Romans 7 - DBY (Oriya)
1 Are ye ignorant, brethren, (for I speak to those knowing law,) that law rules over a man as long as he lives?ଭାଇ ଓ ଭଉଣୀଗଣ, ତୁମ୍ଭମାନେେ ବ୍ଯବସ୍ଥା ଜାଣ। ତୁମ୍ଭମାନେେ ଜାଣ ଯେ ଯେତବେେଳେ ଜଣେ ଲୋକ ଜୀବିତ, ବ୍ଯବସ୍ଥା ତାହାକୁ ନିୟନ୍ତ୍ରିତ କଲେ।
2 For the married woman is bound by law to her husband so long as he is alive; but if the husband should die, she is clear from the law of the husband:ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ସମୟ ପର୍ୟ୍ଯନ୍ତ ତା' ସହିତ ଆବଦ୍ଧ ହାଇେ ରହିଥାଏ। କିନ୍ତୁ ଯେତବେେଳେ ତାହାର ସ୍ବାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହାଇେ ଯାଏ।
3 so then, the husband being alive, she shall be called an adulteress if she be to another man; but if the husband should die, she is free from the law, so as not to be an adulteress, though she be to another man.କିନ୍ତୁ ଯେତବେେଳେ ଜଣେ ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ଅବସ୍ଥା ରେ, ଆଉ ଜଣକୁ ବିବାହ କରେ, ବ୍ଯବସ୍ଥା କୁ ହେ ଯେ, ସେ ବ୍ଯଭିଚ଼ାର ଦୋଷ ରେ ଦୋଷୀ। କିନ୍ତୁ ଯଦି ସେ ସ୍ତ୍ରୀଲୋକର ସ୍ବାମୀ ମରି ଯାଏ, ତାହା ହେଲେ ସେ ସ୍ତ୍ରୀଲୋକଟି ବିବାହର ବନ୍ଧନ ବ୍ଯବସ୍ଥାରୁ ମୁକ୍ତ ହାଇେ ଯାଏ। ଅତଏବ, ଯଦି ସହେି ସ୍ତ୍ରୀଲୋକ ସ୍ବାମୀର ମୃତ୍ଯୁ ପରେ ଆଉ ଜଣକୁ ବିବାହ କରେ, ସେ ବ୍ଯଭିଚ଼ାର ଦୋଷ ରେ ଆଉ ଦୋଷୀ ହୁଏ ନାହିଁ।
4 So that, my brethren, *ye* also have been made dead to the law by the body of the Christ, to be to another, who has been raised up from among [the] dead, in order that we might bear fruit to God.ଠିକ୍ ସହେି ଭଳି, ମାେ ଭାଇ ଓ ଭଉଣୀଗଣ, ତୁମ୍ଭମାନଙ୍କ ପୁରୁଣା ବ୍ଯକ୍ତିତ୍ବ ମରିଯାଇଛି ଓ ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଶରୀର ମାଧ୍ଯମ ରେ ବ୍ଯବସ୍ଥାରୁ ମୁକ୍ତ ହାଇଯୋଇଛ। ଏବେ ତୁମ୍ଭମାନେେ ଅନ୍ୟ ଜଣକର ଅଟ। ତୁମ୍ଭମାନେେ ମୃତ୍ଯୁରୁ ବଞ୍ଚି ଉଠିଥିବା ଖ୍ରୀଷ୍ଟଙ୍କର ଅଟ। ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ଅଟୁ, ସେଥିପାଇଁ ଆମ୍ଭେ ପରମେଶ୍ବରଙ୍କ ସବୋ ରେ ନିଯୋଜିତ ହାଇେ ପାରିବା।
