Bible

Romans 9 - ASV (Oriya)

1 I say the truth in Christ, I lie not, my conscience bearing witness with me in the Holy Spirit,ମୁଁ ଖ୍ରୀଷ୍ଟଙ୍କଠା ରେ ଅଛି, ଓ ମୁଁ ସତ୍ଯ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ବାରା ମାରେ ଭାବନା ନିୟନ୍ତ୍ରିତ। ଏହି ଭାବନା ମାେତେ କୁ ହେ ଯେ ମୁଁ ମିଛ କୁ ହେ ନାହିଁ।

2 that I have great sorrow and unceasing pain in my heart.ମାରେ ଅଶଷେ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବଦନୋଗ୍ରସ୍ତ ଅଛି।

3 For I could wish that I myself were anathema from Christ for my brethren's sake, my kinsmen according to the flesh:ସମାନେେ ମାରେ ଭାଇ ଓ ଭଉଣୀ। ସମାନେେ ଏହି ସଂସାର ରେ ମାରେ ପରିବାର। ମୁଁ ସମାନଙ୍କେୁ ସାହାୟ୍ଯ କରିପା ରେ। ମୁଁ ନିଜେ ଅଭିଶପ୍ତ ହବୋ ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହାଇପୋ ରେ।

4 who are Israelites; whose is the adoption, and the glory, and the covenants, and the giving of the law, and the service `of God', and the promises;ସମାନେେ ଇଶ୍ରାୟେଲୀୟ ଲୋକ। ସମାନେେ ପରମେଶ୍ବରଙ୍କର ବଛାଯାଇଥୀବା ସନ୍ତାନ। ସମାନଙ୍କେ ପାଖ ରେ ପରମେଶ୍ବରଙ୍କ ମହିମା ଅଛି ଓ ସମାନେେ ପରମେଶ୍ବର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ବର ସମାନଙ୍କେୁ ମାଶାଙ୍କେ ବ୍ଯବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦଇେଛନ୍ତି। ପରମେଶ୍ବର ସମାନଙ୍କେୁ ତାଙ୍କର ପ୍ରତି ଶ୍ରୁତିମାନ ଦଇେଛନ୍ତି।

5 whose are the fathers, and of whom is Christ as concerning the flesh, who is over all, God blessed for ever. Amen.ସମାନେେ ଆମ ପୂର୍ବପୁରୁଷ ମାନଙ୍କର ବଂଶଧର ଅଟନ୍ତି। ସମାନେେ ସଂସାର ରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟ ରେ ଖ୍ରୀଷ୍ଟ ପରମେଶ୍ବର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

6 But `it is' not as though the word of God hath come to nought. For they are not all Israel, that are of Israel:ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ବର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବଲେି ନୁହେଁ, କାରଣ ଇଶ୍ରାୟେଲର କବଳେ ଅଳ୍ପ କିଛି ଲୋକ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ଲୋକ।

7 neither, because they are Abraham's seed, are they all children: but, In Isaac shall thy seed be called.ଅବ୍ରାହମଙ୍କ କବଳେ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତ ରେ ପରମେଶ୍ବରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ବର କହିଥୀଲେ: ଇସ୍ହାସ ଦ୍ବାରା ତୁମ୍ଭର ବିଧୀ ସଂଗତ ବଂଶବୃଦ୍ଦି ହବେ।

8 That is, it is not the children of the flesh that are children of God; but the children of the promise are reckoned for a seed.ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ବରଙ୍କର ପ୍ରକୃତ ସନ୍ତାନ ନୁହଁନ୍ତି। କବଳେ ଯେଉଁମାନେ ପରମେଶ୍ବରଙ୍କ ପ୍ରତିଜ୍ଞା ଦ୍ବାରା ପରମେଶ୍ବରଙ୍କ ସନ୍ତାନ ହଇେଥିଲେ ସହେିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ।

