Genesis 29 - WEB (Oriya)
1 Then Jacob went on his journey, and came to the land of the children of the east.ଏହାପରେ ଯାକୁବ ତାଙ୍କର ୟାତ୍ରା ଚାଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ।
2 He looked, and behold, a well in the field, and, behold, three flocks of sheep lying there by it. For out of that well they watered the flocks. The stone on the well's mouth was great.ଯାକୁବ ଦେଖିଲେ, ସହେି ଭୂମିରେ ଏକ କୂପ। ସହେି ମଷେମାନେ, ସହେି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସହେି ସ୍ଥାନ, ମଷେମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘାଡ଼ୋଇ ରଖିଥିଲା।
3 There all the flocks were gathered. They rolled the stone from the well's mouth, and watered the sheep, and put the stone again on the well's mouth in its place.ଯେତବେେଳେ ସବୁ ମଷେପଲ ସହେି କୂପ ନିକଟରେ ଉପସ୍ଥିତ ହୁଅନ୍ତି ସେତବେେଳେ ମଷେପାଳକମାନେ ଏହି ଶୀଳାକୁ କୂପର ସମ୍ମୁଖରୁ କାଢ଼ିଦିଅନ୍ତି। ମଷେମାନେ ପାଣି ପିଇ ସାରିବା ପରେ ସମାନେେ କୂପର ମୁହଁକୁ ପଥର ସହିତ ଆଚ୍ଛାଦନ କଲେ।
4 Jacob said to them, "My relatives, where are you from?" They said, "We are from Haran."ଯାକୁବ ସଠାେରେ ସହେି ମଷେପାଳକମାନକୁ କହିଲେ, ହେ ଭାଇମାନେ ତୁମ୍ଭର ଘର କେଉଁଠି?
5 He said to them, "Do you know Laban, the son of Nahor?" They said, "We know him."ଏହାପରେ ଯାକୁବ କହିଲେ, ତୁମ୍ଭମାନେେ ଲାବନଙ୍କୁ ଜାଣିଛ କି, ଯେ କି ନାହାରେ ପୁତ୍ର?
6 He said to them, "Is it well with him?" They said, "It is well. See, Rachel, his daughter, is coming with the sheep."ଏହାପରେ ଯାକୁବ ତାଙ୍କୁ ପଚାରିଲେ, ସେ କିପରି ଅଛନ୍ତି।
7 He said, "Behold, it is still the middle of the day, not time to gather the cattle together. Water the sheep, and go and feed them."ଯାକୁବ କହିଲେ, ଦେଖ ଏବେ ବହୁତ ବଳେ ଅଛି। ମଷେପଲ ଏକତ୍ର କରିବାର ସମୟ ହାଇନୋହିଁ। ତୁମ୍ଭମାନେେ ମଷଗେଣଙ୍କୁ ଜଳପାନ କରାଇ ପୁନ୍ନର୍ବାର ଚରାଇବାକୁ ନଇୟୋଅ।
8 They said, "We can't, until all the flocks are gathered together, and they roll the stone from the well's mouth. Then we water the sheep."କିନ୍ତୁ ମଷେପାଳକ କହିଲେ, ଯେପର୍ୟ୍ଯନ୍ତ ସମସ୍ତ ମଷେ ଏକତ୍ର ନ ହାଇେଛନ୍ତି ସେ ପର୍ୟ୍ଯନ୍ତ ଆମ୍ଭେ ଏହା କରିପାରିବୁ ନାହିଁ। ସମସ୍ତ ଏକତ୍ର ହବୋପରେ ଆମ୍ଭେ କୂପ ସମ୍ମୁଖରୁ ପଥର କାଢିବୁ ଏବଂ ସମସ୍ତ ମଷେମାନେ ପାଣି ପିଇପାରିବେ।
