2 Chronicles 1

fullscreen1 ଯେ ହତେୁ ସଦାପ୍ରଭୁ ପରମେଶ୍ବର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହବୋକୁ ସକ୍ଷମ ହାଇେଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ଯନ୍ତ ମହାନ କରିପାରିଥିଲେ।

fullscreen2 ଇଶ୍ରାୟେଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ 100 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ ବିଚାରକର୍ତ୍ତା ଏବଂ ସମସ୍ତ ଇଶ୍ରାୟେଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ଯଙ୍କ ସହ କଥା ହେଲେ।

fullscreen3 ଏହାପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖରସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ବରଙ୍କ ସମାଗମ ତମ୍ବୁ ସଠାେରେ ଥିଲା। ଯେତବେେଳେ ସମାନେେ ମରୁ ପ୍ରାନ୍ତର ରେ ଥିଲେ ସଦାପ୍ରଭୁଙ୍କ ଦାସ ମାଶାେ ସହେି ତମ୍ବୁ ନିର୍ମାଣ କରିଥିଲେ।

fullscreen4 ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।

fullscreen5 ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।

fullscreen6 ସମାଗମ ତମ୍ବୁର ସମ୍ମୁଖ ରେ ସଦାପ୍ରଭୁଙ୍କ ଆଗ ରେ ପିତ୍ତଳ ବଦେୀ ଆଡ଼କୁ ଶଲୋମନ ଗଲେ। ବଦେୀ ଉପରେ ଶଲୋମନ 1,000 ଗୋଟି ସମ୍ପୂର୍ଣ୍ଣ ହାମବେଳି ଅର୍ପଣ କଲେ।

fullscreen7 ସହେି ରାତ୍ରି ରେ ପରମେଶ୍ବର ଶ ଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ବର କହିଲେ, ଶଲୋମନ, ଆମ୍ଭେ ତୁମ୍ଭକୁ କ'ଣ ଦବୋ ବୋଲି ତୁମ୍ଭେ ଚାହଁ, ତାହା ଆମ୍ଭକୁ ମାଗ।

fullscreen8 ଶ ଲୋମନ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ମାରେ ବାପା ଦାଉଦଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲ। ମାରେ ବାପାଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କଲ।

fullscreen9 ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବର, ମାରେବାପା ଦାଉଦଙ୍କୁ ଦଇେଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କରିଛ। ସଠାେରେ ଅନକେ ଲୋକ ଅଛନ୍ତି ସମାନେେ ପୃଥିବୀର ଧୂଳି ସଦୃଶ।

fullscreen10 ମାେତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗ ରେ କଢ଼ାଇ ନଇେପାରିବି। ତୁମ୍ଭର ସାହାୟ୍ଯ ବିନା ଏହି ଲୋକମାନଙ୍କୁ କହେି ଶାସନ କରିପାରିବ ନାହିଁ।

fullscreen11 ପରମେଶ୍ବର ଶ ଲୋମନଙ୍କୁ କହିଲେ, ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଚାହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାଯୁ ମଧ୍ଯ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କବଳେ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମାରେ ଲୋକମାନଙ୍କୁ ବୁଦ୍ଧିମାନ ରେ ନିଷ୍ପତ୍ତି ଦଇପୋର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଛୁ।

fullscreen12 ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ରେ ପୂର୍ଣ୍ଣ କରିବା। ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ଯତ ରେ ମଧ୍ଯ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।

fullscreen13 ତା'ପରେ ଶଲୋମନ ସମାଗମ ତମ୍ବୁକୁ ତ୍ଯାଗ କଲେ ଏବଂ ଯେଉଁଟାକି ଗିବିଯୋନ ରେ ଏକ ଉପାସନା ସ୍ଥଳ ରେ ଥିଲା, ୟିରୁଶାଲମକୁ ଇଶ୍ରାୟେଲର ରାଜା ଫରେିଗଲେ ଓ ଶାସନ କଲେ।

1 And Solomon the son of David was strengthened in his kingdom, and the Lord his God was with him, and magnified him exceedingly.

2 Then Solomon spake unto all Israel, to the captains of thousands and of hundreds, and to the judges, and to every governor in all Israel, the chief of the fathers.

