Romans 15 - YLT (Oriya)
1 And we ought -- we who are strong -- to bear the infirmities of the weak, and not to please ourselves;ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।
2 for let each one of us please the neighbor for good, unto edification,ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ। ସମାନଙ୍କେ ବିଶ୍ବାସକୁ ବଳବାନ କରିବା ଓ ବଢାଇବା ଦୃଷ୍ଟିରୁ ଆମ୍ଭେ ସମାନଙ୍କେ ପାଇଁ କଣ ଭଲ ତାହା ଭାବିବା ଉଚିତ।
3 for even the Christ did not please himself, but, according as it hath been written, `The reproaches of those reproaching Thee fell upon me;'ଖ୍ରୀଷ୍ଟ ମଧ୍ଯ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟାକରି ନଥିଲେ। ତାହାଙ୍କ ବିଷୟ ରେ ଶାସ୍ତ୍ର କୁ ହେ: ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସମାନେେ ମାରେ ବି ଅପମାନ କରିଛନ୍ତି।
4 for, as many things as were written before, for our instruction were written before, that through the endurance, and the exhortation of the Writings, we might have the hope.ଶାସ୍ତ୍ର ରେ ଯେଉଁ କଥା ମାନ ଲଖାେ ଅଛି, ସଗେୁଡିକ ଦ୍ବାରା ଆମ୍ଭର ର୍ଧୈୟ୍ଯ ଓ ଶକ୍ତି ବଢେ ଓ ଆମ୍ଭେ ଭରସା ଲାଭ କରୁ।
5 And may the God of the endurance, and of the exhortation, give to you to have the same mind toward one another, according to Christ Jesus;ର୍ଧୈୟ୍ଯ ଓ ଶକ୍ତି ପରମେଶ୍ବରଙ୍କ ଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ବରଙ୍କ ଠା ରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗ ରେ ମିଳିମିଶି ରୁହ।
6 that with one accord -- with one mouth -- ye may glorify the God and Father of our Lord Jesus Christ;ତା' ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ବରଙ୍କୁ ମହିମା ପ୍ରଦାନ କରି ପାରିବ।
7 wherefore receive ye one another, according as also the Christ did receive us, to the glory of God.ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେ ମାନେ ପରସ୍ପରକୁ ଗ୍ରହଣ କର।
8 And I say Jesus Christ to have become a ministrant of circumcision for the truth of God, to confirm the promises to the fathers,ଏହି କର୍ମ ପରମେଶ୍ବରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ବର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସବେକ ହେଲେ।
9 and the nations for kindness to glorify God, according as it hath been written, `Because of this I will confess to Thee among nations, and to Thy name I will sing praise,'ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:
10 and again it saith, `Rejoice ye nations, with His people;'ଶାସ୍ତ୍ର ଏ ଭଳି ମଧ୍ଯ କୁ ହେ,
11 and again, `Praise the Lord, all ye nations; and laud Him, all ye peoples;'ଶାସ୍ତ୍ର ଏ ଭଳି ମଧ୍ଯ କୁ ହେ,
12 and again, Isaiah saith, `There shall be the root of Jesse, and he who is rising to rule nations -- upon him shall nations hope;'ୟିଶାଇୟ ମଧ୍ଯ କୁହନ୍ତି,
13 and the God of the hope shall fill you with all joy and peace in the believing, for your abounding in the hope in power of the Holy Spirit.ମୁଁ ସମସ୍ତ ଭରସା ସୋର୍ତ ପରମେଶ୍ବରଙ୍କ ଠା ରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ବାସ କାରଣରୁ ତୁମ୍ଭ ଜୀବନ ରେ ସମ୍ପୂର୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ର ଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନ ରେ ଝରିବ।
