Micah 5:2 କିନ୍ତୁ ହେ ବୈତ୍ଲହେମ୍-ଉଫ୍ରାଥା, ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ। କିନ୍ତୁ ତୁମ୍ଭ ମଧ୍ଯରୁ ଇଶ୍ରାୟେଲର ଶାସନକର୍ତ୍ତା ହବୋ ନିମନ୍ତେ ଜଣେ ବ୍ଯକ୍ତି ଆମ୍ଭ ଉଦ୍ଦେଶ୍ଯ ରେ ଜନ୍ମ ହବେେ। ତାଙ୍କର ଉତ୍ପତ୍ତି ପୁରାତନ ତଥା ଅନାଦିକାଳରୁ ହାଇେଅଛି।
Micah 5:2 in Other Translations
King James Version (KJV) But thou, Bethlehem Ephratah, though thou be little among the thousands of Judah, yet out of thee shall he come forth unto me that is to be ruler in Israel; whose goings forth have been from of old, from everlasting.
American Standard Version (ASV) But thou, Beth-lehem Ephrathah, which art little to be among the thousands of Judah, out of thee shall one come forth unto me that is to be ruler in Israel; whose goings forth are from of old, from everlasting.
Bible in Basic English (BBE) For this cause he will give them up till the time when she who is with child has given birth: then the rest of his brothers will come back to the children of Israel.
Darby English Bible (DBY) (And thou, Bethlehem Ephratah, little to be among the thousands of Judah, out of thee shall he come forth unto me [who is] to be Ruler in Israel: whose goings forth are from of old, from the days of eternity.)
World English Bible (WEB) But you, Bethlehem Ephrathah, Being small among the clans of Judah, Out of you one will come forth to me that is to be ruler in Israel; Whose goings forth are from of old, from everlasting.
Young's Literal Translation (YLT) And thou, Beth-Lehem Ephratah, Little to be among the chiefs of Judah! From thee to Me he cometh forth -- to be ruler in Israel, And his comings forth `are' of old, From the days of antiquity.