9 While he was yet speaking with them, Rachel came with her father's sheep, for she kept them.ଯେତବେେଳେ ଯାକୁବ ମଷେପାଳକମାନଙ୍କ ସହିତ କଥା ହେଉଥିଲେ ସହେି ସମୟରେ ରାହେଲ ତାଙ୍କ ପିତାଙ୍କର ମଷେପଲ ସହିତ ଉପସ୍ଥିତ ହେଲେ। ନିଜ ପାତାଙ୍କ ମଷେମାନଙ୍କର ଯତ୍ନ ନବୋ ଏହା ରାହେଲଙ୍କର କାର୍ୟ୍ଯ ଥିଲା।
10 It happened, when Jacob saw Rachel the daughter of Laban, his mother's brother, and the sheep of Laban, his mother's brother, that Jacob went near, and rolled the stone from the well's mouth, and watered the flock of Laban his mother's brother.ରାହେଲ ଥିଲା ଲାବନ୍ର ଝିଅ। ଲାବନ ଥିଲେ ଯାକୁବର ମା' ରିବିକାର ଭାଇ। ଯାକୁବ ଯେତବେେଳେ ମାତୁଳ ଲାବନର କନ୍ଯା ମଷେ ସହିତ ରାହେଲକୁ ଦେଖିଲା, ସେ ୟାଇ ପଥର ଘୁଞ୍ଚାଇଲେ ଓ ତାଙ୍କର ମଷେମାନେ ଜଳପାନ କଲେ।
11 Jacob kissed Rachel, and lifted up his voice, and wept.ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।
12 Jacob told Rachel that he was her father's brother, and that he was Rebekah's son. She ran and told her father.ଯାକୁବ ରାହେଲକୁ କହିଲେ, ଯେ ସେ ହେଉଛନ୍ତି ରିବିକାର ପୁତ୍ର। ତେଣୁ ରାହେଲ ଘରକୁ ଦୌଡ଼ିୟାଇ ତାଙ୍କ ପିତାଙ୍କୁ କହିଲେ।
13 It happened, when Laban heard the news of Jacob, his sister's son, that he ran to meet Jacob, and embraced him, and kissed him, and brought him to his house. Jacob told Laban all these things.ଲାବନ ତାଙ୍କ ଭଉଣୀର ପୁତ୍ର ଯାକୁବ ବିଷଯ ରେ ସମସ୍ତ ଶୁଣିଲେ। ତେଣୁ ଲାବନ ତାଙ୍କୁ ଦେଖିବା ପାଇଁ ଦୌଡ଼ିଗଲେ, ଲାବନ ତାଙ୍କୁ ଆଲିଙ୍ଗନ କଲେ ଓ ଚିମ୍ବନ ଦେଲେ। ଏବଂ ତାଙ୍କୁ ତାଙ୍କ ସହିତ ତାଙ୍କ ଗୃହକୁ ଆଣିଲେ। ଯାକୁବ ଲାବନକୁ ସବୁକିଛି କହିଲା।
14 Laban said to him, Surely you are my bone and my flesh. He lived with him for a month.ଏହାପରେ ଲାବନ କହିଲେ, ଏହା ଆଶ୍ଚର୍ୟ୍ଯ! ତୁମ୍ଭେ ମାେ ବଂଶଧର। ତେଣୁ ଯାକୁବ ଲାବନଙ୍କ ଘ ରେ ଏକ ମାସ ରହିଲେ।
15 Laban said to Jacob, "Because you are my brother, should you therefore serve me for nothing? Tell me, what will your wages be?"ଦିନେ ଲାବନ ଯାକୁବକୁ କହିଲେ, ତୁମ୍ଭେ ମାରେ କୁଟୁମ୍ବ ବୋଲି କଣ ବିନା ବର୍ତ୍ତନ ରେ ମାରେ ଦାସକର୍ମ କରିବ? ଏଣୁ କି ବର୍ତ୍ତନ ନବୋ? ତାହା କୁହ।
16 Laban had two daughters. The name of the elder was Leah, and the name of the younger was Rachel.ଲାବନର ଦୁଇଟି ଝିଅ ଥିଲେ। ବଡ଼ ଝିଅ ନାମ ଲୟୋ ଓ ସାନ ଝିଅର ନାମ ରାହେଲ।
17 Leah's eyes were weak, but Rachel was beautiful and well favored.ରାହେଲ ବହୁତ ସୁନ୍ଦରୀ, ରୂପବତି ଥିଲେ ଏବଂ ଲୟୋର କୋମଳ ଦୁର୍ବଳ ଥିଲା
