Base Word
מִסְכְּנָה
Short Definitiona magazine
Long Definitionsupply, storage, storage house, magazine
Derivationby transp. from H3664
International Phonetic Alphabetmɪs.kɛ̆ˈn̪ɔː
IPA modmis.kɛ̆ˈnɑː
Syllablemiskĕnâ
Dictionmis-keh-NAW
Diction Modmees-keh-NA
Usagestore(-house), treasure
Part of speechn-f

Exodus 1:11
ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।

1 Kings 9:19
ରାଜା ଶ ଲୋମନ ଶସ୍ଯ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ବାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ୟିରୁଶାଲମ ରେ, ଲିବାନୋନ ରେ ଓ ତାଙ୍କ ଶାସନାଧିନ ଦେଶ ବ୍ଯତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ।

2 Chronicles 8:4
ଶଲୋମନ ମଧ୍ଯ ମରୁଭୂମି ମଧିଅରେ ତଦ୍ ମାେର୍ ସହର ନିର୍ମାଣ କଲେ। ସେ ପ୍ରତିରକ୍ଷା ନିମନ୍ତେ ହମାତ୍ ରେ ସମସ୍ତ ସହର ନିର୍ମାଣ କଲେ।

2 Chronicles 8:6
ଏବଂ ଶଲୋମନ ବାଲତ୍ ସହର ଓ ଅନ୍ୟ ନଗରଗୁଡ଼ିକୁ ସୁଦୃଢ଼ କରିଥିଲେ, ଯେଉଁଠା ରେ ସେ ସୈନ୍ଯମାନଙ୍କ ଛାଉଣୀ ପକାଇଥିଲେ। ସେ ଆହୁରି ଅନକେ ନଗରସବୁ ନିର୍ମାଣ କଲେ, ଯେଉଁଠା ରେ ୟୁଦ୍ଧରଥ ସବୁ ରଖା ଯାଉଥିଲା ଓ ଅଶ୍ବାରୋହୀମାନେ ବାସ କରୁଥିଲେ। ଶଲୋମନ ୟିରୁଶାଲମ, ଲିବାନୋନ ରେ ଓ ସେ ରାଜା ଥିବା ସମସ୍ତ ଦେଶ ରେ ଯାହା ନିର୍ମାଣ କରିବାକୁ ଚାହିଁଲେ, ତାହା ନିର୍ମାଣ କଲେ।

2 Chronicles 16:4
ବିନ୍ହଦଦ ରାଜା ଆସାଙ୍କ ସହିତ ସମ୍ମତ ହେଲେ। ଇଶ୍ରାୟେଲର ସହରଗୁଡ଼ିକ ଉପରେ ଆକ୍ରମଣ କରିବା ନିମନ୍ତେ ବିନ୍ହଦଦ୍ ତାଙ୍କ ସୈନ୍ଯଦଳର ସନୋପତିମାନଙ୍କୁ ପଠାଇଲେ। ସହେି ସନୋପତିମାନେ ଇୟୋନ, ଦାନ ଓ ଆବଲମେଯିମ୍ ସହରଗୁଡ଼ିକ ଉପରେ ଆକ୍ରମଣ କଲେ। ସମାନେେ ନପ୍ତାଲି ଅଞ୍ଚଳର ସମସ୍ତ ସହରଗୁଡ଼ିକ ଉପରେ ମଧ୍ଯ ଆକ୍ରମଣ କଲେ, ଯେଉଁଠା ରେ ଜିନିଷ ଠୁଳ କରି ରଖାୟାଇଥିଲା।

2 Chronicles 17:12
ଯିହାଶାଫେଟ୍ କ୍ରମେ ଅଧିକରୁ ଅଧିକ ପରାକ୍ରମୀ ହାଇେ ଉଠିଲେ। ସେ ଯିହୁଦା ଦେଶ ରେ ଅନକେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ।

2 Chronicles 32:28
ଲୋକମାନେ ହିଜକିଯଙ୍କ ନିକଟକୁ ଯେଉଁ ଖାଦ୍ୟଶସ୍ଯ, ନୂତନ ଦ୍ରାକ୍ଷାରସ ଓ ତୈଳ ପଠାଉଥିଲେ, ତାହା ରଖିବା ନିମନ୍ତେ ତାଙ୍କର ଭଣ୍ଡାରଗୃହ ସବୁ ଥିଲା। ସମସ୍ତ ପଶୁପଲ ଓ ମଷେପଲ ନିମନ୍ତେ ତାଙ୍କର ଗୁହାଳ ସବୁ ଥିଲା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்