2 Chronicles 31:14 ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଲୋକମାନେ ମୁକ୍ତ ଭାବରେ ଯେଉଁ ନବୈେଦ୍ଯ ଦେଉଥିଲେ, କୋରି ତାହାର ଦାଯିତ୍ବ ରେ ଥିଲେ। ସଦପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଦତ୍ତ, ସଂଗୃହୀତ ଦାନଗୁଡ଼ିକୁ ବିତରଣ କରିବା ଦାଯିତ୍ବ ତାଙ୍କର ଥିଲା। ଆଉ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ରୀକୃତ ହାଇେଥିବା ଉପହାରଗୁଡ଼ିକୁ ବିତରଣ କରିବାର ଦାଯିତ୍ବ ମଧ୍ଯ ତାଙ୍କର ଥିଲା। କୋରି ପୂର୍ବଦିଗ ରେ ଥିବା ଦ୍ବାରର ଦ୍ବାରପାଳ ଥିଲେ। ତାଙ୍କ ପିତାଙ୍କର ନାମ ଥିଲା ଲବେୀୟ ୟିମ୍ନା।
2 Chronicles 31:14 in Other Translations
King James Version (KJV) And Kore the son of Imnah the Levite, the porter toward the east, was over the freewill offerings of God, to distribute the oblations of the LORD, and the most holy things.
American Standard Version (ASV) And Kore the son of Imnah the Levite, the porter at the east `gate', was over the freewill-offerings of God, to distribute the oblations of Jehovah, and the most holy things.
Bible in Basic English (BBE) And Kore, the son of Imnah the Levite, the keeper of the east door, had control of the offerings freely given to God, and the distribution of the offerings of the Lord and the most holy things.
Darby English Bible (DBY) And Kore the son of Jimnah the Levite, the doorkeeper toward the east, was over the voluntary-offerings of God, to distribute the heave-offerings of Jehovah, and the most holy things.
Webster's Bible (WBT) And Kore the son of Imnah the Levite, the porter towards the east, was over the free-will-offerings of God, to distribute the oblations of the LORD, and the most holy things.
