Luke 4:29
ଲୋକମାନେ ଉଠି ପଡିଲେ ଓ ଜାରେ ଜବରଦସ୍ତି ୟିଶୁଙ୍କୁ ନଗର ମଧ୍ଯରୁ ବାହାର କରି ଦେଲେ। ସମାନଙ୍କେ ନଗର ଗୋଟିଏ ପାହାଡ ଉପରେ ନିର୍ମିତ ଥିଲା। ସମାନେେ ଯୀଶୁଙ୍କୁ ପାହାଡର ଧାରକୁ ନଇଗେଲେ। ସମାନେେ ଯୀଶୁଙ୍କୁ ସଠାରୁେ ତଳକୁ ଫିଙ୍ଗି ଦବୋକୁ ଚାହୁଁଥିଲେ।
Luke 4:29 in Other Translations
King James Version (KJV)
And rose up, and thrust him out of the city, and led him unto the brow of the hill whereon their city was built, that they might cast him down headlong.
American Standard Version (ASV)
and they rose up, and cast him forth out of the city, and led him unto the brow of the hill whereon their city was built, that they might throw him down headlong.
Bible in Basic English (BBE)
And they got up and took him out of the town to the edge of the mountain on which their town was, so that they might send him down to his death.
Darby English Bible (DBY)
and rising up they cast him forth out of the city, and led him up to the brow of the mountain upon which their city was built, so that they might throw him down the precipice;
World English Bible (WEB)
They rose up, threw him out of the city, and led him to the brow of the hill that their city was built on, that they might throw him off the cliff.
Young's Literal Translation (YLT)
and having risen, they put him forth without the city, and brought him unto the brow of the hill on which their city had been built -- to cast him down headlong,
| And | καὶ | kai | kay |
| rose up, | ἀναστάντες | anastantes | ah-na-STAHN-tase |
| and thrust | ἐξέβαλον | exebalon | ayks-A-va-lone |
| him | αὐτὸν | auton | af-TONE |
| out of | ἔξω | exō | AYKS-oh |
| the | τῆς | tēs | tase |
| city, | πόλεως | poleōs | POH-lay-ose |
| and | καὶ | kai | kay |
| led | ἤγαγον | ēgagon | A-ga-gone |
| him | αὐτὸν | auton | af-TONE |
| unto | ἕως | heōs | AY-ose |
| the | τῆς | tēs | tase |
| brow | ὀφρύος | ophryos | oh-FRYOO-ose |
| the of | τοῦ | tou | too |
| hill | ὄρους | orous | OH-roos |
| whereon | ἐφ' | eph | afe |
| οὗ | hou | oo | |
| their | ἡ | hē | ay |
| πόλις | polis | POH-lees | |
| city | αὐτῶν | autōn | af-TONE |
| built, was | ᾠκοδόμητο | ōkodomēto | oh-koh-THOH-may-toh |
| that | εἰς | eis | ees |
| τὸ | to | toh | |
| they might cast down headlong. | κατακρημνίσαι | katakrēmnisai | ka-ta-krame-NEE-say |
