Daniel 7:13 ଆଉ ମୁଁ ରାତ୍ରି ରେ ଦର୍ଶନ ରେ ଦେଖିଲି, ମନୁଷ୍ଯ ସଦୃଶ କହେି ଆକାଶ ରେ ମେଘ ରେ ଆସିଲେ। ଏବଂ ସେ ଆକାଶର ମେଘଖଣ୍ତ ଉପ ରେ ସହେି ବୃଦ୍ଧଙ୍କ ନିକଟକୁ ଆସିଲେ ଓ ସମାନେେ ତାଙ୍କୁ ତାହାଙ୍କ ଛାମୁକୁ ଆଣିଲେ।
Daniel 7:13 in Other Translations
King James Version (KJV) I saw in the night visions, and, behold, one like the Son of man came with the clouds of heaven, and came to the Ancient of days, and they brought him near before him.
American Standard Version (ASV) I saw in the night-visions, and, behold, there came with the clouds of heaven one like unto a son of man, and he came even to the ancient of days, and they brought him near before him.
Bible in Basic English (BBE) I saw in visions of the night, and there was coming with the clouds of heaven one like a man, and he came to the one who was very old, and they took him near before him.
Darby English Bible (DBY) I saw in the night visions, and behold, there came with the clouds of heaven [one] like a son of man, and he came up even to the Ancient of days, and they brought him near before him.
World English Bible (WEB) I saw in the night-visions, and, behold, there came with the clouds of the sky one like a son of man, and he came even to the ancient of days, and they brought him near before him.
Young's Literal Translation (YLT) `I was seeing in the visions of the night, and lo, with the clouds of the heavens as a son of man was `one' coming, and unto the Ancient of Days he hath come, and before Him they have brought him near.
Read Full Chapter :
Daniel 7
Cross Reference
ମାଥିଉଲିଖିତ ସୁସମାଚାର 26:64
ଯୀଶୁ କହିଲେ, ହଁ, ମୁଁ ପରମେଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ। କିନ୍ତୁ ମୁଁ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ଭବିଷ୍ଯତ ରେ ମନୁଷ୍ଯପୁତ୍ରଙ୍କୁ ସହେି ସର୍ବଶକ୍ତିମାନ ପରମେଶ୍ବରଙ୍କ ଡ଼ାହାଣ ପଟେ ବସିଥିବାର ଓ ଆକାଶର ମେଘମାଳା ରେ ଆସୁଥିବାର ଦେଖିବ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:7
ଦେଖ, ଯୀଶୁ ମେଘମାଳା ରେ ଆସୁଅଛନ୍ତି। ପ୍ରେତ୍ୟକକ ଲୋକର ଚକ୍ଷୁ ତାହାଙ୍କୁ ଦେଖିବ ଏପରିକି ତାହାଙ୍କୁ ବିଦ୍ଧ କରିଥିବା ଲୋକମାନେ ମଧ୍ଯ ତାହାଙ୍କୁ ଦେଖିବେ। ଏ ପୃଥିବୀର ସବୁ ଜାତିର ଲୋକମାନେ ତାହାଙ୍କ ଆଗମନ ରେ ଉଚ୍ଚସ୍ବର ରେ ରୋଦନ କରିବେ। ହଁ, ଏହା ଘଟିବ। ଆମେନ୍।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:13
