Base Word | |
εὐφραίνω | |
Short Definition | to put (middle voice or passively, be) in a good frame of mind, i.e., rejoice |
Long Definition | to gladden, make joyful |
Derivation | from G2095 and G5424 |
Same as | G2095 |
International Phonetic Alphabet | ɛβˈfrɛ.no |
IPA mod | efˈfre.now |
Syllable | euphrainō |
Diction | ev-FREH-noh |
Diction Mod | afe-FRAY-noh |
Usage | fare, make glad, be (make) merry, rejoice |
Luke 12:19
ତା'ପରେ ମୁଁ ନିଜକୁ କହି ପାରିବି, ମୁଁ ଅନକେ ଉତ୍ତମ ପଦାର୍ଥ ଅନକେ ବର୍ଷ ପାଇଁ ସଞ୍ଚୟ କରି ରଖିଛି। ଏଥର ଆରାମ କର। ଖାଇପିଇ ମଉଜ କର।'
Luke 15:23
ଆମ୍ଭର ସବୁଠାରୁ ମାଟେ ବାଛୁରୀଟିକୁ ଆଣ। ଆମ୍ଭେ ତାହାକୁ ମାରିବା। ଆମ୍ଭର ଖାଇବା ପାଇଁ ତାହା ପ୍ରଚୁର ହବେ। ଆମ୍ଭମାନେେ ଗୋଟିଏ ଭୋଜି କରିବା।
Luke 15:24
ମାରେ ପୁଅ ମରି ଯାଇଥିଲା। ବର୍ତ୍ତମାନ ସେ ପୁଣି ବଞ୍ଚି ଉଠିଛି। ସେ ହଜି ଯାଇଥିଲା। ଏବେ ମିଳି ଯାଇଛି।' ତେଣୁ ସମାନେେ ଭୋଜିର ଆଯୋଜନ କଲେ।
Luke 15:29
ବଡ ପୁଅ ବାପାଙ୍କୁ କହିଲା, 'ବର୍ଷବର୍ଷ ଧରି ମୁଁ ଗୋଟିଏ କ୍ରୀତଦାସ ଭଳି ତୁମ୍ଭର ସବୋ କରି ଆସିଛି। ତୁମ୍ଭର ଆଦେଶକୁ ସବୁବେଳେ ମାନି ଆସିଛି। କିନ୍ତୁ ତୁମ୍ଭେ ମାେ ପାଇଁ ଛଳେିଟିଏ ମଧ୍ଯ କବେେ ମାରିନାହଁ। ତୁମ୍ଭେ ମାେ ପାଇଁ ଓ ମାେ ବନ୍ଧୁମାନଙ୍କ ପାଇଁ କବେେ ହେଲେ ଭୋଜିଟିଏ ଦଇନୋହଁ।
Luke 15:32
କିନ୍ତୁ ତୋର ଏ ଭାଇ ମରିଯାଇଥିଲା। ଏବେ ସେ ପୁଣି ଜୀବନ ପାଇଲା। ସେ ହଜି ଯାଇଥିଲା, ଏବେ ସେ ମିଳିଲା। ସେଥିପାଇଁ ଆମ୍ଭେ ଖୁସି ହବୋ ଓ ଭୋଜି କରିବା ଉଚିତ।'
Luke 16:19
ଯୀଶୁ କହିଲେ, ଥରେ ଜଣେ ଧନୀଲୋକ ସଦା ବେଳେ ଭଲ ଭଲ ପୋଷାକ ପିନ୍ଧୁଥିଲା। ସେ ଏତେ ଧନୀ ଥିଲା ଯେ ପ୍ରତିଦିନ ଗୋଟିଏ ବିଳାସପୂର୍ଣ୍ଣ ଭୋଜି ଦବୋକୁ ସକ୍ଷମ ଥିଲା।
Acts 2:26
ଏହାଦ୍ବାରା ମାରେ ମନ ପ୍ରଫୁଲ୍ଲିତ ହେଲା ଓ ମାେ ମୁଁହରୁ ଆନନ୍ଦପୁର୍ଣ୍ଣ କଥା ବାହାରିଲା।
Acts 7:41
ସହେି ସମୟରେ ସମାନେେ ଗୋଟିଏ ବାଛୁରୀର ମୂର୍ତ୍ତି ତିଆରି କରି ସହେି ମୂର୍ତ୍ତି ଆଗ ରେ ବଳି ଦେଲେ। ସମାନେେ ନିଜ ହାତ ତିଆରି ଜିନିଷ ଦେଖି ବହୁତ ଖୁସି ହେଲେ।
Romans 15:10
ଶାସ୍ତ୍ର ଏ ଭଳି ମଧ୍ଯ କୁ ହେ,
2 Corinthians 2:2
ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖିତ କରେ, ତବେେ କିଏ ମାେତେ ସୁଖୀ କରିବ। କବଳେ ତୁମ୍ଭମାନେେ ମାେତେ ସୁଖ ଦଇପୋରିବ ଯେଉଁମାନଙ୍କୁ ମୁଁ ପୂର୍ବରୁ ଦୁଃଖ ଦଇେଛି।
Occurences : 14
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்