Genesis 21:2 in Oriya

Oriya Oriya Bible Genesis Genesis 21 Genesis 21:2

Genesis 21:2
ସାରା ଗର୍ଭବତୀ ହାଇେ ଅବ୍ରହାମଙ୍କ ବାର୍ଦ୍ଧକ୍ଯ ଅବସ୍ଥା ରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ବରଙ୍କ ନିରୁପିତ ସମୟରେ ଘଟିଲା।

Genesis 21:1Genesis 21Genesis 21:3

Genesis 21:2 in Other Translations

King James Version (KJV)
For Sarah conceived, and bare Abraham a son in his old age, at the set time of which God had spoken to him.

American Standard Version (ASV)
And Sarah conceived, and bare Abraham a son in his old age, at the set time of which God had spoken to him.

Bible in Basic English (BBE)
And Sarah became with child, and gave Abraham a son when he was old, at the time named by God.

Darby English Bible (DBY)
And Sarah conceived, and bore Abraham a son in his old age, at the appointed time of which God had spoken to him.

Webster's Bible (WBT)
For Sarah conceived and bore Abraham a son in his old age, at the set time of which God had spoken to him.

World English Bible (WEB)
Sarah conceived, and bore Abraham a son in his old age, at the set time of which God had spoken to him.

Young's Literal Translation (YLT)
and Sarah conceiveth, and beareth a son to Abraham, to his old age, at the appointed time that God hath spoken of with him;

For
Sarah
וַתַּהַר֩wattaharva-ta-HAHR
conceived,
וַתֵּ֨לֶדwattēledva-TAY-led
and
bare
שָׂרָ֧הśārâsa-RA
Abraham
לְאַבְרָהָ֛םlĕʾabrāhāmleh-av-ra-HAHM
a
son
בֵּ֖ןbēnbane
age,
old
his
in
לִזְקֻנָ֑יוlizqunāywleez-koo-NAV
at
the
set
time
לַמּוֹעֵ֕דlammôʿēdla-moh-ADE
which
of
אֲשֶׁרʾăšeruh-SHER
God
דִּבֶּ֥רdibberdee-BER
had
spoken
אֹת֖וֹʾōtôoh-TOH
to
him.
אֱלֹהִֽים׃ʾĕlōhîmay-loh-HEEM

Cross Reference

ଏବ୍ରୀମାନଙ୍କ ନିକଟକୁ ପତ୍ର 11:11
ପିଲାପିଲି ହବୋ ପାଇଁ ଅବ୍ରହାମଙ୍କର ବୟସ ଅଧିକ ହାଇେ ଯାଇଥିଲା। ଆହୁରି ମଧ୍ଯ ସାରାର ପିଲାପିଲି ହାଇେ ପାରି ନ ଥିଲା। କିନ୍ତୁ ପରମେଶ୍ବରଙ୍କଠା ରେ ଅବ୍ରହାମଙ୍କର ବିଶ୍ବାସ ଥିଲା, ଅତଏବ ପରମେଶ୍ବର ସମାନଙ୍କେୁ ସନ୍ତାନ ହବୋ ପାଇଁ ସକ୍ଷମ କଲେ। ପରମେଶ୍ବରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟ ରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ବାସ ରଖିଥିଲେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:22
ଶାସ୍ତ୍ର କୁ ହେ, ଅବ୍ରହାମଙ୍କର ଦୁଇଟି ପୁତ୍ର ଥିଲେ। ଗୋଟିଏ ପୁଅର ମା ଜଣେ ଦାସୀ। ଅନ୍ୟଟିର ମା ଜଣେ ସ୍ବାଧୀନା ସ୍ତ୍ରୀ।

