Numbers 6:25 in Oriya

Oriya Oriya Bible Numbers Numbers 6 Numbers 6:25

Numbers 6:25
ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।

Numbers 6:24Numbers 6Numbers 6:26

Numbers 6:25 in Other Translations

King James Version (KJV)
The LORD make his face shine upon thee, and be gracious unto thee:

American Standard Version (ASV)
Jehovah make his face to shine upon thee, and be gracious unto thee:

Bible in Basic English (BBE)
May the light of the Lord's face be shining on you in grace:

Darby English Bible (DBY)
Jehovah make his face shine upon thee, and be gracious unto thee;

Webster's Bible (WBT)
The LORD make his face to shine upon thee, and be gracious to thee:

World English Bible (WEB)
Yahweh make his face to shine on you, And be gracious to you.

Young's Literal Translation (YLT)
`Jehovah cause His face to shine upon thee, and favour thee;

The
Lord
יָאֵ֨רyāʾērya-ARE
make
his
face
יְהוָ֧ה׀yĕhwâyeh-VA
shine
פָּנָ֛יוpānāywpa-NAV
upon
אֵלֶ֖יךָʾēlêkāay-LAY-ha
thee,
and
be
gracious
וִֽיחֻנֶּֽךָּ׃wîḥunnekkāVEE-hoo-NEH-ka

Cross Reference

ଗୀତସଂହିତା 119:135
ହେ ସଦାପ୍ରଭୁ, ତୁମ୍ଭର ଦାସକୁ ଗ୍ରହଣ କର। ଏବଂ ତୁମ୍ଭର ବ୍ଯବସ୍ଥାମାନ ମାେତେ ଶିକ୍ଷା ଦିଅ।

ଗୀତସଂହିତା 80:19
ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।

ଗୀତସଂହିତା 80:7
ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।

ଗୀତସଂହିତା 31:16
ଆପଣା ସବେକକୁ ଦୟାକର ଓ ଆପଣା ସ୍ନହପେୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମାରେ ଜୀବନ ରକ୍ଷା କର।

ଦାନିଏଲ 9:17
ଏଣୁ ବର୍ତ୍ତମାନ ହେ ସଦାପ୍ରଭୁ, ତୁମ୍ଭ ଦାସର ପ୍ରାର୍ଥନା ଗ୍ରହଣ କର। ତୁମ୍ଭର ପବିତ୍ର ସ୍ଥାନକୁ କରୁଣା ସହକା ରେ ଦେଖ। ତୁମ୍ଭର ନିଜର ଖ୍ଯାତି ପାଇଁ ଏହା କର।

ଗୀତସଂହିତା 67:1
ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ।

ଯାତ୍ରା ପୁସ୍ତକ 33:19
ଏହାପରେ ସଦାପ୍ରଭୁ ଉତ୍ତର ଦେଲେ, ମୁଁ ତୁମ୍ଭ ସମ୍ମୁଖ ରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖ ରେ ସଦାପ୍ରଭୁଙ୍କର ନାମ ଘାଷେଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବିଓ ଯାହାକୁ ଦୟାକରେ ତାହାକୁ ଦୟା କରିବି।

ଯୋହନଲିଖିତ ସୁସମାଚାର 1:17
ମାଶାଙ୍କେ ଦ୍ବାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅନୁଗ୍ରହ ଓ ସତ୍ଯ ମାର୍ଗ ଆସିଲା।

ମଲାଖୀ 1:9
ହେ ଯାଜକଗଣ, ସଦାପ୍ରଭୁଙ୍କୁ ପ୍ରାର୍ଥନା କର ଯେପରି ଆମ ପ୍ରତି ଦୟାଳୁ ହବେେ। ଏହା ତୁମ୍ଭର ଭୂଲ୍ ଯୋଗୁଁ ହାଇେଛି। ସେ କାହିଁକି ତୁମ୍ଭମାନଙ୍କ ମଧ୍ଯରୁ କାହାକୁ ଗ୍ରହଣ କରିବେ? ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଥିଲେ।

ଗୀତସଂହିତା 86:16
ତୁମ୍ଭେ ମାେ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର। ମୁଁ ତୁମ୍ଭର ଦାସ, ମାେତେ ଶକ୍ତି ଦିଅ। ମୁଁ ତୁମ୍ଭର ଦାସ, ମାେତେ ରକ୍ଷା କର।

ଗୀତସଂହିତା 80:1
ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।

ଗୀତସଂହିତା 21:6
ହେ ପରମେଶ୍ବର, ତୁମ୍ଭେ ପ୍ରକୃତରେ ସହେି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତବେେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିୟାଏ।

ଆଦି ପୁସ୍ତକ 43:29
ଯେତବେେଳେ ଯୋଷଫେ ତାଙ୍କର ଭାଇ ବିନ୍ଯାମୀନକୁ ଦେଖିଲେ। ବିନ୍ଯାମୀନ ଓ ଯୋଷଫେ ଗୋଟିଏ ମା'ର ସନ୍ତାନ। ଯୋଷଫେ କହିଲେ, ଏହି କ'ଣ ତୁମ୍ଭର ସାନ ଭାଇ, ଯାହା ବିଷଯ ରେ ତୁମ୍ଭେ ମାେତେ କହୁଥିଲ? ଏହାପରେ ଯୋଷଫେ ବିନ୍ଯାମୀନଙ୍କୁ କହିଲେ, ହେ ଆମ୍ଭର ପୁତ୍ର, ପରମେଶ୍ବର ତୁମ୍ଭକୁ ଆଶୀର୍ବାଦ କରନ୍ତୁ।