Job 16:14
ପରମେଶ୍ବର ମାେତେ ବାରମ୍ବାର ଆକ୍ରମଣ କରନ୍ତି। ସେ ୟୁଦ୍ଧ କ୍ଷେତ୍ରର ସୈନିକ ପରି ମାେତେ ଆକ୍ରମଣ କରନ୍ତି।
Job 16:14 in Other Translations
King James Version (KJV)
He breaketh me with breach upon breach, he runneth upon me like a giant.
American Standard Version (ASV)
He breaketh me with breach upon breach; He runneth upon me like a giant.
Bible in Basic English (BBE)
I am broken with wound after wound; he comes rushing on me like a man of war.
Darby English Bible (DBY)
He breaketh me with breach upon breach; he runneth upon me like a mighty man.
Webster's Bible (WBT)
He breaketh me with breach upon breach, he runneth upon me like a giant.
World English Bible (WEB)
He breaks me with breach on breach. He runs on me like a giant.
Young's Literal Translation (YLT)
He breaketh me -- breach upon breach, He runneth upon me as a mighty one.
| He breaketh | יִפְרְצֵ֣נִי | yiprĕṣēnî | yeef-reh-TSAY-nee |
| me with breach | פֶ֭רֶץ | pereṣ | FEH-rets |
| upon | עַל | ʿal | al |
| פְּנֵי | pĕnê | peh-NAY | |
| breach, | פָ֑רֶץ | pāreṣ | FA-rets |
| he runneth | יָרֻ֖ץ | yāruṣ | ya-ROOTS |
| upon | עָלַ֣י | ʿālay | ah-LAI |
| me like a giant. | כְּגִבּֽוֹר׃ | kĕgibbôr | keh-ɡee-bore |
Cross Reference
ବିଚାରକର୍ତାମାନଙ୍କ ବିବରଣ 15:8
ଏହାପରେ ଶାମ୍ଶାେନ୍ ପଲେଷ୍ଟୀୟମାନଙ୍କୁ ଆକ୍ରମଣ କଲେ। ସେ ସମାନଙ୍କେ ମଧ୍ଯରକ୍ସ୍ଟ ଅନକଙ୍କେକ୍ସ୍ଟ ହତ୍ଯା କଲେ। ଏବଂ ଏହାପରେ ସେ ଏକ ଗକ୍ସ୍ଟମ୍ଫା ରେ ୟାଇ ବାସ କଲେ ଯେଉଁ ଗକ୍ସ୍ଟମ୍ଫା ରେ ନାମ ଥିଲା ଏଟମ ଶୈଳ।
ଆୟୁବ ପୁସ୍ତକ 9:17
ପରମେଶ୍ବର ମାେତେ ଚକଟି ଦବୋ ପାଇଁ ଝଡ଼ ପଠାଇବେ, କୌଣସି କାରଣ ନ ଥାଇ ସେ ମାେତେ ଅଧିକ ଆଘାତ କରିବେ।
ଗୀତସଂହିତା 42:7
ପୃଥିବୀର ଗଭୀରରୁ ଆସୁଥିବା ପାଣିର ଗର୍ଜନ ମୁଁ ଶୁଣେ। ଯେତବେେଳେ ଜଳପ୍ରପାତ ଓଲଟ ପାଲଟ ହାଇୟୋଏ, ନିମ୍ନଭାଗର ଜଳ ସୋର୍ତ ଶବ୍ଦ କରେ। ସଦାପ୍ରଭୁ, ତୁମ୍ଭର ଢ଼େଉଗୁଡ଼ିକ ଗୋଟିଏ ପରେ ଗୋଟିଏ ଆସେ, ମାରେ ଚତୁଃପାଶର୍ବରେ ଚୂର୍ଣ୍ଣ ହାଇୟୋଏ ଓ ମାେତେ ଟପିୟାଏ।
ଯିରିମିୟଙ୍କ ବିଳାପ 3:3
ସଦାପ୍ରଭୁ ଦିନସାରା ମାେ ବିରୁଦ୍ଧ ରେ ଆପଣା ହସ୍ତ ପୁନଃ ପୁନଃ ଫରୋଇ ଅଛନ୍ତି।
ଯୋୟେଲ 2:7
ସମାନେେ ସୈନ୍ଯ ତୁଲ୍ଯ ଦ୍ରୁତଗତି ରେ ଦୌଡ଼ନ୍ତି। ସମାନେେ କାନ୍ଥ ଉପ ରେ ଚଢନ୍ତି। ପ୍ରେତ୍ୟକକ ସୈନ୍ଯ ସଦୃଶ ସିଧା ସମ୍ମୁଖ ରେ ଅଗ୍ରସର ହୁଅନ୍ତି। ସମାନେେ ନିଜ ପଥରୁ ବିଚ୍ଯୁତ ହୁଅନ୍ତି ନାହିଁ।