Ruth 4:2 in Oriya

Oriya Oriya Bible Ruth Ruth 4 Ruth 4:2

Ruth 4:2
ଏହାପରେ ବୋୟଜ କେତକେ ସାକ୍ଷୀ ଠୂଳ କଲେ। ସମାନେେ ନଗରର ଦଶଜଣ ବଯୋଜେଷ୍ଠ ଥିଲେ। ସେ ସମାନଙ୍କେୁ କହିଲେ, ଏହିଠା ରେ ବସ, ତେଣୁ ସମାନେେ ସଠାେରେ ବସିଲେ।

Ruth 4:1Ruth 4Ruth 4:3

Ruth 4:2 in Other Translations

King James Version (KJV)
And he took ten men of the elders of the city, and said, Sit ye down here. And they sat down.

American Standard Version (ASV)
And he took ten men of the elders of the city, and said, Sit ye down here. And they sat down.

Bible in Basic English (BBE)
Then he got ten of the responsible men of the town, and said, Be seated here. And they took their seats.

Darby English Bible (DBY)
And he took ten men of the elders of the city, and said, Sit down here. And they sat down.

Webster's Bible (WBT)
And he took ten men of the elders of the city, and said, Sit ye down here. And they sat down.

World English Bible (WEB)
He took ten men of the elders of the city, and said, Sit you down here. They sat down.

Young's Literal Translation (YLT)
And he taketh ten men of the elders of the city, and saith, `Sit down here;' and they sit down.

And
he
took
וַיִּקַּ֞חwayyiqqaḥva-yee-KAHK
ten
עֲשָׂרָ֧הʿăśārâuh-sa-RA
men
אֲנָשִׁ֛יםʾănāšîmuh-na-SHEEM
of
the
elders
מִזִּקְנֵ֥יmizziqnêmee-zeek-NAY
city,
the
of
הָעִ֖ירhāʿîrha-EER
and
said,
וַיֹּ֣אמֶרwayyōʾmerva-YOH-mer
down
ye
Sit
שְׁבוּšĕbûsheh-VOO
here.
פֹ֑הfoh
And
they
sat
down.
וַיֵּשֵֽׁבוּ׃wayyēšēbûva-yay-shay-VOO

Cross Reference

Proverbs 31:23
ଲୋକମାନେ ତା'ର ସ୍ବାମୀକୁ ସମ୍ମାନ କରନ୍ତି। ସେ ଦେଶର ଜଣେ ମୁଖିଆ ଅଟେ।

1 Kings 21:8
ତହୁଁ ଈଷବଲେ ଆହାବ୍ଙ୍କ ନାମ ରେ ପତ୍ର ଲେଖି ତାଙ୍କର ମାହେର ମାରି ନାବୋତ ନଗରସ୍ଥ ଓ ତାହାର ପ୍ରାଚୀନଗଣଙ୍କ ପାଖରୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସହେି ପତ୍ର ପଠାଇଲେ।

Exodus 18:21
ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍

Exodus 21:8
ଯଦି ତା'ର ମୁନିବ ତା' ଉପରେ ସନ୍ତୁଷ୍ଟ ନୁହେଁ, ତବେେ ତା'ର ବିବାହ ଠିକ୍ କରି ନପା ରେ, ତବେେ ତାକୁ ପୁନ୍ନରାଯ ତା'ର ପିତାକୁ ବିକ୍ରଯ କରିଦଇେ ପା ରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରଯ କରିପାରିବ ନାହିଁ, କାରଣ ସେ ତାକୁ ଅବିଶ୍ବସ୍ତ ଭାବରେ ବ୍ଯବହାର କରିଛି।

Deuteronomy 29:10
ଆଜି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବଙ୍କର ସମ୍ମକ୍ସ୍ଟଖ ରେ ଛିଡା ହାଇେଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ଯକ୍ଷଗଣ ଓ ଇଶ୍ରାୟେଲର ସମସ୍ତ ପୁରୁଷ ଏହିଠା ରେ ଉପସ୍ଥିତ ଅଛନ୍ତି।

Deuteronomy 31:28
ତୁମ୍ଭମାନଙ୍କର ପ୍ରାଚୀନବର୍ଗମାନଙ୍କୁ ଓ ପରିବାରବର୍ଗମାନଙ୍କୁ ମାେ ନିକଟରେ ଏକତ୍ର କର। ମୁ ସମାନଙ୍କେୁ ଏହି କଥାମାନ କହିବି। ସ୍ବର୍ଗ ଓ ପୃଥିବୀ ମାରେ ସାକ୍ଷୀ ହବେେ।

Lamentations 5:14
ପ୍ରାଚୀନବର୍ଗ ନଗରଦ୍ବାର ରେ ଆଉ ବସୁ ନାହାଁନ୍ତି ଓ ୟୁବକମାନେ ଆପଣା ସଂଗୀତରୁ ନିବୃତ୍ତ ହାଇେଅଛନ୍ତି।

Acts 6:12
ଏହା କରିବା ଦ୍ବାରା ସମାନେେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତଜେିତ କଲେ ଓ ସ୍ତିଫାନଙ୍କୁ ଧରିନଇେ ମହାସଭାକୁ ନଇେ ଆସିଲେ।