Romans 5:20 ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।
Romans 5:20 in Other Translations
King James Version (KJV) Moreover the law entered, that the offence might abound. But where sin abounded, grace did much more abound:
American Standard Version (ASV) And the law came in besides, that the trespass might abound; but where sin abounded, grace did abound more exceedingly:
Bible in Basic English (BBE) And the law came in addition, to make wrongdoing worse; but where there was much sin, there was much more grace:
Darby English Bible (DBY) But law came in, in order that the offence might abound; but where sin abounded grace has overabounded,
World English Bible (WEB) The law came in besides, that the trespass might abound; but where sin abounded, grace did abound more exceedingly;
Young's Literal Translation (YLT) And law came in, that the offence might abound, and where the sin did abound, the grace did overabound,
the law
νόμος
nomos
NOH-mose
Moreover
δὲ
de
thay
entered,
παρεισῆλθεν
pareiserchomai
pa-ree-SARE-hoh-may
that
ἵνα
hina
EE-na
might abound.
πλεονάσῃ
pleonazō
play-oh-NA-zoh
the
τὸ
ho
oh
offence
παράπτωμα·
paraptōma
pa-RA-ptoh-ma
where
οὗ
hou
oo
But
δὲ
de
thay
abounded,
ἐπλεόνασεν
pleonazō
play-oh-NA-zoh
ἡ
ho
oh
sin
ἁμαρτία
hamartia
a-mahr-TEE-ah
abound:
ὑπερεπερίσσευσεν
hyperperisseuō
yoo-pare-pay-rees-SAVE-oh
ἡ
ho
oh
grace did much more
χάρις
charis
HA-rees
Read Full Chapter :
Romans 5
Cross Reference
ଗୀତସଂହିତା 25:11
ହେ ସଦାପ୍ରଭୁ, ମୁଁ ଜୀବନରେ ଅନକେ ଅପରାଧ କରିଛି। କିନ୍ତୁ ତୁମ୍ଭର ମହାନୁଭବଦା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ ମାରେ କ୍ଷମା ହାଇେଛି। କାରଣ ତୁମ୍ଭେ ମହାନ୍।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:1
ତା' ହେଲେ ତୁମ୍ଭମାନେେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଚ଼ାଲି ଥିବା ଯାହା ପାଇଁ ପରମେଶ୍ବର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ?
ତୀତସଙ୍କ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ 3:3
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।
ଯୋହନଲିଖିତ ସୁସମାଚାର 15:22
