Acts 16:17 ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜାରେ ରେ କହିଲା, ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସବେକ। ସମାନେେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟ ରେ କହୁଛନ୍ତି।
Acts 16:17 in Other Translations
King James Version (KJV) The same followed Paul and us, and cried, saying, These men are the servants of the most high God, which shew unto us the way of salvation.
American Standard Version (ASV) The same following after Paul and us cried out, saying, These men are servants of the Most High God, who proclaim unto you the way of salvation.
Bible in Basic English (BBE) She came after Paul and us, crying out and saying, These men are the servants of the Most High God, who are giving you news of the way of salvation.
Darby English Bible (DBY) She, having followed Paul and us, cried saying, These men are bondmen of the Most High God, who announce to you [the] way of salvation.
World English Bible (WEB) Following Paul and us, she cried out, "These men are servants of the Most High God, who proclaim to us the way of salvation!"
Young's Literal Translation (YLT) she having followed Paul and us, was crying, saying, `These men are servants of the Most High God, who declare to us a way of salvation;'
Read Full Chapter :
Acts 16
Cross Reference
ମାର୍କଲିଖିତ ସୁସମାଚାର 5:7
ଯୀଶୁ ଲହେି ଲୋକକୁ କହିଲେ, ରେ ଦୁଷ୍ଟାତ୍ମା, ଏହି ଲୋକ ଦହରେୁ ବାହାରି ଆ।
ଦାନିଏଲ 6:20
ଚିନ୍ତିତ ରାଜା ଦାନିୟେଲଙ୍କୁ ବିଳାପ ସ୍ବର ରେ ଡାକିଲା, ହେ ଜୀବିତ ପରମେଶ୍ବରଙ୍କ ସବେକ ଦାନିୟେଲ, ତୁମ୍ଭେ ପ୍ରତିଦିନ ଯେଉଁ ପରମେଶ୍ବରଙ୍କୁ ସବୋ କରୁଅଛ, ସହେି ପରମେଶ୍ବର ତୁମ୍ଭକୁ ସିଂହମାନଙ୍କଠାରୁ ଉଦ୍ଧାର କରିଛନ୍ତି କି?
ଦାନିଏଲ 3:26
ତା'ପ ରେ ନବୂଖଦ୍ନିତ୍ସର ପ୍ରଜ୍ବଳିତ ଅଗ୍ନିକୁଣ୍ତ ଆଡକୁ ୟାଇ କହିଲା, ହେ ସର୍ବୋପରିସ୍ଥ ପରମେଶ୍ବରଙ୍କ ଦାସ, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋ, ତୁମ୍ଭମାନେେ ଅଗ୍ନିକୁଣ୍ତରୁ ବାହାରି ଆସ।
