Base Word
זָקֵן
Short Definitionold
Long Definitionold
Derivationfrom H2204
International Phonetic Alphabetd͡zɔːˈk’en̪
IPA modzɑːˈken
Syllablezāqēn
Dictiondzaw-KANE
Diction Modza-KANE
Usageaged, ancient (man), elder(-est), old (man, men and...women), senator
Part of speecha

ଆଦି ପୁସ୍ତକ 18:11
ବର୍ତ୍ତମାନ ଅବ୍ରହାମ ଓ ସାରା ବହୁତ ବୃଦ୍ଧ ହେଲେ। ସାରାର ପିଲା ଜନ୍ମ କରିବା ବଯସ ଅତିକ୍ରମ ହାଇେଥିଲା।

ଆଦି ପୁସ୍ତକ 19:4
ସହେି ଦୁଇଜଣ ଅତିଥି ବିଛଣାକୁ ୟିବା ପୂର୍ବରୁ, ସଦୋମର ସମସ୍ତ ଲୋକ ୟୁବା ଏବଂ ବୃଦ୍ଧ ପ୍ରେତ୍ୟକକ ଜଣ କୌଣସି ବ୍ଯତିକ୍ରମ ନଥାଇ ଆସିଲେ ଏବଂ ଲୋଟଙ୍କ ଘରକୁ ଘରେିଗଲେ। ତା'ପରେ ସମାନେେ ଲୋଟଙ୍କୁ ଚିତ୍କାର କରି କହିଲେ,

ଆଦି ପୁସ୍ତକ 24:2
ଅବ୍ରହାମଙ୍କର ପୁରୁଣା ଚାକର ଅବ୍ରହାମଙ୍କର ପ୍ରେତ୍ୟକକ ଦ୍ରବ୍ଯର ଦାଯିତ୍ବ ରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, ମାରେ ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।

ଆଦି ପୁସ୍ତକ 25:8
ଏହାପରେ ଅବ୍ରହାମ ଦୁର୍ବଳ ଦେଲେ ଓ ମୃତ୍ଯୁବରଣ କଲେ। ସେ ଅନକେ ବର୍ଷ ପର୍ୟ୍ଯନ୍ତ ବଞ୍ଚିଲେ। ସେ ଆପଣା ଲୋକମାନଙ୍କ ସହିତ କବର ପାଇଲେ।

ଆଦି ପୁସ୍ତକ 35:29
ଏହାପରେ ଇସ୍ହାକ ଦୁର୍ବଳ ହାଇେ ମୃତ୍ଯୁବରଣ କଲେ। ଇସ୍ହାକ ପୂର୍ଣ୍ଣାଯୁ ହାଇେ ପ୍ରାଣତ୍ଯାଗ କଲେ ଏବଂ ତାଙ୍କ ପୂର୍ବପୁରୁଷଙ୍କ ସହିତ କବର ପ୍ରପ୍ତ ହେଲେ। ତାଙ୍କର ପୁତ୍ର ଏଷୌ ଓ ଯାକୁବ ତାଙ୍କର ପିତାଙ୍କ ନିକଟରେ କବର ଦେଲେ।

ଆଦି ପୁସ୍ତକ 43:27
ଯୋଷଫେ ସମାନଙ୍କେୁ ସମାନଙ୍କେର ଭଲମନ୍ଦ ବିଷଯ ରେ ପଚାରିଲେ। ତା'ପରେ ଯୋଷଫେ କହିଲେ, ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲ ରେ ବଞ୍ଚିଛନ୍ତି ତ?

ଆଦି ପୁସ୍ତକ 44:20
ଆମ୍ଭେ ତୁମ୍ଭକୁ ଉତ୍ତର କରିଥିଲୁ, 'ହଁ, ଆମ୍ଭର ଏକ ପିତା ଅଛନ୍ତି। ସେ ବାର୍ଦ୍ଧକ୍ଯ। ଏବଂ ଆମ୍ଭର ଗୋଟିଏ ସାନ ଭାଇ ଥିଲା ଯାହାକୁ ଆମ୍ଭର ପିତା ଅତ୍ଯନ୍ତ ପ୍ ରମେ କରୁଥିଲେ। କାରଣ ସେ ପିତାଙ୍କର ବର୍ଦ୍ଧକ୍ଯ କାଳ ରେ ଜନ୍ମ ନଇେଥିଲେ। ସହେି କନିଷ୍ଠ ମାତ୍ର ତାହାର ସହୋଦର ମରିଅଛି। ତେଣୁ ବିନ୍ଯାମୀନ ହେଉଛି ସହେି ଭାଇ ଯାହା ଏକା ମାର ସନ୍ତାନ। ଆମ୍ଭର ପିତା ମଧ୍ଯ ତାଙ୍କୁ ଅତ୍ଯନ୍ତ ଭଲପାନ୍ତି।'

ଆଦି ପୁସ୍ତକ 50:7
ତେଣୁ ଯୋଷଫେ ତାଙ୍କର ପିତାଙ୍କୁ କବର ଦବୋକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷଫଙ୍କେ ସହିତ ଗଲେ।

ଆଦି ପୁସ୍ତକ 50:7
ତେଣୁ ଯୋଷଫେ ତାଙ୍କର ପିତାଙ୍କୁ କବର ଦବୋକୁ ଗଲେ। ଫାରୋଙ୍କର ସମସ୍ତ ପ୍ରାଚୀନଗଣ ତାଙ୍କ ଗୃହର ପ୍ରଧାନ ଲୋକ ଏବଂ ମିଶର ଦେଶର ପ୍ରଧାନ ଲୋକମାନେ ଯୋଷଫଙ୍କେ ସହିତ ଗଲେ।

ଯାତ୍ରା ପୁସ୍ତକ 3:16
ସଦାପ୍ରଭୁ ଆହୁରି କହିଲେ, ୟାଅ ଏବଂ ଇଶ୍ରାୟେଲୀୟ ପ୍ରାଚୀନଗଣଙ୍କୁ କୁହ, 'ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ବର, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର, ମାେତେ କହି ଅଛନ୍ତି, ମିଶରୀଯମାନଙ୍କ ଦ୍ବାରା ତୁମ୍ଭଙ୍କୁ ଦିଆୟାଇଥିବା ୟନ୍ତ୍ରଣାସବୁ, ଆମ୍ଭେ ଟିପି ନଇେଅଛୁ।

Occurences : 178

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்