1 Peter 2:5 ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭମାନେେ ମଧ୍ଯ ଜୀବନ୍ତ ପଥର ଭଳି। ପରମେଶ୍ବର ଗୋଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସହେି ମନ୍ଦିର ରେ ପରମେଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଗୃହୀତ ହବୋ ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହବୋ ପାଇଁ, ନିଜକୁ ନିଯୋଜିତ କର।
1 Peter 2:5 in Other Translations
King James Version (KJV) Ye also, as lively stones, are built up a spiritual house, an holy priesthood, to offer up spiritual sacrifices, acceptable to God by Jesus Christ.
American Standard Version (ASV) ye also, as living stones, are built up a spiritual house, to be a holy priesthood, to offer up spiritual sacrifices, acceptable to God through Jesus Christ.
Bible in Basic English (BBE) You, as living stones, are being made into a house of the spirit, a holy order of priests, making those offerings of the spirit which are pleasing to God through Jesus Christ.
Darby English Bible (DBY) yourselves also, as living stones, are being built up a spiritual house, a holy priesthood, to offer spiritual sacrifices acceptable to God by Jesus Christ.
World English Bible (WEB) You also, as living stones, are built up as a spiritual house, to be a holy priesthood, to offer up spiritual sacrifices, acceptable to God through Jesus Christ.
Young's Literal Translation (YLT) and ye yourselves, as living stones, are built up, a spiritual house, a holy priesthood, to offer up spiritual sacrifices acceptable to God through Jesus Christ.
also,
καὶ
kai
kay
Ye
αὐτοὶ
autos
af-TOSE
as
ὡς
hōs
ose
stones,
λίθοι
lithos
LEE-those
lively
ζῶντες
zaō
ZA-oh
are built up
οἰκοδομεῖσθε
oikodomeō
oo-koh-thoh-MAY-oh
house,
οἶκος
oikos
OO-kose
a spiritual
πνευματικὸς
pneumatikos
pnave-ma-tee-KOSE
priesthood,
ἱεράτευμα
hierateuma
ee-ay-RA-tave-ma
an holy
ἅγιον
hagios
A-gee-ose
to offer up
ἀνενέγκαι
anapherō
ah-na-FAY-roh
spiritual
πνευματικὰς
pneumatikos
pnave-ma-tee-KOSE
sacrifices,
θυσίας
thysia
thyoo-SEE-ah
acceptable
εὐπροσδέκτους
euprosdektos
afe-PROSE-thake-tose
to
τῷ
ho
oh
God
θεῷ
theos
