மத்தேயு 26:25
அவரைக் காட்டிக்கொடுத்த யூதாசும் அவரை நோக்கி: ரபீ, நானோ? என்றான்; அதற்கு அவர்: நீ சொன்னபடிதான் என்றார்.
Cross Reference
ମାଥିଉଲିଖିତ ସୁସମାଚାର 27:66
ତା'ପରେ ସମାନେେ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ରେ ମାହେର ଲଗଇେଲେ। ସଠାେରେ ସୈନ୍ଯମାନଙ୍କୁ ପହରା ଦବୋପାଇଁ ଆଦେଶ ଦଇେ ଚୋରମାନଙ୍କ କବଳରୁ କପରକୁ ନିରାପଦ ରଖିବାର ବ୍ଯବସ୍ଥା କଲେ।
ମାଥିଉଲିଖିତ ସୁସମାଚାର 28:2
ସତେିକି ବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ। ସ୍ବର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ପାଖରୁ ପଥରଟି ଗଡ଼ଇେ ବାହାର କରି ଦେଲେ। ସେ ପଥର ଉପରେ ବସିଲେ।
ଯିଶାଇୟ 53:9
ସେ ମୃତ୍ଯୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ଯା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ଯ କରାଗଲା।
ମାର୍କଲିଖିତ ସୁସମାଚାର 16:3
ସମାନେେ ନିଜ ନିଜ ଭିତ ରେ କୁହା କୁହି ହେଲେ, କବର ମୁହଁକୁ ଗୋଟିଏ ବିରାଟ ପଥର ଦ୍ବାରା ବନ୍ଦ କରି ଦିଆ ହାଇେଛି। ପଥରଟିକୁ ଆମ୍ଭ ପାଇଁ କିଏ ସଠାରୁେ ଗଡଇେ ଦବେ?
ଲୂକଲିଖିତ ସୁସମାଚାର 24:2
ସମାଧି ବନ୍ଦ କରିବା ପାଇଁ ତାର ପ୍ରବେଶ ଦ୍ବାର ରେ ଗୋଟିଏ ପଡ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡି ଯାଇଛି।
ଯୋହନଲିଖିତ ସୁସମାଚାର 20:1
ରବିବାର ଦିନ ପାହାନ୍ତିଆ ରେ ମଗ୍ଦଲୀନୀ ମରିୟମ ଯୀଶୁଙ୍କର କବର ନିକଟକୁ ଆସିଲେ। ସେତବେେଳେ ତଥାପି ଅନ୍ଧାର ଥିଲା। ସେ ଦେଖିଲେ ଯେ, ବହୂତ ବଡ ପଥରଟି କବର ଦ୍ବାରା ପାଖରୁ ଦୂରକୁ ଘୁଞ୍ଚି ଯାଇଛି।
மத்தேயு 26:25 in English
Tags அவரைக் காட்டிக்கொடுத்த யூதாசும் அவரை நோக்கி ரபீ நானோ என்றான் அதற்கு அவர் நீ சொன்னபடிதான் என்றார்
Matthew 26:25 in Tamil Concordance Matthew 26:25 in Tamil Interlinear Matthew 26:25 in Tamil Image
Read Full Chapter : Matthew 26