5 For when we were in the flesh the passions of sins, which [were] by the law, wrought in our members to bring forth fruit to death;ଅତୀତ ରେ, ଆମ୍ଭେ ଆମ୍ଭର ପାପପୂର୍ଣ୍ଣ ଶରୀର ଦ୍ବାରା ନିୟନ୍ତ୍ରିତ ହେଉଥିଲୁ। ଆମ୍ଭ ଦ୍ବାରା ବ୍ଯବସ୍ଥା ପାପପୂର୍ଣ୍ଣ କାମ କରାଉ ଥିଲା। ଓ ଏହି ପାପପୂର୍ଣ୍ଣ କାମସବୁ ଆମ୍ଭର ଶରୀରକୁ ନିୟନ୍ତ୍ରିତ କରୁଥିଲା। ଅତଏବ ଏହି କର୍ମ ଆମ୍ଭର ଆଧ୍ଯାତ୍ମିକ ମୃତ୍ଯୁ ଘଟାଉ ଥିଲା।
6 but now we are clear from the law, having died in that in which we were held, so that we should serve in newness of spirit, and not in oldness of letter.ଅତୀତର ବ୍ଯବସ୍ଥା ଆମ୍ଭକୁ ବନ୍ଦୀ ଭଳି ବାନ୍ଧି ରଖି ଥିଲା। କିନ୍ତୁ ଆମ୍ଭର ପୁରୁଣା ବ୍ଯକ୍ତିତ୍ବ ଏବେ ମରି ଯାଇଛି ଓ ଆମ୍ଭେ ବ୍ଯବସ୍ଥାରୁ ମୁକ୍ତ ହାଇେ ସାରିଛୁ। ଅତଏବ ଆମ୍ଭେ ପ୍ରାଚ଼ୀନ ପଦ୍ଧତି ଲିଖିତ ବ୍ଯବସ୍ଥା ଅନୁସାରେ ପରମେଶ୍ବରଙ୍କ ସବୋ କରୁନାହୁଁ। ଆମ୍ଭେ ପରମେଶ୍ବରଙ୍କ ନୂତନ ପଦ୍ଧତି ରେ ଆତ୍ମା ରେ ସବୋ କରୁଅଛୁ।
7 What shall we say then? [is] the law sin? Far be the thought. But I had not known sin, unless by law: for I had not had conscience also of lust unless the law had said, Thou shalt not lust;ତୁମ୍ଭେ ଭାବି ପାର ଯେ, ମୁଁ କହୁଛି ପାପ ଓ ବ୍ଯବସ୍ଥା ହେଉଛି ଏକା କଥା। ଏହା ସତ୍ଯ ନୁହେଁ। କିନ୍ତୁ ବ୍ଯବସ୍ଥା ହେଉଛି ଏକମାତ୍ର ଉପାୟ ଯାହା ଦ୍ବାରା ମୁଁ ପାପର ଅର୍ଥ ଜାଣି ପାରିଲି। ମୁଁ କବେେ ହେଲେ ଜାଣି ପାରି ନଥାନ୍ତି, ଲୋଭ କରିବା ଅର୍ଥ କଣ। କିନ୍ତୁ ବ୍ଯବସ୍ଥା କହିଲା, ଅନ୍ୟମାନଙ୍କ ବସ୍ତୁ ପାଇବା ପାଇଁ କବେେ ହେଲେ ଲୋଭ କର ନାହିଁ।
8 but sin, getting a point of attack by the commandment, wrought in me every lust; for without law sin [was] dead.ଏହି ଆଦେଶ ଅନୁସାରେ ମାେ ଭିତ ରେ ସମସ୍ତ ପ୍ରକାରର ଭୁଲ ବସ୍ତୁ ପ୍ରତି ପାପ ଇଚ୍ଛା ଜାଗ୍ରତ କରାଇଲା। ସେଥିପାଇଁ ଉକ୍ତ ଆଦେଶ ହତେୁ ପାପ ମାେ ପାଖକୁ ଆସିଲା। କିନ୍ତୁ ବ୍ଯବସ୍ଥା ବିନା ପାପର କୌଣସି ଶକ୍ତି ନାହିଁ।
9 But *I* was alive without law once; but the commandment having come, sin revived, but *I* died.ବ୍ଯବସ୍ଥା ଜାଣିବା ପୂର୍ବରୁ, ବ୍ଯବସ୍ଥା ବିନା ମୁଁ ଜୀବିତ ଥିଲା। କିନ୍ତୁ ଯେତବେେଳେ ବ୍ଯବସ୍ଥାର ଆଦେଶ ମାେ ପାଖକୁ ଆସିଲା, ସେତବେେଳେ ପାପ ଜୀବିତ ହେଲା ଓ ପାପ ହତେୁ ଆତ୍ମିକ ଭାବରେ ମୁଁ ମୃତ୍ଯୁ ବରଣ କଲି।
