Base Word
חֳלִי
Short Definitionmalady, anxiety, calamity
Long Definitionsickness
Derivationfrom H2470
International Phonetic Alphabetħŏˈlɪi̯
IPA modχoˈliː
Syllableḥŏlî
Dictionhoh-LEE
Diction Modhoh-LEE
Usagedisease, grief, (is) sick(-ness)
Part of speechn-m

Deuteronomy 7:15
ପକ୍ସ୍ଟଣି ସଦାପ୍ରଭୁ ତକ୍ସ୍ଟମ୍ଭଠାରକ୍ସ୍ଟ ସମସ୍ତ ରୋଗ ଦୂର କରିବେ। ଆଉ ତୁମ୍ଭେ ମିସ୍ରୀଯ ଯେଉଁସବୁ ମନ୍ଦ ବ୍ଯାଧି ଜ୍ଞାତ ଅଟ, ତାହା ସେ ତକ୍ସ୍ଟମ୍ଭ ଉପରେ କରିବେ ନାହିଁ। ମାତ୍ର ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସମାନଙ୍କେ ଉପରେ ତାହା କରିବେ।

Deuteronomy 28:59
ତବେେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତକ୍ସ୍ଟମ୍ଭ ବଂଶର ଆଘାତ ଆର୍ଥାତ୍ ମହତ୍ ଓ ଚିରସ୍ଥାଯୀ ଆଘାତ, ପକ୍ସ୍ଟଣି ବ୍ଯଥାଜନକ ଓ ଚିରସ୍ଥାଯୀ ରୋଗ ଆଶ୍ଚର୍ୟ୍ଯ ରୂପ କରିବେ।

Deuteronomy 28:61
ବ୍ଯବସ୍ଥା ପୁସ୍ତକକରେ ଲଖାେ ନ ଥିବା ରୋଗବ୍ଯାଧି ମଧ୍ଯ ତକ୍ସ୍ଟମ୍ଭ ପାଇଁ ସଦାପ୍ରଭୁ ଆଣିବେ। ତୁମ୍ଭମାନଙ୍କର ବିନାଶ ହବୋ ପର୍ୟ୍ଯନ୍ତ ସେ ସବୁକକ୍ସ୍ଟ ସେ ଗ୍ଭଲକ୍ସ୍ଟ ରଖିବେ।

1 Kings 17:17
କିଛିଦିନ ଉତ୍ତା ରେ ସହେି ସ୍ତ୍ରୀ ଲୋକର ପୁତ୍ରଟି ଅସୁସ୍ଥ ହେଲା। ତା'ର ପୀଡା ଏତେ ବଢିଗଲା ଯେ ତା'ର ପ୍ରଶ୍ବାସ ମଧ୍ଯ ବନ୍ଦ ହାଇଗେଲା।

2 Kings 1:2
ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।

2 Kings 8:8
ତତ୍ପରେ ରାଜା ବିନ୍ହଦଦ୍ ହସାଯଲକେୁ କହିଲେ, ଏହି ଉପହାର ନଇେ ପରମେଶ୍ବର ଲୋକଙ୍କୁ ସାକ୍ଷାତ କର ଓ ମୁଁ ଏହି ପୀଡାରୁ ମୁକ୍ତ ହବେି କି ନାହିଁ, ଏହି କଥା ତାଙ୍କ ଦ୍ବାରା ସଦାପ୍ରଭୁଙ୍କୁ ପଗ୍ଭର।

2 Kings 8:9
ତେଣୁ ହସାଯଲେ ଇଲୀଶାୟଙ୍କୁ ସାକ୍ଷାତ କରିବାକୁ ଗଲେ। ଦମ୍ମେଶକର ସମସ୍ତ ଉତ୍ତମ ପଦାର୍ଥ ଉପହାର ସ୍ବରୂପ ଗ୍ଭଳିଶଟି ଓଟ ଦ୍ବାରା ନଇେ ତାଙ୍କ ସମ୍ମୁଖ ରେ ଉଭା ହାଇେ କହିଲେ, ଆପଣଙ୍କ ପୁତ୍ର ବିନ୍ହଦଦ୍ ଅରାମର ରାଜା ଆପଣଙ୍କ ନିକଟକୁ ମାେତେ ପଠାଇଛନ୍ତି, ସେ ଜାଣିବାକୁ ଇଚ୍ଛା କରୁଛି, ମୁଁ କ'ଣ ଅସୁସ୍ଥତାଠାରୁ ଆରୋଗ୍ୟଲାଭ ହବେି କି?

2 Kings 13:14
ଇଲୀଶାୟ ପୀଡିତ ହେଲେ, ପରେ ଅସୁସ୍ଥତାରୁ ମୃତ୍ଯୁ ବରଣ କଲେ। ଇଶ୍ରାୟେଲ ରାଜା ଯୋୟାଶ୍ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ରୋଦନ କରି କହିଲେ, ହେ ମାରେ ପିତା! ହେ ମାରେପିତା! ହେ ଇଶ୍ରାୟେଲର ରଥ ଓ ତହିଁର ଅଶ୍ବାରୋହୀଗଣ ପାଇଁ ଏହା ସମୟ କି?

2 Chronicles 16:12
ଆସାଙ୍କ ରାଜତ୍ବର ଅଣଚାଳିଶତମ ବର୍ଷ ରେ ତାଙ୍କର ପାଦଦ୍ବଯ ରୋଗଗ୍ରସ୍ତ ହାଇେ ପଡ଼ିଲା। ତାଙ୍କର ରୋଗ ଅତ୍ଯନ୍ତ ଭୟଙ୍କର ହାଇେ ପଡ଼ିଲା, କିନ୍ତୁ ସେ ସଦାପ୍ରଭୁଙ୍କଠାରୁ ସାହାୟ୍ଯ ଲୋଡ଼ିଲେ ନାହିଁ। ଆସା ଡ଼ାକ୍ତରମାନଙ୍କର ସାହାୟ୍ଯ ଲୋଡ଼ିଲେ।

2 Chronicles 16:12
ଆସାଙ୍କ ରାଜତ୍ବର ଅଣଚାଳିଶତମ ବର୍ଷ ରେ ତାଙ୍କର ପାଦଦ୍ବଯ ରୋଗଗ୍ରସ୍ତ ହାଇେ ପଡ଼ିଲା। ତାଙ୍କର ରୋଗ ଅତ୍ଯନ୍ତ ଭୟଙ୍କର ହାଇେ ପଡ଼ିଲା, କିନ୍ତୁ ସେ ସଦାପ୍ରଭୁଙ୍କଠାରୁ ସାହାୟ୍ଯ ଲୋଡ଼ିଲେ ନାହିଁ। ଆସା ଡ଼ାକ୍ତରମାନଙ୍କର ସାହାୟ୍ଯ ଲୋଡ଼ିଲେ।

Occurences : 24

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்