Bible

Romans 4 - ASV (Oriya)

1 What then shall we say that Abraham, our forefather, hath found according to the flesh?ତା' ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରାହାମଙ୍କ ବିଷୟ ରେ କ'ଣ କହି ପାରିବା?

2 For if Abraham was justified by works, he hath whereof to glory; but not toward God.ସେ ବିଶ୍ବାସ ବିଷୟ ରେ କ'ଣ ଶିଖିଲେ? ଅବ୍ରାହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା' ହେଲେ, ସେଥି ରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କ ଆଗ ରେ ଗର୍ବ କରି ପାରିଲେ ନାହିଁ।

3 For what saith the scripture? And Abraham believed God, and it was reckoned unto him for righteousness.ଶାସ୍ତ୍ର କୁ ହେ, ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।

4 Now to him that worketh, the reward is not reckoned as of grace, but as of debt.କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦବୋ ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ।

5 But to him that worketh not, but believeth on him that justifieth the ungodly, his faith is reckoned for righteousness.କିନ୍ତୁ ଜଣେ ଲୋକ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବୋ ଭଳି କାମ କରି ପରନୋହିଁ। ତାହାହ ପରମେଶ୍ବରଙ୍କ ପ୍ରତି ବିଶ୍ବାସ ରହିବା ଉଚ଼ିତ। ତା' ହେଲେ ପରମେଶ୍ବର ସେ ଲୋକର ବିଶ୍ବାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ବର ମନ୍ଦ ଲୋକକୁ ମଧ୍ଯ ଧାର୍ମିକ କରି ପାରନ୍ତି।

6 Even as David also pronounceth blessing upon the man, unto whom God reckoneth righteousness apart from works,ଦାଉଦ ସହେି କଥା କହୁଛନ୍ତି, ମଣିଷ ଯାହା କରିଛି ତାହାର ହିସାବ ନକରି ପରମେଶ୍ବର ଯେତବେେଳେ ତାହାକୁ ଧାର୍ମିକ ହିସାବ ରେ ଗଣନା କରନ୍ତି, ସେ ଲୋକ ହିଁ ପ୍ରକୃତ ରେ ଧନ୍ଯ:

7 `saying', Blessed are they whose iniquities are forgiven, And whose sins are covered.ଲୋକେ ପ୍ରକୃତ ରେ ଧନ୍ଯ, ଯେତବେେଳେ ସମାନଙ୍କେର ଅପରାଧ କ୍ଷମା କରାଯାଏ, ଓ ଯେତବେେଳେ ସମାନଙ୍କେର ପାପଗୁଡ଼ିକୁ ଢ଼ାଙ୍କି ଦିଆ ଯାଏ!

8 Blessed is the man to whom, the Lord will not reckon sin.ଓ ସେ ଲୋକମାନେ ପ୍ରକୃତ ରେ ଧନ୍ଯ, ଯେତବେେଳେ ପାପରହିତ ଭାବେ ପରମେଶ୍ବର ତାହାଙ୍କୁ ଗ୍ରହଣ କରି ନଇେଛନ୍ତି। ଗୀତସଂହିତା 32:1-2

9 Is this blessing then pronounced upon the circumcision, or upon the uncircumcision also? for we say, To Abraham his faith was reckoned for righteousness.ତବେେ ଏହି ଖୁସି କଣ କବଳେ ସୁନ୍ନତ ହାଇେଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହାଇେ ନାହାଁନ୍ତି ସମାନଙ୍କେ ପାଇଁ ମଧ୍ଯ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସକୁ ଗ୍ରହଣ କଲେ ଓ ସହେି ବିଶ୍ବାସ ଅବ୍ରାହାମକୁ ତାଙ୍କ ପ୍ରତି ଧାର୍ମିକ କଲା।

10 How then was it reckoned? when he was in circumcision, or in uncircumcision? Not in circumcision, but in uncircumcision:ଏହା ଘଟିଲା କିପରି? ପରମେଶ୍ବର ଅବ୍ରାହାମଙ୍କୁ ସୁନ୍ନତ ହବୋପରେ ଗ୍ରହଣ କଲେ, ନା ସୁନ୍ନତ ହବୋ ପୂର୍ବରୁ ଗ୍ରହଣ କଲେ? ସେ ସୁନ୍ନତ ହାଇେ ସାରିଲା ପରେ ଏହା ପ୍ରକୃତ ରେ ଘଟିନାହିଁ, କିନ୍ତୁ ସେ ସୁନ୍ନତ ନ ହାଇେଥିଲା ବେଳେ ଏହା ଘଟିଛି।