3 So Solomon, and all the congregation with him, went to the high place that was at Gibeon; for there was the tabernacle of the congregation of God, which Moses the servant of the Lord had made in the wilderness.

4 But the ark of God had David brought up from Kirjath-jearim to the place which David had prepared for it: for he had pitched a tent for it at Jerusalem.

5 Moreover the brasen altar, that Bezaleel the son of Uri, the son of Hur, had made, he put before the tabernacle of the Lord: and Solomon and the congregation sought unto it.

6 And Solomon went up thither to the brasen altar before the Lord, which was at the tabernacle of the congregation, and offered a thousand burnt offerings upon it.

7 In that night did God appear unto Solomon, and said unto him, Ask what I shall give thee.

8 And Solomon said unto God, Thou hast shewed great mercy unto David my father, and hast made me to reign in his stead.

9 Now, O Lord God, let thy promise unto David my father be established: for thou hast made me king over a people like the dust of the earth in multitude.

10 Give me now wisdom and knowledge, that I may go out and come in before this people: for who can judge this thy people, that is so great?

11 And God said to Solomon, Because this was in thine heart, and thou hast not asked riches, wealth, or honour, nor the life of thine enemies, neither yet hast asked long life; but hast asked wisdom and knowledge for thyself, that thou mayest judge my people, over whom I have made thee king:

12 Wisdom and knowledge is granted unto thee; and I will give thee riches, and wealth, and honour, such as none of the kings have had that have been before thee, neither shall there any after thee have the like.

13 Then Solomon came from his journey to the high place that was at Gibeon to Jerusalem, from before the tabernacle of the congregation, and reigned over Israel.

2 Chronicles 1 in Tamil and English

1 ଯେ ହତେୁ ସଦାପ୍ରଭୁ ପରମେଶ୍ବର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହବୋକୁ ସକ୍ଷମ ହାଇେଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ଯନ୍ତ ମହାନ କରିପାରିଥିଲେ।
And Solomon the son of David was strengthened in his kingdom, and the Lord his God was with him, and magnified him exceedingly.

2 ଇଶ୍ରାୟେଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1,000 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ 100 ସୈନ୍ଯ ବିଶିଷ୍ଟ ସୈନ୍ଯଦଳର ଦଳପତି ଓ ବିଚାରକର୍ତ୍ତା ଏବଂ ସମସ୍ତ ଇଶ୍ରାୟେଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ଯଙ୍କ ସହ କଥା ହେଲେ।
Then Solomon spake unto all Israel, to the captains of thousands and of hundreds, and to the judges, and to every governor in all Israel, the chief of the fathers.

3 ଏହାପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖରସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ବରଙ୍କ ସମାଗମ ତମ୍ବୁ ସଠାେରେ ଥିଲା। ଯେତବେେଳେ ସମାନେେ ମରୁ ପ୍ରାନ୍ତର ରେ ଥିଲେ ସଦାପ୍ରଭୁଙ୍କ ଦାସ ମାଶାେ ସହେି ତମ୍ବୁ ନିର୍ମାଣ କରିଥିଲେ।
So Solomon, and all the congregation with him, went to the high place that was at Gibeon; for there was the tabernacle of the congregation of God, which Moses the servant of the Lord had made in the wilderness.

4 ସଦାପ୍ରଭୁଙ୍କ ନିଯମ-ସିନ୍ଦୁକକୁ ଦାଉଦ ୟିରୁଶାଲମକୁ କିରିଯତ ୟିଯାରୀମଠାରୁ ଆଣିଥିଲେ। ୟିରୁଶାଲମ ରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ୟିରୁଶାଲମ ରେ ସଦାପ୍ରଭୁଙ୍କ ନିଯମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ।
But the ark of God had David brought up from Kirjath-jearim to the place which David had prepared for it: for he had pitched a tent for it at Jerusalem.

5 ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲଲେ ଏକ ପିତ୍ତଳର ୟଜ୍ଞବଦେୀ ନିର୍ମାଣ କରିଥିଲେ। ଏହି ପିତ୍ତଳର ୟଜ୍ଞବଦେୀ ଗିବିଯୋନଠା ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିଯୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ।
Moreover the brasen altar, that Bezaleel the son of Uri, the son of Hur, had made, he put before the tabernacle of the Lord: and Solomon and the congregation sought unto it.

