Daniel 11
36 ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦବେତାଠାରୁ ନିଜକୁ ବଡ ବୋଲି ସେ ଗର୍ବ କରିବ। ପୁଣି ସେ ଇଶ୍ବରଗଣଙ୍କର ପରମେଶ୍ବରଙ୍କ ବିରୁଦ୍ଧ ରେ ଶକ୍ତିଶାଳୀ କଥା କହିବ। ତା'ର କୋରଧ ଫଳବତି ନ ହବୋ ପର୍ୟ୍ଯନ୍ତ ସେ ସଫଳ ହବେେ। କାରଣ ଯାହା ପରମେଶ୍ବରଙ୍କ ଯୋଜନା କରିଛନ୍ତି ତାହା ହବେ।
37 ସେ ଆପଣା ପିତୃଗଣର ପ୍ରତିମାମାନଙ୍କୁ ମାନିବ ନାହିଁ। ସ୍ତ୍ରୀମାନଙ୍କ କୌଣସି ଦବେତାଙ୍କୁ ମାନିବ ନାହିଁ। କାରଣ ସେ ସମସ୍ତଙ୍କଠାରୁ ନିଜକୁ ବଡ ମନେ କରିବ।
38 ସହେି ରାଜା କବଳେ ଶକ୍ତିର ଦବେତାକୁ ଆରାଧନା କରିବ। ସେ ଶକ୍ତି ଓ ସାମର୍ଥକୁ ଆରାଧନା କରିବ। ସେ ତାହାର ପୂର୍ବ ପୁରୁଷଗଣର ଦବେତାଙ୍କୁ ଆରାଧନା କରିବ ନାହିଁ। ସେ ଶକ୍ତିର ଦବେତାଙ୍କୁ ସୁନା, ରୂପା ଓ ମୂଲ୍ଯବାନ ପଥର ଦଇେ ଆରାଧନା କରିବ।
39 ସେ ବିଦେଶୀଯ ଦବେତା ଶକ୍ତିର ଦବେତାର ସାହାୟ୍ଯ ରେ, ମଜ୍ବୁତ୍ ଦୁର୍ଗର ପ୍ରତିକୂଳ ରେ କାର୍ୟ୍ଯ କରିବ। ଯେ କହେି ତାକୁ ସ୍ବୀକାର କରିବ ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନକଙ୍କେ ଉପ ରେ ସମାନଙ୍କେୁ କତ୍ତୃର୍ତ୍ବ ପଦ ଦବେ ଓ ଟଙ୍କା ପରିବର୍ତେ ଭୂମି ବିଭାଗ କରିବ।
40 ଆଉ ଅନ୍ତିମ କାଳ ରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବି ରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ବାରୋହୀଗଣ ଓ ଅନକେ ଜାହାଜ ନଇେ ତାହା ବିରୁଦ୍ଧ ରେ ଘୂର୍ଣ୍ଣିବାଯୁତୁଲ୍ଯ ଆସିବ। ସେ ନାନା ଦେଶ ରେ ପ୍ରବେଶ କରି ବନ୍ଯା ପରି ବହିୟିବ।
41 ଉତ୍ତର ଦେଶର ରାଜା ରମ୍ଯ ଦେଶ ରେ ପ୍ରବେଶ କରିବ ତହିଁରେ ଅନକେ ଦେଶ ପରାସ୍ତ ହବେେ। ମାତ୍ର ଇଦୋମ, ମାୟୋବ ଓ ଅମାନେ ଓ ସନ୍ତାନଗଣର ଅଧିପତି ତାଙ୍କ ହସ୍ତରୁ ରକ୍ଷା ପାଇବେ।
42 ଆହୁରୀ ସେ ନାନା ଦେଶ ମଧିଅରେ ଆପଣା ହସ୍ତ ପ୍ରସାରିବ ଓ ମିଶର ମଧ୍ଯ ରକ୍ଷା ପାଇବ ନାହିଁ।
43 ସେ ମିଶର ଦେଶ ରେ ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ଯ ଦ୍ରବ୍ଯ ସବୁ ତାହାର ହସ୍ତଗତ ହବେ। ଆଉ ଲୁଦିଯ କୂଶୀଯମାନେ ତା'ର ଅନୁଚର ହବେେ।
44 ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉଦ୍ବିଗ୍ନ କରିବ। ତହିଁରେ ସେ ଅନକଙ୍କେୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣରୂପେ ବିନାଶ କରିବା ପାଇଁ ମହା କୋପ ରେ ୟାତ୍ରା କରିବ।
45 ଏବଂ ସେ ସାଗର ଓ ରମ୍ଯ ପବିତ୍ର ପର୍ବତର ମଧିଅରେ ଆପଣା ରାଜକୀଯ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହବେ ଓ କହେି ତାହାକୁ ସାହାୟ୍ଯ କରିବେ ନାହିଁ।'
36 And the king shall do according to his will; and he shall exalt himself, and magnify himself above every god, and shall speak marvellous things against the God of gods, and shall prosper till the indignation be accomplished: for that that is determined shall be done.