11 and he received the sign of circumcision, a seal of the righteousness of the faith which he had while he was in uncircumcision; that he might be the father of all them that believe, though they be in uncircumcision, that righteousness might be reckoned unto them;ପରମେଶ୍ବର ଗ୍ରହଣ କରି ନଇେଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହବୋ ପୂର୍ବରୁ ପରମେଶ୍ବରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ବରଙ୍କୁ ବିଶ୍ବାସ କରନ୍ତି ଓ ସୁନ୍ନତ ହାଇେ ନାହାଁନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରାହାମ ଅଟନ୍ତି। ସମାନେେ ବିଶ୍ବାସ କରନ୍ତି ଓ ଏହି କାରଣରୁ ସମାନେେ ପରମେଶ୍ବରଙ୍କ ପାଇଁ ଧାର୍ମିକ ବୋଲି ନିରୁପିତ ହୁଅନ୍ତି।

12 and the father of circumcision to them who not only are of the circumcision, but who also walk in the steps of that faith of our father Abraham which he had in uncircumcision.ଅସୁନ୍ନତ ଲୋକଙ୍କର ପିତା ମଧ୍ଯ ଅବ୍ରାହାମ। ସୁନ୍ନତ ହାଇେଥିବା କାରଣରୁ ଅବ୍ରାହାମ ସମାନଙ୍କେର ପିତା ନୁହଁନ୍ତି। ସୁନ୍ନତ ହବୋ ପୂର୍ବରୁ ଅବ୍ରାହାମଙ୍କର ଯେଉଁ ବିଶ୍ବାସ ଥିଲା, ଯଦି ସମାନେେ ମଧ୍ଯ ସହେି ବିଶ୍ବାସ ଗ୍ରହଣ କରନ୍ତି, ତା' ହେଲେ ଅବ୍ରାହାମ ସମାନଙ୍କେର ପିତା।

13 For not through the law was the promise to Abraham or to his seed that he should be heir of the world, but through the righteousness of faith.ଅବ୍ରାହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସମାନେେ ସଂସାରର ଉତ୍ତରାଧିକାରୀ ହବେେ। କିନ୍ତୁ ଅବ୍ରାହାମ ଏହି ପ୍ରତିଶ୍ରୁତି ବ୍ଯବସ୍ଥା ପାଳନ କରିଥିବାରୁ ମିଳି ନଥିଲା। ବିଶ୍ବାସ ଦ୍ବାରା ସେ ପରମେଶ୍ବରଙ୍କଠା ରେ ଧାର୍ମିକ ହାଇେଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା।

14 For if they that are of the law are heirs, faith is made void, and the promise is made of none effect:ବ୍ଯବସ୍ଥା ପାଳନ କରିବା ଦ୍ବାରା ଯଦି ଜଣେ ଲୋକ ପରମେଶ୍ବର ଯାହା ପ୍ରତିଜ୍ଞା ଦଇେଥିଲେ ତାହା ପାଏ, ତା' ହେଲେ ବିଶ୍ବାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ଯ ନାହିଁ।

15 for the law worketh wrath; but where there is no law, neither is there transgression.କାରଣ ବ୍ଯବସ୍ଥା ପାଳନ ନକରିବା ଦ୍ବାରା ବ୍ଯବସ୍ଥା ପରମେଶ୍ବରଙ୍କର କୋରଧ ଆଣିଥାଏ। କିନ୍ତୁ ଯଦି ବ୍ଯବସ୍ଥା ନଥାନ୍ତା, ତା' ହେଲେ ଅବାଧ୍ଯ ହବୋର ପ୍ରଶ୍ନ ଉଠିବ ନାହିଁ।