ସହେି ସାତାଟେି ସୁନାର ଦୀପରୁଖା ମଝି ରେ: ମନୁଷ୍ଯ ପୁତ୍ରଙ୍କ ପରି ଜଣେ ଠିଆ ହାଇେଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତି ରେ ଗୋଟିଏ ସୁନାର ପଟୁକା ପିନ୍ଧିଲେ।
ମାଥିଉଲିଖିତ ସୁସମାଚାର 24:30
ସତେିକି ବେଳେ ମନୁଷ୍ଯପୁତ୍ରଙ୍କ ଆସିବା ସଙ୍କତେ ଆକାଶ ରେ ଦଖାଦେବେ। ଜଗତର ସମସ୍ତ ଲୋକ ବିଳାପ କରିବେ। ଲୋକେ ତାହାଙ୍କୁ ଆକ୍ଶ ରେ ମେଘମାଳା ଉପରେ ଆସୁଥିବାର ଦେଖିବେ। ମନୁଷ୍ଯପୁତ୍ର ଶକ୍ତି ଓ ମହାନ୍ ମହିମା ସହିତ ଆସିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:14
ତା'ପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ଗୋଟିଏ ଧଳା ମେଘ ଥିଲା। ସହେି ମେଘ ଉପରେ ମନୁଷ୍ଯପୁତ୍ରଙ୍କ ପରି ଜଣେ ବ୍ଯକ୍ତି ବସିଥିଲେ। ତାହାଙ୍କ ମୁଣ୍ଡ ରେ ଗୋଟିଏ ସୁନାର ମୁକୁଟ ଓ ହାତ ରେ ଗୋଟିଏ ମୁନିଆ ଦାଆ ଥିଲା।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:18
ମୁଁ ଜୀବିତ। ମୁଁ ମରି ଯାଇଥିଲି କିନ୍ତୁ ଦେଖ, ମୁଁ ସବୁବଳେ ପାଇଁ ଜୀବିତ ହାଇେଅଛି। ମାେ ପାଖ ରେ ମୃତ୍ଯୁ ଓ ପାତାଳର ଚାବି ରହିଛି।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:20
ଏହି ଶକ୍ତି ହେଉଛି ସହେି ଶକ୍ତି, ଯେଉଁ ଶକ୍ତି ବଳ ରେ ପରମେଶ୍ବର ଖ୍ରୀଷ୍ଟଙ୍କୁ ମୃତ୍ଯୁରୁ ପୁନରୁତ୍ଥିତ କରିଥିଲେ। ସ୍ବର୍ଗ ରାଜ୍ଯ ରେ ପରମେଶ୍ବର ଖ୍ରୀଷ୍ଟଙ୍କୁ ତାହାଙ୍କ ଡ଼ାହାଣ ପଟ ରେ ବସାଇ ଅଛନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 2:14
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
ଯିଶାଇୟ 9:6
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ମାଥିଉଲିଖିତ ସୁସମାଚାର 25:31
ମନୁଷ୍ଯପୁତ୍ର ପୁଣି ଥରେ ଆସିବେ। ସେ ତାହାଙ୍କର ମହିମା ସହିତ ଆସିବେ। ତାହାଙ୍କ ସହିତ ସମସ୍ତ ସ୍ବର୍ଗଦୂତ ମାନେ ଆସିବେ। ସେ ରାଜା ହବେେ ଏବଂ ତାହାଙ୍କର ମହାନ ସିଂହାସନ ଉପରେ ବସିବେ।
ମାର୍କଲିଖିତ ସୁସମାଚାର 14:61
କିନ୍ତୁ ଯୀଶୁ ଚୁପ୍ ରହିଲେ। ସେ କିଛି ଉତ୍ତର ଦେଲନୋହିଁ।
ଲୂକଲିଖିତ ସୁସମାଚାର 21:27
ସେତବେେଳେ ଲୋକେ ମନୁଷ୍ଯ ପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ।
ଯିହିଜିକଲ 1:26
ଏବଂ ଆସ୍ତରଣ ଉପରକୁ ସମାନଙ୍କେର ମସ୍ତକ ଚତୁଃପାଶର୍ବ ରେ ନୀଳକାନ୍ତମଣି ରେ ନିର୍ମିତ ହାଇେଥିବା ଏକ ସିଂହାସନ ଥିଲା, ଆଉ ସହେି ସିଂହାସନର ଆକୃତି ଉପ ରେ ମନୁଷ୍ଯ ସଦୃଶ ଏକ ଆକୃତି ଥିଲା।
ଦାନିଏଲ 7:9
ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।
ମାର୍କଲିଖିତ ସୁସମାଚାର 13:26
ସେତବେେଳେ ଲୋକେ ମନୁଷ୍ଯପୁତ୍ରଙ୍କୁ ମହାଶକ୍ତି ଓ ମହିମା ସହିତ ମେଘମାଳା ମଧିଅରେ ଆସିବାର ଦେଖିବେ।
ଯୋହନଲିଖିତ ସୁସମାଚାର 3:13
ମନଷ୍ଯପୁତ୍ର କବଳେ ସହେି ଜଣେ ୟିଏ ସ୍ବର୍ଗରୁ ଆସିଛନ୍ତି ଓ ସେ ହିଁ ଏକମାତ୍ର ୟିଏ ସ୍ବର୍ଗକୁ ଯାଇଛନ୍ତି।
ଯୋହନଲିଖିତ ସୁସମାଚାର 5:27
ଲୋକଙ୍କର ବିଚାର କରିବା ପାଇଁ ସେ ପୁତ୍ରଙ୍କୁ କ୍ଷମତା ଦଇେଛନ୍ତି। କାରଣ ସେ ମନୁଷ୍ଯପୁତ୍ର ଅଟନ୍ତି।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:6
ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ବରଙ୍କ ସାଦୃଶ୍ଯ ଥିଲେ। ପରମେଶ୍ବରଙ୍କ ସହିତ ସମାନ ହାଇେ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 9:24
ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ଭିତରକୁ ଗଲେ। କିନ୍ତୁ ସେ ମନଷ୍ଯ ହସ୍ତନିର୍ମିତ ମହାପବିତ୍ର ସ୍ଥାନକୁ ଗଲେ ନାହିଁ। ଏହି ପରମ ପବିତ୍ର ସ୍ଥାନଟି ପ୍ରକୃତ ସ୍ଥାନର ପ୍ରତିକୃତି ମାତ୍ର। ଯୀଶୁ ସ୍ବର୍ଗ ଭିତରକୁ ଗଲେ।
ଗୀତସଂହିତା 68:17
ପରମେଶ୍ବରଙ୍କର ଅଯୁତ ଅଯୁତ ଓ ଲକ୍ଷ ଲକ୍ଷ ରଥ ଅଛି। ସଦାପ୍ରଭୁ ସିୟୋନ୍ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
ଦାନିଏଲ 7:22
ତା'ପ ରେ ସହେି ବୃଦ୍ଧ ଲୋକଟି ଆସିଲେ ଓ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କ ସପକ୍ଷ ରେ ଓ ଶିଙ୍ଗ ବିପକ୍ଷ ରେ ନ୍ଯାଯ ହେଲା। ଆଉ ପରମେଶ୍ବର ସହେି ପବିତ୍ର ଲୋକମାନଙ୍କର ରାଜତ୍ବ କରିବାର ସମୟ ଉପସ୍ଥିତ ହେଲା।
ମାଥିଉଲିଖିତ ସୁସମାଚାର 13:41
ମନୁଷ୍ଯପୁତ୍ର ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇବେ। ସମାନେେ ତାହାଙ୍କ ରାଜ୍ଯର ସମସ୍ତ ପାପୀ ଓ ପାପପାଇଁ ପ୍ରବର୍ତ୍ତାଉଥିବା ସମସ୍ତ ଲୋକଙ୍କୁ ଏକାଠି କରି ରାଜ୍ଯ ବାହାରକୁ ନଇେଯିବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:56
ସ୍ତିଫାନ କହିଲେ, ଦେଖ, ମୁଁ ସ୍ବର୍ଗକୁ ଖାେଲା ଅବସ୍ଥା ରେ ଓ ପରମେଶ୍ବରଙ୍କ ଡାହାଣ ପଟେ ମନୁଷ୍ଯପୁତ୍ରଙ୍କୁ ଠିଆ ହବୋର ଦେଖୁଛି।
ଗୀତସଂହିତା 8:4
କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?
ଯିରିମିୟ 49:19
ଏବଂ ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣ ଭୂମିରେ ଥିବା ସହେିମାନଙ୍କୁ ଦୂରକରି ଦବୋ ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସମାନଙ୍କେ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପ ରେ ଶାସନ କରିବା ପାଇଁ ଆମ୍ଭେ ନିୟୁକ୍ତ କରିବା। କାରଣ ମାେ ପରି କିଏ ଅଛି ? ଏପରି ପାଳକ କହେି ଅଛି, ୟିଏ କି ଆମ୍ଭ ସମ୍ମୁଖ ରେ ଠିଆ ହବେ ?
ଲୂକଲିଖିତ ସୁସମାଚାର 21:36
ତେଣୁ ସଦା ବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସଗେୁଡିକ ମଧ୍ଯଦଇେ ନିରାପଦ ରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭମାନେେ ଆତ୍ମାବିଶ୍ବାସର ସହିତ ମନୁଷ୍ଯପୁତ୍ରଙ୍କ ଆଗ ରେ ଠିଆ ହାଇେ ପାରିବା ପାଇଁ ପ୍ରାର୍ଥନା କରା
ଯୋହନଲିଖିତ ସୁସମାଚାର 12:34
ଲୋକମାନେ କହିଲେ, ଆମ୍ଭ ବ୍ଯବସ୍ଥା କୁ ହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତବେେ ତୁମ୍ଭେ କାହିଁକି କହୁଛ ଯେ 'ମନୁଷ୍ଯ ପୁତ୍ର ନିଶ୍ଚୟ ଉର୍ଦ୍ଧ୍ବକୁ ଯିବେ?' ଏହି ମନୁଷ୍ଯପୁତ୍ର କିଏ?
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 6:16
ପରମେଶ୍ବର ଅମର ଅଟନ୍ତି। ପରମେଶ୍ବର ଏତେ ଉଜ୍ଜ୍ବଳ ପ୍ରକାଶ ମଧିଅରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ହେଲେ ପରମେଶ୍ବରଙ୍କୁ ଦେଖି ନାହିଁ। କହେି କବେେ ପରମେଶ୍ବରଙ୍କୁ ମଧ୍ଯ ଦେଖି ପାରିବେ ନାହିଁ। ପରମେଶ୍ବରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ୟ୍ଯନ୍ତ ପ୍ରକାଶ ପାଉ। ଆମେନ୍।
ଗୀତସଂହିତା 47:5
ସଦାପ୍ରଭୁ ଯେତବେେଳେ ତାଙ୍କ ସିଂହାସନରେ ବିଜେ ହୁଅନ୍ତି ସେତବେେଳେ ତୂରୀ ଓ ଜଯଜଯକାର ନାଦରେ ଗଗନ ପବନ ମୁଖରିତ ହୁଏ।