ଆଦି ପୁସ୍ତକ 17:21
କିନ୍ତୁ ମାରେ ଚୁକ୍ତି ଇସ୍ହାକ ସହିତ ହବେ। ସାରା ଇସ୍ହାକକୁ ଜନ୍ମ ଦବେ। ଆସନ୍ତା ବର୍ଷ ଏହି ସମୟରେ ଇସ୍ହାକ ଜନ୍ମ ନବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:8
ଏହିପରି ପରମେଶ୍ବର ଅବ୍ରହାମଙ୍କୁ ଏହି ଚୁକ୍ତି ପାଇଁ ସୁନ୍ନତର ଚ଼ିହ୍ନ ପ୍ରଦାନ କଲେ। ସେ ୟିସ୍ହାକଙ୍କର ପିତା ହେଲେ। ୟିସ୍ହାକଙ୍କ ଜନ୍ମର ଅଷ୍ଟମଦିନ ଅବ୍ରାହାମ ତାହାଙ୍କର ସୁନ୍ନତ କଲେ ଓ ୟିସ୍ହାକ ତାହାଙ୍କର ପୁତ୍ର ଯାକୁବର ସୁନ୍ନତ କଲେ। ପୁଣି ଯାକୁବ ତାହାଙ୍କ ବାରଜଣ ପୁତ୍ରଙ୍କର ସୁନ୍ନତ କଲେ, ଏହି ପୁତ୍ରମାନେ ଆମ୍ଭ ଗୋଷ୍ଠୀଗୁଡ଼ିକର ପିତା ହେଲେ।

ଆଦି ପୁସ୍ତକ 18:14
ସଦାପ୍ରଭୁଙ୍କ ପାଇଁ କ'ଣ କିଛି କଷ୍ଟସାଧ୍ଯ? ନାଁ! ମୁଁ ନୁଶ୍ଚିତ ଏହି ବସନ୍ତ ରେ ପୁନ୍ନରାଯ ଏଠାକୁ ଆସିବି, ମୁଁ କହୁଛି ପୁନ୍ନରାଯ ଆସିବି। ଏବଂ ତୁମ୍ଭର ସ୍ତ୍ରୀ ସାରା ଏକ ପୁତ୍ରସନ୍ତାନ ଜନ୍ମ ଦବେ।

ଆଦି ପୁସ୍ତକ 18:10
ତହୁଁ ସେ କହିଲେ, ବସନ୍ତ ସମୟରେ ଆମ୍ଭେ ପୁନ୍ନରାଯ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦବେ।

ଆଦି ପୁସ୍ତକ 17:19
ପରମେଶ୍ବର କହିଲେ, ନାଁ, ମୁଁ କହିଲେ, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇସ୍ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସହେି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାଯୀ ହବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 9:9
ପରମେଶ୍ବରଙ୍କ ପ୍ରତିଜ୍ଞା ଏହିପରି ଥିଲା: ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫରେିବି ଓ ସାରା ପୁତ୍ର ଜନ୍ମ କରିବ।

ଲୂକଲିଖିତ ସୁସମାଚାର 1:36
ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ଯ ଗର୍ଭବତୀ ଅଛନ୍ତି। ବହୁତ ବୁଢୀ ହାଇଯୋଇଥିଲେ ମଧ୍ଯ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦବେେ। ସମସ୍ତେ ଭାବୁଥିଲେ ଯେ ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହବେନୋହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି।

ଲୂକଲିଖିତ ସୁସମାଚାର 1:24
ତା'ପରେ ଜିଖରିୟଙ୍କ ପତ୍ନୀ ଏଲୀଶାବେଥ ଗର୍ଭବତୀ ହେଲେ, ତେଣୁ ଏଲୀଶାବେଥ ଘର ବାହାରକୁ ପାଞ୍ଚମାସ ପର୍ୟ୍ଯନ୍ତ ବାହାରିଲେ ନାହିଁ। ଏଲୀଶାବେଥ କହିଲେ,

ଦିତୀୟ ରାଜାବଳୀ 4:16
ଇଲୀଶାୟ ସହେି ସ୍ତ୍ରୀ ଲୋକକୁ କହିଲେ, ଏହି ସମୟରେ ପରବର୍ତ୍ତୀ ବସନ୍ତ ଋତୁ ହେଲାବଳକେୁ ତୁମ୍ଭେ ଏକ ପୁତ୍ର ସନ୍ତାନ କୋଳ କରିବ।