6 ସମାଗମ ତମ୍ବୁର ସମ୍ମୁଖ ରେ ସଦାପ୍ରଭୁଙ୍କ ଆଗ ରେ ପିତ୍ତଳ ବଦେୀ ଆଡ଼କୁ ଶଲୋମନ ଗଲେ। ବଦେୀ ଉପରେ ଶଲୋମନ 1,000 ଗୋଟି ସମ୍ପୂର୍ଣ୍ଣ ହାମବେଳି ଅର୍ପଣ କଲେ।
And Solomon went up thither to the brasen altar before the Lord, which was at the tabernacle of the congregation, and offered a thousand burnt offerings upon it.

7 ସହେି ରାତ୍ରି ରେ ପରମେଶ୍ବର ଶ ଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ବର କହିଲେ, ଶଲୋମନ, ଆମ୍ଭେ ତୁମ୍ଭକୁ କ'ଣ ଦବୋ ବୋଲି ତୁମ୍ଭେ ଚାହଁ, ତାହା ଆମ୍ଭକୁ ମାଗ।
In that night did God appear unto Solomon, and said unto him, Ask what I shall give thee.

8 ଶ ଲୋମନ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ମାରେ ବାପା ଦାଉଦଙ୍କ ପ୍ରତି ଅତ୍ଯନ୍ତ ଦୟାଳୁ ଥିଲ। ମାରେ ବାପାଙ୍କ ସ୍ଥାନ ରେ ନୂତନ ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କଲ।
And Solomon said unto God, Thou hast shewed great mercy unto David my father, and hast made me to reign in his stead.

9 ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବର, ମାରେବାପା ଦାଉଦଙ୍କୁ ଦଇେଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହବୋ ନିମନ୍ତେ ତୁମ୍ଭେ ମାେତେ ମନୋନୀତ କରିଛ। ସଠାେରେ ଅନକେ ଲୋକ ଅଛନ୍ତି ସମାନେେ ପୃଥିବୀର ଧୂଳି ସଦୃଶ।
Now, O Lord God, let thy promise unto David my father be established: for thou hast made me king over a people like the dust of the earth in multitude.

10 ମାେତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗ ରେ କଢ଼ାଇ ନଇେପାରିବି। ତୁମ୍ଭର ସାହାୟ୍ଯ ବିନା ଏହି ଲୋକମାନଙ୍କୁ କହେି ଶାସନ କରିପାରିବ ନାହିଁ।
Give me now wisdom and knowledge, that I may go out and come in before this people: for who can judge this thy people, that is so great?

11 ପରମେଶ୍ବର ଶ ଲୋମନଙ୍କୁ କହିଲେ, ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଚାହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାଯୁ ମଧ୍ଯ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କବଳେ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମାରେ ଲୋକମାନଙ୍କୁ ବୁଦ୍ଧିମାନ ରେ ନିଷ୍ପତ୍ତି ଦଇପୋର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଛୁ।
And God said to Solomon, Because this was in thine heart, and thou hast not asked riches, wealth, or honour, nor the life of thine enemies, neither yet hast asked long life; but hast asked wisdom and knowledge for thyself, that thou mayest judge my people, over whom I have made thee king:

12 ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧି ରେ ପୂର୍ଣ୍ଣ କରିବା। ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ଯତ ରେ ମଧ୍ଯ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।
Wisdom and knowledge is granted unto thee; and I will give thee riches, and wealth, and honour, such as none of the kings have had that have been before thee, neither shall there any after thee have the like.

13 ତା'ପରେ ଶଲୋମନ ସମାଗମ ତମ୍ବୁକୁ ତ୍ଯାଗ କଲେ ଏବଂ ଯେଉଁଟାକି ଗିବିଯୋନ ରେ ଏକ ଉପାସନା ସ୍ଥଳ ରେ ଥିଲା, ୟିରୁଶାଲମକୁ ଇଶ୍ରାୟେଲର ରାଜା ଫରେିଗଲେ ଓ ଶାସନ କଲେ।
Then Solomon came from his journey to the high place that was at Gibeon to Jerusalem, from before the tabernacle of the congregation, and reigned over Israel.