John 18:28 ତା'ପରେ ସମାନେେ ଯୀଶୁଙ୍କୁ କଯାଫାଙ୍କ ଘରୁ ରୋମୀୟ ରାଜ୍ଯପାଳଙ୍କ ପ୍ରାସାଦକୁ ନଇଗେଲେ। ସେତବେେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସମାନେେ ନିଜକୁ ଅପବିତ୍ର କରିବା ପାଇଁ ଚାହୁଁ ନଥିଲେ, କାରଣ ସମାନେେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଚାହୁଁଥିଲେ।
John 18:28 in Other Translations
King James Version (KJV) Then led they Jesus from Caiaphas unto the hall of judgment: and it was early; and they themselves went not into the judgment hall, lest they should be defiled; but that they might eat the passover.
American Standard Version (ASV) They lead Jesus therefore from Caiaphas into the Praetorium: and it was early; and they themselves entered not into the Praetorium, that they might not be defiled, but might eat the passover.
Bible in Basic English (BBE) So they took Jesus from the house of Caiaphas to the Praetorium. It was early. They themselves did not go into the Praetorium, so that they might not become unclean, but might take the Passover.
Darby English Bible (DBY) They lead therefore Jesus from Caiaphas to the praetorium; and it was early morn. And *they* entered not into the praetorium, that they might not be defiled, but eat the passover.
World English Bible (WEB) They led Jesus therefore from Caiaphas into the Praetorium. It was early, and they themselves didn't enter into the Praetorium, that they might not be defiled, but might eat the Passover.
Young's Literal Translation (YLT) They led, therefore, Jesus from Caiaphas to the praetorium, and it was early, and they themselves did not enter into the praetorium, that they might not be defiled, but that they might eat the passover;
led they
Ἄγουσιν
agō
AH-goh
Then
οὖν
oun
oon
τὸν
ho
oh
Jesus
Ἰησοῦν
iēsous
ee-ay-SOOS
from
ἀπὸ
apo
ah-POH
τοῦ
ho
oh
Caiaphas
Καϊάφα
kaiaphas
ka-ee-AH-fahs
unto
εἰς
eis
ees
the
τὸ
ho
oh
hall of judgment:
πραιτώριον·
praitōrion
pray-TOH-ree-one
it was
ἦν
ēn
ane
and
δὲ
de
thay
early;
πρωίᾳ
prōia
proh-EE-ah
and
καὶ
kai
kay
themselves
αὐτοὶ
autos
af-TOSE
not
οὐκ
ou
oo
they went
εἰσῆλθον
eiserchomai
ees-ARE-hoh-may
into
εἰς
eis
ees
the
τὸ
ho
oh
judgment hall,
πραιτώριον
praitōrion
pray-TOH-ree-one
lest
ἵνα
hina
EE-na
μὴ
mē
may
they should be defiled;
μιανθῶσιν
miainō
mee-A-noh
but
ἀλλ'
alla
al-LA
that
ἵνα
hina
EE-na
they might eat
φάγωσιν
phagō
FA-goh
the
τὸ
ho
oh
passover.
πάσχα
pascha
PA-ska
Read Full Chapter :
John 18
Cross Reference
ଯୋହନଲିଖିତ ସୁସମାଚାର 19:9
ସେ ପ୍ରାସାଦ ଭିତରକୁ ଫରେିଗଲେ ଓ ଯୀଶୁଙ୍କ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଛ? ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ।
ଯୋହନଲିଖିତ ସୁସମାଚାର 18:33
ତା'ପରେ ପୀଲାତ ପ୍ରାସାଦ ଭିତରକୁ ଚାଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?
