2 Chronicles 26:19 Image in Oriya
କିନ୍ତୁ ଉଷିୟ କୋରଧାନ୍ବିତ ହେଲେ। ସୁଗନ୍ଧିଧୂପ ଜଳାଇବା ନିମନ୍ତେ ସେ ତାଙ୍କ ହାତ ରେ ଏକ ପାତ୍ର ଧରିଥିଲେ। ଉଷିୟ ଯାଜକମାନଙ୍କ ଉପରେ କୋର୍ଧ କରୁଥିବା ସମୟରେ ହିଁ କୁଷ୍ଠ ରୋଗ ତାଙ୍କର କପାଳ ରେ ପ୍ରକାଶ ପାଇଲା। ଏହା ସଦାପ୍ରଭୁଙ୍କ ମନ୍ଦିର ରେ, ସୁଗନ୍ଧି ଧୂପର ୟଜ୍ଞବଦେୀ ନିକଟରେ ଯାଜକମାନଙ୍କ ସମ୍ମୁଖ ରେ ଘଟିଲା।
କିନ୍ତୁଉଷିୟକୋରଧାନ୍ବିତହେଲେ।ସୁଗନ୍ଧିଧୂପଜଳାଇବାନିମନ୍ତେସେତାଙ୍କହାତରେଏକପାତ୍ରଧରିଥିଲେ।ଉଷିୟଯାଜକମାନଙ୍କଉପରେକୋର୍ଧକରୁଥିବାସମୟରେହିଁକୁଷ୍ଠରୋଗତାଙ୍କରକପାଳରେପ୍ରକାଶପାଇଲା।ଏହାସଦାପ୍ରଭୁଙ୍କମନ୍ଦିରରେ,ସୁଗନ୍ଧିଧୂପରୟଜ୍ଞବଦେୀନିକଟରେଯାଜକମାନଙ୍କସମ୍ମୁଖରେଘଟିଲା।
2 Chronicles 26:19 Picture in Oriya