2 Samuel 12

fullscreen1 ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।

fullscreen2 ଧନୀ ଲୋକର ଅତି ବହକ୍ସ୍ଟତ ଗାଈ, ବଳଦ ଓ ମାେଣ୍ତାପଲ ଥିଲା।

fullscreen3 ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ତା ଛକ୍ସ୍ଟଆ ବ୍ଯତୀତ ଆଉ କିଛି ନଥିଲା। ସେ ମଧ୍ଯ ତାକକ୍ସ୍ଟ କିଣି ପାଳକ୍ସ୍ଟଥିଲା। ତା' ସଙ୍ଗେ ଓ ତା'ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢିଲା। ମେଣ୍ତା ଛକ୍ସ୍ଟଆଟି ତା'ର ନିଜ ତକ୍ସ୍ଟଣ୍ତରକ୍ସ୍ଟ ଆହାର ଖାଇଲା ଓ ତାହାର ନିଜ ପାତ୍ରରକ୍ସ୍ଟ ପାନ କଲା ଓ ତା'ର କୋଳ ରେ ମଧ୍ଯ ଶଯନ କଲା। ସହେି ମେଣ୍ତା ଛକ୍ସ୍ଟଆଟି ସେ ଗରୀବ ଲୋକଟିର ଝିଅପରି ବଢିଲା।

fullscreen4 ତା'ପରେ ଜଣେ ୟାତ୍ରୀ ଆସିଲେ ଓ ସହେି ଧନୀ ଲୋକଙ୍କକ୍ସ୍ଟ ଦେଖିଲେ। ତହିଁରେ ସହେି ଧନୀ ଲୋକଟି, ତା' ନିକଟକକ୍ସ୍ଟ ଆସିଥିବା ଅତିଥି ପାଇଁ ରାନ୍ଧିବାକକ୍ସ୍ଟ ନିଜ ପଲରକ୍ସ୍ଟ ଓ ନିଜ ଗୋଠରକ୍ସ୍ଟ ନଇେ ମେଣ୍ତା ଖାଇବାକକ୍ସ୍ଟ ଦବୋକକ୍ସ୍ଟ ଇଛା କଲା ନାହିଁ। ମାତ୍ର ସହେି ଦରିଦ୍ର ଲୋକଟିର ମେଣ୍ତା ଛକ୍ସ୍ଟଆଟିକକ୍ସ୍ଟ ନଇେ ଅତିଥିଙ୍କ ପାଇଁ ରାନ୍ଧିଲା।

fullscreen5 ଏକଥା ଶକ୍ସ୍ଟଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପକ୍ସ୍ଟଣି ଦାଉଦ ନାଥନଙ୍କକ୍ସ୍ଟ କହିଲେ, ଯେଉଁ ବ୍ଯକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ।

fullscreen6 ସେ ଏପରି କର୍ମ କରିବାରକ୍ସ୍ଟ ଓ ସେ କିଛି ଦୟା ନକରିବାରକ୍ସ୍ଟ ସହେି ମେଣ୍ତାର ଗ୍ଭରିଗକ୍ସ୍ଟଣ ଫରୋଇ ଦବେ।

1 And the Lord sent Nathan unto David. And he came unto him, and said unto him, There were two men in one city; the one rich, and the other poor.

2 The rich man had exceeding many flocks and herds:

3 But the poor man had nothing, save one little ewe lamb, which he had bought and nourished up: and it grew up together with him, and with his children; it did eat of his own meat, and drank of his own cup, and lay in his bosom, and was unto him as a daughter.

4 And there came a traveller unto the rich man, and he spared to take of his own flock and of his own herd, to dress for the wayfaring man that was come unto him; but took the poor man’s lamb, and dressed it for the man that was come to him.