ମାଥିଉଲିଖିତ ସୁସମାଚାର 27:27
ତା'ପରେ ପୀଲାତଙ୍କ ସୈନ୍ଯମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନଇଗେଲେ। ସବୁ ସୈନ୍ଯତକ ଯୀଶୁଙ୍କ ଚାରିପଟେ ଜମା ହାଇଗେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 11:3
ସମାନେେ କହିଲେ, ତୁମ୍ଭେ ସୁନ୍ନତ ନ ହାଇେଥିବା ଲୋକଙ୍କ ଘରକୁ ଯାଇଛ ଓ ସମାନଙ୍କେ ସହିତ ଭୋଜନ ମଧ୍ଯ କରିଛ।
ମାର୍କଲିଖିତ ସୁସମାଚାର 15:1
ସକାଳ ହବେ ମାତ୍ ରେ ପ୍ରଧାନ ଯାଜକ, ପ୍ରାଚୀନ ଯିହୂଦୀ ନେତାଗଣ ଓ ଧର୍ମଶାସ୍ତ୍ରୀ ତଥା ସମଗ୍ର ଯିହୂଦୀ ମହାସଭା ଯୀଶୁଙ୍କ ପ୍ରତି କ'ଣ ବିଚାର କରାୟିବ, ତାହା ସ୍ଥିର କଲେ। ସମାନେେ ଯୀଶୁଙ୍କୁ ବାନ୍ଧି ଶାସନ କର୍ତ୍ତା ପୀଲାତଙ୍କ ପାଖକୁ ନଇଗେଲେ ଓ ତାହାଙ୍କ ହାତ ରେ ସମର୍ପଣ କରି ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 10:28
ସେ ସମାନଙ୍କେୁ କହିଲେ, ତୁମ୍ଭମାନେ ଜାଣିଛ ଯେ, କୌଣସି ଯିହୂଦୀ ଅନ୍ୟ ସହିତ ମିଶିବା ବା ଅନ୍ୟ ଜାତିର ଲୋକଙ୍କ ଘରକୁ ୟିବା ଯିହୂଦୀ ବ୍ଯବସ୍ଥା ବିରୁଦ୍ଧ। କିନ୍ତୁ କୌଣସି ଲୋକକୁ 'ଅପବିତ୍ର' ଓ 'ଅପରିଚ୍ଛନ୍ନ' ନ କହିବା ପାଇଁ ପରମେଶ୍ବର ମାେତେ ଦଖାଇେଛନ୍ତି।
ଯୋହନଲିଖିତ ସୁସମାଚାର 19:14
ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।
ଯୋହନଲିଖିତ ସୁସମାଚାର 11:55
ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖଇେ ଆସିଲା। ଅନକେ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ୟିରୂଶାଲମ ରେ ଆସି ପହନ୍ଚିଲେ, ସମାନେେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ଯ ରେ ବିଶଷେ କର୍ମ କରିବାକୁ ଗଲେ।
ଯିରିମିୟ 7:8
ମାତ୍ର ତୁମ୍ଭମାନେେ ମିଥ୍ଯା କଥା ରେ ବିଶ୍ବାସ କରୁଅଛ ଯାହାକି ମୂଲ୍ଯହୀନ।
ଯିହିଜିକଲ 45:21
ପ୍ରଥମ ମାସର ଚତୁର୍ଦ୍ଦଶ ଦିବସ ରେ ତୁମ୍ଭମାନଙ୍କର ନିସ୍ତାର ପର୍ବ ହବେ। ସହେି ପର୍ବ ସାତଦିନ ଧରି ପାଳିତ ହବେ। ସେ ସମୟରେ ତୁମ୍ଭମାନଙ୍କୁ ତାଡ଼ୀଶୂନ୍ଯ ରୋଟୀ ଭୋଜନ କରିବ।
ଆମୋଷ 5:21
ଆମ୍ଭେ ତୁମ୍ଭମାନଙ୍କର ପର୍ବ ଦିନକୁ ଘୃଣା କରୁ। ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ଧାର୍ମିକ ମହାସଭାକୁ ଗ୍ରହଣ କରୁ ନାହୁଁ।
ମୀଖା 2:1
ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।
ମୀଖା 3:10
ଲୋକମାନଙ୍କ ରକ୍ତ ରେ ସିଯୋନକୁ ତୁମ୍ଭେ ଗଢିଛ ଓ ଅଧର୍ମ ଦ୍ବାରା ୟିରୁଶାଲମକୁ ନିର୍ମାଣ କରିଛ।
ମାଥିଉଲିଖିତ ସୁସମାଚାର 23:23
ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖ ରେ ଯାହା ଅଛି, ତାର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ଯ ଦଶ ଭାବରୁ ଏକ ଭାଗ ତୁମ୍ଭେ ପରମେଶ୍ବରଙ୍କୁ ଦେଉଛ, କିନ୍ତୁ ତୁମ୍ଭମାନେେ ନିୟମର ଅଧିକ ନ୍ଯାୟ, ଦୟା ଓ ବିଶ୍ବାସ ଭଳି ମହତ୍ତ୍ବପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚ଼ିତ। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ଯ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚ଼ିତ।
ଦିତୀୟ ବିବରଣ 16:2
ତୁମ୍ଭେ ନିସ୍ତାର ପର୍ବୀଯ ନବୈେଦ୍ଯ ପାଇଁ ଗୋମଷୋଦି ପଲରକ୍ସ୍ଟ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ଦବେ, ଯେଉଁଠା ରେ ସେ ତାଙ୍କର ନାମ ସ୍ଥାପନ ପାଇଁ ପସନ୍ଦ କରିଛନ୍ତି।
ମାର୍କଲିଖିତ ସୁସମାଚାର 15:16
ସୈନ୍ଯମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନଇଗେଲେ। ସମାନେେ ଅନ୍ୟ ସମସ୍ତ ସୈନ୍ଯମାନଙ୍କୁ ଏକାଠି ଡାକିଲେ।
ଲୂକଲିଖିତ ସୁସମାଚାର 22:66
ତା'ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନ ଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସମାନେେ ଯୀଶୁଙ୍କୁ ସମାନଙ୍କେର ସର୍ବୋଚ୍ଚ ନ୍ଯାଯାଳୟକୁ ନଇଗେଲେ।
ଲୂକଲିଖିତ ସୁସମାଚାର 23:1
ସମସ୍ତେ ଉଠି ଠିଆ ହେଲେ। ସମାନେେ ଯୀଶୁଙ୍କ ପୀଲାତଙ୍କ ପାଖକୁ ନଇଗେଲେ।
ଯୋହନଲିଖିତ ସୁସମାଚାର 18:39
ପ୍ରେତ୍ୟକକ ବର୍ଷ ନିସ୍ତାରପର୍ବ ବେଳେ ମାଠାରୁେ ଜଣେ ବନ୍ଦୀର ମୁକ୍ତି ମାଗିବା ନିମନ୍ତେ ତୁମ୍ଭମାନଙ୍କର ପ୍ରଥା ଅଛି। ତେଣୁ ତୁମ୍ଭେ ଯଦି ଚାହଁ, ମୁଁ ଏହି 'ଯିହୂଦୀମାନଙ୍କ ରାଜାଙ୍କୁ' ମୁକ୍ତି ଦବେି।
ରେରିତମାନଙ୍କ କାର୍ଯ୍ୟର ବିବରଣ 3:13