10 And the commandment, which [was] for life, was found, [as] to me, itself [to be] unto death:ଆଦେଶର ଆଜ୍ଞା ଥିଲା ଜୀବନ ଦାନ କିନ୍ତୁ ମାେ ପାଇଁ ଆଜ୍ଞା ଆଣିଲା ମୃତ୍ଯୁ।
11 for sin, getting a point of attack by the commandment, deceived me, and by it slew [me].ଏହି ଆଜ୍ଞାକୁ ବ୍ଯବହାର କରି ପାପ ମାେତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମାେତେ ଆତ୍ମିକ ଭାବରେ ମୃତ କରାଇବା ରେ ପାପ ଏହି ଆଜ୍ଞାକୁ ବ୍ଯବହାର କଲା।
12 So that the law indeed [is] holy, and the commandment holy, and just, and good.ଅତଏବ ବ୍ଯବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ଯ ପବିତ୍ର, ଠିକ୍ ଓ ଉତ୍ତମ।
13 Did then that which is good become death to me? Far be the thought. But sin, that it might appear sin, working death to me by that which is good; in order that sin by the commandment might become exceeding sinful.ଏହାର କଣ ଏହି ଅର୍ଥ ଯେ ଯାହା ଭଲ, ତାହାହିଁ ମାେ ପାଇଁ ମୃତ୍ଯୁ ଆଣିଲା? କିନ୍ତୁ ଯାହା ଭଲ ପାପ ତାହାକୁ ହିଁ ବ୍ଯବହାର କରି ମାେ ପାଇଁ ମୃତ୍ଯୁ ଆଣିଲା। ଏହା ହେଲା, ଯେପରି ମୁଁ ଜାଣି ପାରିବି ପାପ କ'ଣ ? ପାପ ହେଉଛି ଅତିଶୟ ମନ୍ଦ, ଏହା ଜଣାଇବା ପାଇଁ ଏପରି ଘଟିଲା ଓ ଆଜ୍ଞାର ବ୍ଯବହାର ମଧ୍ଯ ଏହାହିଁ ଦଖାଇବୋ ପାଇଁ ହେଲା।
14 For we know that the law is spiritual: but *I* am fleshly, sold under sin.ମୁଁ ଜାଣେ ଯେ ବ୍ଯବସ୍ଥା ହେଉଛି ଆତ୍ମିକ। କନ୍ତୁ ମୁଁ ଆତ୍ମକ ନୁହେଁ। ପାପର ଦାସ ଭଳି ମୁଁ ତା' ପାଖ ରେ ବିକ୍ରି ହାଇେ ଯାଈଛି। ମୁଁ ଯାହାକରେ ତାହା ମୁଁ ବୁଝେ ନାହିଁ।
15 For that which I do, I do not own: for not what I will, this I do; but what I hate, this I practise.ଯେଉଁ ଭଲ କାମ ମୁଁ କରିବାକୁ ଇଚ୍ଛା କରେ, ମୁଁ କରେ ନାହିଁ। ଓ ଯେଉଁ ମନ୍ଦ କାମ କରିବାକୁ ମୁଁ ଘୃଣା କରେ, ସହେି କାମ କରେ।
16 But if what I do not will, this I practise, I consent to the law that [it is] right.ଯେଉଁ କାମ କରିବାକୁ ଚା ହେଁ ନାହିଁ, ଯଦି ମୁଁ ତାହା କରେ, ତାହାର ଅର୍ଥ ଯେ, ବ୍ଯବସ୍ଥା ଭଲ ବୋଲି ସମର୍ଥନ କରେ।
17 Now then [it is] no longer *I* [that] do it, but the sin that dwells in me.କିନ୍ତୁ ମୁଁ, ପକୃତ ରେ ଏହି ମନ୍ଦ କମ କରି ନ ଥାଏ। ମାେ ଭିତ ରେ ଥିବା ପାପର ସ୍ବଭାବ ଏହି ସବୁ କାମ କରେ।
