2 Chronicles 9

fullscreen13 ଏକ ବର୍ଷ ମଧିଅରେ ଶଲୋମନ ଯେତେ ପରିମାଣ ରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା।

fullscreen14 ଭ୍ରମଣକାରୀ ବଣିକ ଓ ବ୍ଯବସାଯୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନଇେ ଆସିଲେ।

fullscreen15 ଶ ଲୋମନ ପିଟା ସୁନାରୁ 200 ବୃହତ୍ ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକଟି ଢ଼ାଲ ନିମନ୍ତେ 600 ଶକେଲ ପିଟା ସୁନା ବ୍ଯବହୃତ ହାଇେଥିଲା।

fullscreen16 ଆହୁରି ମଧ୍ଯ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକ ଢ଼ାଲ ନିମନ୍ତେ 300 ଶକେଲ ସୁନା ବ୍ଯବହୃତ ହାଇେଥିଲା। ରାଜା ଶଲୋମନ ଲିବାନୋନର ଅରଣ୍ଯ ନାମକ ଗୃହ ରେ ଏହି ସୁବର୍ଣ୍ଣ ଢ଼ାଲଗୁଡ଼ିକ ରଖିଲେ।

fullscreen17 ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ଯବହାର କଲେ। ସେ ସହେି ସିଂହାସନକୁ ଖାଣ୍ଟି ସୁନା ଦ୍ବାରା ଆବୃତ କଲେ।

fullscreen18 ସହେି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନଲୋ। ସୁନା ରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାଶର୍‌ବ ରେ ବାହୁଭରାମାନ ଥିଲା। ପ୍ରେତ୍ୟକକ ବାହୁଭରାର ପାଶର୍‌ବ ରେ ଗୋଟିଏ ଲଖାଏଁେ ସିଂହମୂର୍ତ୍ତି ଦଣ୍ଡାଯମାନ ଥିଲା।

fullscreen19 ଛଅ ଗୋଟି ପାହାଚ ରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରେତ୍ୟକକ ପାହାଚର ଶଷେ ରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ଯ ରେ ଏ ପ୍ରକାର ସିଂହାସନ ନିର୍ମିତ ହାଇେ ନ ଥିଲା।

fullscreen20 ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନ ରେ ନିର୍ମିତ ହାଇେଥିଲା। ଲିବାନୋନର ଅରଣ୍ଯସ୍ଥିତ ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନା ରେ ନିର୍ମିତ ହାଇେଥିଲା। ଶ ଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ଯ ଦ୍ରବ୍ଯରୂପେ ଗଣ୍ଯ ହେଉ ନ ଥିଲା।

fullscreen21 ରାଜା ଶ ଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନିବର୍ଷ ରେ ଥରେ ସହେି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମଯୁରମାନ ବହି ଆଣୁଥିଲେ।

fullscreen22 ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନ ରେ ଅତ୍ଯନ୍ତ ମହାନ୍ ହାଇେ ଉଠିଲେ।

fullscreen23 ପୃଥିବୀର ସମସ୍ତ ରାଜାଗଣ ଶ ଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଚାର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ବର ଶଲୋମନଙ୍କୁ ସହେିପରି ଜ୍ଞାନ ପ୍ରଦାନ କରିଥିଲେ।

fullscreen24 ପ୍ରତି ବର୍ଷ ସହେି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନଇେ ଆସୁଥିଲେ। ସମାନେେ ସୁନା, ରୂପା ଦ୍ରବ୍ଯ, ବସ୍ତ୍ର, ୟୁଦ୍ଧସାଜ, ମଶାଲ, ଅଶ୍ବଗୁଡ଼ିକ ଓ ଖଚରମାନ ଆଣିଲେ।

fullscreen25 ଅଶ୍ବ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4 ,000 ଅଶ୍ବଶାଳା ଥିଲା। ତାଙ୍କର 12,000 ରଥଚାଳକ ଥିଲେ। ଶଲୋମନ ସମାନଙ୍କେୁ ତାଙ୍କ ସଙ୍ଗ ରେ ୟିରୁଶାଲମ ରେ ଓ ରଥ ନିମନ୍ତେ ନିର୍ମିତ ବିଶଷେ ନଗରଗୁଡ଼ିକରେ ରଖିଲେ।

fullscreen26 ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ୟ୍ଯନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ।

fullscreen27 ରୂପାର ପରିମାଣ ଏତେ ଥିଲା ଯେ, ତାହା ୟିରୁଶାଲମର ଗୋଡ଼ି, ପଥର ତୁଲ୍ଯ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦବଦୋରୁ କାଠ ଥିଲା ଯେ, ତାହା ଡ଼ିମ୍ବିରିଗଛ ତୁଲ୍ଯ ଥିଲା, ଯାହା ମାଳଭୂମିରେ ୟଥେଷ୍ଟ ପରିମାଣ ରେ ବଢ଼େ।

fullscreen28 ଲୋକମାନେ ମିଶର ଓ ଅନ୍ଯାନ୍ଯ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ବମାନ ଆଣିଲେ।

13 Now the weight of gold that came to Solomon in one year was six hundred and threescore and six talents of gold;

14 Beside that which chapmen and merchants brought. And all the kings of Arabia and governors of the country brought gold and silver to Solomon.

15 And king Solomon made two hundred targets of beaten gold: six hundred shekels of beaten gold went to one target.

16 And three hundred shields made he of beaten gold: three hundred shekels of gold went to one shield. And the king put them in the house of the forest of Lebanon.

17 Moreover the king made a great throne of ivory, and overlaid it with pure gold.

18 And there were six steps to the throne, with a footstool of gold, which were fastened to the throne, and stays on each side of the sitting place, and two lions standing by the stays:

19 And twelve lions stood there on the one side and on the other upon the six steps. There was not the like made in any kingdom.

20 And all the drinking vessels of king Solomon were of gold, and all the vessels of the house of the forest of Lebanon were of pure gold: none were of silver; it was not any thing accounted of in the days of Solomon.

21 For the king’s ships went to Tarshish with the servants of Huram: every three years once came the ships of Tarshish bringing gold, and silver, ivory, and apes, and peacocks.

22 And king Solomon passed all the kings of the earth in riches and wisdom.

23 And all the kings of the earth sought the presence of Solomon, to hear his wisdom, that God had put in his heart.

24 And they brought every man his present, vessels of silver, and vessels of gold, and raiment, harness, and spices, horses, and mules, a rate year by year.

25 And Solomon had four thousand stalls for horses and chariots, and twelve thousand horsemen; whom he bestowed in the chariot cities, and with the king at Jerusalem.

26 And he reigned over all the kings from the river even unto the land of the Philistines, and to the border of Egypt.

27 And the king made silver in Jerusalem as stones, and cedar trees made he as the sycomore trees that are in the low plains in abundance.

28 And they brought unto Solomon horses out of Egypt, and out of all lands.

2 Chronicles 9 in Tamil and English

13 ଏକ ବର୍ଷ ମଧିଅରେ ଶଲୋମନ ଯେତେ ପରିମାଣ ରେ ସୁନା ପାଇଥିଲେ, ତାହାର ଓଜନ 666 ତାଳନ୍ତ ହେଲା।
Now the weight of gold that came to Solomon in one year was six hundred and threescore and six talents of gold;

14 ଭ୍ରମଣକାରୀ ବଣିକ ଓ ବ୍ଯବସାଯୀମାନେ ଶଲୋମନଙ୍କ ନିମନ୍ତେ ଆହୁରି ସୁନା ଆଣିଲେ। ଆରବର ସମସ୍ତ ରାଜାଗଣ ଓ ଦେଶର ଶାସକଗଣ ଶଲୋମନଙ୍କ ନିକଟକୁ ସୁନା ଓ ରୂପା ନଇେ ଆସିଲେ।
Beside that which chapmen and merchants brought. And all the kings of Arabia and governors of the country brought gold and silver to Solomon.

15 ଶ ଲୋମନ ପିଟା ସୁନାରୁ 200 ବୃହତ୍ ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକଟି ଢ଼ାଲ ନିମନ୍ତେ 600 ଶକେଲ ପିଟା ସୁନା ବ୍ଯବହୃତ ହାଇେଥିଲା।
And king Solomon made two hundred targets of beaten gold: six hundred shekels of beaten gold went to one target.