ନା! ଇଶ୍ବର ଏହା କରିଛନ୍ତି। ସେ ଅବ୍ରାହାମ, ୟିସ୍ହାକ ଓଯାକୁବଙ୍କ ଇଶ୍ବର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଇଶ୍ବର ଅଟନ୍ତି। ସେ ତାହାଙ୍କ ମହାନ ସବେକ ଯୀଶୁଙ୍କୁ ଗୌରବାନ୍ବିତ କରିଅଛନ୍ତି। ମାତ୍ର ତୁମ୍ଭମାନେେ ଯୀଶୁଙ୍କୁ ମୃତ୍ଯୁ ଭୋଗ କରିବା ନିମନ୍ତେ ସମର୍ପଣ କରି ଦେଲେ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭମାନେେ ଯୀଶୁଙ୍କୁ ଚ଼ାହଁନାହିଁ ବୋଲି ପୀଲାତଙ୍କୁ କହିଲ।
ମାଥିଉଲିଖିତ ସୁସମାଚାର 27:1
ତା'ପର ଦିନ ଅତି ସକାଳୁ ସମସ୍ତ ପ୍ରଧାନ ଯାଜକ ଓ ପ୍ରାଚ଼ୀନ ନେତାମାନେ ଏକାଠି ହେଲେ, ଓ ଯୀଶୁଙ୍କୁ ବଧ କରିବ ପାଇଁ ଯୋଜନା କଲେ।
ଦିତୀୟ ବଂଶାବଳୀ 30:21
ୟିରୁଶାଲମ ରେ ଇଶ୍ରାୟେଲର ସନ୍ତାନମାନେ ତାଡ଼ୀଶୂନ୍ଯ ପାଉଁରୋଟୀର ପର୍ବ ସାତଦିନ ପର୍ୟ୍ଯନ୍ତ ପାଳନ କଲେ। ସମାନେେ ଅତ୍ଯନ୍ତ ଆନନ୍ଦିତ ଥିଲେ। ଲବେୀୟ ଓ ଯାଜକମାନେ ପ୍ରତିଦିନ ସମାନଙ୍କେର ସମସ୍ତ ଶକ୍ତି ସହିତ ସଦାପ୍ରଭୁଙ୍କର ପ୍ରଶଂସା କଲେ।
ଦିତୀୟ ବଂଶାବଳୀ 35:8
ଯୋଶିୟଯଙ୍କ ପଦାଧିକାରୀମାନେ ଲୋକମାନଙ୍କୁ, ଯାଜକମାନଙ୍କୁ ଓ ଲବେୀୟମାନଙ୍କୁ ନିସ୍ତାରପର୍ବ ରେ ବ୍ଯବହାର କରିବା ନିମନ୍ତେ ସ୍ବେଚ୍ଛାକୃତ ଉପହାର ଦେଲେ। ପ୍ରଧାନ ଯାଜକ ହିଲ୍କିଯ, ଜିଖରିଯ ଓ ୟିହୀଯଲେ ଏହି ପଦାଧିକାରୀମାନେ ସଦାପ୍ରଭୁଙ୍କ ମନ୍ଦିର ଦାଯିତ୍ବ ରେ ଥିଲେ। ସମାନେେ ଯାଜକମାନଙ୍କୁ 2,600 ମଷେଶାଳକ ଓ ଛାଗ ଓ 300 ବଳଦ ନିସ୍ତାରପର୍ବର ବଳି ନିମନ୍ତେ ଦେଲେ।
ଦିତୀୟ ବଂଶାବଳୀ 35:17
ଇଶ୍ରାୟେଲର ଯେଉଁ ଲୋକମାନେ ସଠାେରେ ଥିଲେ, ସମାନେେ ସାତଦିନ ପର୍ୟ୍ଯନ୍ତ ନିସ୍ତାରପର୍ବ ଓ ଖମିରବିହୀନ ପାଉଁରୋଟୀର ପର୍ବ ପାଳନ କଲେ।
ଗୀତସଂହିତା 35:16
ସମାନେେ ମାେ ପ୍ରତି ଅଭଦ୍ର ଭାଷା ପ୍ରଯୋଗ କରି ମାେତେ ପରିହାସ କରୁଥିଲେ। ସହେି ଲୋକମାନେ ଭାଗରେ ଦାନ୍ତ କଡ଼ମଡ଼ କରି ମାେ ଉପରେ ରାଗରେ ଜଳି ଯାଉଥିଲେ।
ହିତୋପଦେଶ 1:16
ସହେି ପାପୀ ଲୋକମାନେ ସର୍ବଦା ପାପ କରିବାକୁ ପ୍ରସ୍ତୁତ ଥାନ୍ତି। ସମାନେେ ସର୍ବଦା ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି।
ହିତୋପଦେଶ 4:16
ମନ୍ଦ ଲୋକମାନେ ମନ୍ଦକାର୍ୟ୍ଯ ନ କଲା ପର୍ୟ୍ଯନ୍ତ ସମାନଙ୍କେୁ ନିଦ ହୁଏ ନାହିଁ। ଯଦି ସମାନେେ କାହାକୁ ଆଘାତ ନ କରନ୍ତି, ସମାନେେ ଶଯନ କରିବେ ନାହିଁ।
ଯିଶାଇୟ 1:10
ହେ ସଦୋମର ପ୍ରାଚୀନଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାର୍ତ୍ତା ଶୁଣ। ହେ ହ ମାରୋର ଲୋକମାନେ ପରମେଶ୍ବରଙ୍କ ଶିକ୍ଷାସମୂହ ପ୍ରତି ଧ୍ଯାନ ଦିଅ।