Base Word
עָצָר
Short Definitionto inclose; by analogy, to hold back; also to maintain, rule, assemble
Long Definitionto restrain, retain, close up, shut, withhold, refrain, stay, detain
Derivationa primitive root
International Phonetic Alphabetʕɔːˈt͡sˤɔːr
IPA modʕɑːˈt͡sɑːʁ
Syllableʿāṣār
Dictionaw-TSAWR
Diction Modah-TSAHR
Usage× be able, close up, detain, fast, keep (self close, still), prevail, recover, refrain, × reign, restrain, retain, shut (up), slack, stay, stop, withhold (self)
Part of speechv

Genesis 16:2
ସାରୀ ଅବ୍ରାମକୁ କହିଲା, ସଦାପ୍ରଭୁ ମାେତେ ସନ୍ତାନ ସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାଯ ତା' ମାଧ୍ଯମ ରେ ମୁଁ ଏକ ପୁତ୍ର ପାଇ ପାରିବି।

Genesis 20:18
କିନ୍ତୁ ଅବ୍ରହାମ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ଅବିମଲକେ ତାଙ୍କର ସମସ୍ତ ସ୍ତ୍ରୀ ଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସମାନଙ୍କେର ସନ୍ତାନ ସନ୍ତତି ଜାତ ହେଲ।

Genesis 20:18
କିନ୍ତୁ ଅବ୍ରହାମ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ଅବିମଲକେ ତାଙ୍କର ସମସ୍ତ ସ୍ତ୍ରୀ ଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସମାନଙ୍କେର ସନ୍ତାନ ସନ୍ତତି ଜାତ ହେଲ।

Numbers 16:48
ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧିଅରେ ଠିଆ ହେଲେ। ତା'ପରେ ମହାମାରୀ ନିବୃତ୍ତ ହେଲା।

Numbers 16:50
ତହୁଁ ମହାମାରୀ ନିବୃତ୍ତ ହବୋରୁ ହାରୋଣ ସମାଗମ ତମ୍ବୁ ଦ୍ବାର ରେ ମାଶାଙ୍କେ ନିକଟକୁ ଫରେି ଆସିଲେ।

Numbers 25:8
ତା'ପରେ ସେ ତମ୍ବୁ ଭିତ ରେ ପ୍ରବେଶ କଲା ଏବଂ ସେ ଉଭୟ ପୁରୁଷ ଓ ସ୍ତ୍ରୀର ପଟେକୁ ବର୍ଚ୍ଛା ରେ ବିଦିର୍ଣ୍ଣ କଲା, ଫଳ ରେ ଇଶ୍ରାୟେଲ ମଧିଅରେ ମହାମାରୀ ବନ୍ଦ ହାଇେ ଗଲା।

Deuteronomy 11:17
ଯଦି ତୁମ୍ଭମାନେେ ଏପରି କର, ତବେେ ସଦାପ୍ରଭୁଙ୍କର କ୍ରୋଦ୍ଧ ତୁମ୍ଭମାନଙ୍କ ପ୍ରତି ପ୍ରଜ୍ଜଳିତ ହବେ। ଏବଂ ସେ ଆକାଶ ରୋଧ କଲେ ବର୍ଷା ହବେ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଛନ୍ତି, ତହିଁରକ୍ସ୍ଟ ତୁମ୍ଭମାନେେ ଶୀଘ୍ର ଉଚ୍ଛିନ୍ନ ହବେ।

Deuteronomy 32:36
ସଦାପ୍ରଭୁ ତାଙ୍କର ଲୋକମାନଙ୍କର ବିଗ୍ଭର କରିବେ। କାରଣ ସମାନେେ ତାଙ୍କର ଦାସ। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବା ବିଷଯ ରେ ନିଜ ମନ ପରିବର୍ତ୍ତନ କରିବେ। କାରଣ ସେ ଦେଖିବେ ଯେ ତାଙ୍କର ଶକ୍ତି ଗ୍ଭଲିୟାଇଛି ଏବଂ ସମାନେେ କିଛି ନକ୍ସ୍ଟହଁ, କବଳେ ଆତ୍ମରକ୍ଷାହୀନ ଓ ଭୀତସ୍ରତ।

Judges 13:15
ଏହାପରେ ମ ନୋହ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ କହିଲେ, ବିନଯ କରୁଅଛକ୍ସ୍ଟ, ଆପଣ ଆମ୍ଭ ସହିତ କିଛି ସମୟ ରହନ୍ତକ୍ସ୍ଟ। ଆମ୍ଭେ ଆପଣଙ୍କ ପାଇଁ ଏକ ୟକ୍ସ୍ଟବାଛଳେି ପ୍ରସ୍ତକ୍ସ୍ଟତ କରିବକ୍ସ୍ଟ।

Judges 13:16
ସଦାପ୍ରଭୁଙ୍କର ଦୂତ ମ ନୋହଙ୍କକ୍ସ୍ଟ କହିଲେ, ତୁମ୍ଭେ ମାେତେ ଅଟକାଇ ରଖିଲେ ବି ମୁ ତୁମ୍ଭର ଖାଦ୍ୟ ଖାଇବି ନାହିଁ। ଯଦି ତୁମ୍ଭେ ଇଚ୍ଛାକର ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିପାର। ସେ ମନକ୍ସ୍ଟଷ୍ଯ ଯେ ସଦାପ୍ରଭୁଙ୍କର ଦୂତ ଏକଥା ମ ନୋହ ଜାଣି ନ ଥଲା।

Occurences : 46

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்