9 For this is a word of promise, According to this season will I come, and Sarah shall have a son.ପରମେଶ୍ବରଙ୍କ ପ୍ରତିଜ୍ଞା ଏହିପରି ଥିଲା: ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫରେିବି ଓ ସାରା ପୁତ୍ର ଜନ୍ମ କରିବ।

10 And not only so; but Rebecca also having conceived by one, `even' by our father Isaac--କବଳେ ଏତିକି ନୁହେଁ। ଆମ୍ଭର ପୂର୍ବ ପୁରୁଷ ୟିସ୍ହାଙ୍କ ଠାରୁ ରିବିକା ଦୁଇଟି ସନ୍ତାନ ଲାଭ କରିଥିଲେ।

11 for `the children' being not yet born, neither having done anything good or bad, that the purpose of God according to election might stand, not of works, but of him that calleth,ଦୁଇଟି ପୁତ୍ର ଜନ୍ମ ହବୋ ପୂର୍ବରୁ ଓ ସମାନେେ କୌଣସି ଭଲ ବା ମନ୍ଦ କାମ କରି ନଥୀବା ପୂର୍ବରୁ ପରମେଶ୍ବର ରିବିକାକୁ କହିଥୀଲେ, ବଡ ପୁତ୍ରଟି ସାନଟିର ସବୋକରିବ।

12 it was said unto her, The elder shall serve the younger.ପରମେଶ୍ବରଙ୍କ ମ ନୋନୟନ ତାହାଙ୍କ ଯଜେନା ଉପରେ ଆଧାରିତ ଥିଲା ଓ ଯାହା ସେ ଗ୍ଭହିଁଥୀଲେ ସହେି କାରଣରୁ ହେଲା।

13 Even as it is written, Jacob I loved, but Esau I hated.ଶାସ୍ତ୍ର କୁ ହେ: ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।

14 What shall we say then? Is there unrighteousness with God? God forbid.ତା' ହେଲେ ଏ ବିଷୟ ରେ ଆମ୍ଭେ କଣ କହିବା? କ'ଣ ପରମେଶ୍ବର ଅନ୍ଯାଯୀ?

15 For he saith to Moses, I will have mercy on whom I have mercy, and I will have compassion on whom I have compassion.ନା, ଆମ୍ଭେ ଏପରି କହି ପାରିବା ନାହିଁ। ପରମେଶ୍ବର ମାଶାଙ୍କେୁ କହିଥୀଲେ, ଆମ୍ଭେ ଯାହାକୁ ଦୟା କରିବା ପାଇଁ ଇଚ୍ଛା କରିବା, ଆମ୍ଭେ ତାହା ପ୍ରତି ଦୟା ଦଖାଇବୋ। ଆମ୍ଭେ ଯାହାକୁ କରୁଣା ଦଖାଇବୋ ପାଇଁ ଇଛା କରିବା ଆମ୍ଭେ ତାହାକୁ କରୁଣା ଦଖାଇବୋା

16 So then it is not of him that willeth, nor of him that runneth, but of God that hath mercy.ଅତଏବ, ପରମେଶ୍ବରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ ।

17 For the scripture saith unto Pharaoh, For this very purpose did I raise thee up, that I might show in thee my power, and that my name might be published abroad in all the earth.ଧର୍ମଶାନ୍ତ୍ର ରେ ଯେପରି ପରମେଶ୍ବର ଫାରୋକୁ କହନ୍ତି: ତୁମ୍ଭକୁ ଆମ୍ଭେ ଏହି ଏକ ମାତ୍ର ଉଦେଶ୍ଯ ପାଇଁ ତୁମ୍ଭକୁ ରାଜା କରିଛୁ, ୟଦ୍ବାରା ତୁମ୍ଭ ମାଧ୍ଯମ ରେ ଆମ୍ଭେ ଆପଣା ଶକ୍ତି ଦଖାଇେ ପାରିବା ଓ ଅତଏବ ଆମ୍ଭ ନାମ ସମଗ୍ର ବିଶ୍ବ ରେ ଘୋଷିତ ହେଉ ବୋଲ ଆମ୍ଭ ଇଚ୍ଛା।

