John 3:13 ମନଷ୍ଯପୁତ୍ର କବଳେ ସହେି ଜଣେ ୟିଏ ସ୍ବର୍ଗରୁ ଆସିଛନ୍ତି ଓ ସେ ହିଁ ଏକମାତ୍ର ୟିଏ ସ୍ବର୍ଗକୁ ଯାଇଛନ୍ତି।
John 3:13 in Other Translations
King James Version (KJV) And no man hath ascended up to heaven, but he that came down from heaven, even the Son of man which is in heaven.
American Standard Version (ASV) And no one hath ascended into heaven, but he that descended out of heaven, `even' the Son of man, who is in heaven.
Bible in Basic English (BBE) And no one has ever gone up to heaven but he who came down from heaven, the Son of man.
Darby English Bible (DBY) And no one has gone up into heaven, save he who came down out of heaven, the Son of man who is in heaven.
World English Bible (WEB) No one has ascended into heaven, but he who descended out of heaven, the Son of Man, who is in heaven.
Young's Literal Translation (YLT) and no one hath gone up to the heaven, except he who out of the heaven came down -- the Son of Man who is in the heaven.
And
καὶ
kai
kay
no man
οὐδεὶς
oudeis
oo-THEES
hath ascended up
ἀναβέβηκεν
anabainō
ah-na-VAY-noh
to
εἰς
eis
ees
τὸν
ho
oh
heaven,
οὐρανὸν
ouranos
oo-ra-NOSE
εἰ
ei
ee
but
μὴ
mē
may
he that
ὁ
ho
oh
from
ἐκ
ek
ake
τοῦ
ho
oh
heaven,
οὐρανοῦ
ouranos
oo-ra-NOSE
came down
καταβάς
katabainō
ka-ta-VAY-noh
the
ὁ
ho
oh
Son
υἱὸς
huios
yoo-OSE
τοῦ
ho
oh
of man
ἀνθρώπου
anthrōpos
AN-throh-pose
which
ὁ
ho
oh
is
ὤν
ōn
one
in
ἐν
en
ane
τῷ
ho
oh
heaven.
οὐρανῷ
ouranos
oo-ra-NOSE
Read Full Chapter :
John 3
Cross Reference
ହିତୋପଦେଶ 30:4
କିଏ କବେେ ସ୍ବର୍ଗକୁ ୟାଇଛି ଏବଂ ତଳକୁ ଫରେି ଆସିଛି ? କୌଣସି ଲୋକ ତା'ର ମୁଷ୍ଟି ରେ ବାଯୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ା ରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ ? ତାଙ୍କର ପୁତ୍ରର ନାମ କ'ଣ ?
ଯୋହନଲିଖିତ ସୁସମାଚାର 6:38
ମୁଁ ପରମେଶ୍ବରଙ୍କର ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବାପାଇଁ ସ୍ବର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାଯୀ କାର୍ୟ୍ଯ କରିବା ପାଇଁ ଆସି ନାହିଁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 2:34
ଦାଉଦ ସ୍ବର୍ଗ ଆରୋହଣ କରି ନାହିଁନ୍ତି। କିନ୍ତୁ ଯୀଶୁ ସ୍ବର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:
ଯୋହନଲିଖିତ ସୁସମାଚାର 1:18
ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 10:6
କିନ୍ତୁ ବିଶ୍ବାସ ଦ୍ବାରା ଧାର୍ମିକ ହବୋ ବିଷୟ ରେ ଶାସ୍ତ୍ର ଏହିପରି କୁ ହେ: ନିଜେ ନିଜକୁ ପଚ୍ଭାର ନାହିଁ ଯେ 'ସ୍ବର୍ଗକୁ କିଏ ୟିବ?'(ଅର୍ଥାତ୍ କିଏ ସ୍ବର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?)
