛି।