Romans 7 - WEB (Oriya)
1 Or don't you know, brothers{The word for "brothers" here and where context allows may also be correctly translated "brothers and sisters" or "siblings."} (for I speak to men who know the law), that the law has dominion over a man for as long as he lives?ଭାଇ ଓ ଭଉଣୀଗଣ, ତୁମ୍ଭମାନେେ ବ୍ଯବସ୍ଥା ଜାଣ। ତୁମ୍ଭମାନେେ ଜାଣ ଯେ ଯେତବେେଳେ ଜଣେ ଲୋକ ଜୀବିତ, ବ୍ଯବସ୍ଥା ତାହାକୁ ନିୟନ୍ତ୍ରିତ କଲେ।
2 For the woman that has a husband is bound by law to the husband while he lives, but if the husband dies, she is discharged from the law of the husband.ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ସମୟ ପର୍ୟ୍ଯନ୍ତ ତା' ସହିତ ଆବଦ୍ଧ ହାଇେ ରହିଥାଏ। କିନ୍ତୁ ଯେତବେେଳେ ତାହାର ସ୍ବାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହାଇେ ଯାଏ।
3 So then if, while the husband lives, she is joined to another man, she would be called an adulteress. But if the husband dies, she is free from the law, so that she is no adulteress, though she is joined to another man.କିନ୍ତୁ ଯେତବେେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ଅବସ୍ଥା ରେ, ଆଉ ଜଣକୁ ବିବାହ କରେ, ବ୍ଯବସ୍ଥା କୁ ହେ ଯେ, ସେ ବ୍ଯଭିଚ଼ାର ଦୋଷ ରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ବାମୀ ମରି ଯାଏ, ତାହା ହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ଯବସ୍ଥାରୁ ମୁକ୍ତ ହାଇେ ଯାଏ। ଅତଏବ, ଯଦି ସହେି ସ୍ତ୍ରୀଲୋକ ସ୍ବାମୀର ମୃତ୍ଯୁ ପରେ ଆଉ ଜଣକୁ ବିବାହ କରେ, ସେ ବ୍ଯଭିଚ଼ାର ଦୋଷ ରେ ଆଉ ଦୋଷୀ ହୁଏ ନାହିଁ।
4 Therefore, my brothers, you also were made dead to the law through the body of Christ, that you would be joined to another, to him who was raised from the dead, that we might bring forth fruit to God.ଠିକ୍ ସହେି ଭଳି, ମାେ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ଯକ୍ତିତ୍ବ ମରିଯାଇଛି ଓ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଶରୀର ମାଧ୍ଯମ ରେ ବ୍ଯବସ୍ଥାରୁ ମୁକ୍ତ ହାଇଯୋଇଛ। ଏବେ ତୁମ୍ଭମାନେେ ଅନ୍ୟ ଜଣକର ଅଟ। ତୁମ୍ଭମାନେେ ମୃତ୍ଯୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ବରଙ୍କ ସବୋ ରେ ନିଯୋଜିତ ହାଇେ ପାରିବା।
5 For when we were in the flesh, the sinful passions which were through the law, worked in our members to bring forth fruit to death.ଅତୀତ ରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ବାରା ବ୍ଯବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ଯାତ୍ମିକ ମୃତ୍ଯୁ ଘଟାଉ ଥିଲା।
6 But now we have been discharged from the law, having died to that in which we were held; so that we serve in newness of the spirit, and not in oldness of the letter.ଅତୀତର ବ୍ଯବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ଯକ୍ତିତ୍ବ ଏବେ ମରି ଯାଇଛି ଓ ଆମ୍ଭେ ବ୍ଯବସ୍ଥାରୁ ମୁକ୍ତ ହାଇେ ସାରିଛୁ। ଅତଏବ ଆମ୍ଭେ ପ୍ରାଚ଼ୀନ ପଦ୍ଧତି ଲିଖିତ ବ୍ଯବସ୍ଥା ଅନୁସାରେ ପରମେଶ୍ବରଙ୍କ ସବୋ କରୁନାହୁଁ। ଆମ୍ଭେ ପରମେଶ୍ବରଙ୍କ ନୂତନ ପଦ୍ଧତି ରେ ଆତ୍ମା ରେ ସବୋ କରୁଅଛୁ।