16 ଆହୁରି ମଧ୍ଯ ଶଲୋମନ ପିଟା ସୁନାରୁ 300ଟି କ୍ଷୁଦ୍ର ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକ ଢ଼ାଲ ନିମନ୍ତେ 300 ଶକେଲ ସୁନା ବ୍ଯବହୃତ ହାଇେଥିଲା। ରାଜା ଶଲୋମନ ଲିବାନୋନର ଅରଣ୍ଯ ନାମକ ଗୃହ ରେ ଏହି ସୁବର୍ଣ୍ଣ ଢ଼ାଲଗୁଡ଼ିକ ରଖିଲେ।
And three hundred shields made he of beaten gold: three hundred shekels of gold went to one shield. And the king put them in the house of the forest of Lebanon.

17 ରାଜା ଶଲୋମନ ଏକ ବୃହତ୍ ସିଂହାସନ ନିର୍ମାଣ କରିବା ନିମନ୍ତେ ହାତୀଦାନ୍ତର ବ୍ଯବହାର କଲେ। ସେ ସହେି ସିଂହାସନକୁ ଖାଣ୍ଟି ସୁନା ଦ୍ବାରା ଆବୃତ କଲେ।
Moreover the king made a great throne of ivory, and overlaid it with pure gold.

18 ସହେି ଛଅ ଗୋଟି ପାହାଚ ସିଂହାସନ ନିକଟକୁ ରାସ୍ତା କଢ଼ାଇ ନଲୋ। ସୁନା ରେ ନିର୍ମିତ ଏକ ପାଦପୀଠ ତାହାର ଥିଲା। ସିଂହାସନର ଆସନର ଉଭୟ ପାଶର୍‌ବ ରେ ବାହୁଭରାମାନ ଥିଲା। ପ୍ରେତ୍ୟକକ ବାହୁଭରାର ପାଶର୍‌ବ ରେ ଗୋଟିଏ ଲଖାଏଁେ ସିଂହମୂର୍ତ୍ତି ଦଣ୍ଡାଯମାନ ଥିଲା।
And there were six steps to the throne, with a footstool of gold, which were fastened to the throne, and stays on each side of the sitting place, and two lions standing by the stays:

19 ଛଅ ଗୋଟି ପାହାଚ ରେ ବାର ଗୋଟି ସିଂହଙ୍କର ପ୍ରତିମୂର୍ତ୍ତି ଥିଲା। ପ୍ରେତ୍ୟକକ ପାହାଚର ଶଷେ ରେ ଗୋଟିଏ ସିଂହ ଥିଲା। ଅନ୍ୟ କୌଣସି ରାଜ୍ଯ ରେ ଏ ପ୍ରକାର ସିଂହାସନ ନିର୍ମିତ ହାଇେ ନ ଥିଲା।
And twelve lions stood there on the one side and on the other upon the six steps. There was not the like made in any kingdom.

20 ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସ୍ଥାନ ରେ ନିର୍ମିତ ହାଇେଥିଲା। ଲିବାନୋନର ଅରଣ୍ଯସ୍ଥିତ ଗୃହର ସମସ୍ତ ଗୃହୋପକରଣ ଖାଣ୍ଟି ସୁନା ରେ ନିର୍ମିତ ହାଇେଥିଲା। ଶ ଲୋମନଙ୍କ ସମୟରେ ରୂପା ଏକ ବହୁମୂଲ୍ଯ ଦ୍ରବ୍ଯରୂପେ ଗଣ୍ଯ ହେଉ ନ ଥିଲା।
And all the drinking vessels of king Solomon were of gold, and all the vessels of the house of the forest of Lebanon were of pure gold: none were of silver; it was not any thing accounted of in the days of Solomon.

21 ରାଜା ଶ ଲୋମନଙ୍କର ଜାହାଜମାନ ଥିଲା, ଯେଉଁଗୁଡ଼ିକ କି ତର୍ଶୀଶକୁ ଯାଉଥିଲା। ହୂରମ୍ଙ୍କ ଲୋକମାନେ ଶଲୋମନଙ୍କ ଜାହାଜର ନାବିକ ଥିଲେ। ପ୍ରତି ତିନିବର୍ଷ ରେ ଥରେ ସହେି ଜାହାଜଗୁଡ଼ିକ ଶଲୋମନଙ୍କ ନିକଟକୁ ସୁନା, ରୂପା, ହାତୀଦାନ୍ତ, ମାଙ୍କଡ଼ ଓ ମଯୁରମାନ ବହି ଆଣୁଥିଲେ।
For the king’s ships went to Tarshish with the servants of Huram: every three years once came the ships of Tarshish bringing gold, and silver, ivory, and apes, and peacocks.