World English Bible (WEB) Kore the son of Imnah the Levite, the porter at the east [gate], was over the freewill-offerings of God, to distribute the offerings of Yahweh, and the most holy things.
Young's Literal Translation (YLT) And Kore son of Imnah the Levite, the gatekeeper at the east, `is' over the willing-offerings of God, to give the heave-offering of Jehovah, and the most holy things.
Read Full Chapter :
2 Chronicles 31
Cross Reference
ଲେବୀୟ ପୁସ୍ତକ 2:10
ସହେି ଶସ୍ଯ-ନବୈେଦ୍ଯର ଅବଶିଷ୍ଟ ଅଂଶ ହାରୋଣ ଓ ତାହାର ପୁତ୍ରଗଣର ହବେ। ଏହି ଅବଶିଷ୍ଟାଂଶ ଯାହା ସଦାପ୍ରଭୁଙ୍କ ଉପହାରରୁ ନିଆୟାଏ ମହାପବିତ୍ର ଅଟେ।
ଲେବୀୟ ପୁସ୍ତକ 6:16
ପୁଣି ହାରୋଣ ଓ ତାହାର ପୁତ୍ରଗଣ ତହିଁର ଅବଶିଷ୍ଟାଂଶ ଭୋଜନ କରିବେ। ସମାନେେ ସମାଗମ ତମ୍ବୁର ପା୍ରଙ୍ଗଣ ଭିତ ରେ କୌଣସି ଏକ ପବିତ୍ର ସ୍ଥାନ ରେ ତାଡି ବିନା ତାକୁ ଭକ୍ଷଣ କରିବେ।
ଲେବୀୟ ପୁସ୍ତକ 7:1
ଏହିସବୁ ଦୋଷାର୍ଥକ ବଳିର ବିଧି ଅଟେ। ତାହା ମହାପବିତ୍ର।
ଲେବୀୟ ପୁସ୍ତକ 10:12
ଏହାପରେ ମାଶାେ ହାରୋଣଙ୍କୁ ଓ ତାଙ୍କର ଜୀବିତ ଥିବା ଅବଶିଷ୍ଟ ଦୁଇପୁତ୍ର ଇଲିଯାସର ଓ ଈଥାମରଙ୍କୁ କହିଲେ, ସଦାପ୍ରଭୁଙ୍କ ଉପହାରରୁ ଅବଶିଷ୍ଟ ଯେଉଁ ଶସ୍ଯ ନବୈେଦ୍ଯ, ତାହା ତୁମ୍ଭମାନେେ ନଇେ ୟଜ୍ଞବଦେୀ ନିକଟରେ ବିନା ତାଡି ରେ ଭୋଜନ କର, ତାହା ମହାପବିତ୍ର।
ଲେବୀୟ ପୁସ୍ତକ 22:18
ତୁମ୍ଭେ ହାରୋଣଙ୍କୁ, ତାଙ୍କର ସନ୍ତାନଗଣଙ୍କୁ ଓ ଇଶ୍ରାୟେଲର ସମସ୍ତ ସନ୍ତାନଗଣଙ୍କୁ କୁହ, ଇଶ୍ରାୟେଲ ବଂଶର ହୁଅନ୍ତୁ କିମ୍ବା ସମାନଙ୍କେ ସହବାସୀ ବିଦେଶୀ ହୁଅନ୍ତୁ, ଯେଉଁମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ନିମନ୍ତେ ମାନତପୂର୍ବକ ବା ସ୍ବେଚ୍ଛାପୂର୍ବକ କୌଣସି ନବୈେଦ୍ଯ ଆଣନ୍ତି।
ଲେବୀୟ ପୁସ୍ତକ 23:38
ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।
ଲେବୀୟ ପୁସ୍ତକ 27:28
