Base Word
פְּרָת
Short DefinitionPerath (i.e., Euphrates), a river of the East
Long Definitionthe largest and longest river of western Asia; rises from two chief sources in the Armenian mountains and flows into the Persian Gulf
Derivationfrom an unused root meaning to break forth; rushing
International Phonetic Alphabetpɛ̆ˈrɔːt̪
IPA modpɛ̆ˈʁɑːt
Syllablepĕrāt
Dictionpeh-RAWT
Diction Modpeh-RAHT
UsageEuphrates
Part of speechn-pr-m

Genesis 2:14
ତୃତୀୟ ନଦୀର ନାମ ହିଦ୍ଦକେଲ୍ ଥିଲା, ଏହା ଅଶ୍ବରୀଯ ଦେଶର ସମ୍ମୁଖ ଦଇେ ଗମନ କରେ। ଏବଂ ଚ଼ତୁର୍ଥ ନଦୀର ନାମ ଫରାତ୍ ଥିଲା।

Genesis 15:18
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

Deuteronomy 1:7
ଇମାରେୀୟମାନଙ୍କ ପର୍ବତ ଦେଶକକ୍ସ୍ଟ ୟାଅ। ତୁମ୍ଭେ ସହେି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡିକୁ ୟାଅ, ପର୍ବତମଯ ଦେଶ, ୟର୍ଦ୍ଦନର ଉପତ୍ୟକାକକ୍ସ୍ଟ ତଳଭୂମି, ମରକ୍ସ୍ଟଭୂମି ଏବଂ ସମକ୍ସ୍ଟଦ୍ର ଉପକୂଳ ସମତେ କିଣାନୀଯମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦଇେ ଫରାତ ନଦୀ ପର୍ୟ୍ଯନ୍ତ ୟାଅ।

Deuteronomy 11:24
ଯେଉଁଠା ରେ ତୁମ୍ଭର ପାଦ ପଡିବ, ସେ ସ୍ଥାନ ତୁମ୍ଭମାନଙ୍କର ହବେ। ପ୍ରାନ୍ତରରକ୍ସ୍ଟ ଲିବାନୋନ ପର୍ୟ୍ଯନ୍ତ ଏବଂ ଫରାତ ନଦୀଠାରକ୍ସ୍ଟ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ତୁମ୍ଭମାନଙ୍କର ସୀମା ହବେ।

Joshua 1:4
ହିତ୍ତୀଯମାନଙ୍କ ସମସ୍ତ ଦେଶ, ସହିତ ଭୂମଧ୍ଯ ସାଗର ପର୍ୟ୍ଯନ୍ତ ଓ ପଶ୍ଚିମ ରେ ମହାନ ଫରାତ୍ ନଦୀ ପାଖର ମରକ୍ସ୍ଟଭୂମି ଓ ଲିବା ନୋନ୍ର ସମସ୍ତ ଭୂମି ତୁମ୍ଭର ହବେ।

2 Samuel 8:3
ସୋବାରର ରାଜା ରହୋବର ପକ୍ସ୍ଟତ୍ର, ହଦଦଷେର ଫରାତ ନଦୀ ନିକଟରେ ନିଜର ରାଜ୍ଯ ପକ୍ସ୍ଟନର୍ବାର ହସ୍ତଗତ କରିବାକୁ ୟିବା ସମୟରେ ଦାଉଦ ତାହାଙ୍କକ୍ସ୍ଟ ପରାସ୍ତ କଲେ।

2 Kings 23:29
ଯୋଶିୟଯଙ୍କ ରାଜତ୍ବ କାଳ ରେ ମିଶରର ରାଜା ଫାରୋ-ନଖୋଶୂରୀଯ ରାଜା ବିପକ୍ଷ ରେ ୟୁଦ୍ଧ କରିବାକୁ ଫରତ ନଦୀ ଆଡକୁ ୟାତ୍ରା କଲେ। ଯୋଶିୟଯ ଫାରୋ ସହିତ ମାଗିଦ୍ଦୋ ନିକଟରେ ଭଟେିବାକୁ ଗଲେ। ସହେିଠା ରେ ଫାରୋ ଯୋଶିୟଙ୍କୁ ଦେଖି ବଧକଲେ।

2 Kings 24:7
ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ମଧ୍ଯବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧିନ ରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡି ଆସିଲେ ନାହିଁ।

1 Chronicles 5:9
ବଲୋଙ୍କ ବଂଶଧରମାନ ପୂର୍ବଦିଗ ରେ ମରୁଭୂମିର ସୀମାବର୍ତ୍ତୀ ଫରାତ୍ ନଦୀ ନିକଟରେ ବାସ କରୁଥିଲେ। ଗିଲିଯଦ ରେ ସମାନଙ୍କେର ଅନକେ ଗୋପଲ ଥିବାରୁ ସମାନେେ ସହେି ସ୍ଥାନ ରେ ବାସ କରୁଥିଲେ।

1 Chronicles 18:3
ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்