18 So then he hath mercy on whom he will, and whom he will be hardeneth.ଅତଏବ ଯେଉଁମାନଙ୍କୁ ପରମେଶ୍ବର ଦୟା ଦଖାଇବୋକୁ ଚାହାନ୍ତି ସମାନଙ୍କେୁ ସେ ଦୟା ଦଖାେନ୍ତି ଓ ଯେଉଁ ମାନଙ୍କୁ ସେ କଠାେର କରିବାକୁ ଚାହାଁନ୍ତି, ସମାନଙ୍କେୁ ସେ କଠାେର କରନ୍ତି।

19 Thou wilt say then unto me, Why doth he still find fault? For who withstandeth his will?ତା ହେଲେ ତୁମ୍ଭେ ମାେତେ ପ୍ରଶ୍ନ କରି ପାର ଯେ ସେ ଆମ୍ଭର ଦୋଷ କାହିଁକି ଧରନ୍ତି?

20 Nay but, O man, who art thou that repliest against God? Shall the thing formed say to him that formed it, Why didst thou make me thus?ତୁମ୍ଭେ କବଳେ ଜଣେ ମଣିଷ। ପରମେଶ୍ବରଙ୍କୁ ଓଲଟି ପ୍ରଶ୍ନ ପଚାରିବାର ଅଧୀକାର ତୁମ୍ଭର ନାହିଁ। ମାଟିକଳସୀଟି କୁମ୍ଭାରକୁ ପ୍ରଶ୍ନ କରେ ନାହିଁ ଯେ ତୁମ୍ଭେ ମାେତେ ଏପରି ଭାବେ କାହିଁକି ଗଢିଲ?

21 Or hath not the potter a right over the clay, from the same lump to make one part a vessel unto honor, and another unto dishonor?କୁମ୍ଭାରର ଅଧୀକାର ରହିଛି ଯେ ସେ ମାଟି ପିଣ୍ତୁଳାଟି ନଇେ ବିଶଷେ ପ୍ରୟୋଜନ ନିମନ୍ତେ ଗୋଟିଏ ଓ ସାଧାରଣ ପ୍ରୟୋଜନ ନିମନ୍ତେ ଅନ୍ୟ ପାତ୍ରଟିଏ ତିଆରି କରିବ।

22 What if God, willing to show his wrath, and to make his power known, endured with much longsuffering vessels of wrath fitted unto destruction:ଠିକ୍ ସହେିଭଳି ପରମେଶ୍ବର ମଧ୍ଯ ନିଜର କୋରଧ ଓ ଶକ୍ତି ପ୍ରଦର୍ଶନ କରିବା ପାଇଁ ଚାହିଁଥୀଲେ। ସେ ଖୁବ୍ ଧୈୟ୍ଯର ସହିତ ତାହାଙ୍କ କୋର୍ଧ ଓ ବିନାଶ ପାତ୍ରମାନଙ୍କୁ ସହି ନଇେଥୀଲେ।

23 and that he might make known the riches of his glory upon vessels of mercy, which he afore prepared unto glory,ପରମେଶ୍ବର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦଖାଇବୋ ଲାଗି ର୍ଧୈୟ୍ଯପୂର୍ବକ ଅପେକ୍ଷା କରିଥୀଲେ।

24 `even' us, whom he also called, not from the Jews only, but also from the Gentiles?ସମାନଙ୍କେୁ ତାହାଙ୍କ ମହିମା ଦବୋ ପାଇଁ ପ୍ରସ୍ତୁତ କଲେ।