ଲୂକଲିଖିତ ସୁସମାଚାର 4:34
ହେ ନାଜରିତର ଯୀଶୁ! ତୁମ୍ଭେ ଆମ୍ଭମାନଙ୍କଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭମାନଙ୍କୁ ଧ୍ବଂସ କରିଦବୋକୁ ଆସିଛ? ମୁଁ ଜାଣିଛି ତୁମ୍ଭେ କିଏ ତୁମ୍ଭେ ପରମେଶ୍ବରଙ୍କ ସହେି ପବିତ୍ର ବ୍ଯକ୍ତି।
ଲୂକଲିଖିତ ସୁସମାଚାର 4:41
ଆଉ ମଧ୍ଯ ସମାନଙ୍କେ ମଧିଅରେ ଥିବା ଅନକଙ୍କେ ଭିତରୁ ଦୁଷ୍ଟାତ୍ମାମାନେ ବାହାରି ଆସିଲେ। ଦୁଷ୍ଟାତ୍ମାମାନେ ଚିତ୍କାର କରୁ ଥିଲେ, ତୁମ୍ଭେ ପରମେଶ୍ବରଙ୍କର ପୁତ୍ର। କିନ୍ତୁ ଯୀଶୁ ଦୁଷ୍ଟାତ୍ମାମାନଙ୍କୁ ଚୁପ୍ ରହିବା ପାଇଁ କଠାେର ଆଜ୍ଞା ଦେଲେ। କାରଣ ସହେି ଦୁଷ୍ଟାତ୍ମାମାନେ ଜାଣିଥିଲେ ଯେ ଯୀଶୁ ହେଉଛନ୍ତି ସ୍ବଯଂ ଖ୍ରୀଷ୍ଟ।
ଯୋହନଲିଖିତ ସୁସମାଚାର 14:6
ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।
ପିତରଙ୍କ ପ୍ରଥମ ପତ୍ 2:16
ପରମେଶ୍ବର ଏହା ଚାହାଁନ୍ତି। ସ୍ବାଧୀନ ଲୋକ ଭଳି ବିଚରଣ କର। କିନ୍ତୁ ମନ୍ଦ କର୍ମ କରିବା ପାଇଁ ଏହି ସ୍ବାଧୀନତାର ଅପବ୍ଯବହାର କର ନାହିଁ। ପରମେଶ୍ବରଙ୍କ ସବୋ ରେ ଜୀବନ କାଟ।
ଦାନିଏଲ 3:28
ତା'ପ ରେ ନବୂଖଦ୍ନିତ୍ସର କହିଲା, ଶଦ୍ରକ୍, ମୈଶକ୍ ଓ ଅବେଦ୍-ନଗୋର ପରମେଶ୍ବର ଧନ୍ଯ, ଯେ ହତେୁ ସେ ଆପଣା ଦୂତ ପଠାଇଲେ ଓ ଆପଣା ଦାସମାନଙ୍କୁ ଅଗ୍ନିରୁ ଉଦ୍ଧାର କଲେ। ଆଉ ଏହି ତିନିଜଣ ଆପଣା ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ ଓ ତାଙ୍କ ଭିନ୍ନ ଅନ୍ୟ କୌଣସି ଦବେତାଙ୍କର ପୂଜା କଲେ ନାହିଁ କି ପ୍ରଣାମ କଲେ ନାହିଁ। ଆଉ ମଧ୍ଯ ରାଜବାକ୍ଯ ଅମାନ୍ଯ କରି ଆପଣା ପରମେଶ୍ବରଙ୍କ ସବୋ କଲେ।
ଯୂନସ 1:9
ୟୂନସ ସହେି ନାବିକମାନଙ୍କୁ କହିଲେ, ମୁଁ ଜଣେ ହିବ୍ରୁ ଏବଂ ସଦାପ୍ରଭୁଙ୍କୁ ଉପାସନା କରେ ୟିଏକି ସ୍ବର୍ଗର ପରମେଶ୍ବର। ସହେି ହେଉଛନ୍ତି ପରମେଶ୍ବର ୟିଏକି ସମୁଦ୍ର ଓ ଦେଶର ସୃଷ୍ଟିକର୍ତ୍ତା।
ମାଥିଉଲିଖିତ ସୁସମାଚାର 7:13
ସ୍ବର୍ଗ ପଥରେ କଢାଇ ନେଉଥିବା ଅଣଓସାରିଆ ଫାଟକ ଦଇେ ପ୍ରବେଶ କର। କାରଣ ଓସାରିଆ ଫାଟକ ଓ ପଶସ୍ତ ରାସ୍ତା ନର୍କ ଆଡକୁ ଯାଏ। ବହୁତ ଲୋକ ସହେି ରାସ୍ତା ରେ ଯାଆନ୍ତି।
ମାଥିଉଲିଖିତ ସୁସମାଚାର 8:29
ସମାନଙ୍କେ ନିମନ୍ତେ କହେି ସହେି ବାଟେ ଯାଇପାରୁ ନଥିଲେ। ସମାନେେ ପାଟିକରି କହିଲେ, ହେ ପରମେଶ୍ବରଙ୍କ ପୁତ୍ର! ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ଉପୟୁକ୍ତ ସମୟ ପୂର୍ବରୁ ତୁମ୍ଭେ କ'ଣ ଆମ୍ଭକୁ ଦଣ୍ଡ ଦବୋପାଇଁ ଆସିଛ?
