Romans 4:5 କିନ୍ତୁ ଜଣେ ଲୋକ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବୋ ଭଳି କାମ କରି ପରନୋହିଁ। ତାହାହ ପରମେଶ୍ବରଙ୍କ ପ୍ରତି ବିଶ୍ବାସ ରହିବା ଉଚ଼ିତ। ତା' ହେଲେ ପରମେଶ୍ବର ସେ ଲୋକର ବିଶ୍ବାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ବର ମନ୍ଦ ଲୋକକୁ ମଧ୍ଯ ଧାର୍ମିକ କରି ପାରନ୍ତି।
Romans 4:5 in Other Translations
King James Version (KJV) But to him that worketh not, but believeth on him that justifieth the ungodly, his faith is counted for righteousness.
American Standard Version (ASV) But to him that worketh not, but believeth on him that justifieth the ungodly, his faith is reckoned for righteousness.
Bible in Basic English (BBE) But to him who without working has faith in him who gives righteousness to the evil-doer, his faith is put to his account as righteousness.
Darby English Bible (DBY) but to him who does not work, but believes on him who justifies the ungodly, his faith is reckoned as righteousness.
World English Bible (WEB) But to him who doesn't work, but believes in him who justifies the ungodly, his faith is accounted for righteousness.
Young's Literal Translation (YLT) and to him who is not working, and is believing upon Him who is declaring righteous the impious, his faith is reckoned -- to righteousness:
τῷ
ho
oh
But
δὲ
de
thay
not,
μὴ
mē
may
to him that worketh
ἐργαζομένῳ
ergazomai
are-GA-zoh-may
believeth
πιστεύοντι
pisteuō
pee-STAVE-oh
but
δὲ
de
thay
on
ἐπὶ
epi
ay-PEE
him
τὸν
ho
oh
that justifieth
δικαιοῦντα
dikaioō
thee-kay-OH-oh
the
τὸν
ho
oh
ungodly,
ἀσεβῆ
asebēs
ah-say-VASE
counted
λογίζεται
logizomai
loh-GEE-zoh-may
ἡ
ho
oh
faith is
πίστις
pistis
PEE-stees
his
αὐτοῦ
autos
af-TOSE
for
εἰς
eis
ees
righteousness.
δικαιοσύνην·
dikaiosynē
thee-kay-oh-SYOO-nay
Read Full Chapter :
Romans 4
Cross Reference
Romans 3:22
ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ବିଶ୍ବାସ ଦ୍ବାରା ପରମେଶ୍ବର ଲୋକମାନଙ୍କୁ ଧାର୍ମିକ କରନ୍ତି। ଯୀଶୁ ଖ୍ରୀଷ୍ଟଙ୍କଠା ରେ ବିଶାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ପରମେଶ୍ବର ଏହା କରନ୍ତି। ସବୁ ଲୋକେ ହେଉଛନ୍ତି ସମାନ।
Philippians 3:9
ଏହା ମାେତେ ଖ୍ରୀଷ୍ଟଙ୍କୁ ଲାଭ କରିବା ପାଇଁ ଓ ଖ୍ରୀଷ୍ଟଙ୍କଠା ରେ ରହିବାକୁ ସାହାୟ୍ଯ କରେ। ଖ୍ରୀଷ୍ଟଙ୍କ ସହଭାଗିତା ରେ ମୁଁ ପରମେଶ୍ବରଙ୍କ ଧାର୍ମିକତା ପ୍ରାପ୍ତ ହୁଏ କିନ୍ତୁ ଏହି ଧାର୍ମିକତା ବ୍ଯବସ୍ଥା ପାଳନର ଫଳ ନୁହେଁ। ବରଂ ଏହା ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ପରମେଶ୍ବରଙ୍କଠାରୁ ଆ ସେ। ପରମେଶ୍ବର ତାହାଙ୍କ ପ୍ରତି ମାେତେ ସିଦ୍ଧ କରିବାରୁ ଖ୍ରୀଷ୍ଟଙ୍କଠା ରେ ମାରେ ବିଶ୍ବାସକୁ ବ୍ଯବହାର କରନ୍ତି।
Titus 3:3
ଅତୀତ ରେ ଆମ୍ଭେ ମଧ୍ଯ ମୂର୍ଖ ଥିଲୁ। ଆମ୍ଭେ ଆଜ୍ଞାପାଳନ କରୁ ନ ଥିଲୁ, ଭୁଲ କାମ କରୁଥିଲୁ, ଆମ୍ଭେ ସମସ୍ତ ପ୍ରକାର ଶାରୀରିକ କାମନା ଓ ଭୋଗର ଦାସ ଥିଲୁ। ଆମ୍ଭେ ଇର୍ଷାଳୁ ଓ ଦ୍ବଷେପୂର୍ଣ୍ଣ ଜୀବନ ଯାପନ କରୁଥିଲୁ। ଲୋକେ ଆମ୍ଭକୁ ଘୃଣା କରୁଥିଲେ ଓ ଆମ୍ଭେ ପରସ୍ପରକୁ ଘୃଣା କରୁଥିଲୁ।
Galatians 3:8
ଶାସ୍ତ୍ରଗୁଡ଼ିକ ଏହା ମଧ୍ଯ କ ହେ ଯେ, ଭବିଷ୍ଯତ ରେ କ'ଣ ହବେ ? ଲଖାେଅଛି, ପରମେଶ୍ବର ଅଣଯିହୂଦୀମାନଙ୍କୁ ମଧ୍ଯ ସମାନଙ୍କେର ବିଶ୍ବାସ ପାଇଁ ଧାର୍ମିକ କରିବେ। ସୁସମାଚାର ଅବ୍ରାହମଙ୍କୁ ଆଗରୁ କୁହାୟାଇଥିଲା। ଶାସ୍ତ୍ର କ ହେ : ପରମେଶ୍ବର ପୃଥିବୀର ସମସ୍ତ ଲୋକଙ୍କୁ ଆଶୀର୍ବାଦ କରିବା ପାଇଁ ଅବ୍ରହାମଙ୍କୁ ବ୍ଯବହାର କରିବେ।271
Romans 10:9
ଯଦି ତୁମ୍ଭେ ନିଜ ମୁହଁ ରେ କୁହ, ଯୀଶୁ ପ୍ରଭୁ ଅଟନ୍ତି, ଓ ତୁମ୍ଭର ମନ ବିଶ୍ବାସ କରେ ଯେ, ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁର ଉଠାଇ ଆଣି ଥିଲେ; ତବେେ ତୁମ୍ଭେ ଉଦ୍ଧାର ପାଇୟିବ।
Galatians 2:16
ଆମ୍ଲଭ ଜାଣୁସଯ ନିୟମପାଳନ ଦ୍ବାରାସକହି ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିବା ଦ୍ବାରା ଜଲଣ ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ।ସସଥିପାଇଁ ଆମ୍ଲଭ ପରଲମଶ୍ବରଙ୍କ ନିକଟଲର ଧାର୍ମିକସହବା ପାଇଁ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିଅଛୁ। ଆମ୍ଲଭ ନିୟମ ପାଳନ ପାଇଁ ନୁଲହଁ ବରଂ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ ରଖିଥିବାରୁ ପରଲମଶ୍ବରଙ୍କ ପ୍ରତି ଧାର୍ମିକସହାଇଛୁ। କଲବଳ ବ୍ଯବସ୍ଥା ପାଳନ ଦ୍ବାରାସକୗଣସିସଲାକ ଧାର୍ମିକସହାଇପାସର ନାହିଁ।
Romans 3:26
ପୂର୍ବରୁ ପରମେଶ୍ବର ର୍ଧୈୟ୍ଯ ଧରି ରହିଥିବା ଲୋକମାନଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡ ନଦଇେ ଉଚ଼ିତ କାର୍ୟ୍ଯ କରିଥିଲେ। ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ଏବେ ଯୀଶୁଙ୍କୁ ପଠାଇଲେ। ପରମେଶ୍ବର ଯେ, ନିଜେ ନ୍ଯାୟବାନ ତାହା ଦଖାଇବୋ ପାଇଁ ଯୀଶୁଙ୍କଠା ରେ ବିଶ୍ବାସ ରଖି ଥିବା ଯେ କୌଣସି ଲୋକକୁ ଧାର୍ମିକ କଲେ।
Romans 4:3
ଶାସ୍ତ୍ର କୁ ହେ, ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।
Romans 5:6
ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।
Romans 8:30
ପରମେଶ୍ବରଙ୍କ ଯଜେନା ସମାନଙ୍କେ ପାଇଁ ହେଲା ଯେ ସମାନେେ ତାହାଙ୍କର ପୁତ୍ର ଭଳି ହବେେ। ସେ ଏହି ଲୋକମାନଙ୍କୁ ଡାକିଲେ। ପରମେଶ୍ବର ସମାନଙ୍କେୁ ନିଜ ପ୍ରତି ଧାର୍ମିକ କଲେ। ଏବଂ ପରମେଶ୍ବର ଯେଉଁମାନଙ୍କୁ ନିଜ ପ୍ରତି ଧାର୍ମି କଲେ, ସହେି ଲୋକମାନଙ୍କୁ ମହିମାନ୍ବିତ କଲେ।
