Jeremiah 29:6
ତୁମ୍ଭମାନେେ ବିବାହ କରି ପୁତ୍ର କନ୍ଯା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସହେି ପୁତ୍ର କନ୍ଯାମାନଙ୍କୁ ବିବାହ କରାଇ ସମାନଙ୍କେଠାରୁ ପୁତ୍ରକନ୍ଯା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ଯା ବୃଦ୍ଧି କର କିନ୍ତୁ ଊଣା କର ନାହିଁ।
Jeremiah 29:6 in Other Translations
King James Version (KJV)
Take ye wives, and beget sons and daughters; and take wives for your sons, and give your daughters to husbands, that they may bear sons and daughters; that ye may be increased there, and not diminished.
American Standard Version (ASV)
Take ye wives, and beget sons and daughters; and take wives for your sons, and give your daughters to husbands, that they may bear sons and daughters; and multiply ye there, and be not diminished.
Bible in Basic English (BBE)
Take wives and have sons and daughters, and take wives for your sons, and give your daughters to husbands, so that they may have sons and daughters; and be increased in number there and do not become less.
Darby English Bible (DBY)
Take wives, and beget sons and daughters; and take wives for your sons, and give your daughters to husbands, that they may bear sons and daughters; and multiply there, and be not diminished.
World English Bible (WEB)
Take wives, and father sons and daughters; and take wives for your sons, and give your daughters to husbands, that they may bear sons and daughters; and multiply you there, and don't be diminished.
Young's Literal Translation (YLT)
Take ye wives, and beget sons and daughters; and take for your sons wives, and your daughters give to husbands, and they bear sons and daughters; and multiply there, and ye are not few;
| Take | קְח֣וּ | qĕḥû | keh-HOO |
| ye wives, | נָשִׁ֗ים | nāšîm | na-SHEEM |
| and beget | וְהוֹלִידוּ֮ | wĕhôlîdû | veh-hoh-lee-DOO |
| sons | בָּנִ֣ים | bānîm | ba-NEEM |
| and daughters; | וּבָנוֹת֒ | ûbānôt | oo-va-NOTE |
| take and | וּקְח֨וּ | ûqĕḥû | oo-keh-HOO |
| wives | לִבְנֵיכֶ֜ם | libnêkem | leev-nay-HEM |
| for your sons, | נָשִׁ֗ים | nāšîm | na-SHEEM |
| give and | וְאֶת | wĕʾet | veh-ET |
| your daughters | בְּנֽוֹתֵיכֶם֙ | bĕnôtêkem | beh-noh-tay-HEM |
| husbands, to | תְּנ֣וּ | tĕnû | teh-NOO |
| that they may bear | לַֽאֲנָשִׁ֔ים | laʾănāšîm | la-uh-na-SHEEM |
| sons | וְתֵלַ֖דְנָה | wĕtēladnâ | veh-tay-LAHD-na |
| and daughters; | בָּנִ֣ים | bānîm | ba-NEEM |
| increased be may ye that | וּבָנ֑וֹת | ûbānôt | oo-va-NOTE |
| there, | וּרְבוּ | ûrĕbû | oo-reh-VOO |
| and not | שָׁ֖ם | šām | shahm |