18 For I know that in me, that is, in my flesh, good does not dwell: for to will is there with me, but to do right [I find] not.ମୁଁ ଏହା ଜାଣେ ଯେ ମାେ ଭିତ ରେ କିଛି ଭଲ ନାହିଁ। ମାେ କହିବା ଅର୍ଥ ଯେ, ମାରେଶରୀର ରେ କୌଣସି ଭଲ ବିଷୟ ନାହିଁ।
19 For I do not practise the good that I will; but the evil I do not will, that I do.ମୁଁ ଭଲ କାମ କରିବାକୁ ଇଚ୍ଛା କରେ। କିନ୍ତୁ ମୁଁ ଏହା କରେ ନାହିଁ।
20 But if what *I* do not will, this I practise, [it is] no longer *I* [that] do it, but the sin that dwells in me.ମୁଁ ମନ୍ଦ କାମ କରେ ଯାହା ମୁଁ କରିବାକୁ ଚା ହେଁ ନାହିଁ। ତାହାର ଅର୍ଥ ମୁଁ ପ୍ରକୃତ ରେ ଏସବୁ କରେ ନାହିଁ। ମାେ ଭିତ ରେ ଥିବା ପାପ ଏହି ସବୁ କାମ କରେ।
21 I find then the law upon *me* who will to practise what is right, that with *me* evil is there.ସହେି ଭଳି ମୁଁ ଏହି ବ୍ଯବସ୍ଥାଟି ଶିଖିଛି: ଯେତବେେଳେ ମୁଁ ଭଲ କାମ କହିବାକୁ ଇଚ୍ଛା କରେ, ମନ୍ଦ ମାେ ପାଖେ ଉପସ୍ଥିତ ଥାଏ।
22 For I delight in the law of God according to the inward man:ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।
23 but I see another law in my members, warring in opposition to the law of my mind, and bringing me into captivity to the law of sin which exists in my members.କିନ୍ତୁ ମାେ ଶରୀର ରେ ମୁଁ ଆଉ ଗୋଟିଏ ବ୍ଯବସ୍ଥା କାମ କରୁଥିବାର ଦେଖୁଛି। ସମାନେେ ଗ୍ରହଣ କରୁଥିବା ବ୍ଯବସ୍ଥା ସହିତ ମାେ ଶରୀରର ବ୍ଯବସ୍ଥା ସଂଘର୍ଷ କରୁଛି। ମାେ ଶରୀର ରେ କାମ କରୁଥିବା ଏହି ବ୍ଯବସ୍ଥାଟି ପାପର ବ୍ଯବସ୍ଥା ଅଟେ, ଓ ସୋହି ବ୍ଯବସ୍ଥା ମାେତେ ବନ୍ଦୀ କରି ପକାଏ।
24 O wretched man that I [am]! who shall deliver me out of this body of death?ଏହା ଭୟଙ୍କର ଅଟେ! ମାେତେ ଏହି ଶରୀରରୁ, ଯାହା ମାେ ପାଇଁ ମୁତ୍ଯୁ ଆଣେ, କିଏ ରକ୍ଷା କରିବ? ପରମେଶ୍ବର ମାେତେ ରକ୍ଷା କରିବେ।
25 I thank God, through Jesus Christ our Lord. So then *I* *myself* with the mind serve God's law; but with the flesh sin's law.ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଧନ୍ଯବାଦ ହେଉ। ଅତଏବ-ମାେ ମନ ସହିତ ମୁଁ ପରମେଶ୍ବରଙ୍କ ବ୍ଯବସ୍ଥାର ଦାସ। କିନ୍ତୁ ପାପପୂର୍ଣ ସ୍ବଭାବରେ ମୁଁ ପାପୟୁକ୍ତ ନିୟମର ଦାସ।
Oriya Bible