22 ରାଜା ଶଲୋମନ ପୃଥିବୀସ୍ଥ ଅନ୍ୟ ରାଜାମାନଙ୍କଠାରୁ ଧନସମ୍ପଦ ଓ ଜ୍ଞାନ ରେ ଅତ୍ଯନ୍ତ ମହାନ୍ ହାଇେ ଉଠିଲେ।
And king Solomon passed all the kings of the earth in riches and wisdom.

23 ପୃଥିବୀର ସମସ୍ତ ରାଜାଗଣ ଶ ଲୋମନଙ୍କୁ ସାକ୍ଷାତ କରିବାକୁ ଓ ତାଙ୍କର ଜ୍ଞାନପୂର୍ଣ୍ଣ ବିଚାର ଶୁଣିବା ପାଇଁ ଆସିବାକୁ ଲାଗିଲେ। ପରମେଶ୍ବର ଶଲୋମନଙ୍କୁ ସହେିପରି ଜ୍ଞାନ ପ୍ରଦାନ କରିଥିଲେ।
And all the kings of the earth sought the presence of Solomon, to hear his wisdom, that God had put in his heart.

24 ପ୍ରତି ବର୍ଷ ସହେି ରାଜାମାନେ ଶଲୋମନଙ୍କ ନିମନ୍ତେ ଉପହାରମାନ ନଇେ ଆସୁଥିଲେ। ସମାନେେ ସୁନା, ରୂପା ଦ୍ରବ୍ଯ, ବସ୍ତ୍ର, ୟୁଦ୍ଧସାଜ, ମଶାଲ, ଅଶ୍ବଗୁଡ଼ିକ ଓ ଖଚରମାନ ଆଣିଲେ।
And they brought every man his present, vessels of silver, and vessels of gold, and raiment, harness, and spices, horses, and mules, a rate year by year.

25 ଅଶ୍ବ ଓ ରଥମାନଙ୍କୁ ରଖବା ନିମନ୍ତେ ଶଲୋମନଙ୍କର 4 ,000 ଅଶ୍ବଶାଳା ଥିଲା। ତାଙ୍କର 12,000 ରଥଚାଳକ ଥିଲେ। ଶଲୋମନ ସମାନଙ୍କେୁ ତାଙ୍କ ସଙ୍ଗ ରେ ୟିରୁଶାଲମ ରେ ଓ ରଥ ନିମନ୍ତେ ନିର୍ମିତ ବିଶଷେ ନଗରଗୁଡ଼ିକରେ ରଖିଲେ।
And Solomon had four thousand stalls for horses and chariots, and twelve thousand horsemen; whom he bestowed in the chariot cities, and with the king at Jerusalem.

26 ଫରାତ୍ ନଦୀଠାରୁ ଆରମ୍ଭ କରି ପଲେଷ୍ଟୀୟ ଲୋକମାନଙ୍କର ଦେଶ ଓ ମିଶରର ସୀମା ପର୍ୟ୍ଯନ୍ତ ସମସ୍ତ ଦେଶ ଉପରେ ଶଲୋମନ ରାଜା ଥିଲେ।
And he reigned over all the kings from the river even unto the land of the Philistines, and to the border of Egypt.

27 ରୂପାର ପରିମାଣ ଏତେ ଥିଲା ଯେ, ତାହା ୟିରୁଶାଲମର ଗୋଡ଼ି, ପଥର ତୁଲ୍ଯ ଥିଲା। ଆଉ, ତାଙ୍କ ନିକଟରେ ଏତେ ପରିମାଣର ଦବଦୋରୁ କାଠ ଥିଲା ଯେ, ତାହା ଡ଼ିମ୍ବିରିଗଛ ତୁଲ୍ଯ ଥିଲା, ଯାହା ମାଳଭୂମିରେ ୟଥେଷ୍ଟ ପରିମାଣ ରେ ବଢ଼େ।
And the king made silver in Jerusalem as stones, and cedar trees made he as the sycomore trees that are in the low plains in abundance.

28 ଲୋକମାନେ ମିଶର ଓ ଅନ୍ଯାନ୍ଯ ଦେଶମାନଙ୍କରୁ ଶଲୋମନଙ୍କ ନିମନ୍ତେ ଅଶ୍ବମାନ ଆଣିଲେ।
And they brought unto Solomon horses out of Egypt, and out of all lands.