5 And David’s anger was greatly kindled against the man; and he said to Nathan, As the Lord liveth, the man that hath done this thing shall surely die:

6 And he shall restore the lamb fourfold, because he did this thing, and because he had no pity.

2 Samuel 12 in Tamil and English

1 ସଦାପ୍ରଭୁ ଦାଉଦଙ୍କ ନିକଟକକ୍ସ୍ଟ ନାଥନକକ୍ସ୍ଟ ପଠାଇଲେ। ନାଥନ ୟାଇ ଦାଉଦଙ୍କକ୍ସ୍ଟ କହିଲେ, ଏକ ନଗର ରେ ଦକ୍ସ୍ଟଇଜଣ ଲୋକ ଥିଲେ। ସେଥି ମଧ୍ଯରକ୍ସ୍ଟ ଜଣେ ଥିଲେ ଧନୀ ଓ ଅନ୍ୟ ଜଣକ ଥିଲେ ଗରିବ।
And the Lord sent Nathan unto David. And he came unto him, and said unto him, There were two men in one city; the one rich, and the other poor.

2 ଧନୀ ଲୋକର ଅତି ବହକ୍ସ୍ଟତ ଗାଈ, ବଳଦ ଓ ମାେଣ୍ତାପଲ ଥିଲା।
The rich man had exceeding many flocks and herds:

3 ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ତା ଛକ୍ସ୍ଟଆ ବ୍ଯତୀତ ଆଉ କିଛି ନଥିଲା। ସେ ମଧ୍ଯ ତାକକ୍ସ୍ଟ କିଣି ପାଳକ୍ସ୍ଟଥିଲା। ତା' ସଙ୍ଗେ ଓ ତା'ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢିଲା। ମେଣ୍ତା ଛକ୍ସ୍ଟଆଟି ତା'ର ନିଜ ତକ୍ସ୍ଟଣ୍ତରକ୍ସ୍ଟ ଆହାର ଖାଇଲା ଓ ତାହାର ନିଜ ପାତ୍ରରକ୍ସ୍ଟ ପାନ କଲା ଓ ତା'ର କୋଳ ରେ ମଧ୍ଯ ଶଯନ କଲା। ସହେି ମେଣ୍ତା ଛକ୍ସ୍ଟଆଟି ସେ ଗରୀବ ଲୋକଟିର ଝିଅପରି ବଢିଲା।
But the poor man had nothing, save one little ewe lamb, which he had bought and nourished up: and it grew up together with him, and with his children; it did eat of his own meat, and drank of his own cup, and lay in his bosom, and was unto him as a daughter.

4 ତା'ପରେ ଜଣେ ୟାତ୍ରୀ ଆସିଲେ ଓ ସହେି ଧନୀ ଲୋକଙ୍କକ୍ସ୍ଟ ଦେଖିଲେ। ତହିଁରେ ସହେି ଧନୀ ଲୋକଟି, ତା' ନିକଟକକ୍ସ୍ଟ ଆସିଥିବା ଅତିଥି ପାଇଁ ରାନ୍ଧିବାକକ୍ସ୍ଟ ନିଜ ପଲରକ୍ସ୍ଟ ଓ ନିଜ ଗୋଠରକ୍ସ୍ଟ ନଇେ ମେଣ୍ତା ଖାଇବାକକ୍ସ୍ଟ ଦବୋକକ୍ସ୍ଟ ଇଛା କଲା ନାହିଁ। ମାତ୍ର ସହେି ଦରିଦ୍ର ଲୋକଟିର ମେଣ୍ତା ଛକ୍ସ୍ଟଆଟିକକ୍ସ୍ଟ ନଇେ ଅତିଥିଙ୍କ ପାଇଁ ରାନ୍ଧିଲା।
And there came a traveller unto the rich man, and he spared to take of his own flock and of his own herd, to dress for the wayfaring man that was come unto him; but took the poor man’s lamb, and dressed it for the man that was come to him.

5 ଏକଥା ଶକ୍ସ୍ଟଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପକ୍ସ୍ଟଣି ଦାଉଦ ନାଥନଙ୍କକ୍ସ୍ଟ କହିଲେ, ଯେଉଁ ବ୍ଯକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ।
And David’s anger was greatly kindled against the man; and he said to Nathan, As the Lord liveth, the man that hath done this thing shall surely die:

6 ସେ ଏପରି କର୍ମ କରିବାରକ୍ସ୍ଟ ଓ ସେ କିଛି ଦୟା ନକରିବାରକ୍ସ୍ଟ ସହେି ମେଣ୍ତାର ଗ୍ଭରିଗକ୍ସ୍ଟଣ ଫରୋଇ ଦବେ।
And he shall restore the lamb fourfold, because he did this thing, and because he had no pity.