Base Word
אוֹר
Short Definitionto be (causative, make) luminous (literally and metaphorically)
Long Definitionto be or become light, shine
Derivationa primitive root
International Phonetic Alphabetʔor
IPA modʔo̞wʁ
Syllableʾôr
Dictionore
Diction Modore
Usage× break of day, glorious, kindle, (be, give, show) (en-)light(-en, -ened), set on fire, shine
Part of speechv

ଆଦି ପୁସ୍ତକ 1:15
ସହେି ଜାତିଗେଣ ପୃଥିବୀ ରେ ଆଲୋକ ଦବୋ ପାଇଁ ସମାନେେ ତାରଣେ ମଧିଅରେ ଥାନ୍ତୁ। ଏବଂ ଏହିପରି ହେଲା।

ଆଦି ପୁସ୍ତକ 1:17
ପରମେଶ୍ବର ପୃଥିବୀକୁ ଆଲୋକିତ କରିବା ପାଇଁ ଆକାଶର ତୋରଣର ତାରାଗଣଙ୍କୁ ମଧ୍ଯ ସୃଷ୍ଟି କଲେ।

ଆଦି ପୁସ୍ତକ 44:3
ତା' ପରଦିନ ପ୍ରତ୍ଯୁଷରୁ, ଭାଇମାନଙ୍କୁ ଓ ତାଙ୍କର ଗଧମାନଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଗଲା।

ଯାତ୍ରା ପୁସ୍ତକ 13:21
ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।

ଯାତ୍ରା ପୁସ୍ତକ 14:20
ଏହି ପ୍ରକା ରେ ଘନମେଘ ଇଶ୍ରାୟେଲୀୟ ସୈନ୍ଯ ଓ ମିଶରୀଯ ସୈନ୍ଯମାନଙ୍କ ମଧିଅରେ ରହିଲା। ଇଶ୍ରାୟେଲୀୟ ଲୋକମାନଙ୍କ ସମ୍ମୁଖ ରେ ଆଲୋକବର୍ତ୍ତିକା ଓ ମିଶର ଲୋକମାନଙ୍କ ସମ୍ମୁଖ ରେ ଅନ୍ଧକାରଚ୍ଛନ୍ନ ହାଇେ ରହିଲା। ଯେଉଁଥି ପାଇଁ ସହେି ରାତ୍ର ରେ ମିଶରବାସୀ ଇଶ୍ରାୟେଲୀୟମାନଙ୍କ ପାଖକୁ ଆସି ପାରିଲେ ନାହିଁ।

ଯାତ୍ରା ପୁସ୍ତକ 25:37
ତୁମ୍ଭମାନେେ ତାହାପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସହେି ପ୍ରତୀପ ଜଳାଇଲେ ତହିଁର ସମ୍ମୁଖ ରେ ଆଲୁଅ ହବେ।

ଗଣନା ପୁସ୍ତକ 6:25
ସଦାପ୍ରଭୁ ତୁମ୍ଭ ଉପରେ କୃପାଦୃଷ୍ଟି ରେ ଦେଖନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ।

ଗଣନା ପୁସ୍ତକ 8:2
ହାରୋଣଙ୍କୁ କୁହ, ମୁଁ ଦଖାଇେଥିବା ସ୍ଥାନ ରେ ସାତାଟେି ପ୍ରଦୀପ ରଖିବେ। ଯାହାଫଳ ରେ ସାତାଟେି ପ୍ରଦୀପ ଦୀପ ବୃକ୍ଷର ସମ୍ମୁଖ ଭାଗ ରେ ଆଲୁଅ ଦବେ।

ପ୍ରଥମ ଶାମୁୟେଲ 14:27
କିନ୍ତୁ ଯୋନାଥନ ପ୍ରତିଜ୍ଞା ବିଷଯ ରେ ଜାଣି ନ ଥିଲା। ସେ ତାଙ୍କ ବାପା ଲୋକମାନଙ୍କୁ ପ୍ରତିଜ୍ଞା କରିବାକୁ ବାଧ୍ଯ କରିଥିବା କଥା ସେ ଜାଣି ନ ଥିଲା। ଯୋନାଥନ ହାତ ରେ ବାଡି ଥିଲା, ସେ ବାଡିର ଅଗ୍ରଭାଗ ଦ୍ବାରା କିଛି ମହକ୍ସ୍ଟ ବାହାର କରି ଆଣିଲେ ଏବଂ ଖାଇଲା ଏବଂ ବହକ୍ସ୍ଟତ ଆଶ୍ବସ୍ତ ବୋଧ କଲା।

ପ୍ରଥମ ଶାମୁୟେଲ 14:29
ଯୋନାଥନ କହିଲା, ମାେ ବାପା ଏ ଦେଶକକ୍ସ୍ଟ ବହକ୍ସ୍ଟତ ସମସ୍ଯା ଆଣିଛନ୍ତି। ଦେଖ! ମୁ ଅଳ୍ପ ମହକ୍ସ୍ଟ ଖାଇ କିପରି ଆଶ୍ବସ୍ତ ବୋଧ କରୁଛି।

Occurences : 43

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்