37 Neither shall he regard the God of his fathers, nor the desire of women, nor regard any god: for he shall magnify himself above all.
38 But in his estate shall he honour the God of forces: and a god whom his fathers knew not shall he honour with gold, and silver, and with precious stones, and pleasant things.
39 Thus shall he do in the most strong holds with a strange god, whom he shall acknowledge and increase with glory: and he shall cause them to rule over many, and shall divide the land for gain.
40 And at the time of the end shall the king of the south push at him: and the king of the north shall come against him like a whirlwind, with chariots, and with horsemen, and with many ships; and he shall enter into the countries, and shall overflow and pass over.
41 He shall enter also into the glorious land, and many countries shall be overthrown: but these shall escape out of his hand, even Edom, and Moab, and the chief of the children of Ammon.
42 He shall stretch forth his hand also upon the countries: and the land of Egypt shall not escape.
43 But he shall have power over the treasures of gold and of silver, and over all the precious things of Egypt: and the Libyans and the Ethiopians shall be at his steps.
44 But tidings out of the east and out of the north shall trouble him: therefore he shall go forth with great fury to destroy, and utterly to make away many.
45 And he shall plant the tabernacles of his palace between the seas in the glorious holy mountain; yet he shall come to his end, and none shall help him.
Daniel 11 in Tamil and English
36 ଉତ୍ତରର ରାଜା ନିଜ ଇଚ୍ଛା ଅନୁସାରେ କର୍ମ କରିବ। ସମସ୍ତ ଦବେତାଠାରୁ ନିଜକୁ ବଡ ବୋଲି ସେ ଗର୍ବ କରିବ। ପୁଣି ସେ ଇଶ୍ବରଗଣଙ୍କର ପରମେଶ୍ବରଙ୍କ ବିରୁଦ୍ଧ ରେ ଶକ୍ତିଶାଳୀ କଥା କହିବ। ତା'ର କୋରଧ ଫଳବତି ନ ହବୋ ପର୍ୟ୍ଯନ୍ତ ସେ ସଫଳ ହବେେ। କାରଣ ଯାହା ପରମେଶ୍ବରଙ୍କ ଯୋଜନା କରିଛନ୍ତି ତାହା ହବେ।
And the king shall do according to his will; and he shall exalt himself, and magnify himself above every god, and shall speak marvellous things against the God of gods, and shall prosper till the indignation be accomplished: for that that is determined shall be done.
37 ସେ ଆପଣା ପିତୃଗଣର ପ୍ରତିମାମାନଙ୍କୁ ମାନିବ ନାହିଁ। ସ୍ତ୍ରୀମାନଙ୍କ କୌଣସି ଦବେତାଙ୍କୁ ମାନିବ ନାହିଁ। କାରଣ ସେ ସମସ୍ତଙ୍କଠାରୁ ନିଜକୁ ବଡ ମନେ କରିବ।
Neither shall he regard the God of his fathers, nor the desire of women, nor regard any god: for he shall magnify himself above all.
38 ସହେି ରାଜା କବଳେ ଶକ୍ତିର ଦବେତାକୁ ଆରାଧନା କରିବ। ସେ ଶକ୍ତି ଓ ସାମର୍ଥକୁ ଆରାଧନା କରିବ। ସେ ତାହାର ପୂର୍ବ ପୁରୁଷଗଣର ଦବେତାଙ୍କୁ ଆରାଧନା କରିବ ନାହିଁ। ସେ ଶକ୍ତିର ଦବେତାଙ୍କୁ ସୁନା, ରୂପା ଓ ମୂଲ୍ଯବାନ ପଥର ଦଇେ ଆରାଧନା କରିବ।
But in his estate shall he honour the God of forces: and a god whom his fathers knew not shall he honour with gold, and silver, and with precious stones, and pleasant things.