16 For this cause `it is' of faith, that `it may be' according to grace; to the end that the promise may be sure to all the seed; not to that only which is of the law, but to that also which is of the faith of Abraham, who is the father of us allସେଥିପାଇଁ ବିଶ୍ବାସ ଦ୍ବାରା ଲୋକେ ପରମେଶ୍ବରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ଯର ଦାନ ହାଇପୋ ରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ଯ ରେ ପ୍ରତିଜ୍ଞା ଦାନ ମିଳେ ତା' ହେଲେ ଅବ୍ରାହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କବଳେ ବ୍ଯବସ୍ଥାଧିନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରାହାମ ଭଳି ବିଶ୍ବାସ ପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରାହାମ ଆମ୍ଭ ସମସ୍ତଙ୍କର ପିତା।

17 (as it is written, A father of many nations have I made thee) before him whom he believed, `even' God, who giveth life to the dead, and calleth the things that are not, as though they were.ଶାସ୍ତ୍ର ରେ ଲଖାେ ଅଛି, ମୁଁ ତୁମ୍ଭକୁ (ଅବ୍ରାହାମ) ଅନକେ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି। ପରମେଶ୍ବରଙ୍କ ଆଗ ରେ ଏହା ସତ୍ଯ ଅଟେ। ଅବ୍ରାହାମ ଯେଉଁ ପରମେଶ୍ବରଙ୍କୁ ବିଶ୍ବାସ କରିଥିଲେ, ସହେି ପରମେଶ୍ବର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ଯାପି ଘଟି ନାହିଁ ସଗେୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।

18 Who in hope believed against hope, to the end that he might become a father of many nations, according to that which had been spoken, So shall thy seed be.ଅବ୍ରାହାମଙ୍କର ସନ୍ତାନ ହବୋର ଆଶା ନଥିଲା। କିନ୍ତୁ ଅବ୍ରାହାମ ପରମେଶ୍ବରଙ୍କୁ ବିଶ୍ବାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନକେ ଜାତିର ପିତା ହେଲେ। ପରମେଶ୍ବର ତାହାଙ୍କୁ କହିଥିଲେ: ତୁମ୍ଭର ଅଗଣିତ ବଂଶଧର ହବେେ।

19 And without being weakened in faith he considered his own body now as good as dead (he being about a hundred years old), and the deadness of Sarah's womb;ଅବ୍ରାହାମଙ୍କୁ 100 ବର୍ଷ ବୟସ ହାଇେଥିଲା, ଅତଏବ ପିଲାପିଲି ହବୋ ସମୟ ଚ଼ାଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ଯ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରାହାମ ଏ କଥା ଭାବିଥିଲେ।

20 yet, looking unto the promise of God, he wavered not through unbelief, but waxed strong through faith, giving glory to God,କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।

21 and being fully assured that what he had promised, he was able also to perform.ଅବ୍ରାହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ବର ଯାହା ପ୍ରତିଶ୍ରୁତି ଦଇେଛନ୍ତି, ତାହା କରିବା ରେ ସେ ସକ୍ଷମ ଥିଲେ।

22 Wherefore also it was reckoned unto him for righteousness.ସେଥିପାଇଁ ପରମେଶ୍ବର, ଅବ୍ରାହାମଙ୍କ ବିଶ୍ବାସକୁ ଗ୍ରହଣ କଲେ। ସେ ବିଶ୍ବାସ ଅବ୍ରାହାମଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।

23 Now it was not written for his sake alone, that it was reckoned unto him;ପରମେଶ୍ବର ଅବ୍ରାହାମଙ୍କ ବିଶ୍ବାସ ଗ୍ରହଣ କଲେ, ଏହି ବାକ୍ଯଗୁଡ଼ିକ କବଳେ ଅବ୍ରାହାମଙ୍କ ପାଇଁ ଲଖାେ ଯାଇ ନଥିଲା।

24 but for our sake also, unto whom it shall be reckoned, who believe on him that raised Jesus our Lord from the dead,ଏହି ବାକ୍ଯଗୁଡ଼ିକ ଆମ୍ଭ ପାଇଁ ମଧ୍ଯ ଲଖାେ ଯାଇଥିଲା। ଆମ୍ଭେ ବିଶ୍ବାସ କରୁଥିବା ୟୋଗୁ ପରମେଶ୍ବର ଆମ୍ଭକୁ ମଧ୍ଯ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ବାସ କରୁ ୟିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ।

25 who was delivered up for our trespasses, and was raised for our justification.ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ଯୁ ନିମନ୍ତେ ସମର୍ପିତ କରା ହେଲା। ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହେଲେ।

Oriya Bible