Base Word
מַטֶּה
Short Definitiona branch (as extending); figuratively, a tribe; also a rod, whether for chastising (figuratively, correction), ruling (a sceptre), throwing (a lance), or walking (a staff; figuratively, a support of life, e.g., bread)
Long Definitionstaff, branch, tribe
Derivationor (feminine) מַטָּה; from H5186
International Phonetic Alphabetmɑt̪̚ˈt̪’ɛ
IPA modmɑˈtɛ
Syllablemaṭṭe
Dictionmaht-TEH
Diction Modma-TEH
Usagerod, staff, tribe
Part of speechn-m

Genesis 38:18
ଯିହୁଦା ପଚାରିଲା, ତୁମ୍ଭେ ମାେତେ କ'ଣ ଦବୋ ପାଇଁ ଚାହୁଁଛ?

Genesis 38:25
ଲୋକମାନେ ତାମରକୁ ମାରିବାକୁ ଗଲେ, କିନ୍ତୁ ସେ ତାଙ୍କ ଶ୍ବଶୁରଙ୍କ ନିକଟକୁ ବାର୍ତ୍ତା ପଠାଇ କହିଲେ, ଏହି ସମସ୍ତବସ୍ତ୍ର ଯାହାର ସେ ମାେତେ ଗର୍ଭବତୀ କରାଇଛି।ଏହି ମାହେର, ସୁତ୍ର ଓ ୟଷ୍ଟି କାହାର, ତାହା ଚିହ୍ନି ଦେଖ?

Exodus 4:2
କିନ୍ତୁ ପରମେଶ୍ବର ମାଶାଙ୍କେୁ କହିଲେ, ତୁମ୍ଭ ହାତ ରେ କ'ଣ ଅଛି?

Exodus 4:4
କିନ୍ତୁ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହସ୍ତ ପ୍ରସାର କରି ତା'ର ଲାଞ୍ଜଟିକୁ ଧର।

Exodus 4:17
ତେଣୁ ତୁମ୍ଭେ ୟାଅ ଓ ତୁମ୍ଭେ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗ ରେ ନଇୟୋଅ। ତୁମ୍ଭେ ଅଦ୍ଭୁତ କାର୍ୟ୍ଯ କରିବାକୁ ଏହି ଆଶାବାଡ଼ି ବ୍ଯବହାର କରିବ।

Exodus 4:20
ତେଣୁ ମାଶାେ ତାଙ୍କର ପୁତ୍ରକନ୍ଯମାନଙ୍କୁ ଗଧ ରେ ବସାଇ ମିଶର ଅଭିମୁଖେ ବାହାରିଲେ। ମାଶାେ ତାଙ୍କର ଆଶାବାଡ଼ି ସଙ୍ଗ ରେ ନେଲେ ଏବଂ ପରମେଶ୍ବରଙ୍କ ଶକ୍ତି ତାଙ୍କ ସହିତ ଥିଲା।

Exodus 7:9
ଫାରୋ କହିବ ତୁମ୍ଭମାନଙ୍କର ପ୍ରମାଣ କିଛି ଦଖାେଅ। ସେ ତୁମ୍ଭମାନଙ୍କୁ ଅଦ୍ଭୁତ କର୍ମ ଦଖାଇବୋକୁ କହିବ। ହାରୋଣକୁ କୁହ ତା'ର ଆଶାବାଡ଼ି ଭୂମିରେ ପକାଇବ। ଏହି ଆଶାବାଡ଼ିଟି ଫାରୋଙ୍କ ସମ୍ମୁଖ ରେ ସର୍ପରେ ପରିଣତ ହବେ।

Exodus 7:10
ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କର୍ୟ୍ଯମାନ କଲେ। ହାରୋଣ ତାଙ୍କର ଆଶାବାଡିଟିକୁ ଭୂମିରେ ପକାଇଲେ। ଯେତବେେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଚାହିଁଥିଲେ ସମାନଙ୍କେ ସମ୍ମୁଖ ରେ ଆଶାବାଡ଼ିଟି ସର୍ପରେ ପରିଣତ ହାଇଗେଲା।

Exodus 7:12
ସମାନେେ ତାଙ୍କର ଆଶାବାଡିକୁ ଭୂମିରେ ଫିଙ୍ଗ ଦେଲେ ଏବଂ ତାଙ୍କର ଆଶାବାଡି ସର୍ପରେ ପରିଣତ ହାଇଗେଲା। କିନ୍ତୁ ହାରୋଣଙ୍କର ଆଶାବାଡି ତାଙ୍କର ସମସ୍ତଙ୍କୁ ଖାଇଗଲା।

Exodus 7:12
ସମାନେେ ତାଙ୍କର ଆଶାବାଡିକୁ ଭୂମିରେ ଫିଙ୍ଗ ଦେଲେ ଏବଂ ତାଙ୍କର ଆଶାବାଡି ସର୍ପରେ ପରିଣତ ହାଇଗେଲା। କିନ୍ତୁ ହାରୋଣଙ୍କର ଆଶାବାଡି ତାଙ୍କର ସମସ୍ତଙ୍କୁ ଖାଇଗଲା।

Occurences : 252

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்