2 Chronicles 31:19 Image in Oriya
ଲବେୀୟମାନେ ଯେଉଁ ସହର ରେ ବାସ କରୁଥିଲେ, ତାହା ନିକଟରେ ହାରୋଣଙ୍କ ବଂଶଧର କେତଜେଣ ଯାଜକଙ୍କର ଶସ୍ଯକ୍ଷତେ ଥିଲା। ଆଉ ହାରୋଣଙ୍କର କେତଜେଣ ବଂଶଧର ମଧ୍ଯ ସହରମାନଙ୍କ ରେ ବାସ କରୁଥିଲେ। ହାରୋଣଙ୍କର ଏହି ବଂଶଧରମାନଙ୍କୁ ସଂଗୃହୀତ ଦ୍ରବ୍ଯରୁ ଅଂଶ ଦବୋ ନିମନ୍ତେ ଏହି ପ୍ରେତ୍ୟକକ ସହରର ଲୋକମାନଙ୍କୁ ସମାନଙ୍କେ ନାମ ଦ୍ବାରା ମନୋନୀତ କରାଯାଉ ଥିଲା। ଲବେୀୟମାନଙ୍କ ବଂଶର ଇତିହାସ ରେ ନାମଭୁକ୍ତ କରାୟାଇଥିବା ସମସ୍ତ ପୁରୁଷ ଓ ଅନ୍ୟମାନେ ସଂଗୃହୀତ ଦ୍ରବ୍ଯର ଅଂଶ ଲାଭ କରୁଥିଲେ।
ଲବେୀୟମାନେଯେଉଁସହରରେବାସକରୁଥିଲେ,ତାହାନିକଟରେହାରୋଣଙ୍କବଂଶଧରକେତଜେଣଯାଜକଙ୍କରଶସ୍ଯକ୍ଷତେଥିଲା।ଆଉହାରୋଣଙ୍କରକେତଜେଣବଂଶଧରମଧ୍ଯସହରମାନଙ୍କରେବାସକରୁଥିଲେ।ହାରୋଣଙ୍କରଏହିବଂଶଧରମାନଙ୍କୁସଂଗୃହୀତଦ୍ରବ୍ଯରୁଅଂଶଦବୋନିମନ୍ତେଏହିପ୍ରେତ୍ୟକକସହରରଲୋକମାନଙ୍କୁସମାନଙ୍କେନାମଦ୍ବାରାମନୋନୀତକରାଯାଉଥିଲା।ଲବେୀୟମାନଙ୍କବଂଶରଇତିହାସରେନାମଭୁକ୍ତକରାୟାଇଥିବାସମସ୍ତପୁରୁଷଓଅନ୍ୟମାନେସଂଗୃହୀତଦ୍ରବ୍ଯରଅଂଶଲାଭକରୁଥିଲେ।
2 Chronicles 31:19 Picture in Oriya