Romans 10:3
ସମାନେେ ଜାଣି ନଥିଲେ ଯେ, ପରମେଶ୍ବର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କହନ୍ତି। ସମାନେେ ଧାର୍ମିକ ହବୋ ପାଇଁ ନିଜର ଉପାୟ ଦ୍ବାରା ଚେଷ୍ଟା କଲେ। ଅତଏବ ସମାନେେ ଧାର୍ମିକତା ବୋଲି ଗଣିତ ପରମେଶ୍ବରଙ୍କ ମାର୍ଗର ଅନୁ ସରଣ କଲେ ନାହିଁ।
1 Corinthians 6:9
ଅଥବା, ତୁମ୍ଭମାନେେ କ'ଣ ଜାଣ ନାହିଁ ଯେ ଯେଉଁ ଲୋକମାନେ ମନ୍ଦ କର୍ମ କରନ୍ତି, ସମାନେେ ପରମେଶ୍ବରଙ୍କ ରାଜ୍ଯର ଉତ୍ତରାଧକାରୀ ହବେେ ନାହିଁ। ନିଜକୁ ପ୍ରତାରଣା କର ନାହିଁ।
Romans 4:24
ଏହି ବାକ୍ଯଗୁଡ଼ିକ ଆମ୍ଭ ପାଇଁ ମଧ୍ଯ ଲଖାେ ଯାଇଥିଲା। ଆମ୍ଭେ ବିଶ୍ବାସ କରୁଥିବା ୟୋଗୁ ପରମେଶ୍ବର ଆମ୍ଭକୁ ମଧ୍ଯ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ବାସ କରୁ ୟିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ଯୁରୁ ପୁନର୍ଜୀବିତ କଲେ।
Habakkuk 2:4
ଅହଂକାରୀ ବ୍ଯକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସପରେି ଅହଂକାରୀ ଲୋକ ଫୁତ୍କାର ରେ ଉଡିୟାଏ। କିନ୍ତୁ ଧାର୍ମିକଲୋକମାନେ ସମାନଙ୍କେର ବିଶ୍ବାସ ବଳ ରେ ହିଁ ବଞ୍ଚିବେ।
John 5:24
ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ, ଯଦି କୌଣସି ବ୍ଯକ୍ତି ମାରେ କହିବା କଥା ଶୁଣେ ଓ ମାେତେ ୟିଏ ପଠାଇଛନ୍ତି ତାହାଙ୍କଠା ରେ ବିଶ୍ବାସ କରେ, ତବେେ ସେ ବ୍ଯକ୍ତି ଅନନ୍ତ ଜୀବନ ଲାଭ କରିଅଛି। ସେ ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ ନାହିଁ। ସେ ମୃତ୍ଯୁକୁ ପାର ହାଇେ ଜୀବନ ଭିତ ରେ ପ୍ରବେଶ କରି ମାରିଛି।
John 6:29
ଯୀଶୁ ଉତ୍ତର ଦେଲେ, ପରମେଶ୍ବର ଚାହାଁନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠା ରେ ତୁମ୍ଭମାନେେ ବିଶ୍ବାସ କର।
Acts 13:38
ତେଣୁ ଭାଇମାନେ, ତୁମ୍ଭମାନଙ୍କର ଜାଣିବା ଉଚିତ ଯେ, କବଳେ ଏହି ଜଣଙ୍କ ଦ୍ବାରା ହିଁ ତୁମ୍ଭମାନଙ୍କର ସମସ୍ତ ପାପ କ୍ଷମା ହାଇପୋ ରେ।
Romans 1:17
ପରମେଶ୍ବର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ବାସ ରେ ଶଷେ ହୁଏ। ଯେପରି ଧର୍ମଶାସ୍ତ୍ର ରେ କୁହା ଯାଇଛି, ବିଶ୍ବାସ ଦ୍ବାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।
Joshua 24:2
ଏହାପରେ ୟିହୋଶୂଯ ସମସ୍ତ ଲୋକମାନଙ୍କୁ କହିଲେ, ମୁ ତୁମ୍ଭକୁ ଯାହା କହକ୍ସ୍ଟଛି ତାକକ୍ସ୍ଟ ସଦାପ୍ରଭୁ ଇଶ୍ରାୟେଲ ପରମେଶ୍ବର କହିଛନ୍ତି, ତୁମ୍ଭମାନଙ୍କୁ।
1 Timothy 1:13
ଅତୀତ ରେ ମୁଁ ଯୀଶୁଙ୍କ ବିରୁଦ୍ଧ ରେ କହିଛି, ତାହାଙ୍କୁ ତାଡ଼ନା ଦଇେଛି ଓ ତାହାଙ୍କୁ ଆଘାତ ଦବୋ ଭଳି କାର୍ୟ୍ଯମାନ କରିଛି। କିନ୍ତୁ ମୁଁ କ'ଣ କରୁଛି ବୋଲି ଜାଣି ନ ଥିବାରୁ, ପରମେଶ୍ବର ମାେତେ ଦୟା କଲେ। ଅବିଶ୍ବାସୀ ଥିଲା ବେଳେ ମୁଁ ସପରେି କରିଥିଲି।
Zechariah 3:3
ଯିହାଶୂେୟ ସ୍ବର୍ଗଦୂତଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ।