Bible

Romans 15 - BBE (Oriya)

1 We who are strong have to be a support to the feeble, and not give pleasure to ourselves.ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।

2 Let every one of us give pleasure to his neighbour for his good, to make him strong.ଆମ୍ଭେ ଅନ୍ୟ ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିବା ଉଚିତ। ସମାନଙ୍କେ ବିଶ୍ବାସକୁ ବଳବାନ କରିବା ଓ ବଢାଇବା ଦୃଷ୍ଟିରୁ ଆମ୍ଭେ ସମାନଙ୍କେ ପାଇଁ କଣ ଭଲ ତାହା ଭାବିବା ଉଚିତ।

3 For Christ did not give pleasure to himself, but, as it is said, The bitter words of those who were angry with you came on me.ଖ୍ରୀଷ୍ଟ ମଧ୍ଯ ନିଜକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟାକରି ନଥିଲେ। ତାହାଙ୍କ ବିଷୟ ରେ ଶାସ୍ତ୍ର କୁ ହେ: ଯେଉଁମାନେ ତୁମ୍ଭର ଅପମାନ କରିଛନ୍ତି, ସମାନେେ ମାରେ ବି ଅପମାନ କରିଛନ୍ତି।

4 Now those things which were put down in writing before our time were for our learning, so that through quiet waiting and through the comfort of the holy Writings we might have hope.ଶାସ୍ତ୍ର ରେ ଯେଉଁ କଥା ମାନ ଲଖାେ ଅଛି, ସଗେୁଡିକ ଦ୍ବାରା ଆମ୍ଭର ର୍ଧୈୟ୍ଯ ଓ ଶକ୍ତି ବଢେ ଓ ଆମ୍ଭେ ଭରସା ଲାଭ କରୁ।

5 Now may the God who gives comfort and strength in waiting make you of the same mind with one another in harmony with Christ Jesus:ର୍ଧୈୟ୍ଯ ଓ ଶକ୍ତି ପରମେଶ୍ବରଙ୍କ ଠାରୁ ପ୍ରାପ୍ତ ହୁଏ। ମୁଁ ପରମେଶ୍ବରଙ୍କ ଠା ରେ ପ୍ରାର୍ଥନା କରୁଛି ଯେ ତୁମ୍ଭେ ସମସ୍ତେ ଯୀଶୁଙ୍କ ମାର୍ଗ ରେ ମିଳିମିଶି ରୁହ।

6 So that with one mouth you may give glory to the God and Father of our Lord Jesus Christ.ତା' ହେଲେ ତୁମ୍ଭେ ସମସ୍ତେ ଏକତ୍ର ଭାବରେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ପରମେଶ୍ବରଙ୍କୁ ମହିମା ପ୍ରଦାନ କରି ପାରିବ।

7 So then, take one another to your hearts, as Christ took us, to the glory of God.ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେ ମାନେ ପରସ୍ପରକୁ ଗ୍ରହଣ କର।

8 Now I say that Christ has been made a servant of the circumcision to give effect to the undertakings given by God to the fathers,ଏହି କର୍ମ ପରମେଶ୍ବରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ବର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସବେକ ହେଲେ।

9 And so that the Gentiles might give glory to God for his mercy; as it is said, For this reason I will give praise to you among the Gentiles, and I will make a song to your name.ଅଣଯିହୂଦୀ ଲୋକେ, ପରମେଶ୍ବରଙ୍କ ଦ୍ବାରା ପ୍ରଦତ୍ତକରୁଣା ପାଇଁ, ତାହାଙ୍କୁ ମହିମା ପ୍ରଦାନ କରି ପାରିବେ ସେଥିପାଇଁ ମଧ୍ଯ ସେ ଏହା କଲେ। ଶାସ୍ତ୍ର କୁ ହେ:

10 And again he says, Take part, you Gentiles, in the joy of his people.ଶାସ୍ତ୍ର ଏ ଭଳି ମଧ୍ଯ କୁ ହେ,

11 And again, Give praise to the Lord, all you Gentiles; and let all the nations give praise to him.ଶାସ୍ତ୍ର ଏ ଭଳି ମଧ୍ଯ କୁ ହେ,

12 And again Isaiah says, There will be the root of Jesse, and he who comes to be the ruler over the Gentiles; in him will the Gentiles put their hope.ୟିଶାଇୟ ମଧ୍ଯ କୁହନ୍ତି,

13 Now may the God of hope make you full of joy and peace through faith, so that all hope may be yours in the power of the Holy Spirit.ମୁଁ ସମସ୍ତ ଭରସା ସୋର୍ତ ପରମେଶ୍ବରଙ୍କ ଠା ରେ ପ୍ରାର୍ଥନା କରୁଛି ଯେ, ସେ ତୁମ୍ଭମାନଙ୍କ ବିଶ୍ବାସ କାରଣରୁ ତୁମ୍ଭ ଜୀବନ ରେ ସମ୍ପୂର୍ଣ ଆନନ୍ଦ ଓ ଶାନ୍ତି ଆଣି ଦିଅନ୍ତୁ। ତା ହେଲେ ତୁମ୍ଭେ ପ୍ରଚୁର ଭରସା ଲାଭ କରିବ ଓ ପବିତ୍ର ଆତ୍ମାଙ୍କର ଶକ୍ତି ତୁମ୍ଭ ଜୀବନ ରେ ଝରିବ।