39 ସେ ବିଦେଶୀଯ ଦବେତା ଶକ୍ତିର ଦବେତାର ସାହାୟ୍ଯ ରେ, ମଜ୍ବୁତ୍ ଦୁର୍ଗର ପ୍ରତିକୂଳ ରେ କାର୍ୟ୍ଯ କରିବ। ଯେ କହେି ତାକୁ ସ୍ବୀକାର କରିବ ସେ ତାହାର ଗୌରବ ବୃଦ୍ଧି କରିବ ଓ ଅନକଙ୍କେ ଉପ ରେ ସମାନଙ୍କେୁ କତ୍ତୃର୍ତ୍ବ ପଦ ଦବେ ଓ ଟଙ୍କା ପରିବର୍ତେ ଭୂମି ବିଭାଗ କରିବ।
Thus shall he do in the most strong holds with a strange god, whom he shall acknowledge and increase with glory: and he shall cause them to rule over many, and shall divide the land for gain.
40 ଆଉ ଅନ୍ତିମ କାଳ ରେ ଦକ୍ଷିଣ ଦେଶର ରାଜା ତାହା ସଙ୍ଗେ ବି ରୋଧ କରିବ। ଉତ୍ତର ଦେଶର ରାଜା ରଥ ଅଶ୍ବାରୋହୀଗଣ ଓ ଅନକେ ଜାହାଜ ନଇେ ତାହା ବିରୁଦ୍ଧ ରେ ଘୂର୍ଣ୍ଣିବାଯୁତୁଲ୍ଯ ଆସିବ। ସେ ନାନା ଦେଶ ରେ ପ୍ରବେଶ କରି ବନ୍ଯା ପରି ବହିୟିବ।
And at the time of the end shall the king of the south push at him: and the king of the north shall come against him like a whirlwind, with chariots, and with horsemen, and with many ships; and he shall enter into the countries, and shall overflow and pass over.
41 ଉତ୍ତର ଦେଶର ରାଜା ରମ୍ଯ ଦେଶ ରେ ପ୍ରବେଶ କରିବ ତହିଁରେ ଅନକେ ଦେଶ ପରାସ୍ତ ହବେେ। ମାତ୍ର ଇଦୋମ, ମାୟୋବ ଓ ଅମାନେ ଓ ସନ୍ତାନଗଣର ଅଧିପତି ତାଙ୍କ ହସ୍ତରୁ ରକ୍ଷା ପାଇବେ।
He shall enter also into the glorious land, and many countries shall be overthrown: but these shall escape out of his hand, even Edom, and Moab, and the chief of the children of Ammon.
42 ଆହୁରୀ ସେ ନାନା ଦେଶ ମଧିଅରେ ଆପଣା ହସ୍ତ ପ୍ରସାରିବ ଓ ମିଶର ମଧ୍ଯ ରକ୍ଷା ପାଇବ ନାହିଁ।
He shall stretch forth his hand also upon the countries: and the land of Egypt shall not escape.
43 ସେ ମିଶର ଦେଶ ରେ ସୁନା ଓ ରୂପାର ଭଣ୍ତାର ସକଳ ଓ ବହୁମୂଲ୍ଯ ଦ୍ରବ୍ଯ ସବୁ ତାହାର ହସ୍ତଗତ ହବେ। ଆଉ ଲୁଦିଯ କୂଶୀଯମାନେ ତା'ର ଅନୁଚର ହବେେ।
But he shall have power over the treasures of gold and of silver, and over all the precious things of Egypt: and the Libyans and the Ethiopians shall be at his steps.
44 ମାତ୍ର ପୂର୍ବ ଓ ଉତ୍ତର ଦେଶରୁ ଆଗତ ସମ୍ବାଦ ତାହାକୁ ଉଦ୍ବିଗ୍ନ କରିବ। ତହିଁରେ ସେ ଅନକଙ୍କେୁ ଉଚ୍ଛିନ୍ନ ଓ ସମ୍ପୂର୍ଣ୍ଣରୂପେ ବିନାଶ କରିବା ପାଇଁ ମହା କୋପ ରେ ୟାତ୍ରା କରିବ।
But tidings out of the east and out of the north shall trouble him: therefore he shall go forth with great fury to destroy, and utterly to make away many.
45 ଏବଂ ସେ ସାଗର ଓ ରମ୍ଯ ପବିତ୍ର ପର୍ବତର ମଧିଅରେ ଆପଣା ରାଜକୀଯ ତମ୍ବୁ ସ୍ଥାପନ କରିବ। ଆଉ ତାହାର ଅନ୍ତିମ କାଳ ଉପସ୍ଥିତ ହବେ ଓ କହେି ତାହାକୁ ସାହାୟ୍ଯ କରିବେ ନାହିଁ।'
And he shall plant the tabernacles of his palace between the seas in the glorious holy mountain; yet he shall come to his end, and none shall help him.