Malachi 1:3 ଆମ୍ଭେ ଏଷୌକୁ ଘୃଣା କଲୁ। ଆମ୍ଭେ ଏଷୌର ପର୍ବତଗୁଡିକୁ ଧ୍ବଂସ କଲୁ। ଏଷୌର ମାତୃଭୂମି ଧ୍ବଂସ ପାଇଲା ଏବଂ ସଠାେ ରେ କବଳେ ଶୃଗାଳ ବାସ କରିଲେ।
Malachi 1:3 in Other Translations
King James Version (KJV) And I hated Esau, and laid his mountains and his heritage waste for the dragons of the wilderness.
American Standard Version (ASV) but Esau I hated, and made his mountains a desolation, and `gave' his heritage to the jackals of the wilderness.
Bible in Basic English (BBE) And Esau was hated, and I sent destruction on his mountains, and gave his heritage to the beasts of the waste land.
Darby English Bible (DBY) and I hated Esau; and made his mountains a desolation, and [gave] his inheritance to the jackals of the wilderness.
World English Bible (WEB) but Esau I hated, and made his mountains a desolation, and gave his heritage to the jackals of the wilderness."
Young's Literal Translation (YLT) Is not Esau Jacob's brother? -- an affirmation of Jehovah, And I love Jacob, and Esau I have hated, And I make his mountains a desolation, And his inheritance for dragons of a wilderness.
Read Full Chapter :
Malachi 1
Cross Reference
ଯିରିମିୟ 49:16
ହେ ଇଦୋମ୍, ତୁମ୍ଭେ ଅନ୍ୟ ଗୋଷ୍ଠୀଗଣ ମଧିଅରେ ନିଜକୁ ମହାନ୍ ଭାବିଛ। ତୁମ୍ଭର ଗର୍ବ ତୁମ୍ଭକୁ ପ୍ରବଞ୍ଚନା କରିଛି। ତୁମ୍ଭେ ଚତୁର୍ଦ୍ଦିଗସ୍ଥ ପର୍ବତଶୃଙ୍ଗ ମଧିଅରେ ଓ ଉଚ୍ଚ ସ୍ଥାନ ରେ ରହି ନିଜକୁ ନିରାପଦ ମନେ କରିଛ। ମାତ୍ର ତୁମ୍ଭେ ଉତ୍କ୍ରୋଶ ପକ୍ଷୀପରି ଉଚ୍ଚ ସ୍ଥାନ ରେ ବାସ କଲେ ମଧ୍ଯ ମୁଁ ତୁମ୍ଭକୁ ସଠାରୁେ ତଳକୁ ଓହ୍ଲାଇ ଆଣିବି। ଏହା ସଦାପ୍ରଭୁ କହନ୍ତି।
ଯିହିଜିକଲ 35:3
'ସଦାପ୍ରଭୁ, ମାରେ ପ୍ରଭୁ ଏହିକଥା କହନ୍ତି,
ଯୋୟେଲ 3:19