| him | αὐτόν· | auton | af-TONE |
Cross Reference
ଏବ୍ରୀମାନଙ୍କ ନିକଟକୁ ପତ୍ର 13:12
ସହେି ଭଳି ଯୀଶୁ ମଧ୍ଯ ସହର ବାହା ରେ ଯାତନା ପାଇଲେ। ନିଜ ରକ୍ତ ଦ୍ବାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:28
ସମାନେେ ଖୁବ୍ ଜାରେ ରେ ଚ଼ିତ୍କାର କରି କହିଲେ, ହେ ଇଶ୍ରାୟେଲୀୟ ଲୋକମାନେ, ଆମ୍ଭକୁ ସାହାୟ୍ଯ କର। ଏ ଲୋକ ଆମ୍ଭ ଲୋକମାନଙ୍କ ବିରୁଦ୍ଧ ରେ, ଆମ୍ଭ ବ୍ଯବସ୍ଥା ଓ ଏହି ସ୍ଥାନ ବିରୁଦ୍ଧ ରେ ସବୁ ଲୋକମାନଙ୍କୁ ଶିକ୍ଷା ଦେଉଛି। ସେ ବର୍ତ୍ତମାନ କେତକେ ଗ୍ରୀକ୍ ଲୋକମାନଙ୍କୁ ମଧ୍ଯ ମନ୍ଦିର ଭିତରକୁ ଆଣିଛି ଓ ଆମ୍ଭର ଏହି ପବିତ୍ର ସ୍ଥାନକୁ ଅପବିତ୍ର କରିଛି।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:23
ସମାନେେ ସମାନଙ୍କେୁ ବହୁତ ମାଡ଼ ମାରିବା ପରେ କାରାଗାର ରେ ବନ୍ଦୀ କଲେ। ସମାନଙ୍କେୁ ସାବଧାନ ରେ ଜଗିବାପାଇଁ କାରାଧ୍ଯକ୍ଷଙ୍କୁ ଆଦେଶ ଦେଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 7:57
ଏଥି ରେ ଯିହୂଦୀ ନେତାମାନେ କାନ ରେ ହାତ ଦଇେ ଖୁବ୍ ଜାରେ ରେ ପାଟି କଲେ। ସମାନେେ ଏକାଠି ହାଇେ ସ୍ତିଫାନଙ୍କ ଆଡ଼କୁ ଦୌଡ଼ିଲେ।
ଯୋହନଲିଖିତ ସୁସମାଚାର 15:24
ଯଦି ମୁଁ ସହେି କାର୍ୟ୍ଯ କରିନଥାନ୍ତି, ତବେେ ସମାନେେ ପାପଦ୍ବାରା ଦୋଷୀ ସାବ୍ଯସ୍ତ ହାଇନେଥାଆନ୍ତେ। କିନ୍ତୁ ସମାନେେ ମାରେ ସହେି ଆଶ୍ଚର୍ୟ୍ଯ କାର୍ୟ୍ଯ କରିବା ଦେଖିଛନ୍ତି। ତଥାପି ସମାନେେ ମାେତେ ଓ ପରମପିତାଙ୍କୁ ଘୃଣା କରନ୍ତି।
ଯୋହନଲିଖିତ ସୁସମାଚାର 8:59
ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।
ଯୋହନଲିଖିତ ସୁସମାଚାର 8:40
ମୁଁ ତୁମ୍ଭକୁ ପରମେଶ୍ବରଙ୍କଠାରୁ ଶୁଣିଥିବା ସତ୍ଯ କଥା କହୁଛି। କିନ୍ତୁ ତୁମ୍ଭମାନେେ ମାେତେ ହତ୍ଯା କରିବା ପାଇଁ ଚେଷ୍ଟା କରୁଛ। ଅବ୍ରାହାମ କିନ୍ତୁ ସପରେି କିଛି କରି ନଥିଲେ।
ଯୋହନଲିଖିତ ସୁସମାଚାର 8:37
ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମାେତେ ହତ୍ଯା କରିବାକୁ ଚାହଁ, ଯେ ହତେୁ ତୁମ୍ଭେ ମାରେ ଉପଦେଶ ଗ୍ରହଣ କରିବା ପାଇଁ ଚାହଁନାହିଁ।
ଗୀତସଂହିତା 37:32
ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।
ଗୀତସଂହିତା 37:14
ଦୁଷ୍ଟ ଲୋକମାନେ ଖଣ୍ଡା, ଧନୁ ତୀର ଧରି ବାହାରି ପଡ଼ନ୍ତି। ସମାନେେ ଦୁଃଖୀ ଓ ଅସହାୟ ଲୋକମାନଙ୍କୁ ହତ୍ଯା କରିବାକୁ ଚାହାଁନ୍ତି। ସମାନେେ ସିଦ୍ଧ ଓ ଧାର୍ମିକ ଲୋକମାନଙ୍କୁ ନିପାତ କରିବାକୁ ଚାହାଁନ୍ତି।
ଗଣନା ପୁସ୍ତକ 15:35
ତା'ପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ସେ ମନୁଷ୍ଯକୁ ଆଇନ ସଂଗତ ଦଣ୍ତ ଦିଆୟିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣୀ ବାହା ରେ ପଥର ପକାଇ ବଧ କରିବେ।
ଦିତୀୟ ବଂଶାବଳୀ 25:12
ଯିହୁଦାର ସୈନ୍ଯଦଳ ମଧ୍ଯ ସଯେୀରର 10,000 ଲୋକଙ୍କୁ କରାଯତ କଲେ। ସମାନେେ ସହେି ଲୋକମାନଙ୍କୁ ସଯେୀରରୁ ସେଲାର ଶୀର୍ଷକୁ ନଇଗେଲେ। ସହେି ଲୋକମାନେ ସେତବେେଳେ ଜୀବିତ ଥିଲେ। ଏହାପରେ ଯିହୁଦାର ସୈନ୍ଯଦଳ ସହେି ଲୋକମାନଙ୍କୁ ସେଲାରୁ ତଳକୁ ଫେପାଡ଼ି ଦେଲେ, ଆଉ ସମାନଙ୍କେର ଶରୀର ତଳେ ଥିବା ପଥର ରେ ପଡ଼ି ଖଣ୍ଡ ବିଖଣ୍ଡ ହାଇଗେଲା।