thay-OSE
by
διὰ
dia
thee-AH
Jesus
Ἰησοῦ
iēsous
ee-ay-SOOS
Christ.
Χριστοῦ
christos
hree-STOSE
Read Full Chapter :
1 Peter 2
Cross Reference
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:20
ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହାଇେ ଠିଆ ହାଇେଛ। ପରମେଶ୍ବର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସହେି ଭବନର କଣର ପ୍ରଧାନ ପଥର ଅଟନ୍ତି।
ପିତରଙ୍କ ପ୍ରଥମ ପତ୍ 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।
ଯିଶାଇୟ 61:6
ମାତ୍ର ତୁମ୍ଭମାନେେ ସଦାପ୍ରଭୁଙ୍କର ଯାଜକ' ବୋଲି ଖ୍ଯାତ ହବେ। ଲୋକମାନେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କର ପରିଚାଳକ' ବୋଲି ଡ଼ାକିବେ। ତୁମ୍ଭମାନେେ ଅନ୍ୟଦେଶୀଯମାନଙ୍କ ସମ୍ପତ୍ତି ଭୋଗ କରିବ ଓ ସମାନଙ୍କେ ଐଶ୍ବର୍ୟ୍ଯ ରେ ତୁମ୍ଭମାନେେ ଗର୍ବିତ ହବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:9
ଆମ୍ଭମାନେେ ଏକତ୍ର ମିଳି ପରମେଶ୍ବରଙ୍କ ନିମନ୍ତେ କାର୍ୟ୍ଯ କରୁଛୁ, ଓ ତୁମ୍ଭମାନେେ ପରମେଶ୍ବରଙ୍କର ଚାଷଜମି ଅଟ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:18
ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।
ଏବ୍ରୀମାନଙ୍କ ନିକଟକୁ ପତ୍ର 3:6
କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ବରଙ୍କ ଗୃହର ତତ୍ତ୍ବାବଧାନ ରେ ବିଶ୍ବସ୍ତ ଥିଲେ। ଆମ୍ଭେ ବିଶ୍ବାସୀଗଣ ପରମେଶ୍ବରଙ୍କ ଗୃହ ପରିବାର ସ୍ବରୂପ ଅଟୁ। ଯଦି ଆମ୍ଭେ ସହେି ମହତ୍ ଆଶାର ଅପେକ୍ଷା ରେ ଦୃଢ଼ ଓ ଅଟଳ ରହିବା, ତା' ହେଲେ ଆମ୍ଭ ଅନ୍ତର ରେ ପରମେଶ୍ବର ବାସ କରିବେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:6
ଯୀଶୁ ଆମ୍ଭମାନଙ୍କୁ ଗୋଟିଏ ରାଜ୍ଯ ସ୍ବରୂପ କରିଛନ୍ତି ଓ ସେ ଆମ୍ଭମାନଙ୍କୁ ତାହାଙ୍କ ପିତା ପରମେଶ୍ବରଙ୍କର ସବୋ ରେ ଯାଜକ ରୂପେ ନିୟୁକ୍ତ କରିଛନ୍ତି। ତାହାଙ୍କର ଗୌରବ ଓ ପରାକ୍ରମ ୟୁଗେ ୟୁଗେ ହେଉ। ଆମେନ୍।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:10
ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:19
ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର ଅଟେ। ପବିତ୍ର ଆତ୍ମା ଅନ୍ତର ରେ ଅଛନ୍ତି। ପବିତ୍ର ଆତ୍ମାଙ୍କୁ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ପାଇଛ। ତୁମ୍ଭମାନେେ ନିଜେ ନିଜର ନୁହଁ।
ଏବ୍ରୀମାନଙ୍କ ନିକଟକୁ ପତ୍ର 13:15
ଅତଏବ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କବେେ ହେଲେ ବନ୍ଦ କରିବା ଉଚିତ ନୁହେଁ। ମୁଖ ଦ୍ବାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସହେି 'ବଳି' ଅଟେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:6