ମୁଁ ଯଦି ଆସି ନଥାନ୍ତି ଓ ଏଜଗତର ଲୋକମାନଙ୍କୁ କହିନଥାନ୍ତି, ତବେେ ସମାନେେ ପାପରେ ଦୋଷୀ ବୋଲି ବିବଚେିତ ହୁଅନ୍ତେ ନାହିଁ। କିନ୍ତୁ ମୁଁ ବର୍ତ୍ତମାନ ସମାନଙ୍କେୁ କହିଛି। ତେଣୁ ତାହାଙ୍କ ପାପ ପାଇଁ ସମାନଙ୍କେ ପାଖ ରେ କୌଣସି ଆଳ ନାହିଁ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 3:19
ତା' ହେଲେ ବ୍ଯବସ୍ଥାର ପ୍ରଯୋଜନ କ'ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦଖାଇବୋ ଲାଗି ବ୍ଯବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶଷେ ସନ୍ତାନଙ୍କ ଆସିବା ପର୍ୟ୍ଯନ୍ତ ବ୍ଯବସ୍ଥା ଜାରି ରହିବାର ଥିଲା। ପରମେଶ୍ବରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧ ରେ ଥିଲା। ବ୍ଯବସ୍ଥାଗୁଡ଼ିକ ସ୍ବର୍ଗଦୂତମାନଙ୍କ ଜରିଆ ରେ ଦିଆଯାଇଥିଲା। ସ୍ବର୍ଗଦୂତମାନେ ମାଶାଙ୍କେ ମଧ୍ଯସ୍ଥତା ରେ ମନୁଷ୍ଯମାନଙ୍କୁ ଦେଲେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:15
କାରଣ ବ୍ଯବସ୍ଥା ପାଳନ ନକରିବା ଦ୍ବାରା ବ୍ଯବସ୍ଥା ପରମେଶ୍ବରଙ୍କର କୋରଧ ଆଣିଥାଏ। କିନ୍ତୁ ଯଦି ବ୍ଯବସ୍ଥା ନଥାନ୍ତା, ତା' ହେଲେ ଅବାଧ୍ଯ ହବୋର ପ୍ରଶ୍ନ ଉଠିବ ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 6:14
ପାପ ତୁମ୍ଭମନଙ୍କର ସ୍ବାମୀ ହବେ ନାହିଁ। କାରଣ ତୁମ୍ଭମାନେେ ବ୍ଯବସ୍ଥାର ବନ୍ଧନ ରେ ନୁହଁ। ତୁମ୍ଭମାନେେ ଏବେ ପରମେଶ୍ବରଙ୍କ ଅନୁଗ୍ରହ ରେ ଜୀବିତ ଅଛ।
ମୀଖା 7:18
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।
ମାଥିଉଲିଖିତ ସୁସମାଚାର 9:13
ମୁଁ ତୁମ୍ଭକୁ ଗୋଟିଏ କଥା କହିବି। ତୁମ୍ଭେ ଯାଇ ବୁଝ ଯେ ଏହି ଶାସ୍ତ୍ର ବାକ୍ଯର ଅର୍ଥ କ'ଣ: 'ମୁଁ ପଶୁବଧ ଚା ହେଁ ନାହିଁ। ମୁଁ ଲୋକମାନଙ୍କ ଭିତ ରେ ଦୟାଭାବ ଗ୍ଭ ହେଁ।' ମୁଁ ଧାର୍ମିକ ଲୋକଙ୍କୁ ଡାକିବାକୁ ଆସି ନାହିଁ। ମୁଁ ପାପୀ ଲୋକଙ୍କୁ ଡାକିବାକୁ ଆସିଛି।
ଲୂକଲିଖିତ ସୁସମାଚାର 7:47
ଏଣୁ ମୁଁ ତୁମ୍ଭକୁ କହୁଛି ଯେ, ତା'ର ଆନକେ ପାପ କ୍ଷମା କରିଦିଆଗଲା। ଏ କଥା ସ୍ପଷ୍ଟ କାରଣ ସେ ଅଗାଧ ପ୍ ରମେ ଦଖାଇେଛି। ଯେଉଁ ଲୋକ କ୍ଷମା ପାଇବାପାଇଁ କମ୍ ଆବଶ୍ଯକତା ଅନୁଭବ କରିଥାଏ, ସେ କ୍ଷମା ପାଇବା ବେଳେ କମ୍ ପ୍ ରମେ ଅନୁଭବ କରିଥାଏ।
ଲୂକଲିଖିତ ସୁସମାଚାର 23:39
ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।
ଯୋହନଲିଖିତ ସୁସମାଚାର 10:10
ଜଣେ ଚୋର ଚୋରି, ହତ୍ଯା ଓ ନଷ୍ଟ କରିବା ପାଇଁ ଆ ସେ। କିନ୍ତୁ ମୁଁ ସମାନଙ୍କେୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦବୋ ପାଇଁ ଆସିଛି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:19
ବ୍ଯବସ୍ଥା ରେ ଯେଉଁ କଥାଗୁଡ଼ିକ କୁହା ଯାଇଛି, ତାହା ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ପ୍ରୟୋଜନ। ଏହି ବ୍ଯବସ୍ଥାଗୁଡ଼ିକ ସମସ୍ତ ଯିହୂଦୀ ଲୋକଙ୍କୁ ଆଳ ଦଖାଇବୋରୁ ଅଟକାଏ ଏବଂ ସମଗ୍ର ସଂସାରର ଲୋକମାନଙ୍କୁ ପରମେଶ୍ବରଙ୍କ ନ୍ଯାୟବିଚ଼ାରକୁ ଆଣେ।
ଦିତୀୟ ବଂଶାବଳୀ 33:9