7 What shall we say then? Is the law sin? May it never be! However, I wouldn't have known sin, except through the law. For I wouldn't have known coveting, unless the law had said, "You shall not covet."ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ଯବସ୍ଥା ହେଉଛି ଏକା କଥା। ଏହା ସତ୍ଯ ନୁହେଁ। କିନ୍ତୁ ବ୍ଯବସ୍ଥା ହେଉଛି ଏକମାତ୍ର ଉପାୟ ଯାହା ଦ୍ବାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କବେେ ହେଲେ ଜାଣି ପାରି ନଥାନ୍ତି, ଲୋଭ କରିବା ଅର୍ଥ କଣ। କିନ୍ତୁ ବ୍ଯବସ୍ଥା କହିଲା, ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କବେେ ହେଲେ ଲୋଭ କର ନାହିଁ।
8 But sin, finding occasion through the commandment, produced in me all kinds of coveting. For apart from the law, sin is dead.ଏହି ଆଦେଶ ଅନୁସାରେ ମାେ ଭିତ ରେ ସମସ୍ତ ପ୍ରକାରର ଭୁଲ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହତେୁ ପାପ ମାେ ପାଖକୁ ଆସିଲା। କିନ୍ତୁ ବ୍ଯବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ।
9 I was alive apart from the law once, but when the commandment came, sin revived, and I died.ବ୍ଯବସ୍ଥା ଜାଣିବା ପୂର୍ବରୁ, ବ୍ଯବସ୍ଥା ବିନା ମୁଁ ଜୀବିତ ଥିଲା। କିନ୍ତୁ ଯେତବେେଳେ ବ୍ଯବସ୍ଥାର ଆଦେଶ ମାେ ପାଖକୁ ଆସିଲା, ସେତବେେଳେ ପାପ ଜୀବିତ ହେଲା ଓ ପାପ ହତେୁ ଆତ୍ମିକ ଭାବରେ ମୁଁ ମୃତ୍ଯୁ ବରଣ କଲି।
10 The commandment, which was for life, this I found to be for death;ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମାେ ପାଇଁ ଆଜ୍ଞା ଆଣିଲା ମୃତ୍ଯୁ।
11 for sin, finding occasion through the commandment, deceived me, and through it killed me.ଏହି ଆଜ୍ଞାକୁ ବ୍ଯବହାର କରି ପାପ ମାେତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମାେତେ ଆତ୍ମିକ ଭାବରେ ମୃତ କରାଇବା ରେ ପାପ ଏହି ଆଜ୍ଞାକୁ ବ୍ଯବହାର କଲା।
12 Therefore the law indeed is holy, and the commandment holy, and righteous, and good.ଅତଏବ ବ୍ଯବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ଯ ପବିତ୍ର, ଠିକ୍ ଓ ଉତ୍ତମ।
13 Did then that which is good become death to me? May it never be! But sin, that it might be shown to be sin, by working death to me through that which is good; that through the commandment sin might become exceeding sinful.ଏହାର କଣ ଏହି ଅର୍ଥ ଯେ ଯାହା ଭଲ, ତାହାହିଁ ମାେ ପାଇଁ ମୃତ୍ଯୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ଯବହାର କରି ମାେ ପାଇଁ ମୃତ୍ଯୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ'ଣ ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ଯବହାର ମଧ୍ଯ ଏହାହିଁ ଦଖାଇବୋ ପାଇଁ ହେଲା।
14 For we know that the law is spiritual, but I am fleshly, sold under sin.ମୁଁ ଜାଣେ ଯେ ବ୍ଯବସ୍ଥା ହେଉଛି ଆତ୍ମିକ। କନ୍ତୁ ମୁଁ ଆତ୍ମକ ନୁହେଁ। ପାପର ଦାସ ଭଳି ମୁଁ ତା' ପାଖ ରେ ବିକ୍ରି ହାଇେ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ।
