Base Word
βοῦς
Short Definitionan ox (as grazing), i.e., an animal of that species ("beef")
Long Definitionan ox, a cow
Derivationprobably from the base of G1006
Same asG1006
International Phonetic Alphabetβus
IPA modvus
Syllablebous
Dictionvoos
Diction Modvoos
Usageox

Luke 13:15
ପ୍ରଭୁ ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ କପଟୀ। ତୁମ୍ଭମାନେେ ପ୍ରତିଦିନ ଏପରିକି ବିଶ୍ରାମବାର ରେ ମଧ୍ଯ ତୁମ୍ଭମାନଙ୍କର କାମ କରୁଥିବା ପଶୁଙ୍କୁ ଖାଲିେ ପାଣି ପିଆଇଥାଅ।

Luke 14:5
ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, ଯଦି ବାଶ୍ରାମବାର ରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତ ରେ ଖସିପଡେ, ତବେେ ତୁମ୍ଭମାନେେ କ'ଣ ତାକୁ ସଙ୍ଗେସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?

Luke 14:19
ଆଉ ଜଣେ କହିଲା, 'ମୁଁ ଏବେ ପାଞ୍ଚହଳ ବଳଦ କିଣିଛି।

John 2:14
ସହେି ମନ୍ଦିର ପରିସର ରେ ଯୀଶୁ ଲୋକମାନଙ୍କୁ ଗୋରୁ, ମେଣ୍ଢା ଓ କପୋତ ବିକ୍ରୀ କରିବାର ଦେଖିଲେ। କେତକେ ଲୋକଙ୍କୁ ସେ ଟବେୁଲ ପାଖ ରେ ବସିଥିବାର ଦେଖିଲେ। ସହେି ଲୋକମାନେ ଲୋକଙ୍କର ଟଙ୍କା ବିନିମୟ ଓ ବ୍ଯବସାୟ ମଧ୍ଯ କରୁଥିଲେ।

John 2:15
ଯୀଶୁ କେତେ ଖଣ୍ଡ ଦଉଡି ରେ ଗୋଟିଏ ଛାଟ ତିଆରି କଲେ। ତା'ପରେ ଯୀଶୁ ସେ ସମସ୍ତ ଲୋକମାନଙ୍କୁ, ମେଣ୍ଢାଗୁଡିକୁ ଓ ଗୋରୁଗୁଡିକୁ ସଠାରୁେ ଜାରେ ଜବରଦସ୍ତି ତଡି ଦେଲେ। ସେ ମୁଦ୍ରା ବିନିମୟକାରୀମାନଙ୍କର ଟଙ୍କା ତଳେ ପକଇେ ମଜଗେୁଡିକ ଓଲଟଇେ ଦେଲେ।

1 Corinthians 9:9
ମାଶାଙ୍କେ ବ୍ଯବସ୍ଥା ରେ ଲଖାେ ଅଛି : ଖଳା ରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ। ପରମେଶ୍ବର ଏହା କ'ଣ କବଳେ ବଳଦଙ୍କ ବିଷୟ ରେ କହିଲେ ? ନା।

1 Corinthians 9:9
ମାଶାଙ୍କେ ବ୍ଯବସ୍ଥା ରେ ଲଖାେ ଅଛି : ଖଳା ରେ ବେଙ୍ଗଳା ବୁଲାଇଲା ବେଳେ ବଦଳର ମୁହଁ ବାନ୍ଧ ନାହିଁ। ପରମେଶ୍ବର ଏହା କ'ଣ କବଳେ ବଳଦଙ୍କ ବିଷୟ ରେ କହିଲେ ? ନା।

1 Timothy 5:18
କାରଣ ଶାସ୍ତ୍ର କୁ ହେ : ଯେତବେେଳେ ବଳଦ ଅମଳ ପାଇଁ ଘୁରୁଥାଏ, ସେତବେେଳେ ତା'ର ମୁହଁ ବାନ୍ଧ ନାହିଁ ଓ ତାକୁ ଶସ୍ଯ ଖାଇବା ପାଇଁ ଅଟକାଅ ନାହିଁ।294 ଶାସ୍ତ୍ର ଏପରି ମଧ୍ଯ କୁ ହେ : ଜଣେ କାମ କରୁଥିବା ଲୋକ ତା'ର ଦରମା ପାଇବା ଉଚିତ।295

Occurences : 8

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்