Base Word
יָקַר
Short Definitionproperly, apparently, to be heavy, i.e., (figuratively) valuable; causatively, to make rare (figuratively, to inhibit)
Long Definitionto esteem, be prized, be valuable, be precious, be costly, be appraised
Derivationa primitive root
International Phonetic Alphabetjɔːˈk’ɑr
IPA modjɑːˈkɑʁ
Syllableyāqar
Dictionyaw-KAHR
Diction Modya-KAHR
Usagebe (make) precious, be prized, be set by, withdraw
Part of speechv

1 Samuel 18:30
ପଲେଷ୍ଟୀୟମାନଙ୍କର ଅଧିପତିମାନେ ଇଶ୍ରାୟେଲୀୟମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ବାହାରି ଆସିଲେ କିନ୍ତୁ ପ୍ରେତ୍ୟକକ ଥର ଦାଉଦ ସମାନଙ୍କେୁ ପରାସ୍ତ କଲେ। ଦାଉଦ ଶାଉଲଙ୍କର ଅତି ଦକ୍ଷ ଅଧିକାରୀ ହେଲେ। ଦାଉଦ ଅଧିକ ମାନ୍ଯ ପାଇଲେ।

1 Samuel 26:21
ତା'ପରେ ଶାଉଲ କହିଲେ, ମୁ ପାପ କଲି, ହେ ମାରେ ପକ୍ସ୍ଟତ୍ର ଦାଉଦ ଫରେିଆସ। ମୁ ତୁମ୍ଭକୁ ଆଉ ଆଘାତ କରିବାକୁ ଚେଷ୍ଟା କରିବି ନାହିଁ। ଆଜି ମାରେ ଜୀବନ ତକ୍ସ୍ଟମ୍ଭ ନିକଟରେ ବହକ୍ସ୍ଟମୂଲ୍ଯ ହେଲା। ମୁ ମକ୍ସ୍ଟର୍ଖତାର କର୍ମ କରିଅଛି ଓ ଅତିଶଯ ଭୂଲ କରିଅଛି।

2 Kings 1:13
ଏହାପରେ ଅହସିଯ ତୃତୀୟ ଥର ଅଧିନାଯକ ସହିତ ପଗ୍ଭଶ ଲୋକଙ୍କୁ ପୁଣି ପଠାଇଲେ। ତୃତୀୟ ଅଧିନାଯକ ଏଲିଯ ନିକଟକୁ ୟାଇ ଏଲିଯଙ୍କ ଆଗ ରେ ନମ୍ର ଭାବରେ ମଥାନତ କଲେ ଏବଂ କହିଲେ, ହେ ପରମେଶ୍ବରଙ୍କ ଲୋକ, ମୁଁ ପ୍ରାର୍ଥନା କରୁଛି, ମାରେ ଜୀବନ ସହିତ ମାରେପଗ୍ଭଶ ଲୋକଙ୍କ ଜୀବନ ଆପଣ ବଞ୍ଚାନ୍ତୁ ଓ ରକ୍ଷା କରନ୍ତୁ।

2 Kings 1:14
ଅଗ୍ନି ସ୍ବର୍ଗରୁ ଆସି ପୂର୍ବ ଦୁଇ ଅଧିପତି ଓ ସମାନଙ୍କେର ପଗ୍ଭଶ ଲୋକଙ୍କୁ ପୋଡି଼ ପକାଇଲା। ମାତ୍ର ବର୍ତ୍ତମାନ ଆପଣ ଦୟାକରି ଆମ୍ଭମାନଙ୍କୁ ବଞ୍ଚାନ୍ତୁ।

Psalm 49:8
ଏମିତି କୌଣସି ବ୍ଯକ୍ତି ନାହିଁ ୟିଏ ଅଧିକ ଧନ ଦଇେ ତା'ର ଜୀବନକୁ ପ୍ରାଯାଶ୍ଚିତ କରିପାରିବ।

Psalm 72:14
ଆମ୍ଭ ରାଜା ସମାନଙ୍କେୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସମାନଙ୍କେୁ ଦୁଃଖ ଦବୋ ପାଇଁ ଚାହୁଁଛନ୍ତି। ରାଜାଙ୍କ ପାଇଁ ସଇେ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ବପୂର୍ଣ୍ଣ ଅଟେ।

Psalm 139:17
ପରମେଶ୍ବର, ତୁମ୍ଭର ଚିନ୍ତାଧାରା ମାେ ପାଇଁ ବୁଝିବା କଷ୍ଟକର ଅଟେ। ତହିଁରେ ସଗେୁଡ଼ିକ ଗଣନା କରାୟାଇ ପାରିବ ନାହିଁ।

Proverbs 25:17
ଠିକ୍ ସହେିପରି, ତୁମ୍ଭର ପ୍ରତିବେଶୀ ଗୃହକୁ ଅଧିକ ୟାଅ ନାହିଁ। ଯଦି ତୁମ୍ଭେ ଏପରି କର ତବେେ ସେ ତୁମ୍ଭକୁ ଘୃଣା କରିବ।

Isaiah 13:12
ଦୁଲର୍‌ଲଭ ସୁବର୍ଣ୍ଣ ପରି ଅଳ୍ପ, କେତକେ ଉତ୍ତମ ଲୋକ ରହିବେ ଓ ସମାନେେ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ଉଜ୍ଜ୍ବଳ ଭାବରେ ଦୀପ୍ତି ବିକାଶ କରିବେ।

Isaiah 43:4
ତୁମ୍ଭେ ଆମ୍ଭପାଇଁ ଅତି ମୂଲ୍ଯବାନ୍, ତେଣୁ ଆମ୍ଭେ ତୁମ୍ଭକୁ ଅତି ସମ୍ମାନ ଦେଉଅଛୁ, ତୁମ୍ଭକୁ ପ୍ ରମେ କରୁଛୁ ଏବଂ ତୁମ୍ଭ ପରିବର୍ତ୍ତନ ରେ ଲୋକମାନଙ୍କୁ ଓ ତୁମ୍ଭର ପ୍ରାଣର ବଦଳ ରେ ଗୋଷ୍ଠୀମାନଙ୍କୁ ଦବୋ।'

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்