| diminished. | וְאַל | wĕʾal | veh-AL |
| תִּמְעָֽטוּ׃ | timʿāṭû | teem-ah-TOO |
Cross Reference
ଯିରିମିୟ 16:2
ହେ ଯିରିମିୟ, ତୁମ୍ଭର ଏହି ସ୍ଥାନ ରେ ବିବାହ କରିବା ଉଚିତ୍ ନୁହଁ, କିଅବା ପୁତ୍ର କନ୍ଯା ଜନ୍ମ କରିବା ଉଚିତ୍ ନୁହଁ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:14
ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 7:36
ଯଦି କହେି ନିଜର କନ୍ଯା ଗତବୟସ୍କା ହବୋର ଦେଖି ଭାବେ ଯେ, ସେ ନିଜ କୁମାରୀ କନ୍ଯା ପ୍ରତି ଉଚିତ୍ ବ୍ଯବହାର କରୁ ନାହିଁ, ଓ ଭାବେ ଯେ କନ୍ଯାର ବିବାହ ଆବଶ୍ଯକ, ତବେେ ସେ ଯେପରି ଚା ହେଁ ସପରେି କରିପା ରେ। ସମାନଙ୍କେର ବିବାହ କରିଦବୋ ଉଚିତ୍। ଏହା ପାପ ନୁହେଁ।
ବିଚାରକର୍ତାମାନଙ୍କ ବିବରଣ 14:2
ସେ ଗୃହକକ୍ସ୍ଟ ଫରେି ତାଙ୍କର ପିତାମାତାଙ୍କୁ ଏକଥା କହିଲେ, ମୁ ପଲେଷ୍ଟୀୟ କନ୍ଯା ତିମ୍ନାନ ରେ ଦେଖିଅଛି। ମୁ ତାଙ୍କୁ ବିବାହ କରିବାକୁ ଗ୍ଭ ହେଁ।
ବିଚାରକର୍ତାମାନଙ୍କ ବିବରଣ 12:9
ଇବସନ୍ଙ୍କର ତିରିଶଟି ପକ୍ସ୍ଟତ୍ର ଓ ତିରିଶଟି କନ୍ଯା ଥିଲେ। ସେ ତାଙ୍କର ତିରିଶ କନ୍ଯାକକ୍ସ୍ଟ ସହେି ଲୋକମାନଙ୍କ ସହିତ ବିବାହ ଦେଲେ, ଯେଉଁମାନେ ତାଙ୍କର ସଐର୍କୀଯ ନଥିଲେ। ସେ ତିରିଶଟି କନ୍ଯାକକ୍ସ୍ଟ ମନୋନୀତ କଲେ, ତାଙ୍କର ପକ୍ସ୍ଟତ୍ରମାନଙ୍କ ସହିତ ବିବାହ କରିବା ପାଇଁ, ଯେଉଁମାନେ ତାଙ୍କ ସଐର୍କୀଯ ନଥିଲେ। ଇବସନ୍ ସାତବର୍ଷ ଧରି ଇଶ୍ରାୟେଲର ବିଗ୍ଭରକ ହାଇେ ରହିଲେ,
ବିଚାରକର୍ତାମାନଙ୍କ ବିବରଣ 1:12
ୟିହକ୍ସ୍ଟଦାର ଲୋକମାନେ ୟକ୍ସ୍ଟଦ୍ଧ ଆରମ୍ଭ କଲା ପୂର୍ବରକ୍ସ୍ଟ, କାଲେବ୍ ସକୋନଙ୍କକ୍ସ୍ଟ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲବେ କହିଲା, ମୁ କିରିଯଥ ସଫରେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ସେ ସହରକକ୍ସ୍ଟ ପରାସ୍ତ କରିବ, ମୁ ତା' ସହିତ ମାରେ କନ୍ଯା ଅକ୍ଷାରକକ୍ସ୍ଟ ବିବାହ ଦବେି।
ଆଦି ପୁସ୍ତକ 34:4
ଶିଖିମ ତା'ର ପିତା ହ ମାରେକୁ କହିଲା, ଦୟାକରି ଏହି ଝିଅ ସହିତ ମାରେ ବିବାହର ବନ୍ଦୋବନ୍ତ କର।
ଆଦି ପୁସ୍ତକ 29:19
ଲାବନ କହିଲା, ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହବେ। ତେଣୁ ତୁମ୍ଭେ ମାେ ସହିତ ରୁହ।
ଆଦି ପୁସ୍ତକ 28:1
ଇସ୍ହାକ ଯାକୁବକୁ ଡ଼ାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞାଦଇେ ତାଙ୍କୁ କହିଲେ, ତୁମ୍ଭେ କିଣାନୀଯ କନ୍ଯାକୁ ବିବାହ କରିବ ନାହିଁ।
ଆଦି ପୁସ୍ତକ 24:60
ଯେତବେେଳେ ରିବିକା ସହେି ସ୍ଥାନ ଛାଡ଼ିଲା ସମାନେେ ତାଙ୍କୁ ଆଶୀର୍ବାଦ କରି କହିଲେ,
ଆଦି ପୁସ୍ତକ 24:51
ଦେଖ, ରିବିକା ତୁମ୍ଭ ସମ୍ମୁଖ ରେ ଅଛି, ତାକୁ ନଇେ ପ୍ରସ୍ଥାନ କର। ସଦାପ୍ରଭୁଙ୍କ ଇଚ୍ଛାନୁସା ରେ ତାକୁ ତୁମ୍ଭ କର୍ତ୍ତାଙ୍କର ପୁତ୍ରଙ୍କୁ ବିବାହ ଦିଅ।
ଆଦି ପୁସ୍ତକ 24:3
ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ବରଙ୍କର ନାମ ରେ ପ୍ରତିଜ୍ଞା, ୟିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭମାନେେ ମାରେ ପୁତ୍ରର ବିବାହ କିଣାନୀଯମାନଙ୍କର କନ୍ଯାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।
ଆଦି ପୁସ୍ତକ 21:21
ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।
ଆଦି ପୁସ୍ତକ 9:7
ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚଯ ବହୁତ ପିଲାପିଲି ହବେ। ତୁମ୍ଭମାନେେ ପୃଥିବୀକୁ ମନୁଷ୍ଯ ରେ ପରିପୂର୍ଣ୍ଣ କରିବ।
ଆଦି ପୁସ୍ତକ 1:27
ତେଣୁ ପରମେଶ୍ବର, ଆପଣା ପ୍ରତିମୂର୍ତ୍ତୀ ରେ ମନୁଷ୍ଯକୁ ସୃଷ୍ଟି କଲେ। ପରମେଶ୍ବର ସମାନଙ୍କେୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।