Base Word
מַתָּנָה
Short Definitiona present; specifically (in a good sense), a sacrificial offering, (in a bad sense) a bribe
Long Definitiongift
Derivationfeminine of H4976
International Phonetic Alphabetmɑt̪ːɔːˈn̪ɔː
IPA modmɑ.tɑːˈnɑː
Syllablemattānâ
Dictionmaht-taw-NAW
Diction Modma-ta-NA
Usagegift
Part of speechn-f

Genesis 25:6
ଅବ୍ରହାମ ମୃତ୍ଯୁ ପୂର୍ବରୁ ସେ ଦାମୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସହେି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶ ରେ ରହିବାକୁ ବିଦାଯ କଲେ। ସେ ସମାନଙ୍କେୁ ଇସ୍ହାକଠାରୁ ହୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇସ୍ହାକକୁ ଦେଲେ।

Exodus 28:38
ଏହା ହାରୋଣର କପାଳ ଉପରେ ରହିବ। ଇଶ୍ରାୟେଲୀୟମାନେ ଉତ୍ସର୍ଗ କରୁଥିବା ପବିତ୍ର ଉପହାର ପାଇଁ ହାରୋଣ ଦାଯୀ ହବେ। ଏହା ସର୍ବଦା ତା'ର କପାଳ ରେ ରହିବ, ଯାହା ଫଳ ରେ ସହେି ଉପହାରଟି ସଦାପ୍ରଭୁଙ୍କର ଗ୍ରହଣୀଯ ହବେ।

Leviticus 23:38
ତୁମ୍ଭମାନେେ ସଦାପ୍ରଭୁଙ୍କ ବିଶ୍ରାମଦିନ ଛଡା, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗୀକୃତ ଦାନ ଛଡା ତୁମ୍ଭମାନଙ୍କର ସକଳ ମାନତ ଛଡା ଓ ତୁମ୍ଭମାନଙ୍କ ସ୍ବେଚ୍ଛାଦତ୍ତ ସକଳ ନବୈେଦ୍ଯ ଛଡା ଏହିସବୁ ପର୍ବ ପାଳନ କରିବ।

Numbers 18:6
ଆଉ ଆମ୍ଭେ ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରୁ ତୁମ୍ଭ ଭ୍ରାତୃଗଣ ଲବେୀମାନଙ୍କୁ ଗ୍ରହଣ କରିଅଛୁ। ସମାନେେ ଯେପରି ସଦାପ୍ରଭୁଙ୍କର ଓ ସମାଗମ ତମ୍ବୁର ସବୋ କରିପାରିବେ, ସମାନେେ ତୁମ୍ଭଙ୍କୁ ଉପହାର ସ୍ବରୂପ ଦେଲେ।

Numbers 18:7
କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ୟଜ୍ଞବଦେୀ ସମ୍ବନ୍ଧୀଯ ସକଳ ବିଷଯ ରେ ଓ ବିଚ୍ଛଦବେସ୍ତ୍ର ଭିତ ରେ ପବିତ୍ର ସ୍ଥାନ ରେ ଯାଜକତ୍ବ ପାଳନ କରିବ ଓ ସବୋ କରିବ, ଆମ୍ଭେ ଆମ୍ଭର ଦାନଜନିତ ସବୋରୂପେ ତୁମ୍ଭମାନଙ୍କୁ ଯାଜକତ୍ବ ପଦ ଦଲେୁ। ଯଦି କହେି ଅଜଣା ବ୍ଯକ୍ତି ମାରେ ପବିତ୍ରସ୍ଥାନ ନିକଟକୁ ଆ ସେ, ତାକୁ ହତ୍ଯା କରାୟିବ।

Numbers 18:29
ଇଶ୍ରାୟେଲର ଲୋକମାନେ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦବେେ, ତୁମ୍ଭମାନେେ ତହିଁରୁ ସର୍ବୋତ୍ତମ ଓ ପବିତ୍ରତମ ଅଂଶ ମନୋନୀତ କରି ଦଶମାଂଶ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ।

Deuteronomy 16:17
ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ତକ୍ସ୍ଟମ୍ଭ ପ୍ରତି ଦତ୍ତ ଆଶୀର୍ବାଦ ଅନକ୍ସ୍ଟସା ରେ ତୁମ୍ଭର ପ୍ରେତ୍ୟକକ ଜଣ ଆପଣା ସାଧ୍ଯ ପ୍ରମାଣେ ଦବେ।

2 Chronicles 21:3
ଯିହାଶାଫେଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନକେ ବହୁମୂଲ୍ଯ ପଦାର୍ଥ ଉପହାର ଦଇେଥିଲେ। ସେ ସମାନଙ୍କେୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ଯ ପ୍ରଦାନ କରିଥିଲେ। କିନ୍ତୁ ଯିହାଶାଫେଟ୍, ଯିହାରୋମ୍ଙ୍କୁ ରାଜ୍ଯ ଦେଲେ, କାରଣ ସେ ତାଙ୍କର ଜେଷ୍ଠ ପୁତ୍ର ଥିଲେ।

Esther 9:22
ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।

Psalm 68:18
ସେ ଉଚ୍ଚ ପର୍ବତ ପର୍ୟ୍ଯନ୍ତ ଗଲେ, ସେ ବହୁତ ନିର୍ବାସିତମାନଙ୍କୁ ଆଗଇେ ନଲେେ ଏବଂ ୟଥେଷ୍ଟ ଉପହାରସବୁ ଗ୍ରହଣ କଲେ। ସମାନଙ୍କେଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସଦାପ୍ରଭୁ ପରମେଶ୍ବର ସମାନଙ୍କେ ମଧ୍ୟରେ ବାସ କରିବେ।

Occurences : 17

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்