Read Full Chapter :
Micah 5
Cross Reference
ମାଥିଉଲିଖିତ ସୁସମାଚାର 2:6
' ହେ ୟହୂଦା ପ୍ରଦେଶର ବେଥ୍ଲହମେ! ୟହୂଦାର ଶାସକମାନଙ୍କ ଭିତ ରେ ତୁମ୍ଭେ ମହାନ। ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହବେ ଏବଂ ସହେି ଶାସକ ମାରେ ଲୋକମାନଙ୍କୁ ଇଶ୍ରାୟଲକୁ କଢାଇନବେେ।' ମିଖା5:2
ଯୋହନଲିଖିତ ସୁସମାଚାର 7:42
ଧର୍ମଶାସ୍ତ୍ର କୁ ହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁ ହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲହେିମ ନଗରରୁ ଆସିବେ।
ଯିଶାଇୟ 11:1
ଅନନ୍ତର ୟିଶଯର ଗଣ୍ଠିରୁ ଏକ କ୍ଷୁଦ୍ର ଶାଖା ବହନ କରିବ, ତା'ର ମୂଳରୁ ଶାଖା ବଢ଼ିବ,
ଲୂକଲିଖିତ ସୁସମାଚାର 1:31
ଶୁଣ, ତୁମ୍ଭେ ଗର୍ଭଗତୀ ହବେ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦବେ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ।
ଆଦି ପୁସ୍ତକ 49:10
ଶୀଲୋର ଆଗମନ ପର୍ୟ୍ଯନ୍ତ ଯିହୁଦାଠାରୁ ରାଜଦଣ୍ଡ ଓ ତା'ର ଚରଣ ଦ୍ବଯ ମଧ୍ଯରୁ ବିଚାରକର୍ତ୍ତାର ୟଷ୍ଟି ୟିବ ନାହିଁ। ତାହାଙ୍କ ନିକଟରେ ଲୋକମାନେ ଅଧିନତା ସ୍ବୀକାର କରିବେ।
ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ଯିଖରିୟ 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।
ପ୍ରଥମ ଶାମୁୟେଲ 17:12
ଦାଉଦ ୟିଶୀଙ୍କର ପକ୍ସ୍ଟତ୍ର ଥିଲେ, ୟିଶୀ ଥିଲେ ଇଫ୍ରାଥୀଯ ପରିବାରର ୟିଏ ବୈଥଲହମେ ଓ ୟିହକ୍ସ୍ଟଦା ରେ ବାସ କରୁଥିଲେ ଏବଂ ୟିଶୀଙ୍କର ଆଠପକ୍ସ୍ଟତ୍ର ଥିଲେ। ପକ୍ସ୍ଟଣି ଶାଉଲଙ୍କର ସମୟରେ ସେ ପୁରୁଷ ବୃଦ୍ଧ ଥିଲେ।
ଗୀତସଂହିତା 90:2
ହେ ପରମେଶ୍ବର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ବର ଥିଲ। ତୁମ୍ଭେ ଚିରକାଳ ପରମେଶ୍ବର ହାଇେ ରହିବ।
ଆଦି ପୁସ୍ତକ 35:19
ଇଫ୍ରାଥା ୟିବା ପରେ ତାହା ବୌଥଲେ ହମେ ନିକଟରେ ରାହେଲକୁ କବର ଦିଆଗଲା।
ଆଦି ପୁସ୍ତକ 48:7
ପଦ୍ଦନ ଅରାମଠାରୁ କିଣାନ ଦେଶକୁ ମାରେଆଗମନ କାଳ ରେ ରାହେଲ, ଇଫ୍ରାତାର ରାସ୍ତା ରେ ମରିଗଲା। ସେଥି ନିମନ୍ତେ ମୁଁ ତାକୁ ଇଫ୍ରାଥା ରେ (ବୈଥିଲହମେ ରେ) କବର ଦଲେି।