18 Jacob loved Rachel. He said, "I will serve you seven years for Rachel, your younger daughter."ଯାକୁବ ରାହେଲକୁ ପ୍ ରମେ କଲେ। ଯାକୁବ ଲାବନକୁ କହିଲେ, ମୁଁ ତୁମ୍ଭ ପାଇଁ ସାତବର୍ଷ କାମ କରିବି ଯଦି ତୁମ୍ଭେ ମାେତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।
19 Laban said, "It is better that I give her to you, than that I should give her to another man. Stay with me."ଲାବନ କହିଲା, ଅନ୍ୟକୁ ବିବାହ କରିବା ଅପେକ୍ଷା ସେ ତୁମ୍ଭକୁ ବିବାହ କଲେ ନିଶ୍ଚିତ ଭଲ ହବେ। ତେଣୁ ତୁମ୍ଭେ ମାେ ସହିତ ରୁହ।
20 Jacob served seven years for Rachel. They seemed to him but a few days, for the love he had for her.ତେଣୁ ଯାକୁବ ତାଙ୍କ ସହ ସଠାେରେ ସାତବର୍ଷ ରହି କାମ କଲେ। କିନ୍ତୁ ଏହା ତାଙ୍କୁ ଖୁବ କମ ସମୟ ଜଣାଗଲା କାରଣ ସେ ରାହେଲକୁ ବହୁତ ଭଲ ପାଉଥିଲେ।
21 Jacob said to Laban, "Give me my wife, for my days are fulfilled, that I may go in to her."ସାତବର୍ଷ ପରେ ଯାକୁବ ଲାବନକୁ କହିଲେ, ମାେତେ ରାହେଲକୁ ଦିଅ ମୁଁ ତାଙ୍କୁ ବିବାହ କରିବି। ତୁମ୍ଭ ପାଇଁ ମାରେ କାମ କରିବା ସମୟ ସରିୟାଇଛି।
22 Laban gathered together all the men of the place, and made a feast.ତେଣୁ ଲାବନ ସଠାେକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ।
23 It happened in the evening, that he took Leah his daughter, and brought her to him. He went in to her.ସହେିଦିନ ରାତି ରେ ଲାବନ ଯାକୁବଙ୍କ ପାଇଁ ତାଙ୍କର ଝିଅ ଲୟୋକୁ ଆଣିଲେ। ଯାକୁବ ଏବଂ ଲୟୋ ଉଭୟ ସହବାସ କଲେ।
24 Laban gave Zilpah his handmaid to his daughter Leah for a handmaid.ଆଉ ଲାବନ ଆପଣା କନ୍ଯା ଲୟୋର ଦାସୀ ହବୋ ନିମନ୍ତେ ସିଳ୍ପା ନାମ୍ନୀ ଆପଣା ଦାସୀକୁ ଦଲୋ।
25 It happened in the morning that, behold, it was Leah. He said to Laban, "What is this you have done to me? Didn't I serve with you for Rachel? Why then have you deceived me?"ତା' ପରଦିନ ପ୍ରଭାତ ରେ ଯାକୁବ ଦେଖିଲା ସେ ଯାହା ସହିତ ରାତି ବିତାଇଛି ସେ ଲୟୋ ଥିଲା। ଯାକୁବ ଲାବନକୁ କହିଲା, ତୁମ୍ଭେ ମାେତେ ଠକିଛ। ମୁଁ ତୁମ୍ଭ ପାଇଁ କଠିନ ପରିଶ୍ରମ କଲି, ୟଦ୍ବାରା ମୁଁ ରାହେଲକୁ ବିବାହ କରି ପାରିବି। ତୁମ୍ଭେ କାହିଁକି ମାେତେ ଠକିଲ।
26 Laban said, "It is not done so in our place, to give the younger before the first born.ଲାବନ କହିଲା, ଆମ୍ଭ ଦେଶ ରେ ଅଛି ଯେ ବଡ଼ ବିବାହ କରିବା ପୂର୍ବରୁ ସାନ ବିବାହ କରିପାରିବ ନାହିଁ।
27 Fulfill the week of this one, and we will give you the other also for the service which you will serve with me yet seven other years."କିନ୍ତୁ ତୁମ୍ଭେ ଏଠା ରେ ବିବାହ ଉତ୍ସବ ସାତଦିନ ଧରି ପାଳନ କର ତା'ପରେ ମୁଁ ତୁମ୍ଭକୁ ରାହେଲ ସହିତ ବିବାହ ଦବେି। କିନ୍ତୁ ତୁମ୍ଭକୁ ମାେ ପାଇଁ ଆଉ ସାତବର୍ଷ ପରିଶ୍ରମ କରିବାକୁ ପଡ଼ିବ।