ମନଃଶି ଯିହୁଦାର ଲୋକ ଓ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ମନ୍ଦ କାର୍ୟ୍ଯ କରିବା ନିମନ୍ତେ ଉତ୍ସାହିତ କଲେ। ଇଶ୍ରାୟେଲୀୟମାନଙ୍କ ପୂର୍ବ ରେ ଦେଶର ଯେଉଁ ଜାତିଗଣ ଥିଲେ, ସମାନଙ୍କେଠାରୁ ଏହି ଲୋକମାନେ ଆହୁରି ଅଧିକ ମନ୍ଦ ହେଲେ - ଆଉ ସଦାପ୍ରଭୁ ସହେି ଅନ୍ୟ ଜାତୀଯମାନଙ୍କୁ ବିନଷ୍ଟ କରିଥିଲେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:9
ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 3:7
ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:6
ପରମେଶ୍ବରଙ୍କ ଆଶ୍ଚର୍ୟ୍ଯଜନକ ଅନୁଗ୍ରହ ସକାେଶ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ବର ପ୍ ରମେ କରନ୍ତି, ସହେି ଖ୍ରୀଷ୍ଟଙ୍କ ଦ୍ବାରା ସେ ଆମ୍ଭକୁ ସହେି ଅନୁଗ୍ରହ ମୁକ୍ତ ଭାବରେ ଦଇେଥାନ୍ତି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:1
ପୂର୍ବରୁ ତୁମ୍ଭର ପାପ ହତେୁ ଓ ପରମେଶ୍ବରଙ୍କୁ ବାଧା ଦେଉଥିବା ଭୁଲ୍ କାର୍ୟ୍ଯ ହତେୁ ତୁମ୍ଭର ଆତ୍ମିକ ଜୀବନ ମୃତ ଥିଲା।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:13
ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 7:5
ଅତୀତ ରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ବାରା ବ୍ଯବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ଯାତ୍ମିକ ମୃତ୍ଯୁ ଘଟାଉ ଥିଲା।
ଯିଶାଇୟ 1:18
ସଦାପ୍ରଭୁ ପୁଣି କୁହନ୍ତି, ଆସ, ମାେ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁର ବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହବେ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ବଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମଷେ ଲୋମ ସଦୃଶ ଶୁଭ୍ର ହବେ।
ଯିଶାଇୟ 43:24
ତୁମ୍ଭେ ଆମ୍ଭର ସମ୍ମାନ ନିମନ୍ତେ ସୁଗନ୍ଧି ଦ୍ରବ୍ଯ କ୍ରଯ କରିବାକୁ ରେ ୗପ୍ୟ ମୁଦ୍ରା ଦଇେ ନାହଁ। କିମ୍ବା ତୁମ୍ଭ ବଳିର ମଦେ ରେ ଆମ୍ଭକୁ ତୃପ୍ତ କରି ନାହଁ, ମାତ୍ର ଆପଣା ପାପଦ୍ବାରା ଆମ୍ଭକୁ ଦାସ୍ଯ କର୍ମ କରାଇଛ ଓ ଆପଣା ନାନା ଅଧର୍ମ ରେ ଆମ୍ଭକୁ କ୍ଲାନ୍ତ କରିଅଛ।
ଯିରିମିୟ 3:8
ଆଉ ଆମ୍ଭେ ଦେଖିଲୁ ବିପଥଗାମିନୀ ଇଶ୍ରାୟେଲ ବ୍ଯଭିଚାର କରିବା ହତେୁ ଆମ୍ଭେ ତାକୁ ଛାଡ଼ପତ୍ର ଦେଲେ ହେଁ, ତାହା ବିଶ୍ବାସଘାତିନୀ ଭଉଣୀ ଯିହୁଦା ଭୟ କଲା ନାହିଁ। ସେ ମଧ୍ଯ ୟାଇ ବ୍ଯଭିଚାର କଲା।
ଯିହିଜିକଲ 16:52
ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ଯ ବହନ କର। ଯେଉଁଗୁଡ଼ାକ ସମାନଙ୍କେର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ଯାଯ ଦବୋ ସକାେଶ ଅପମାନ ବହନ କର।
ଯିହିଜିକଲ 16:60
କିନ୍ତୁ ତୁମ୍ଭ ସହିତ ୟୌବନାବସ୍ଥା ରେ ମୁଁ ଯେଉଁ ଚୁକ୍ତି କରିଥିଲି ତାହାକୁ ସ୍ମରଣ କରିବି ଓ ତୁମ୍ଭପ୍ରତି ମୁଁ ଚିରଦିନ ପାଇଁ ଏକ ନିଯମକୁ ସମର୍ଥନ କରିବି।
ଯିହିଜିକଲ 36:25
ମୁଁ ତୁମ୍ଭମାନଙ୍କ ଉପ ରେ ଶୁଚି ଜଳ ଛିଞ୍ଚିବି ଓ ତହିଁରେ ତୁମ୍ଭମାନେେ ପବିତ୍ର ହବେ। ଆଉ ତୁମ୍ଭମାନଙ୍କର ସବୁ ଅ େଶୗଚରୁ ଓ ତୁମ୍ଭମାନଙ୍କର ସକଳ ପ୍ରତିମାଗଣଠାରୁ ମୁଁ ତୁମ୍ଭମାନଙ୍କୁ ଶୁଚି କରିବି।