ଏହି ପ୍ରଥମ ପୁନରୁତ୍ଥାନ ରେ ଯେଉଁମାନେ ଅଂଶୀ ହୁଅନ୍ତି, ସମାନେେ ଧନ୍ଯ ଓ ପବିତ୍ର। ଏମାନଙ୍କ ଉପରେ ଦ୍ବିତୀୟ ମୃତ୍ଯୁର କୌଣସି କ୍ଷମତା ନାହିଁ। ସହେି ଲୋକମାନେ ପରମେଶ୍ବରଙ୍କର ଓ ଖ୍ରୀଷ୍ଟଙ୍କର ଯାଜକ ହବେେ। ସମାନେେ ତାହାଙ୍କ ସହିତ ଏକହଜାର ବର୍ଷ ପର୍ୟ୍ଯନ୍ତ ଶାସନ କରିବେ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 3:16
ତୁମ୍ଭମାନେେ ଜାଣି ରଖିବା ଉଚିତ୍ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ମନ୍ଦିର ଅଟ, ଏବଂ ପରମେଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଠା ରେ ବାସ କରନ୍ତି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:16
ପରମେଶ୍ବରଙ୍କ ମନ୍ଦିର ଓ ମୂର୍ତ୍ତିଗୁଡ଼ିକ ମଧିଅରେ ଚୁକ୍ତି ହାଇେ ପାରିବ ନାହିଁ, କାରଣ ଆମ୍ଭେ ହେଉଛୁ ପରମେଶ୍ବରଙ୍କ ମନ୍ଦିର। ଯେପରି ପରମେଶ୍ବର କହିଛନ୍ତି :
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 12:1
ସେଥିପାଇଁ ହେ ଭାଇ ଓ ଭଉଣୀମାନେ! ପରମେଶ୍ବରଙ୍କ ଅନୁଗ୍ରହକୁ ସ୍ମରଣ କରି, ତୁମ୍ଭମାନେେ ନିଜର ଜୀବନକୁ, ଏକ ଜୀବନ୍ତ ବଳିଦାନ ସ୍ବରୂପ ପରମେଶ୍ବରଙ୍କୁ ଅର୍ପଣ କର।ଏହା କବଳେ ତାହାଙ୍କୁ ସମର୍ପିତ ହବେ। ଏହା ପରମେଶ୍ବରଙ୍କୁ ଅତି ପ୍ରସନ୍ନ କରିବ। ଏହି ସମର୍ପଣ, ତୁମ୍ଭମାନଙ୍କ ପାଇଁ ପରମେଶ୍ବରଙ୍କ ଆତ୍ମୀକ ଉପାସନା ଅଟେ।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:17
ପରମେଶ୍ବରଙ୍କ ସବୋ ରେ, ତୁମ୍ଭ ବିଶ୍ବାସ ତୁମ୍ଭକୁ ଏକ ବଳିଦାନ ରୂପେ ସବୋ କରିବା ପାଇଁ ପ୍ ରରଣୋ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସବୋ ରେ ମାେତେ ମାରେ ନିଜ ରକ୍ତ ମଧ୍ଯ ଉତ୍ସର୍ଗ କରିବାକୁ ପଡ଼ିପା ରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦ ରେ ପରିପୂର୍ଣ୍ଣ ଓ ଖୁସି ହବେି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:15
କିନ୍ତୁ ମୁଁ ଏବେ ଏହି କଥାଗୁଡ଼ିକ ତୁମ୍ଭକୁ ଲେଖୁଛି। ଯଦି ମୁଁ ଶୀଘ୍ର ନ ଯାଏ, ତବେେ ମଧ୍ଯ ତୁମ୍ଭମାନେେ ଜାଣି ପାରିବ ଯେ ପରମେଶ୍ବରଙ୍କ ପରିବାର ରେ ଲୋକମାନେ କ'ଣ କ'ଣ କରିବା ଅବଶ୍ଯକ। ସହେି ପରିବାର ଜୀବିତ ପରମେଶ୍ବରଙ୍କର ମଣ୍ଡଳୀ ଅଟେ। ପରମେଶ୍ବରଙ୍କ ମଣ୍ଡଳୀ ସତ୍ଯର ଅବଲମ୍ବନ କରେ ଓ ମୂଳଦୁଆ ଅଟେ।
ଗୀତସଂହିତା 141:2
ସଦାପ୍ରଭୁ ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମାରେ ପ୍ରାର୍ଥନାକୁ ଗ୍ରହଣ କର। ସନ୍ଧ୍ଯା ବଳରେ ଉତ୍ସର୍ଗ କରି ମୁଁ ମାରେ ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।
ଯିଶାଇୟ 66:21
ଆଉ ମଧ୍ଯ ସଦାପ୍ରଭୁ କୁହନ୍ତି, ଆମ୍ଭେ ସମାନଙ୍କେ ମଧ୍ଯରୁ ଯାଜକ ଓ ଲବେୀୟ ହବୋପାଇଁ ଲୋକ ଗ୍ରହଣ କରିବୁ।
ଗୀତସଂହିତା 50:14
ସର୍ବୋପରିସ୍ଥ ପରମେଶ୍ବରଙ୍କଠାରେ ତୁମ୍ଭେ ୟାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।
ହୋଶେୟ 14:2
କ'ଣ କହିବ ସେ ବିଷଯ ରେ ଚିନ୍ତା କର ଏବଂ ସଦାପ୍ରଭୁଙ୍କ ପାଖକୁ ଫରେିଆସ। ତାଙ୍କୁ କୁହ,
ମଲାଖୀ 1:11
ସମସ୍ତ ଦେଶର ଲୋକମାନେ ଆପଣା ନାମର ମହତ୍ତ୍ବ ଗାନ କରୁଛନ୍ତି। ଲୋକମାନେ ସମସ୍ତ ସ୍ଥାନ ରେ ପବିତ୍ର ନବୈେଦ୍ଯ ଓ ଧୂପ ଉତ୍ସର୍ଗ କରୁଛନ୍ତି, କାରଣ ଆମ୍ଭର ନାମ ସମଗ୍ର ଦେଶ ରେ ମହାନ୍ ଅଟେ। ସର୍ବଶକ୍ତିମାନ ସଦାପ୍ରଭୁ ଏସବୁ କହିଥିଲେ।
ଯୋହନଲିଖିତ ସୁସମାଚାର 4:22
ତୁମ୍ଭେ ଶମିରୋଣୀୟମାନେ କିଛି ନଜାଣି ନବୁଝି ଉପାସନା କର। କିନ୍ତୁ ଆମ୍ଭେ ଯିହୂଦୀମାନେ କାହାକୁ ଉପାସନା କରୁ, ସବୁ ଜାଣୁ। ଯୀହୂଦୀମାନଙ୍କଠାରୁ ପରିତ୍ରାଣ ଏ ଜଗତକୁ ଆ ସେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:16
ପରମେଶ୍ବର ମାେତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସବେକ ହାଇେ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିୟୁକ୍ତି କଲେ। ସେ ମାେତେ ସୁସମାଗ୍ଭର ଶିକ୍ଷା ଦବୋର କାର୍ୟ୍ଯ କରିବା ନିମନ୍ତେ ନିୟୁକ୍ତି କଲେ। ଏପରି କରିବା ଉବ୍ଦେଶ୍ଯ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ବରୂପ ହବେେ ଯାହା କି ପରମେଶ୍ବର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ବରଙ୍କ ପାଇଁ ପବିତ୍ର ଆତ୍ନା ଦ୍ବାରା ପବିତ୍ର କରାଗଲା।
ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:11
ତୁମ୍ଭେ ପରମେଶ୍ବରଙ୍କ ପାଇଁ ମହିମା ଓ ପ୍ରଶଂସା ଉଦ୍ଦେଶ୍ଯ ରେ ଯୀଶୁଖ୍ରୀଷ୍ଟଙ୍କ ସାହାୟ୍ଯ ରେ ଅନକେ ଉତ୍ତମ କାମ କରିବ।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:17
ତୁମ୍ଭମାନେେ ଯାହା କହୁଛ, ଯାହା କିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ୟ୍ଯ ମଧିଅରେ ପରମପିତା ପରମେଶ୍ବରଙ୍କୁ ଯୀଶୁଙ୍କ ମାଧ୍ଯମ ରେ ଧନ୍ଯବାଦ ଜଣାଅ।
ପିତରଙ୍କ ପ୍ରଥମ ପତ୍ 4:11
ଯେଉଁ ଲୋକ କହିବାକୁ ଚା ହେଁ, ସେ ପରମେଶ୍ବରଙ୍କ ବାକ୍ଯରୁ କଥା କହୁ। ଯେଉଁ ଲୋକ ସବୋ କରିବ, ସେ ପରମେଶ୍ବରଙ୍କ ପ୍ରଦତ୍ତ ଶକ୍ତି ସାହାୟ୍ଯ ରେ ସବୋ କରୁ। ତୁମ୍ଭେ ଏହି ସବୁ କାମ ଏପରି ଭାବରେ କରିବା ଉଚିତ ଯେ, ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଯେପରି ପରମେଶ୍ବର ସମସ୍ତ ବିଷୟ ରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:12
ଯେ ବିଜଯୀ ହୁଏ, ତାହାକୁ ମୁଁ ମାରେ ପରମେଶ୍ବରଙ୍କ ମନ୍ଦିର ରେ ଗୋଟିଏ ସ୍ତମ୍ଭ ସ୍ବରୂପ ରଖିବି। ସେ କଦାପି ସଠାରୁେ ସ୍ଥାନଚ୍ଯୁତ ହବେ ନାହିଁ। ମୁଁ ସହେି ଲୋକ ଉପରେ ପରମେଶ୍ବରଙ୍କ ନାମ ଲେଖିବି। ମାେ ପରମେଶ୍ବରଙ୍କର ନଗରର ନାମ ମଧ୍ଯ ମୁଁ ତା' ଉପରେ ଲେଖିବି। ଏହି ନଗରର ନାମ ନୂତନ ୟିରୁଶାଲମ। ସହେି ନଗର ମାହେର ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ଆସୁଅଛି। ମୁଁ ମାରେନୂତନ ନାମ ମଧ୍ଯ ସହେି ଲୋକ ଉପରେ ଲେଖିବି।
ଗୀତସଂହିତା 50:23
ୟେକହେି ମାେତେ ଧନ୍ଯବାଦାର୍ଥକ ନବୈେଦ୍ଯ ଉତ୍ସର୍ଗ କରେ, ମାେତେ ସମ୍ମାନ ପ୍ରଦର୍ଶନ କରେ ଏବଂ ୟିଏ କହେି ସତ୍ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ, ସେ ମାରେ ରକ୍ଷା କରିବାର ଶକ୍ତି ଦେଖିପାରିବ।