Psalm 145:11
ସମାନେେ ତୁମ୍ଭ ରାଜ୍ଯର ଗୌରବ ବ୍ଯକ୍ତ କରନ୍ତୁ ଓ ତୁମ୍ଭ ପରାକ୍ରମ ବିଷଯରେ କୁହନ୍ତୁ।
Psalm 145:11 in Other Translations
King James Version (KJV)
They shall speak of the glory of thy kingdom, and talk of thy power;
American Standard Version (ASV)
They shall speak of the glory of thy kingdom, And talk of thy power;
Bible in Basic English (BBE)
Their words will be of the glory of your kingdom, and their talk of your strength;
Darby English Bible (DBY)
They shall tell of the glory of thy kingdom, and speak of thy power;
World English Bible (WEB)
They will speak of the glory of your kingdom, And talk about your power;
Young's Literal Translation (YLT)
The honour of Thy kingdom they tell, And `of' Thy might they speak,
| They shall speak | כְּב֣וֹד | kĕbôd | keh-VODE |
| of the glory | מַלְכוּתְךָ֣ | malkûtĕkā | mahl-hoo-teh-HA |
| kingdom, thy of | יֹאמֵ֑רוּ | yōʾmērû | yoh-MAY-roo |
| and talk | וּגְבוּרָתְךָ֥ | ûgĕbûrotkā | oo-ɡeh-voo-rote-HA |
| of thy power; | יְדַבֵּֽרוּ׃ | yĕdabbērû | yeh-da-bay-ROO |
Cross Reference
ଗୀତସଂହିତା 45:6
ପରମେଶ୍ବର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାଯୀ ବିରାଜମାନ କରିବ। ତୁମ୍ଭର ଉତ୍ତମତା ତୁମ୍ଭକୁ ଶାସନ କରିବାର କ୍ଷମତା ଦିଏ।
ପ୍ରଥମ ବଂଶାବଳୀ 29:11
ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 11:15
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:12
ସମାନେେ ଉଚ୍ଚ ସ୍ବର ରେ ଏହା କହୁଥିଲେ :
ମାର୍କଲିଖିତ ସୁସମାଚାର 11:9
କେତକେ ଲୋକ ଯୀଶୁଙ୍କ ଆଗେ ଆଗେ ଯାଉଥିଲେ ଓ ଅନ୍ୟ କେତକେ ତାହାଙ୍କ ପେଛ ପେଛ ଯାଉଥାଲେ। ସମସ୍ତେ ପାଟି କରି କହୁଥିଲେ,
ମାଥିଉଲିଖିତ ସୁସମାଚାର 6:13
ଆମ୍ଭକୁ ପରୀକ୍ଷା ରେ ପକାଅ ନାହିଁ। ମାତ୍ର ମନ୍ଦଠାରୁ ରକ୍ଷା କର।'
ଯିଖରିୟ 9:9
ହେ ସିୟୋନର କନ୍ଯା ଆନନ୍ଦ କର! ହେ ୟିରୁଶାଲମର କନ୍ଯା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜଯଲାଭ କରିଛନ୍ତି। ସେ ଅତ୍ଯନ୍ତ ନମ୍ର। ସେ ଏକ ୟୁବ ଗଧ ଉପ ରେ ବସି ଆସୁଛନ୍ତି।
ଦାନିଏଲ 7:13
ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।
ଯିଶାଇୟ 33:21
କାହିଁକି ଏସବୁ ହବେ ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହବେେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ଷୋର୍ତ ସମୂହର ସ୍ଥାନ ହବେ। କିନ୍ତୁ ସହେି ନଦୀମାନଙ୍କ ରେ ଆହୁଲା ୟୁକ୍ତ କୌଣସି ନେ ୗକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭମାନେେ ସହେି ପୋତର ରଜ୍ଜୁ ଛାଡ଼ି ଦବେ।
ଯିଶାଇୟ 24:23
ସେତବେେଳେ ସଦାପ୍ରଭୁ ସିୟୋନ ପର୍ବତ ଉପ ରେ ୟିରୁଶାଲମ ରେ ପ୍ରାଚୀନବର୍ଗ ସମ୍ମୁଖ ରେ ରାଜତ୍ବ କଲାପରି ଶାସନ କରିବେ। ତାଙ୍କର ଗୌରବ ଏପରି ମହିମାନ୍ବିତ ହବେ ଯେ ଚନ୍ଦ୍ର ତାଙ୍କ ନିକଟରେ ଅପ୍ରସ୍ତୁତ ହବେେ ଓ ସୂର୍ୟ୍ଯ ଲଜ୍ଜିତ ହବେେ।
ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ଗୀତସଂହିତା 99:1
ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।
ଗୀତସଂହିତା 96:10
ଏହା ଜାତିଗଣ ମଧ୍ୟରେ କୁହ, ସଦାପ୍ରଭୁ ହେଉଛନ୍ତି ରାଜା !ପୃଥିବୀ ସୁସ୍ଥିର ରହିବ। ପରମେଶ୍ବର ନ୍ଯାଯ ବିଚାର କରିବେ।
ଗୀତସଂହିତା 93:1
ସଦାପ୍ରଭୁ ରାଜା ଅଟନ୍ତି। ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି। ସେ ନିଜ କଟିରେ ସମଗ୍ର ବିଶା୍ବସକୁ ଧରିଛନ୍ତି। ଏହା ୟପରେି ଟଳମଳ ହାଇେ ନ ୟାଏ।
ଗୀତସଂହିତା 72:1
ହେ ପରମେଶ୍ବର, ରାଜାଙ୍କୁ ସାହାୟ୍ଯ କର, ୟାହାଫଳରେ ସେ ତୁମ୍ଭ ପରି ବିବକବୋନ ନ୍ଯାଯ ପ୍ରଦାନ କରିବେ। ତୁମ୍ଭର ନ୍ଯାଯ ପରାଯଣ ରାଜପୁତ୍ରମାନଙ୍କୁ ଦିଅ।
ଗୀତସଂହିତା 2:6
ସିୟୋନ ହେଉଛି ମାରେ ପବିତ୍ର ପର୍ବତ। ସଦାପ୍ରଭୁଙ୍କର ଏହିସବୁ ବାକ୍ଯ ନେତାମାନଙ୍କୁ ସ୍ଥାପନ କରିଅଛି।