Base Word
בֶּלַע
Short DefinitionBela, the name of an Edomite and of two Israelites
Long Definition(n pr m) a king of Edom
Derivationthe same as H1105
International Phonetic Alphabetbɛˈlɑʕ
IPA modbɛˈlɑʕ
Syllablebelaʿ
Dictionbeh-LA
Diction Modbeh-LA
UsageBela
Part of speechn-pr-m
Base Word
בֶּלַע
Short DefinitionBela, the name of a place
Long Definition(n pr m) a king of Edom
Derivationthe same as H1105
International Phonetic Alphabetbɛˈlɑʕ
IPA modbɛˈlɑʕ
Syllablebelaʿ
Dictionbeh-LA
Diction Modbeh-LA
UsageBela
Part of speechn-pr-loc

Genesis 14:2
ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହ ମାରେର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋଯିମର ରାଜା ଶିମବରେ ଓ ବିଲାର, ସୋଯରର ରାଜାଙ୍କ ସହିତ ୟୁଦ୍ଧ କଲେ।

Genesis 14:8
ସହେି ସମୟରେ ସଦୋମର ରାଜା, ହ ମାରେର ରାଜା, ଅଦ୍ମାର ରାଜା, ସବୋଯିମର ରାଜା ଓ ବଲାର ଅର୍ଥାତ୍ ସୋଯ ରେ ରାଜା ଏହି ପାଞ୍ଚ ରାଜା ଏବଂ ତାଙ୍କର ସୈନ୍ଯଗଣ ଏକତ୍ରିତ ହେଲେ। ସମାନେେ ସୀଦ୍ଦୀମ ଉପତ୍ୟକାକୁ ୟୁଦ୍ଧ କରିବାକୁ ଗଲେ।

Genesis 36:32
ବିଯୋରର ବଲୋ ନାମକ ପୁତ୍ର ଇଦୋମ ଦେଶ ରେ ରାଜତ୍ବ କଲେ। ତାହାର ରାଜଧାନୀର ନାମ ଥିଲା ଦିନ-ହାବା।

Genesis 36:33
ଏବଂ ଯେତବେେଳେ ବଲୋ ମରିଗଲା, ୟୋବୁବ୍ ଏବଂ ସରହରେ ପୁତ୍ର, ତାଙ୍କ ପରେ ବସ୍ରା ରେ ରାଜତ୍ବ କଲେ।

Genesis 46:21
ବିନ୍ଯାମୀନର ପୁତ୍ରମାନେ ଥିଲେ ବଲୋ, ବେଖର, ଅସବଲେ, ଗରୋ, ନାମନ, ଏହି, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ।

Numbers 26:38
ବାନ୍ଯାମୀନର ପରିବାରବର୍ଗ ହେଲେ: ବଲୋଠାରୁ ବଲୋଯୀଯ ଗୋଷ୍ଠୀ; ଅସବଲଠାରୁେ ଅସବଲେୀଯ ଗୋଷ୍ଠୀ ଏବଂ ଅହୀରାମଠାରୁ ଅହୀରାମୀଯ ଗୋଷ୍ଠୀ।

Numbers 26:40
ବଲୋର ସନ୍ତାନ ଅର୍ଦ ଓ ନାମାନ ହେଲେ: ଅର୍ଦଠାରୁ ଅର୍ଦୀଯ ଗୋଷ୍ଠୀ; ନାମାନଠାରୁ ନାମାନୀଯ ଗୋଷ୍ଠୀ।

1 Chronicles 1:43
ଇଶ୍ରାୟେଲର ରାଜାଗଣଙ୍କର ବହୁ ପୂର୍ବରୁ ଇଦୋମର ରାଜାମାନେ ଥିଲେ। ଇଦୋମର ରାଜାଗଣଙ୍କର ନାମ ଏହିପରି ଥିଲା :

1 Chronicles 1:44
ବଲୋଙ୍କର ମୃତ୍ଯୁ ହୁଅନ୍ତେ, ସରହଙ୍କେର ପୁତ୍ର ୟୋବବ୍ ନୂତନ ରାଜା ହେଲେ। ୟୋବବ୍ ବସ୍ରାରୁ ଆସିଥିଲେ।

1 Chronicles 5:8
ବଲୋ ଆସସ୍ରଙ୍କ ପୁତ୍ର ଥିଲେ। ଆସସ୍ର ଶମାଙ୍କେ ପୁତ୍ର ଥିଲେ, ଶମାେ ଯାୟେଲଙ୍କ ପୁତ୍ର ଥିଲେ। ସମାନେେ ନବୋ ଓ ବାଲମିଯୋନ ପର୍ୟ୍ଯନ୍ତ ବିସ୍ତୃତ ଅରୋଯରେ ବାସ କରୁଥିଲେ।

Occurences : 14

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்