ଯଦି କୌଣସି ବ୍ଯକ୍ତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବିଶଷେ ଉପହାର ଉତ୍ସର୍ଗ କରେ, ଏହା ବ୍ଯକ୍ତି, ପଶୁ କିମ୍ବା ଖଣ୍ଡେ ଜାଗା ହାଇପୋ ରେ। ତାହା ସଦାପ୍ରଭୁଙ୍କର ଅଧିକୃତ ବସ୍ତୁ ତାହା ବିକ୍ରୀ ବା ମୁକ୍ତ ହବେ ନାହିଁ। ପ୍ରେତ୍ୟକକ ଜିନିଷ ଗୋଟିଏ ମହାନ୍ ଉପହାର ସଦାପ୍ରଭୁଙ୍କ ପାଇଁ ଅତି ପବିତ୍ର ଅଟେ।
ଗଣନା ପୁସ୍ତକ 29:39
ତୁମ୍ଭମାନେେ ତୁମ୍ଭମାନଙ୍କର ପର୍ବଦିନ ରେ ସଦାପ୍ରଭୁଙ୍କୁ ଏହିସବୁ ବଳିଦାନ ଦିଅ। ତୁମ୍ଭମାନଙ୍କ ହାମବେଳି ତୁମ୍ଭମାନଙ୍କ ଶସ୍ଯ ନବୈେଦ୍ଯ, ତୁମ୍ଭମାନଙ୍କ ପଯେ ନବୈେଦ୍ଯ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି। ତୁମ୍ଭମାନଙ୍କ ସଂୟୋଗ ବିଶଷେ ପ୍ରତିଜ୍ଞା ନବୈେଦ୍ଯ ଓ ସ୍ବେଚ୍ଛାମୂଳକ ନବୈେଦ୍ଯ ଉତ୍ସର୍ଗ କର।
ଦିତୀୟ ବିବରଣ 12:6
ତୁମ୍ଭମାନେେ ସହେି ସ୍ଥାନକକ୍ସ୍ଟ ନିଜ ନିଜ ହାମବେଳି ଓ ନିଜ ନିଜ ବଳିଦାନ ଓ ନିଜ ନିଜ ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତୋଳନୀଯ ଉପହାର ନିଜ ନିଜ ମାନତ ଦ୍ରବ୍ଯ, ସ୍ବେଛାଦତ ନବୈେଦ୍ଯ ଓ ନିଜ ନିଜ ପଶକ୍ସ୍ଟ ପଲର ପ୍ରଥମଜାତ ସମସ୍ତଙ୍କକ୍ସ୍ଟ ଆଣିବ।
ଦିତୀୟ ବିବରଣ 12:17
କେତକେ ଦ୍ରବ୍ଯ ତୁମ୍ଭମାନେେ ଭକ୍ଷଣ କରିବ ନାହିଁ ଯେଉଁଠା ରେ ତୁମ୍ଭମାନେେ ବାସ କରିବ, ସଗେକ୍ସ୍ଟଡିକ ହେଲା, ଯଥା:ଆପଣା ଶସ୍ଯର କି ଦ୍ରାକ୍ଷାରସର କି ତୈଳର ଦଶମାଂଶ କି ଗୋମଷୋଦିର ପ୍ରଥମଜାତ କିମ୍ବା ତକ୍ସ୍ଟମ୍ଭ ମନାସିଲାର ପ୍ରତିଜ୍ଞା ଦ୍ରବ୍ଯ କିଅବା ତକ୍ସ୍ଟମ୍ଭ ସ୍ବେଛାଦତ୍ତ ନବୈେଦ୍ଯ, କି ତକ୍ସ୍ଟମ୍ଭ ହସ୍ତର ଉତ୍ତୋଳନୀଯ ଉପହାର।
ଦିତୀୟ ବିବରଣ 16:10
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଆଶୀର୍ବାଦ ଅନକ୍ସ୍ଟସା ରେ ତୁମ୍ଭେ ପ୍ରଚକ୍ସ୍ଟର ପରିମାଣ ରେ ଆପଣା ହସ୍ତର ସ୍ବେଛାଦତ ଉପହାର ଦଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଲ୍ଗାହ ସମକ୍ସ୍ଟହର ଉତ୍ସବ ପାଳନ କରିବ।
ପ୍ରଥମ ବଂଶାବଳୀ 26:12
ଏହିମାନେ ଦ୍ବାରପାଳମାନଙ୍କ ଦଳର ନେତା ଥିଲେ। ଦ୍ବାରପାଳମାନେ ଏକ ବିଶଷେ ପ୍ରକା ରେ ସଦାପ୍ରଭୁଙ୍କ ମନ୍ଦିର ରେ ସବୋକାର୍ୟ୍ଯ କରୁଥିଲେ, ଠିକ୍ ଯେପରି ସମାନଙ୍କେର ଆତ୍ମୀଯମାନେ କରୁଥିଲେ।