ମାଥିଉଲିଖିତ ସୁସମାଚାର 28:18
ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।
ରୂତର ବିବରଣ 4:11
ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସମାନେେ କହିଲେ, ରାହେଲ ଓ ଲୟୋପରି ୟିଏ କି ଇଶ୍ରାୟେଲର ଗୃହ ନିର୍ମାଣ କଲେ, ସହେିପରି ସଦାପ୍ରଭୁ ଏହି ସ୍ତ୍ରୀ ଲୋକଟିକକ୍ସ୍ଟ ତୁମ୍ଭର ଗୃହକକ୍ସ୍ଟ ଆଣନ୍ତକ୍ସ୍ଟ। ତୁମ୍ଭେ ଏଫ୍ରାଥା ରେ ଶକ୍ତିଶାଳୀ ଓ ବୈଥଲହମେ ରେ ପ୍ରସିଦ୍ଧ ହକ୍ସ୍ଟଅ।
ଯିଶାଇୟ 53:2
କାରଣ ସେ ତାହାଙ୍କ ଦୃଷ୍ଟି ରେ ଚାରା ତୁଲ୍ଯ ଓ ଶୁଷ୍କ ଭୂମିରେ ଉତ୍ପନ୍ନ ମୂଳତୁଲ୍ଯ ବଢ଼ିଲେ। ତାଙ୍କର ଐଶ୍ଚର୍ୟ୍ଯ କି ରୂପ, ଯାହାକୁ ଆମ୍ଭେ ଦେଖି ପାରିବା, ତାଙ୍କର ସୌନ୍ଦର୍ୟ୍ଯ ନାହିଁ, ଯାହା ଆମ୍ଭକୁ ଆକର୍ଷଣ କରିବ।
ହିତୋପଦେଶ 8:22
ସଦାପ୍ରଭୁ ନିଜ ଗତିର ଆରମ୍ଭ ରେ, ତାଙ୍କ କର୍ମ ସକଳର ପୂର୍ବ ରେ ମାେତେ ଅଧିକାର କରିଥିଲେ।
ଯିରିମିୟ 13:5
ତେଣୁ ସଦାପ୍ରଭୁଙ୍କ କହିବାନୁସା ରେ ମୁଁ ଫରାତ୍ ନଦୀ ନିକଟରେ ତାହା ଲୁଚାଇ ରଖିଲି।
ଯିରିମିୟ 30:21
ପୁଣି ସମାନଙ୍କେର ଅଧିପତି ସମାନଙ୍କେ ମଧ୍ଯରୁ ହବେେ। ସମାନଙ୍କେର ଶାସନକର୍ତ୍ତା ସମାନଙ୍କେ ମଧ୍ଯରୁ ସୃଷ୍ଟି ହବେେ। ଆଉ ଆମ୍ଭେ ତାହାକୁ ଆପଣାର ନିକଟବର୍ତ୍ତୀ କରାଇବା ଓ ସେ ଆମ୍ଭ ନିକଟକୁ ଆସିବେ। କାରଣ ସଦାପ୍ରଭୁ କହନ୍ତି, ଆମ୍ଭ ନିକଟକୁ ଯେ ଆସିବା ପାଇଁ ସାହସ କରିଅଛନ୍ତି, ସେ କିଏ ?
ଯିହିଜିକଲ 17:22
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନଇୟିବେି ଓ ତା'ର କୋମଳ ଅଗ୍ରଭାଗକୁ କାଟିବି ଏବଂ ଏହାକୁ ପର୍ବତର ଶୀର୍ଷ ରେ ରୋପଣ କରିବି।
ଯିହିଜିକଲ 34:23
ପୁଣି ସମାନଙ୍କେ ଉପ ରେ ମାରେ ମଷେପାଳକ ଦାଉଦଙ୍କୁ ନିୟୁକ୍ତ କରିବି। ସେ ସମାନଙ୍କେୁ ଚରାଇବ ଓ ସମାନଙ୍କେର ପାଳକ ହବେ।
ଯିହିଜିକଲ 37:22
ଆଉ ସହେି ଦେଶ ରେ ଇଶ୍ରାୟେଲର ପର୍ବତଗୁଡ଼ିକ ଉପ ରେ ମୁଁ ସମାନଙ୍କେୁ ଏକ ଗୋଷ୍ଠୀ କରିବି ଓ ସମାନଙ୍କେର ଜଣେ ରାଜା ହବେେ। ପୁଣି ସମାନେେ ଆଉ ଦୁଇ ଗୋଷ୍ଠୀ ରହିବେ ନାହିଁ। କିମ୍ବା ଆଉ କବେେ ଦୁଇ ରାଜ୍ଯ ରେ ବିଭକ୍ତ ହବେେ ନାହିଁ।
ଆମୋଷ 9:11