ମାଥିଉଲିଖିତ ସୁସମାଚାର 22:16
ସମାନେେ କେତକେ ହରୋଦୀୟ ମାନଙ୍କ ସହିତ ନିଜର କେତକେ ଶିଷ୍ଯଙ୍କୁ ଯୀଶୁଙ୍କ ପାଖକୁ ପଠାଇଲେ। ସମାନେେ ଯାଇ କହିଲେ, ହେ ଗୁରୁ, ଆମ୍ଭେ ଜାଣୁ ଯେ ତୁମ୍ଭେ ଜଣେ ନିଷ୍ଠାବାନ ଲୋକ। ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଅନ୍ୟମାନେ କଣ ଭାବୁଛନ୍ତି, ସେ ବିଷୟ ରେ ତୁମ୍ଭେ ଆଦୌ ଭୟ କରନାହିଁ। ତୁମ୍ଭ ପାଇଁ ସମସ୍ତେ ସମାନ।
ମାର୍କଲିଖିତ ସୁସମାଚାର 1:24
ହେ ନାଜରିତୀୟ ଯୀଶୁ, ତୁମ୍ଭେ ଆମ୍ଭଠାରୁ କ'ଣ ଚାହୁଁଛ? ତୁମ୍ଭେ କ'ଣ ଆମ୍ଭକୁ ଧ୍ବଂସ କରିଦବୋକୁ ଆସିଛ? ତୁମ୍ଭେ କିଏ, ମୁଁ ତାହା ଜାଣେ। ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ବ୍ଯକ୍ତି।
ମାର୍କଲିଖିତ ସୁସମାଚାର 12:14
ଫାରୂଶୀ ଓ େ ହରୋଦୀୟମାନେ ଯୀଶୁଙ୍କ ପାଖକୁ ଯାଇ କହିଲେ, ଗୁରୁ, ଆମ୍ଭମାନେେ ଜାଣିଛୁ ଯେ, ତୁମ୍ଭେ ବହୁତ ଭଲ ଲୋକ। ଅନ୍ୟମାନେ ତୁମ୍ଭ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପାଇଁ ତୁମ୍ଭେ କବେେ ଚିନ୍ତା କର ନାହିଁ। ସବୁ ଲୋକ ତୁମ୍ଭ ପାଇଁ ସମାନ। ତୁମ୍ଭେ ପରମେଶ୍ବର ଚାହୁଁଥିବା ଜୀବନର ମାର୍ଗ ବିଷୟ ରେ ଠିକ୍ ଉପଦେଶ ଦେଉଛ। ଆମ୍ଭମାନଙ୍କୁ କୁହ: କାଇସରଙ୍କୁ କର ଦବୋର ଉଚିତ୍ କି ନୁହେଁ?
ଲୂକଲିଖିତ ସୁସମାଚାର 1:77
ପରମେଶ୍ବରଙ୍କ ଲୋକଙ୍କୁ ତୁମ୍ଭେ ଜଣଇଦେବେ ଯେ ସମାନଙ୍କେର ପାପକୁ କ୍ଷମା କରି ଦିଆଯାଇ ସମାନଙ୍କେୁ ଉଦ୍ଧାର କରାୟିବ।
ଲୂକଲିଖିତ ସୁସମାଚାର 20:21
ସହେି ଲୋକମାନେ ଯୀଶୁଙ୍କୁ କହିଲେ, ଗୁରୁ, ଆମ୍ଭେ ଜାଣିଛୁ ଯେ ଆପଣ ଯାହା କହୁଛନ୍ତି ଓ ଉପଦେଶ ଦେଉଛନ୍ତି, ସେ ସବୁ ଠିକ୍। ଆପଣ କାହାପ୍ରତି ପକ୍ଷପାତପୂର୍ଣ୍ଣ ଆଚରଣ କରୁନାହାଁନ୍ତି। ଆପଣ ପରମେଶ୍ବରଙ୍କ ମାର୍ଗ ବିଷୟ ରେ ଯେଉଁ ଉପଦେଶ ଦେଉଛନ୍ତି, ତାହା ସତ୍ଯ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:30
ତା'ପରେ ସେ ସମାନଙ୍କେୁ ବାହାରକୁ ଆଣି ପଚ଼ାରିଲେ, ମହାଶୟମାନେ, ପରିତ୍ରାଣ ପାଇବା ପାଇଁ ମାରେ କ'ଣ କରିବା ଆବଶ୍ଯକ?
ରେରିତମାନଙ୍କ କାର୍ଯ୍ୟର ବିବରଣ 18:26
ସେ ନିର୍ଭୟ ରେ ସମାଜଗୃହ ରେ କହିବା ଆରମ୍ଭ କଲେ। ପ୍ରୀସ୍କିଲ୍ଲା ଓ ଆକ୍ବିଲା ତାହାଙ୍କ କଥା ଶୁଣି ତାହାଙ୍କୁ ନିଜ ପାଖକୁ ନଇେ ଆସିଲେ। ସମାନେେ ପରମେଶ୍ବରଙ୍କ ପଥ ବିଷୟ ରେ ଆହୁରି ପରିଷ୍କାର ଭାବରେ ତାହାଙ୍କୁ ବୁଝାଇ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 19:13