28 Jacob did so, and fulfilled her week. He gave him Rachel his daughter as wife.ତେଣୁ ଯାକୁବ ଏହିପରି କଲେ, ଏବଂ ଏକ ସପ୍ତାହ ବିତାଇଲେ। ଏହାପରେ ଲାବନ ରାହେଲକୁ ତା'ର ସ୍ତ୍ରୀ ଭାବେ ତାଙ୍କୁ ଦେଲେ।
29 Laban gave to Rachel his daughter Bilhah, his handmaid, to be her handmaid.ଲାବନ ରାହେଲର ଦାସୀ ନିମନ୍ତେ ସେ ଆପଣାର ବିଲହା ନାମ୍ନୀ ଦାସୀକି ଦଲୋ।
30 He went in also to Rachel, and he loved also Rachel more than Leah, and served with him yet seven other years.ତେଣୁ ଯାକୁବ ରାହେଲ ସହିତ ସହବାସ କଲେ, ଏବଂ ଯାକୁବ ଲୟୋ ଅପେକ୍ଷା ରାହେଲକୁ ଅଧିକ ଭଲ ପାଇଲେ। ଯାକୁବ ଲାବନ ପାଇଁ ଆଉ ସାତ ବର୍ଷ କାମ କଲେ।
31 Yahweh saw that Leah was hated, and he opened her womb, but Rachel was barren.ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।
32 Leah conceived, and bore a son, and she named him Reuben. For she said, "Because Yahweh has looked at my affliction. For now my husband will love me."ଲୟୋ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ରୁବନ୍େ ଦେଲେ। ଲୟୋ ତାଙ୍କର ଏପରି ନାମ ଦେଲେ କାରଣ ସେ କହିଲେ, ସଦାପ୍ରଭୁ ମାରେ ଦୁଃଖ ଦେଖି ଅଛନ୍ତି। ମାରେ ସ୍ବାମୀ ମାେତେ ଭଲ ପାଇବେ।
33 She conceived again, and bare a son, and said, "Because Yahweh has heard that I am hated, he has therefore given me this son also." She named him Simeon.ଲୟୋ ପୁନ୍ନରାଯ ଗର୍ଭବତୀ ହାଇେ ଅନ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦଲୋ। ସେ ତାଙ୍କର ନାମ ଦଲୋଶିମିଯୋନ, ସେ ଶୁଣି ପାରିଲା। ଲୟୋ କହିଲା, ସଦାପ୍ରଭୁ ଶୁଣିଲେ ଯେ ମାେ ସ୍ବାମୀ ମାେତେ ଘୃଣା କରନ୍ତି। ତେଣୁ ସେ ମାେ କୋଳ ରେ ଏହି ସନ୍ତାନ ଦଇେଛନ୍ତି।
34 She conceived again, and bare a son. Said, "Now this time will my husband be joined to me, because I have borne him three sons." Therefore was his name called Levi.ଲୟୋ ପୁଣି ଗର୍ଭବତୀ ହେଲା, ଏବଂ ଅନ୍ୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦଲୋ। ସେ ସହେି ପିଲାର ନାମ ଦେଲେ ଲବେୀ। ଲୟୋ କହିଲା, ଏବେ ମାେ ସ୍ବାମୀ ମାେତେ ମାଠାେ ରେ ଆସକ୍ତ ହବେେ। ଯେ ହତେୁ ମୁଁ ତାଙ୍କୁ ତିନୋଟି ପୁତ୍ର ଦଇେଅଛି।
35 She conceived again, and bare a son. She said, "This time will I praise Yahweh." Therefore she named him Judah. Then she stopped bearing.ଏହାପରେ ଲୟୋ ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦଲୋ ଯିହୁଦା, ସେ କହିଲେ, ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି। ଏହାପରେ ଲୟୋ ପିଲା ଜନ୍ମ କରିବା ବନ୍ଦ କରି ଦେଲେ।
Oriya Bible