ଦାଉଦଙ୍କର ପତିତ ତମ୍ବୁକୁ ଆମ୍ଭେ ପୁନର୍ବାର ଉଠାଇବା। ଆମ୍ଭେ କାନ୍ଥ ରେ ଥିବା କଣାସବୁ ବନ୍ଦ କରିବା। ଆମ୍ଭେ ବିଧ୍ବସ୍ତ ହାଇେଥିବା ଅଟ୍ଟାଳିକାଗୁଡିକୁ ପୁନର୍ବାର ନିର୍ମାଣ କରିବା ଓ ସେ ଗୁଡିକ ପୂର୍ବପରି ତମ୍ବୁ ନିର୍ମିତ ହବେ।
ଲୂକଲିଖିତ ସୁସମାଚାର 2:4
ୟୋ ସଫେ ଦାଉଦଙ୍କ ବଂଶର ହାଇେଥିବାରୁ ସେ ଗାଲିଲୀର ନାଜରିତ ନଗରରୁ ୟିହୂଦା ପ୍ରଦେଶର ବେଥ୍ଲହେିମକୁ ଗଲେ। ବେଥ୍ଲହେିମ ନଗର ଦାଉଦଙ୍କ ନଗର ନାମ ରେ ପରିଚିତ ଥିଲା।
ଲୂକଲିଖିତ ସୁସମାଚାର 23:2
ସମାନେେ ଯୀଶୁଙ୍କୁ ଦୋଷ ଦବୋକୁ ଲାଗିଲେ। ସମାନେେ ପୀଲାତଙ୍କୁ କହିଲେ, ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭମାନେେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦବୋ ଉଚିତ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।
ଲୂକଲିଖିତ ସୁସମାଚାର 23:38
କୃଶ ରେ ଉପରି ଭାଗ ରେ ଲଖାେ ଯାଇଥିଲା: ଏ ଯିହୂଦୀ ମାନଙ୍କର ରାଜା।
ଯୋହନଲିଖିତ ସୁସମାଚାର 1:1
ଜଗତ ଆରମ୍ଭର ପୂର୍ବରୁ ବାକ୍ଯ ଥିଲେ। ସହେି ବାକ୍ଯ ପରମେଶ୍ବରଙ୍କ ସହିତ ଥିଲେ। ସହେି ବାକ୍ଯ ପରମେଶ୍ବର ଥିଲେ।
ଯୋହନଲିଖିତ ସୁସମାଚାର 19:14
ସଦେିନ ନିସ୍ତାରପର୍ବ ସପ୍ତାହର ପ୍ରସ୍ତୁତି ଦିନର ମଧ୍ଯାହ୍ନ ସମୟ ଥିଲା। ପୀଲାତ ଯିହୂଦୀମାନଙ୍କୁ କହିଲେ, ତୁମ୍ଭର ରାଜାଙ୍କୁ ଦେଖ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 1:27
କିନ୍ତୁ ପରମେଶ୍ବର ଜ୍ଞାନୀମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନ ମାନଙ୍କୁ ଲଜ୍ଜା ଦବୋ ନିମନ୍ତେ ଜଗତର ଦୁର୍ବଳ ବିଷୟଗୁଡ଼ିକୁ ମନୋନୀତ କଲେ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:17
ସବୁ ବିଷୟଗୁଡ଼ିକ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଓ ତାହାଙ୍କ ପାଇଁ ନିର୍ମିତ। ସମସ୍ତ ବିଷୟ ସୃଷ୍ଟି ହବୋ ପୂର୍ବରୁ ଖ୍ରୀଷ୍ଟ ଥିଲେ। ସମସ୍ତ ବିଷୟର ଆସ୍ତିତ୍ବ, ତାହାଙ୍କ ହତେୁ ରହିଛି।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:14
କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ ଗୋଷ୍ଠୀ ରେ ଜାତ। ମାତ୍ର ସହେି ଗୋଷ୍ଠୀର ଯାଜକମାନଙ୍କ ବିଷୟ ରେ ମାଶାେ କହିନାହାଁନ୍ତି।
ଯୋହନଙ୍କ ପ୍ରଥମ ପତ୍ର 1:1