14 And I am persuaded, my brethren -- I myself also -- concerning you, that ye yourselves also are full of goodness, having been filled with all knowledge, able also one another to admonish;ମାେ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେ ମାନେ ଭଲ ଗୁଣ ରେ ପରିପୂର୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେ ମାନେ ପରସ୍ପରକୁ ଶିକ୍ଷା ଦଇେ ପାରିବ।
15 and the more boldly I did write to you, brethren, in part, as putting you in mind, because of the grace that is given to me by God,କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲାଖାଲିେ ଭାବେ କେତକେ ବିଷୟ ରେ ଲେଖିଥିଲି। ପରମେଶ୍ବରଙ୍କ ଠାରୁ ବିଶଷେ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି।
16 for my being a servant of Jesus Christ to the nations, acting as priest in the good news of God, that the offering up of the nations may become acceptable, sanctified by the Holy Spirit.ପରମେଶ୍ବର ମାେତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସବେକ ହାଇେ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିୟୁକ୍ତି କଲେ। ସେ ମାେତେ ସୁସମାଗ୍ଭର ଶିକ୍ଷା ଦବୋର କାର୍ୟ୍ଯ କରିବା ନିମନ୍ତେ ନିୟୁକ୍ତି କଲେ। ଏପରି କରିବା ଉବ୍ଦେଶ୍ଯ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ବରୂପ ହବେେ ଯାହା କି ପରମେଶ୍ବର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ବରଙ୍କ ପାଇଁ ପବିତ୍ର ଆତ୍ନା ଦ୍ବାରା ପବିତ୍ର କରାଗଲା।
17 I have, then, a boasting in Christ Jesus, in the things pertaining to God,ମୁଁ ଗର୍ବକରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠା ରେ ରହି ମୁଁ ପରମେଶ୍ବରଙ୍କ ସବୋ କରିଛି।
18 for I will not dare to speak anything of the things that Christ did not work through me, to obedience of nations, by word and deed,ମୁଁ ନିଜେ କରିଥିବା କାର୍ୟ୍ଯ ବିଷୟ ରେ କିଛି କହିବି ନାହିଁ। ମୁଁ କବଳେ ସହେି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟୟିଶୁ ମାେ ଦ୍ବାରା କରିଛନ୍ତି ୟବ୍ଦ୍ବାରା ଅଣଯିହୂଦୀମାନେ ପରମେଶ୍ବରଙ୍କ ବାଧ୍ଯ ହବେେ। ସମାନେେ ମାେ କଥା ଓ କାର୍ୟ୍ଯ ପାଇଁ ପରମେଶ୍ବରଙ୍କୁ ମାନିଛନ୍ତି।
19 in power of signs and wonders, in power of the Spirit of God; so that I, from Jerusalem, and in a circle as far as Illyricum, have fully preached the good news of the Christ;ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।
20 and so counting it honour to proclaim good news, not where Christ was named -- that upon another's foundation I might not build --ମୁଁ ସହେି ଜାଗାମାନଙ୍କ ରେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବାକୁ ଇଚ୍ଛା କରେ, ଯେଉଁଠା ରେ ଖ୍ରୀଷ୍ଟଙ୍କର ନାମ ମଧ୍ଯ ଲୋକମାନେ ଶୁଣି ନାହାଁନ୍ତି। ଏପରି କରିବା ଉଲେଖ୍ଯ ଯେ, ଅନ୍ୟ ଲୋକ ଦ୍ବାରା ଆରମ୍ଭ କରା ଯାଇଥିବା ମୂଳଦୁଆ ଉପରେ କାର୍ୟ୍ଯକୁ ଯେପରି ମୁଁ ଆଉଥରେ ନ କରେ।
21 but according as it hath been written, `To whom it was not told concerning him, they shall see; and they who have not heard, shall understand.'କିନ୍ତୁ ଶାସ୍ତ୍ର ରେ ଏହିପରି ଲଖାେ ହଇେଛି:
22 Wherefore, also, I was hindered many times from coming unto you,ସେଥିପାଇଁ ଅନକେ ଥର ମାେତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆ ଯାଇଛି।