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:9
ଉଚ୍ଚକୁ ଗଲେ କହିବାର ଅର୍ଥ ଯେ, ସେ ପ୍ରଥମେ ପୃଥିବୀର ନୀଚ୍ଚ ସ୍ଥାନକୁ ଆସିଥିଲେ।
ଯୋହନଲିଖିତ ସୁସମାଚାର 13:3
ପରମପିତା ଯୀଶୁଙ୍କୁ ସବୁ ବିଷୟ ରେ କ୍ଷମତା ଦଇେଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ବରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ଯ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫରେିଯାଉଛନ୍ତି ବୋଲି ମଧ୍ଯ ଜାଣିଥିଲେ।
ଯୋହନଲିଖିତ ସୁସମାଚାର 6:42
ଯିହୂଦୀମାନେ କହିଲେ, ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତା ମାତାଙ୍କୁ ଜାଣିଛୁ। ଯୀଶୁ କବଳେ ୟୋ ସଫଙ୍କେର ପୁତ୍ର। ' ସେ କିପରି ସ୍ବର୍ଗରୁ ଓହ୍ଲାଇଛି ବୋଲି କହୁଛି?'
ଦିତୀୟ ବିବରଣ 30:12
ଏହା ସ୍ବର୍ଗ ରେ ନାହିଁ, ସେଥିପାଇଁ ତୁମ୍ଭମାନେେ କହିବ ଯେ, 'ଆମ୍ଭମାନଙ୍କ ପାଇଁ କିଏ ସ୍ବର୍ଗକକ୍ସ୍ଟ ୟିବ ତାହା ଆଣିବା ପାଇଁ ଯେଉଁଥି ରେ ଆମ୍ଭେ ପାଳନ ପାରିବକ୍ସ୍ଟ।'
ମାର୍କଲିଖିତ ସୁସମାଚାର 16:19
ପ୍ରଭୁ ଯୀଶୁ ଏହିସବୁ କଥା ପ୍ ରରେିତମାନଙ୍କୁ କହିସାରିବା ପରେ ତାହାଙ୍କୁ ସ୍ବର୍ଗକୁ ନିଆଗଲା। ସେ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ।
ଯୋହନଲିଖିତ ସୁସମାଚାର 6:62
ତବେେ ମନୁଷ୍ଯପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେ ସ୍ଥାନଙ୍କୁ ଫରେିଯିବେ, ଏହା ମଧ୍ଯ କ'ଣ ତୁମ୍ଭକୁ ବ୍ଯତିବ୍ଯସ୍ତ କରୁଛି?
ରେରିତମାନଙ୍କ କାର୍ଯ୍ୟର ବିବରଣ 20:28
ତେଣୁ ତୁମ୍ଭମାନେେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ର ଆତ୍ମା ଯେଉଁ ମଷେପଲ ଉପରେ ତୁମ୍ଭମାନଙ୍କୁ ମଷେପାଳକ ରୂପେ ନିୟୁକ୍ତ କରିଅଛନ୍ତି, ସମାନଙ୍କେ ବିଷୟ ରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ବର ଆପଣା ରକ୍ତ ରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 15:47
ପ୍ରଥମ ମନୁଷ୍ଯଟି ପୃଥିବୀର ମାଟିରୁ ନିର୍ମିତ ହାଇେଥିଲା ; କିନ୍ତୁ ଦ୍ବିତୀୟ ମନୁଷ୍ଯ ସ୍ବର୍ଗରୁ ଆସିଥିଲେ।
ଯୋହନଲିଖିତ ସୁସମାଚାର 6:33
ପରମେଶ୍ବରଙ୍କର ଖାଦ୍ୟ କ'ଣ? ପରମେଶ୍ବରଙ୍କର ଖାଦ୍ୟ ହେଉଛି ଜଣେ ବ୍ଯକ୍ତି ୟିଏ ଜଗତକୁ ଜୀବନ ଦବୋ ପାଇଁ ସ୍ବର୍ଗରୁ ଓହ୍ଲାଇଛନ୍ତି।