ଭୂତାତ୍ମାକୁ ଦୂର କରିବାପାଇଁ ଏଣତେଣେେ ବୁଲୁଥିବା କେତକେ ଯିହୂଦୀୟମାନେ ମଧ୍ଯ ଭୂତାତ୍ମାକୁ ଛଡ଼ାଇବା ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମକୁ ବ୍ଯବହାର କରିବାପାଇଁ ଚେ଼ଷ୍ଟା କଲେ। ସମାନେେ କହିଲେ, ଯେଉଁ ଯୀଶୁଙ୍କୁ ପାଉଲ ପ୍ରଚ଼ାର କରୁଛନ୍ତି ମୁଁ ତୁମ୍ଭକୁ ତାହାଙ୍କ ନାମ ରେ ଆଦେଶ ଦେଉଛି।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:19
ଅତଏବ ହେ ଭାଇ ଓ ଭଉଣୀମାନେ, ଆମ୍ଭେ ମହାପବିତ୍ର ସ୍ଥାନ ରେ ପ୍ରବେଶ କରିବା ପାଇଁ ପୂର୍ଣ୍ଣ ସ୍ବାଧୀନ ପାଇଛୁ। ଯୀଶୁଙ୍କର ରକ୍ତ କାରଣରୁ ଆମ୍ଭେ ନିର୍ଭୟ ରେ ଏପରି କରିପାରିବା।
ଲୂକଲିଖିତ ସୁସମାଚାର 1:79
ମୃତ୍ଯୁର ଭୟ ରେ ଅନ୍ଧକାର ଭିତ ରେ ବାସ କରୁଥିବା ଲୋକଙ୍କୁ ପରମେଶ୍ବର ସାହାୟ୍ଯ କରିବେ। ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗ ରେ ବାଟ କଢଇେ ନବେେ।
ଆଦି ପୁସ୍ତକ 14:18
ଶାଲମର ରାଜା ମଲ୍କୀଷଦକେ ଅବ୍ରାହାମକୁ ସାକ୍ଷାତ କରିବା ପାଇଁ ଗଲେ। ସେ ସର୍ବୋପରିସ୍ଥ ପରମେଶ୍ବରଙ୍କର ଯାଜକ। ମଲକୀଷଦକେ ରୋଟୀ ଓ ଦ୍ରାକ୍ଷାରସ ଘନେି ଆସିଲେ।
ଗୀତସଂହିତା 57:2
ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରିବି। ଏବଂ ପରମେଶ୍ବର ମାରେ ସମ୍ପୂର୍ଣ୍ଣ ଭାବରେ ରକ୍ଷା କରିବେ !
ଗୀତସଂହିତା 78:35
ସମାନେେ ମନେ କଲେ ୟେ, ପରମେଶ୍ବର ସମାନଙ୍କେର ଶୈଳ ଥିଲେ ଏବଂ ସହେି ସର୍ବୋପରିସ୍ଥ ପରମେଶ୍ବର ସମାନଙ୍କେୁ ରକ୍ଷା କଲେ।
ଦାନିଏଲ 4:2
ସର୍ବୋପରିସ୍ଥ ପରମେଶ୍ବର ମାେ ପାଇଁ ଯେଉଁ ଆଶ୍ଚର୍ୟ୍ଯ କ୍ରିଯା ସାଧନ କରିଅଛନ୍ତି, ତାହା ସବୁ ପ୍ରଗ୍ଭର କରିବାକୁ ମୁଁ ସୁଖ ବୋଧ କଲି।
ଦାନିଏଲ 5:18
ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।
ଦାନିଏଲ 5:21
ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।
ଦାନିଏଲ 6:16
ତହୁଁ ରାଜାଙ୍କ ଆଦେଶ ରେ ସମାନେେ ଦାନିୟେଲଙ୍କୁ ଆଣି ସିଂହମାନଙ୍କ ଗର୍ତ୍ତ ରେ ନିକ୍ଷପେ କଲେ। କିନ୍ତୁ ରାଜା ଦାନିୟେଲଙ୍କୁ କହିଲେ, ତୁମ୍ଭେ ଯେଉଁ ପରମେଶ୍ବରଙ୍କର ଉପାସନା କରୁଛ, ସେ ତୁମ୍ଭକୁ ଉଦ୍ଧାର କରିବେ।
ମୀଖା 6:6
ଆମ୍ଭମାନେେ କ'ଣ ଆଣି ସଦାପ୍ରଭୁଙ୍କୁ ଭଟେିବା? କ'ଣ କରି ଆମ୍ଭେ ଉର୍ଦ୍ଧ୍ବସ୍ଥ ପରମେଶ୍ବରଙ୍କୁ ପ୍ରଣାମ କରିବା? କ'ଣ ହାମବେଳି ଓ ଏକବର୍ଷୀଯ ଗୋବତ୍ସ ନଇେ ଆମ୍ଭେ ସଦାପ୍ରଭୁଙ୍କୁ ଭଟେି ଦବୋ?
ଲୂକଲିଖିତ ସୁସମାଚାର 8:28
ଭୂତ ଅନକେ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା' ହାତ ରେ ହାତକଡି ଓ ଗୋଡ ରେ ବଡେି ପକାଇ ପହରା ଭିତ ରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା' ଦହେ ରେ ଥିବା ଭୂତ ତାହାକୁ ଲୋକେ ରହୁ ନଥିବା ନିଛାଟିଆ ଜାଗାକୁ ତଡି ନେଉଥିଲା।