ଆମ୍ଭମାନେେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟ ରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:11
ସହେି ସ୍ବର ମାେତେ କହିଲା, ତୁମ୍ଭେ ଯାହା ଦେଖୁଛ, ସବୁ ଗୋଟିଏ ପୁସ୍ତକରେ ଲେଖ ଓ ତାହାକୁ ସାତାଟେି ମଣ୍ଡଳୀ ଏଫିସ, ସ୍ମର୍ଣ୍ଣା, ପର୍ଗମ, ଥିୟତୀର ସାର୍ଦ୍ଦୀ, ଫିଲାଦଲଫେିଆ ଓ ଲାଓଦିକିଆକୁ ପଠାଅ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:8
ସୁ୍ମର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:16
ତାହାଙ୍କ ପୋଷାକ ଓ ଜଙ୍ଘଦେଶ ରେ ଏହା ଲଖାେଥିଲା :
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:6
ସିଂହାସନ ରେ ବସିଥିବା ବ୍ଯକ୍ତି ମାେତେ କହିଲେ, ଏହା ସମାପ୍ତ ହାଇଯୋଇଛି। ମୁଁ ହେଉଛି ପ୍ରଥମ ଓ ଶଷେ। ମୁଁ ତୃଷାର୍ତ୍ତ ଲୋକକୁ ବିନା ମୂଲ୍ଯ ରେ ଜୀବନ୍ତଜଳ ନିର୍ଝରରୁ ପାନ କରିବାକୁ ଦବେି।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:8
ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।
ଯାତ୍ରା ପୁସ୍ତକ 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍
ଯାତ୍ରା ପୁସ୍ତକ 18:25
ପୁଣି ମାଶାେ ସମଗ୍ର ଇଶ୍ରାୟେଲ ମଧ୍ଯରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ର ପତି, ଶତପତି, ପଞ୍ଚାଶତ୍ପତି ଓ ଦଶପତି ରୂପେ ନିୟୁକ୍ତ କଲେ।
ଦିତୀୟ ବିବରଣ 1:15
ତେଣୁ ମୁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ଯରକ୍ସ୍ଟ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିୟକ୍ସ୍ଟକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିୟକ୍ସ୍ଟକ୍ତି କଲି, ଏବଂ ପ୍ରେତ୍ୟକକ ଗୋଷ୍ଠୀ ପାଇଁ ଅଧ୍ଯକ୍ଷମାନଙ୍କୁ ମଧ୍ଯ ନିୟକ୍ସ୍ଟକ୍ତି ଦଲେି।
ପ୍ରଥମ ଶାମୁୟେଲ 8:12
ଜଣେ ରାଜା ସୈନିକ ହବୋପାଇଁ ତକ୍ସ୍ଟମ୍ଭ ପକ୍ସ୍ଟଅମାନଙ୍କୁ ଆଦେଶ ଦବେ। ସେ କେତକଙ୍କେକ୍ସ୍ଟ 1,000 ଲୋକମାନଙ୍କ ଉପରେ ଓ ଅନ୍ୟମାନଙ୍କୁ ପଗ୍ଭଶ ଜଣ ଲୋକ ମଧିଅରେ ଅଧିକାରୀ ରୂପେ ନିୟକ୍ସ୍ଟକ୍ତି କରିବ।
ପ୍ରଥମ ଶାମୁୟେଲ 10:19
କିନ୍ତୁ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଆଜି ପରିତ୍ଯାଗ କଲ। ପରମେଶ୍ବର ତୁମ୍ଭମାନଙ୍କୁ ସବୁ ଅସକ୍ସ୍ଟବିଧାରକ୍ସ୍ଟ ଓ ସମସ୍ଯାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ତୁମ୍ଭମାନେେ କହିଲ, 'ଆମ୍ଭମାନଙ୍କୁ ଶାସନ କରିବାକୁ ଆମ୍ଭେ ଜଣେ ରାଜା ଗ୍ଭହକ୍ସ୍ଟଁ।' ସେଥିପାଇଁ ତୁମ୍ଭମାନଙ୍କର ଜାତି ଓ ପରିବାରବର୍ଗ ଅନକ୍ସ୍ଟସା ରେ ସଦାପ୍ରଭୁଙ୍କ ନିକଟରେ ଉପସ୍ଥିତ ହକ୍ସ୍ଟଅ।
ପ୍ରଥମ ଶାମୁୟେଲ 17:18
ସେ ମଧ୍ଯ ତାଙ୍କୁ କହିଲେ, ଏହି ଦଶଖଣ୍ତ ବଡ ଛନୋପୋଡ 1,000 ସୈନ୍ଯମାନଙ୍କର କଲ୍ଗାନମାନଙ୍କ ପାଇଁ ନଇୟୋଅ ଏବଂ ତୁମ୍ଭର ଭାଇମାନଙ୍କର କକ୍ସ୍ଟଶଳତାର ଖବର ଆଣିବା ସହିତ ସମାନେେ ଭଲ ଅଛନ୍ତି କିଛି ଗୋଟିଏ ଦ୍ରବ୍ଯ ଆଣିବ।
ପ୍ରଥମ ଶାମୁୟେଲ 23:23
ଦାଉଦ ଯେଉଁ ଯେଉଁ ସ୍ଥାନ ରେ ଲକ୍ସ୍ଟଚେ ସହେି ସହେି ସ୍ଥାନ ଖାଜେ ଏବଂ ମାେ ପାଖ ରେ ଆସି ସମସ୍ତ ବିଷଯ ରେ ଜଣାଅ। ତା'ପରେ ମୁ ତକ୍ସ୍ଟମ୍ଭ ସହିତ ୟିବି। ଯଦି ଦାଉଦ ଏହି ଅଞ୍ଚଳ ରେ ଥାଏ, ମୁ ତାଙ୍କୁ ଖାଜେି ବାହାର କରିବି। ଏପରିକି ମୁ ତାକକ୍ସ୍ଟ ୟିହକ୍ସ୍ଟଦାର ପ୍ରେତ୍ୟକକ ପରିବାରର ଜରିଆ ରେ ଖାଜେିବି।
ପ୍ରଥମ ବଂଶାବଳୀ 2:50
ଏହା କାଲବଙ୍କେର ଉତ୍ତରାଧିକାରୀ ବଂଶମାନଙ୍କର ତାଲିକା ଅଟେ। ହୂର କାଲବଙ୍କେର ଜେଷ୍ଠ ପୁତ୍ର ଥିଲେ। ସେ ଇଫ୍ରାଥାଙ୍କ ଠାରୁ ଜନ୍ମ ହାଇେଥିଲେ। ହୁରଙ୍କର ପୁତ୍ର ଶାେବଲ ଥିଲେ, କିରିଯତ୍-ୟିଯାରୀମ୍ର ପ୍ରତିଷ୍ଠାତା ଥିଲେ।
ପ୍ରଥମ ବଂଶାବଳୀ 2:54
ଶଲୂମଙ୍କର ବଂଶଧରମାନେ ଥିଲେ, ବୈଥଲହେମ୍ ନଟୋଫାତୀୟ, ଅଟ୍ରୋତ୍ବେତ୍ ଯୋୟାବ ମନହୋତୀୟର ସରାରୀୟର ଅର୍ଧେକ ଲୋକ,
ପ୍ରଥମ ବଂଶାବଳୀ 4:4
ପନୁଯେଲ୍ ଗାଦୋରଙ୍କ ପିତା ଥିଲେ ଏବଂ ଏସର ହୁଶରଙ୍କ ପିତା ଥିଲେ।
ପ୍ରଥମ ବଂଶାବଳୀ 5:2
ପରିବାରର ଇତିହାସ ରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବନ୍ଙ୍କେ ନାମ ଲିଖିତ ହୁଏ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧିଅରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷଫଙ୍କେ ପରିବାର ପାଇଲା।
ଗୀତସଂହିତା 102:25
ବହୁଦିନ ପୂର୍ବରୁ ତୁମ୍ଭେ ପୃଥିବୀକୁ ସୃଷ୍ଟି କଲ। ତୁମ୍ଭେ ଆକାଶକୁ ନିଜ ହସ୍ତରେ ନିର୍ମାଣ କଲ।
ଗୀତସଂହିତା 132:6
ଦେଖ ଆମ୍ଭମାନେେ ଇଫ୍ରାଥାରେ ନିଯମ-ସିନ୍ଦୁକ ବିଷଯରେ ଶୁଣିଲୁ। ଆମ୍ଭମାନେେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।