ପ୍ରଥମ ବଂଶାବଳୀ 26:14
ଶଲେିମିଯଙ୍କୁ ପୂର୍ବ ପାଶର୍ବର ଦ୍ବାର ଜଗିବା ନିମନ୍ତେ ମନୋନୀତ କରାୟାଇଥିଲା। ଏହାପରେ ଶଲେିମିଯଙ୍କ ପୁତ୍ର ଜିଖରିଯଙ୍କ ନିମନ୍ତେ ଗୁଳିବାଣ୍ଟ କରାଗଲା। ଜିଖରିଯ ଜଣେ ଜ୍ଞାନୀ ପରାମର୍ଶଦାତା ଥିଲେ। ଜିଖରିଯଙ୍କୁ ଉତ୍ତରପାଶର୍ବ ଦ୍ବାର ନିମନ୍ତେ ମନୋନୀତ କରାଗଲା।
ପ୍ରଥମ ବଂଶାବଳୀ 26:17
ଛଅଜଣ ଲବେୀୟ ପ୍ରତିଦିନ ରକ୍ଷକମାନେ ପୂର୍ବ ଫାଟକରେ ଛିଡ଼ା ହେଲେ। ଚାରିଜଣ ଲବେୀୟ ଉତ୍ତର ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ। ଚାରିଜଣ ଲବେୀୟ ଦକ୍ଷିଣ ଫାଟକରେ ରକ୍ଷକ ଭାବରେ ଛିଡ଼ା ହେଲେ ଏବଂ ଦୁଇ ଜଣ ଲବେୀୟ ଭଣ୍ଡାରଗୃହର ପ୍ରେତ୍ୟକକ ଦ୍ବାର ରେ ଛିଡ଼ା ହେଲେ।
ଏଜ୍ରା 1:4
ଆଉ ଯେ କୌଣସି ଲୋକ ଅନ୍ୟଠା ରେ ବାସ କରୁଛନ୍ତି, ସହେି ସ୍ଥାନର ଲୋକମାନେ ୟିରୁଶାଲମସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସ୍ବଇଛା ରେ ଦତ୍ତ ନବୈେଦ୍ଯ ଛଡା ରୂପା, ସୁନା, ନାନାଦ୍ରବ୍ଯ ଓ ପଶୁ ଦିଅନ୍ତି।
ଏଜ୍ରା 3:5
ଏହାପରେ ସମାନେେ ନିତ୍ଯ ହାମବେଳି, ଅମାବାସ୍ଯା ରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଉତ୍ସର୍ଗକାରୀ ପ୍ରେତ୍ୟକକ ଲୋକର ଉପହାର ଉତ୍ସର୍ଗ କଲେ।
ଏଜ୍ରା 7:16
ବାବିଲର ସମୁଦାଯ ପ୍ରଦେଶ ରେ ତୁମ୍ଭେ ସମସ୍ତ ସୁନା ଓ ରୂପା ପାଇବ। ପୁଣି ଲୋକମାନେ ଓ ଯାଜକମାନେ ସମାନଙ୍କେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ପାଇଁ ସ୍ବେଚ୍ଛାପୂର୍ବକ ଯାହା ଦବେେ ସହେିସବୁ ଉପହାର ନବୋ ପାଇଁ ତୁମ୍ଭେ ରାଜା ଓ ତାଙ୍କର ସପ୍ତମନ୍ତୀଙ୍କ ଦ୍ବାରା ପ୍ ରରେିତ ହେଉଅଛ।
ନିହିମିୟା 13:13
ତହିଁରେ ମୁଁ ଶଲେିମିଯ ଯାଜକକୁ ଓ ଲେଖକ ସାଦୋକ ଓ ଲବେୀୟମାନଙ୍କ ମଧ୍ଯରୁ ପଦାଯକୁ ଭଣ୍ତାର ସମୂହର ଅଧ୍ଯକ୍ଷ କଲି। ଏବଂ ସକ୍କୂରର ପୁତ୍ର ହନାନ୍, ମତ୍ତନିଯର ପୁତ୍ର ସକ୍କୂର ସମାନଙ୍କେର ଅଧିନ ରେ କାର୍ୟ୍ଯ କଲେ। କାରଣ ସମାନେେ ବିଶ୍ବସ୍ତ ଥିଲେ। ଏଣୁ ଆପଣା ଭାତୃଗଣକୁ ବିତରଣ କରିବାର କାର୍ୟ୍ଯ ସମାନଙ୍କେର ହେଲା।
ଗୀତସଂହିତା 119:108
ସଦାପ୍ରଭୁ, ମାରେ ପ୍ରଶଂସା ଗ୍ରହଣ କର। ତୁମ୍ଭର ବ୍ଯବସ୍ଥା ମାେତେ ଶିଖାଅ।