25 As he saith also in Hosea, I will call that my people, which was not my people; And her beloved, that was not beloved.ଆମ୍ଭେ ମାନେ ସହେି ଲୋକ। ପରମେଶ୍ବର କବଳେ ଯିହୂଦୀମାନଙ୍କ ଭିତରୁ ନୁହେଁ, କିନ୍ତୁ ଅଣ ଯିହୂଦୀମାନଙ୍କ ଭିତରୁ ମଧ୍ଯ ଆମ୍ଭ ମାନଙ୍କୁ ଡାକିଲେ। ହାେେଶୟ ପୁସ୍ତକରେ ଏହିପରି ଲଖାେ ଅଛି:

26 And it shall be, `that' in the place where it was said unto them, Ye are not my people, There shall they be called sons of the living God.ଏବଂ ଯେଉଁ ସ୍ଥାନ ରେ ପରମେଶ୍ବର କହିଥୀଲେ, 'ତୁମ୍ଭମାନେେ ଆମ୍ବ ଲୋକ ନୁହଁ'- ସହେି ସ୍ଥାନ ରେ ସମାନେେ ଜୀବିତ ପରମେଶ୍ବରଙ୍କ ସନ୍ତାନ ବୋଲାଇବେ। ହାେେଶୟ 1:10

27 And Isaiah crieth concerning Israel, If the number of the children of Israel be as the sand of the sea, it is the remnant that shall be saved:ଏବଂ ଇଶ୍ରାୟେଲ ବିଷୟ ରେ ୟିଶାଇୟ ଘାଷେଣା କରି କୁହନ୍ତି:

28 for the Lord will execute `his' word upon the earth, finishing it and cutting it short.କାରଣ ପ୍ରଭୁ ନିଜ ନ୍ଯାୟ ବଳ ରେ ବିଚାର କରି ପୃଥିବୀର ଲୋକଙ୍କୁ ଶୀଘ୍ର ସମାପ୍ତ କରି ଦବେେ।

29 And, as Isaiah hath said before, Except the Lord of Sabaoth had left us a seed, We had become as Sodom, and had been made like unto Gomorrah.ୟିଶାଇୟ ଆହୁରି ମଧ୍ଯ କହିଥିଲେ:

30 What shall we say then? That the Gentiles, who followed not after righteousness, attained to righteousness, even the righteousness which is of faith:ତା' ହେଲେ ଏସବୁର ଅର୍ଥ କ'ଣ? ଏହାର ଅର୍ଥ ଯେ, ଅଣଯିହୂଦୀମାନେ ପରମେଶ୍ବରଙ୍କ ପାଇଁ ଧାର୍ମିକ ହବୋ ପାଇଁ ଯତ୍ନ ଶୀଳ ନୁହଁନ୍ତି। କିନ୍ତୁ ସମାନେେ ପରମେଶ୍ବରଙ୍କ ଦ୍ବାରା ନିଜ ବିଶ୍ବାସ ହତେୁ ଧାର୍ମିକ ହେଲେ।

31 but Israel, following after a law of righteousness, did not arrive at `that' law.ଇଶ୍ରାୟେଲର ଲୋକେ ଧାର୍ମିକ ହବୋ ପାଇଁ ବ୍ଯବସ୍ଥା ପାଳନ କରି ମଧ୍ଯ କୃତକାର୍ୟ୍ଯ ହେଲେ ନାହିଁ।

32 Wherefore? Because `they sought it' not by faith, but as it were by works. They stumbled at the stone of stumbling;କାରଣ ସମାନଙ୍କେର ବିଶ୍ବାସ ନଥିଲା ଯେ ସମାନେେ ନିଜର କାର୍ୟ୍ଯ ଦ୍ବାରା ଧାର୍ମିକ ହବୋ ପାଇଁ ଚେଷ୍ଟା କଲେ ତେଣୁ ସମାନେେ ଝୁଣ୍ଟି ପଡିବା ପଥର ରେ ଝୁଣ୍ଟି ପଡିଲେ।

33 even as it is written, Behold, I lay in Zion a stone of stumbling and a rock of offence: And he that believeth on him shall not be put to shame.ଧର୍ମଶାସ୍ତ୍ର ସେ ପଥର ବିଷୟ ରେ କୁ ହେ:

Oriya Bible