15 For I don't know what I am doing. For I don't practice what I desire to do; but what I hate, that I do.ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସହେି କାମ କରେ।
16 But if what I don't desire, that I do, I consent to the law that it is good.ଯେଉଁ କାମ କରିବାକୁ ଚା ହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ଯବସ୍ଥା ଭଲ ବୋଲି ସମର୍ଥନ କରେ।
17 So now it is no more I that do it, but sin which dwells in me.କିନ୍ତୁ ମୁଁ, ପକୃତ ରେ ଏହି ମନ୍ଦ କମ କରି ନ ଥାଏ। ମାେ ଭିତ ରେ ଥିବା ପାପର ସ୍ବଭାବ ଏହି ସବୁ କାମ କରେ।
18 For I know that in me, that is, in my flesh, dwells no good thing. For desire is present with me, but I don't find it doing that which is good.ମୁଁ ଏହା ଜାଣେ ଯେ ମାେ ଭିତ ରେ କିଛି ଭଲ ନାହିଁ। ମାେ କହିବା ଅର୍ଥ ଯେ, ମାରେଶରୀର ରେ କୌଣସି ଭଲ ବିଷୟ ନାହିଁ।
19 For the good which I desire, I don't do; but the evil which I don't desire, that I practice.ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ।
20 But if what I don't desire, that I do, it is no more I that do it, but sin which dwells in me.ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଚା ହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତ ରେ ଏସବୁ କରେ ନାହିଁ। ମାେ ଭିତ ରେ ଥିବା ପାପ ଏହି ସବୁ କାମ କରେ।
21 I find then the law, that, to me, while I desire to do good, evil is present.ସହେି ଭଳି ମୁଁ ଏହି ବ୍ଯବସ୍ଥାଟି ଶିଖିଛି: ଯେତବେେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମାେ ପାଖେ ଉପସ୍ଥିତ ଥାଏ।
22 For I delight in God's law after the inward man,ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।
23 but I see a different law in my members, warring against the law of my mind, and bringing me into captivity under the law of sin which is in my members.କିନ୍ତୁ ମାେ ଶରୀର ରେ ମୁଁ ଆଉ ଗୋଟିଏ ବ୍ଯବସ୍ଥା କାମ କରୁଥିବାର ଦେଖୁଛି। ସମାନେେ ଗ୍ରହଣ କରୁଥିବା ବ୍ଯବସ୍ଥା ସହିତ ମାେ ଶରୀରର ବ୍ଯବସ୍ଥା ସଂଘର୍ଷ କରୁଛି। ମାେ ଶରୀର ରେ କାମ କରୁଥିବା ଏହି ବ୍ଯବସ୍ଥାଟି ପାପର ବ୍ଯବସ୍ଥା ଅଟେ, ଓ ସୋହି ବ୍ଯବସ୍ଥା ମାେତେ ବନ୍ଦୀ କରି ପକାଏ।
24 What a wretched man I am! Who will deliver me out of the body of this death?ଏହା ଭୟଙ୍କର ଅଟେ! ମାେତେ ଏହି ଶରୀରରୁ, ଯାହା ମାେ ପାଇଁ ମୁତ୍ଯୁ ଆଣେ, କିଏ ରକ୍ଷା କରିବ? ପରମେଶ୍ବର ମାେତେ ରକ୍ଷା କରିବେ।
25 I thank God through Jesus Christ, our Lord! So then with the mind, I myself serve God's law, but with the flesh, the sin's law.ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଧନ୍ଯବାଦ ହେଉ। ଅତଏବ-ମାେ ମନ ସହିତ ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାର ଦାସ। କିନ୍ତୁ ପାପପୂର୍ଣ ସ୍ବଭାବରେ ମୁଁ ପାପୟୁକ୍ତ ନିୟମର ଦାସ।
Oriya Bible