Acts 16:28 in Oriya

Oriya Oriya Bible Acts Acts 16 Acts 16:28

Acts 16:28
କିନ୍ତୁ ପାଉଲ ଚିତ୍କାର କରି କହିଲେ, ଆମ୍ଭେ ସମସ୍ତେ ଏଠା ରେ ଅଛୁ। ନିଜର କ୍ଷତି କରନାହିଁ।

Acts 16:27Acts 16Acts 16:29

Acts 16:28 in Other Translations

King James Version (KJV)
But Paul cried with a loud voice, saying, Do thyself no harm: for we are all here.

American Standard Version (ASV)
But Paul cried with a loud voice, saying, Do thyself no harm: for we are all here.

Bible in Basic English (BBE)
But Paul said in a loud voice, Do yourself no damage, for we are all here.

Darby English Bible (DBY)
But Paul called out with a loud voice, saying, Do thyself no harm, for we are all here.

World English Bible (WEB)
But Paul cried with a loud voice, saying, "Don't harm yourself, for we are all here!"

Young's Literal Translation (YLT)
and Paul cried out with a loud voice, saying, `Thou mayest not do thyself any harm, for we are all here.'

But
ἐφώνησενephōnēsenay-FOH-nay-sane

δὲdethay
Paul
φωνῇphōnēfoh-NAY
cried
μεγάλῃmegalēmay-GA-lay
with
a
loud
hooh
voice,
ΠαῦλοςpaulosPA-lose
saying,
λέγων,legōnLAY-gone
Do
Μηδὲνmēdenmay-THANE
thyself
πράξῃςpraxēsPRA-ksase
no
σεαυτῷseautōsay-af-TOH
harm:
κακόνkakonka-KONE
for
ἅπαντεςhapantesA-pahn-tase
we
are
γάρgargahr
all
ἐσμενesmenay-smane
here.
ἐνθάδεenthadeane-THA-thay

Cross Reference

ଯାତ୍ରା ପୁସ୍ତକ 20:13
ତୁମ୍ଭେ ନରହତ୍ଯା କରିବ ନାହିଁ।

ଲୂକଲିଖିତ ସୁସମାଚାର 23:34
ଯୀଶୁ କହିଲେ, ହେ ପରମପିତା, ଯେଉଁ ଲୋକମାନେ ମାେତେ ହତ୍ଯା କରୁଛନ୍ତି, ସମାନଙ୍କେୁ କ୍ଷମା କର। କାରଣ ସମାନେେ କ'ଣ କରୁଛନ୍ତି, ତାହା ସମାନେେ ଜାଣନ୍ତି ନାହିଁ।

ଲୂକଲିଖିତ ସୁସମାଚାର 22:51
ଯୀଶୁ କହିଲେ, ବନ୍ଦ କର! ତାପରେ ଯୀଶୁ ସହେି ଚାକରଟିର କାନ ଛୁଇଁ ସୁସ୍ଥ କରି ଦେଲେ।

ଲୂକଲିଖିତ ସୁସମାଚାର 10:32
ତା'ପରେ ଜଣେ ଲବେୀୟ ସହେି ବାଟରେ ଆସିଲେ। ସେ ସହେି ଲୋକଟିକୁ ଦେଖିବା ସତ୍ତ୍ବେ ତାକୁ ସାହାୟ୍ଯ କରିବାକୁ ନଅଟକି ଚାଲିଗଲେ।

ଲୂକଲିଖିତ ସୁସମାଚାର 6:27
ତୁମ୍ଭମାନେେ ଯେଉଁମାନେ ମାେ କଥା ଶୁଣୁଛ, ମୁଁ ସହେିମାନଙ୍କୁ କହୁଛି, ନିଜ ଶତୃକୁ ପ୍ ରମେ କର। ତୁମ୍ଭମାନଙ୍କୁ ଯେଉଁମାନେ ଘୃଣା କରୁଛନ୍ତି, ସମାନଙ୍କେର ମଙ୍ଗଳ କର।

ମାଥିଉଲିଖିତ ସୁସମାଚାର 5:44
କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।

ଉପଦେଶକ 7:17
ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ ?

ହିତୋପଦେଶ 24:11
ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ଯା କରିବାକୁ, ତବେେ ତୁମ୍ଭେ ତାଙ୍କୁ ରକ୍ଷା କର।

ହିତୋପଦେଶ 8:36
କିନ୍ତୁ ଯେ ମାରେ ବିରୁଦ୍ଧ ରେ ପାପ କରେ, ସେ ଆପଣା ପ୍ରାଣର କ୍ଷତି କରେ। ଯେଉଁ ସବୁ ଲୋକ ମାେତେ ଘୃଣା କରନ୍ତି, ସମାନେେ ମୃତ୍ଯୁକୁ ଭୟ କରନ୍ତି।

ଗୀତସଂହିତା 35:14
ମୁଁ ସମାନଙ୍କେ ପାଇଁ ଶାେକାତୁର ପୋଷାକ ପିନ୍ଧିଥିଲି। ମୁଁ ସମାନଙ୍କେୁ ମାରେ ଭାଇ ବନ୍ଧୁ ପରି ବ୍ଯବହାର କରିଥିଲି। ମୁଁ ଦୁଃଖିତ ହାଇେଥିଲି ୟପରେି ଜଣେ ବ୍ଯକ୍ତି ତା'ର ମା'ର ମୃତ୍ଯୁରେ ଅଧୀର ହାଇେ କ୍ରନ୍ଦନ କରେ। ମୁଁ ସହେି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ୟାହା ଶାେକରେ ପ୍ରତୀକ ଅଟେ। ମୁଁ ନତ ମସ୍ତକ ହାଇେ ଶାେକରେ ଅଧୀର ହାଇେ ଚାଲିଥିଲି।

ଗୀତସଂହିତା 7:4
ୟବେେ ମାରେ ବନ୍ଧୁମାନଙ୍କ ପ୍ରତି ମୁଁ ଭୁଲ୍ କରିଥାଏ ଓ ମାତ୍ର ବିନା କାରଣରେ ୟେ ମାରେ ବିପକ୍ଷ ମୁଁ ତାଙ୍କୁ ରକ୍ଷା କରିବି।

ଲେବୀୟ ପୁସ୍ତକ 19:18
ତୁମ୍ଭେ ଆପଣା ଲୋକମାନଙ୍କ ସନ୍ତାନଗଣଙ୍କୁ ପ୍ରତିହିଂସା କି ଦ୍ବଷେ କରିବ ନାହିଁ। ବରଂ ଆପଣା ପ୍ରତିବେଶୀକୁ ଆତ୍ମାତୁଲ୍ଯ ପ୍ ରମେ କରିବ, ଆମ୍ଭେ ସଦାପ୍ରଭୁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 5:15
ଦେଖ, ଯେପରି କହେି ଅପକାର ବଦଳ ରେ ଅପକାର ନ କରୁ। ପରସ୍ପର ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉତ୍ତମ ବିଷୟ, ସବୁବେଳେ କରିବା ପାଇଁ ସର୍ବଦା ଚେଷ୍ଟା କର।