ଯୋହନଲିଖିତ ସୁସମାଚାର 3:31
ସ୍ବର୍ଗରୁ ଆସିଥିବା ବ୍ଯକ୍ତି ଅନ୍ୟ ଲୋକମାନଙ୍କ ଅପେକ୍ଷା ଶ୍ ରେଷ୍ଠ। ପୃଥିବୀରୁ ଆସିଥିବା ବ୍ଯକ୍ତି ପୃଥିବୀର ଅଟନ୍ତି। ସହେି ବ୍ଯକ୍ତି ପୃଥିବୀ ରେ ଥିବା ବସ୍ତୁ ବିଷୟ ରେ କହନ୍ତି। କିନ୍ତୁ ଯେଉଁ ବ୍ଯକ୍ତି ସ୍ବର୍ଗରୁ ଆସନ୍ତି, ସେ ଅନ୍ୟ ସମସ୍ତଙ୍କଠାରୁ ଶ୍ରଷ୍ଠ।
ଯୋହନଲିଖିତ ସୁସମାଚାର 17:5
ବର୍ତ୍ତମାନ ପରମପିତା ତୁମ୍ଭର ଉପସ୍ଥିତି ରେ ମାେତେ ଗୌରବାନ୍ବିତ କର। ଜଗତ ଆରମ୍ଭ ହବୋ ପୂର୍ବରୁ, ମାରେ ତୁମ୍ଭ ସହିତ ଯେଉଁ ଗୌରବ ଥିଲା, ତୁମ୍ଭେ ମାେତେ ତୁମ୍ଭ ସହିତ ଗୌରବାନ୍ବିତ କର।
ଯୋହନଲିଖିତ ସୁସମାଚାର 16:28
ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡି ପରମେଶ୍ବରଙ୍କ ପାଖକୁ ଫରେିୟିବି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:23
ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର। ମଣ୍ଡଳୀ ଖ୍ରୀଷ୍ଟଙ୍କ ଦାରା ପୂର୍ଣ୍ଣ ହାଇେଅଛି। ସେ ସମସ୍ତ ବିଷୟ ପ୍ରେତ୍ୟକକ ଉପାୟ ରେ ସମ୍ପୂର୍ଣ୍ଣ କରନ୍ତି।
ଯୋହନଲିଖିତ ସୁସମାଚାର 8:42
ଯୀଶୁ ସହେି ଯିହୂଦୀମାନଙ୍କୁ କହିଲେ, ଯଦି ପରମେଶ୍ବର ପ୍ରକୃତ ରେ ତୁମ୍ଭର ପରମପିତା, ତବେେ ତୁମ୍ଭେ ମାେତେ ଭଲ ପାଇବା ଉଚିତ। ମୁଁ ପରମେଶ୍ବରଙ୍କ ପାଖରୁ ଆସିଛି ଓ ବର୍ତ୍ତମାନ ମୁଁ ଏଠା ରେ ଅଛି। ମୁଁ ମାେ କ୍ଷମତା ଅନୁସାରେ ଆସିନାହିଁ। ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି।
ଯୋହନଲିଖିତ ସୁସମାଚାର 6:51
ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ଯା ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତବେେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମାରେ ଶରୀର। ମୁଁ ମାରେଶରୀର ଦଇେ ଦବେି, ତଦ୍ବାରା ଜଗତର ଲୋକମାନେ ଜୀବନ ପାଇପାରିବେ।
ମାଥିଉଲିଖିତ ସୁସମାଚାର 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।
ଯୋହନଲିଖିତ ସୁସମାଚାର 6:46
ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ଯକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କବଳେ ସହେି ଜଣେ ଦେଖିଛନ୍ତି, ୟିଏକି ପରମେଶ୍ବରଙ୍କଠାରୁ ଆସିଛନ୍ତି। ସହେି ଲୋକ ପରମପିତାଙ୍କୁ ଦେଖିଛନ୍ତି।