23 and now, no longer having place in these parts, and having a longing to come unto you for many years,ଏବେ ଏହି ଅଂଚଳ ରେ ମୁଁ ମାରେ କାର୍ୟ୍ଯ ସମାପ୍ତ କରି ସାରିଛି। ବିଗତ ଅନକେ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି।
24 when I may go on to Spain I will come unto you, for I hope in going through, to see you, and by you to be set forward thither, if of you first, in part, I shall be filled.ଅତଏବ ମୁଁ ଯେତବେେଳେ ସ୍ପନକେୁ ୟିବି, ସେତବେେଳେ ତୁମ୍ଭମାନଙ୍କୁ ଦଖାେ କରିବି। ଆଶା କରେ ଯେ ସ୍ପନକେୁ ୟିବାବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ସଠାେରେ ରହିବି ଓ ଆନନ୍ଦ ଉପ ଭୋଗ କରିବି। ତୁମ୍ଭମାନେେ ମାେତେ ମାରେ ଯାତ୍ରା ରେ ମଧ୍ଯ ସାହାୟ୍ଯ କରି ପାରିବ।
25 And, now, I go on to Jerusalem, ministering to the saints;ପରମେଶ୍ବରଙ୍କ ଲୋକଙ୍କ ସବୋ ରେ ଏବେ ମୁଁ ୟିରୁଶାଲମ ଯାଉଛି।
26 for it pleased Macedonia and Achaia well to make a certain contribution for the poor of the saints who `are' in Jerusalem;ୟିରୁଶାଲମଠା ରେ ଥିବା ପରମେଶ୍ବରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସମାନେେ ସମାନଙ୍କେର ସହାୟ ହାଇପୋରିବେ।
27 for it pleased well, and their debtors they are, for if in their spiritual things the nations did participate, they ought also, in the fleshly things, to minister to them.ସମାନେେ ଖୁସି ରେ ଏହା କରିଛନ୍ତି। ଏହା ସମାନଙ୍କେର କର୍ତ୍ତବ୍ଯ ମଧ୍ଯ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସମାନଙ୍କେର ଜାଗତିକ ଆଶୀର୍ବାଦକୁ ବ୍ଯବହାର କରିବା ଉଚିତ।
28 This, then, having finished, and having sealed to them this fruit, I will return through you, to Spain;ଅତଏବ, ମୁଁ ଏହି ସବୋମୂଳକ କର୍ମ ଏକାଠି ଶଷେ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ୟିରୁଶାମଲର ଗରିବମାନଙ୍କୁ ଦଲୋ ପରେ ତୁମ୍ଭମାନଙ୍କ ନଗର ବାଟ ଦଇେ ସ୍ପନେ ୟିବି। ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ଓ ସଠାେରେ ରହିବି।
29 and I have known that coming unto you -- in the fulness of the blessing of the good news of Christ I shall come.ମୁଁ ଜାଣେ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତବେେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ ଆଶୀର୍ବାଦ ନଇେ ଆସିବି।
30 And I call upon you, brethren, through our Lord Jesus Christ, and through the love of the Spirit, to strive together with me in the prayers for me unto God,ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ୟିଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଅନୁ ରଧେ କରେ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ମାେ ପାଇଁ ପ୍ରାର୍ଥନା କରିବା ଦ୍ବାରା ମାେତେ ସାହାୟ୍ଯ କର। ତୁମ୍ଭମାନେେ ପ୍ରଭୁ ୟିଶୁ ଓ ଆତ୍ମାର ପ୍ ରମେ ଲାଭ କରୁଥିବା ଦୃଷ୍ଟିରୁ ଏପରି କର।
31 that I may be delivered from those not believing in Judea, and that my ministration, that `is' for Jerusalem, may become acceptable to the saints;ପ୍ରାର୍ଥନା କର ଯେ, ମୁଁ ଯିହୁଦାଠା ରେ ଅବିଶ୍ବାସୀଲୋକମାନଙ୍କ କବଳରୁ ରକ୍ଷା କରିବି। ଏବଂ ଏଥିପାଇଁ ମଧ୍ଯ ପ୍ରାର୍ଥନା କରେ ଯେ, ୟିରୂଶାମଲଠା ରେ ଯାହା ସାହାୟ୍ଯ ପହଁଞ୍ଚିବ ସେଥି ରେ ପରମେଶ୍ବରଙ୍କ ଲୋକେ ପ୍ରସନ୍ନ ହବେେ।
32 that in joy I may come unto you, through the will of God, and may be refreshed with you,ତା'ପରେ ଯଦି ପରମେଶ୍ବର ଇଚ୍ଛା କରନ୍ତି ତା' ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନବେି।
33 and the God of the peace `be' with you all. Amen.ଶାନ୍ତିଦାତା ପରମେଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍।
Oriya Bible