ମିଶର ଗୋଟିଏ ନିର୍ଜନ ସ୍ଥାନ ହବେ ଏବଂ ଶୂନ୍ଯ ମରୁଭୂମି ହବେ। କାରଣ ସମାନେେ ଯିହୁଦାର ଲୋକମାନଙ୍କ ପ୍ରତି ନିଷ୍ଠୁର ହାଇେଥିଲେ। ସମାନେେ ସହେି ଦେଶର ନିରୀହ ଲୋକମାନଙ୍କୁ ହତ୍ଯା କରିଥିଲେ।
ଯିଶାଇୟ 34:9
ଆଉ ମଧ୍ଯ ତହିଁର ସୋର୍ତସବୁ ଝୁଣା ରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହବେ। ସହେି ଭୂମି ପ୍ରଜ୍ବଳିତ ଝୁଣା ହବେ।
ଯିଶାଇୟ 35:7
ମରିଚିକା ଜଳାଶଯ ହବେ। ଶୁଷ୍କ ମରୁଭୂମି ନିର୍ଝରମଯ ହବେ। ଶୃଗାଳମାନଙ୍କ ବାସ ସ୍ଥାନ ରେ ନଳ ଓ ତଣ୍ଡିବଣ ଜନ୍ମିବ।
ଯିରିମିୟ 9:11
ପୁଣି ଆମ୍ଭେ ସଦାପ୍ରଭୁ ୟିରୁଶାଲମକୁ ଢ଼ିପି ଓ ଶୃଗାଳମାନଙ୍କ ବାସସ୍ଥାନ ରେ ପରିଣତ କରିବା। ଆଉ ଆମ୍ଭେ ଯିହୁଦାର ନଗରସମୂହକୁ ନିର୍ଜନ ଧ୍ବଂସସ୍ଥାନ କରିବା।
ଯିରିମିୟ 49:10
କିନ୍ତୁ ଆମ୍ଭ ସକାେଶ ଏଷୌକୁ ଶୂନ୍ଯ କଲୁ ଏବଂ ତା'ର ଗୁପ୍ତସ୍ଥାନ ସବୁ ପ୍ରକାଶକୁ ଆଣିଲୁ। ସେ ଆପଣାକୁ ଲୁଚାଇ ରଖିପାରିବ ନାହିଁ। ତା'ର ସନ୍ତାନଗଣ ବିନଷ୍ଟ ହବେେ ଏବଂ ଭ୍ରାତୃଗଣ ଓ ତାହାର ପ୍ରତିବେଶୀଗଣ ସଠାେ ରେ ରହିବେ ନାହିଁ।
ଯିରିମିୟ 51:37
ତା'ପ ରେ ବାବିଲ ଏକ ଧ୍ବଂସ ସ୍ତୁପ ରେ ପରିଣତ ହବେ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହବେ। ଲୋକମାନେ ଏହା ଦେଖି ଆତଙ୍କିତ ହବେେ ଏବଂ ଯେତବେେଳେ ସମାନେେ ଏହା ଦେଖିବେ 'ହିସ୍' ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହବେ।
ଯିହିଜିକଲ 25:13
ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, ମୁଁ ଇଦୋମ ବିପକ୍ଷ ରେ ମାରେ ହସ୍ତ ଉତ୍ତୋଳନ କରିବି ଓ ତାହା ମଧ୍ଯରୁ ମନୁଷ୍ଯ ଓ ପଶୁମାନଙ୍କୁ ବିନାଶ କରିବି ଏବଂ ମୁଁ ତୈମନ୍ଠାରୁ ଦଦାନ ପର୍ୟ୍ଯନ୍ତ ସମସ୍ତ ଲୋକଙ୍କୁ ଖଡ୍ଗ ରେ ହତ୍ଯା କରିବି।
ଯିହିଜିକଲ 35:7
ଏହିରୂପେ ମୁଁ ସଯେୀର ପର୍ବତକୁ ଧ୍ବଂସ ଓ ଶୂନ୍ଯସ୍ଥାନ ରେ ପରିଣତ କରିବି ଏବଂ ଯେଉଁମାନେ ସଠାେ ରେ ବାସ କରିବେ ଓ ୟିବା ଆସିବା କରିବେ ମୁଁ ସମାନଙ୍କେୁ ବିନାଶ କରିବି।
ଆଦି ପୁସ୍ତକ 29:30
ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲୟୋ ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ।
ଯିହିଜିକଲ 36:7
ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ମୁଁ ତୁମ୍ଭର ଚତୁର୍ଦ୍ଦିଗର ଜାତିମାନଙ୍କ ଉପ ରେ ମାରେ ହାତ ଉଠାଉଛି, ଯେ ହତେୁ ସମାନେେ ତୁମ୍ଭକୁ ଘୃଣା କଲେ।
ଯିହିଜିକଲ 36:9
ଯେ ହତେୁ ମୁଁ ତୁମ୍ଭ ସହିତ ଅଛି, ମୁଁ ସାହାୟ୍ଯ କରିବି, ତହିଁରେ ତୁମ୍ଭମାନେେ ଚାଷ କରିବ ଓ ବୀଜ ବୁଣିବ।
ଯିହିଜିକଲ 36:14
ମାତ୍ର ତୁମ୍ଭେ ଆଉ ମନୁଷ୍ଯମାନଙ୍କୁ ଗ୍ରାସ କରିବ ନାହିଁ କିମ୍ବା ସମାନଙ୍କେର ସନ୍ତାନଗଣଙ୍କୁ ବିନାଶ କରିବ ନାହିଁ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
ଓବଦିୟ 1:10
ତୁମ୍ଭେ ଲଜ୍ଜିତ ହବେ ଓ ଚିରଦିନ ପାଇଁ ଧ୍ବଂସ ହବେ। କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
ଓବଦିୟ 1:18
ଯାକୁବଙ୍କ ପରିବାର ଅଗ୍ନି ସଦୃଶ ହବେ ଓ ଯୋଷଫଙ୍କେ ରାଜ୍ଯ ଅଗ୍ନି ଶିଖା ସଦୃଶ ହବେ। କିନ୍ତୁ ଏଷୌଙ୍କ ରାଜ୍ଯ ପାଉଁଶ ହାଇଯେିବ, ଯିହୁଦାର ଲୋକେ ଇଦୋମଙ୍କୁ ଜାଳି ଦବେେ। ଯିହୁଦା ଲୋକେ ଇଦୋମଙ୍କୁ ଧ୍ବଂସ କରି ଦବେେ। ତା'ପ ରେ ଏଷୌ ରାଜ୍ଯ ରେ କହେି ତିଷ୍ଠି ରହିବେ ନାହିଁ। କାହିଁକି ରହିବେ ନାହିଁ? କାରଣ ସଦାପ୍ରଭୁ ପରମେଶ୍ବର ଏହା କହିଛନ୍ତି।
ଲୂକଲିଖିତ ସୁସମାଚାର 14:26
ଯଦି ଜଣେ ଲୋକ ମାେ ପାଖକୁ ଆ ସେ, କିନ୍ତୁ ଯଦି ମାେ ଅପେକ୍ଷା ତା ବାପାମାଆ, ସ୍ତ୍ରୀ, ପିଲା, ଭାଇଭଉଣୀମାନଙ୍କୁ ଅଧିକ ଭଲ ପାଏ, ତବେେ ସେ ଲୋକ ମାରେ ଶିଷ୍ଯ ହାଇେ ପାରିବ ନାହିଁ। ଜଣେ ଲୋକକୁ ତା' ନିଜ ଅପେକ୍ଷା ମାେତେ ଅଧିକ ଭଲ ପାଇବାକୁ ହବେ।
ଯିହିଜିକଲ 36:3
ତେଣୁ ଭବିଷ୍ଯଦବାଣୀ ପ୍ରଚାର କରି କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, 'ଶତ୍ରୁଗଣ ତୁମ୍ଭମାନଙ୍କୁ ଧ୍ବଂସ କରିଅଛନ୍ତି ଓ ତୁମ୍ଭମାନଙ୍କୁ ଚତୁର୍ଦ୍ଦିଗରୁ ବେଷ୍ଟନ କରିଅଛନ୍ତି। ଏବଂ ତୁମ୍ଭେ ଅବଶିଷ୍ଟ ଜାତିମାନଙ୍କର ଅଧିକାର ହାଇେଅଛ। ତୁମ୍ଭେ ଗୋଟିଏ ଥଟ୍ଟାପାତ୍ର ହାଇେଲ ଓ ସମସ୍ତେ ତୁମ୍ଭକୁ ଅପବାଦ କରନ୍ତି।'
ଦିତୀୟ ବିବରଣ 21:15
ଯଦି କୌଣସି ଲୋକର ଦକ୍ସ୍ଟଇଟି ସ୍ତ୍ରୀ ଥାଏ, ସେ ଜଣକକ୍ସ୍ଟ ଅନ୍ୟ ଜଣ ଅପେକ୍ଷା ଅଧିକ ଭଲ ପାଉଥାଏ, ଏବଂ ଯଦି ସହେି ଦକ୍ସ୍ଟଇଜଣ ୟାକ ତୁମ୍ଭର ପକ୍ସ୍ଟତ୍ର ସନ୍ତାନ ପ୍ରସବ କରନ୍ତି। ଯଦି ପ୍ରଥମ ପକ୍ସ୍ଟତ୍ରକକ୍ସ୍ଟ ତୁମ୍ଭେ ଭଲ ପାଉ ନ ଥିବ ସ୍ତ୍ରୀ ଜନ୍ମ ଦଇେଥାଏ।
ଯିଶାଇୟ 13:21
ସହେି ମରୁଭୂମିରେ କବଳେ କେତକେ ବନ୍ଯପ୍ରାଣୀ ବାସ କରିବେ। ବାବିଲନୀଯମାନେ ସମାନଙ୍କେ ନିଜ ଗୃହ ରେ ଆଉ ରହିବେ ନାହିଁ। ସହେି ଗୃହଗୁଡ଼ିକ ପଚୋ ଓ ଓଟପକ୍ଷୀ ବାସ କରିବେ ଏବଂ ବନ୍ଯଛାଗ ସଠାେ ରେ ନୃତ୍ଯ କରିବେ।