14 And I myself am certain of you, brothers, that you are full of what is good, complete in all knowledge, able to give direction to one another.ମାେ ଭାଇ ଓ ଭଉଣୀମାନେ! ମୁଁ ଜାଣେ ଯେ ତୁମ୍ଭେ ମାନେ ଭଲ ଗୁଣ ରେ ପରିପୂର୍ଣ। ତୁମ୍ଭମାନଙ୍କର ପ୍ରଚୁର ଜ୍ଞାନ ଅଛି ଓ ତୁମ୍ଭେ ମାନେ ପରସ୍ପରକୁ ଶିକ୍ଷା ଦଇେ ପାରିବ।

15 But I have, in some measure, less fear in writing to you to put these things before you again, because of the grace which was given to me by God,କିନ୍ତୁ ପୁନର୍ବାର ମନେ ପକାଇବା ପାଇଁ ମୁଁ ଖୋଲାଖାଲିେ ଭାବେ କେତକେ ବିଷୟ ରେ ଲେଖିଥିଲି। ପରମେଶ୍ବରଙ୍କ ଠାରୁ ବିଶଷେ ଅନୁଗ୍ରହଦାନ ପାଇଥିବାରୁ, ମୁଁ ଏପରି କଲି।

16 To be a servant of Christ Jesus to the Gentiles, doing the work of a priest in the good news of God, so that the offering of the Gentiles might be pleasing to God, being made holy by the Holy Spirit.ପରମେଶ୍ବର ମାେତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସବେକ ହାଇେ ଅଣଯିହୂଦୀମାନଙ୍କୁ ସାହାୟ୍ଯ କରିବା ପାଇଁ ନିୟୁକ୍ତି କଲେ। ସେ ମାେତେ ସୁସମାଗ୍ଭର ଶିକ୍ଷା ଦବୋର କାର୍ୟ୍ଯ କରିବା ନିମନ୍ତେ ନିୟୁକ୍ତି କଲେ। ଏପରି କରିବା ଉବ୍ଦେଶ୍ଯ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ବରୂପ ହବେେ ଯାହା କି ପରମେଶ୍ବର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ବରଙ୍କ ପାଇଁ ପବିତ୍ର ଆତ୍ନା ଦ୍ବାରା ପବିତ୍ର କରାଗଲା।

17 So I have pride in Christ Jesus in the things which are God's.ମୁଁ ଗର୍ବକରେ ଯେ, ଖ୍ରୀଷ୍ଟ ଯୀଶୁଙ୍କଠା ରେ ରହି ମୁଁ ପରମେଶ୍ବରଙ୍କ ସବୋ କରିଛି।

18 And I will keep myself from talking of anything but those things which Christ has done by me to put the Gentiles under his rule in word and in act,ମୁଁ ନିଜେ କରିଥିବା କାର୍ୟ୍ଯ ବିଷୟ ରେ କିଛି କହିବି ନାହିଁ। ମୁଁ କବଳେ ସହେି କଥା ଗୁଡିକ କହିବି, ଯାହା ଖ୍ରୀଷ୍ଟୟିଶୁ ମାେ ଦ୍ବାରା କରିଛନ୍ତି ୟବ୍ଦ୍ବାରା ଅଣଯିହୂଦୀମାନେ ପରମେଶ୍ବରଙ୍କ ବାଧ୍ଯ ହବେେ। ସମାନେେ ମାେ କଥା ଓ କାର୍ୟ୍ଯ ପାଇଁ ପରମେଶ୍ବରଙ୍କୁ ମାନିଛନ୍ତି।

19 By signs and wonders, in the power of the Holy Spirit; so that from Jerusalem and round about as far as Illyricum I have given all the good news of Christ;ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।

20 Making it my purpose not to take the good news where Christ was named, so that my work might not be resting on that of others;ମୁଁ ସହେି ଜାଗାମାନଙ୍କ ରେ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଗ୍ଭର ପ୍ରଗ୍ଭର କରିବାକୁ ଇଚ୍ଛା କରେ, ଯେଉଁଠା ରେ ଖ୍ରୀଷ୍ଟଙ୍କର ନାମ ମଧ୍ଯ ଲୋକମାନେ ଶୁଣି ନାହାଁନ୍ତି। ଏପରି କରିବା ଉଲେଖ୍ଯ ଯେ, ଅନ୍ୟ ଲୋକ ଦ୍ବାରା ଆରମ୍ଭ କରା ଯାଇଥିବା ମୂଳଦୁଆ ଉପରେ କାର୍ୟ୍ଯକୁ ଯେପରି ମୁଁ ଆଉଥରେ ନ କରେ।

21 But as it is said in the holy Writings, They will see, to whom the news of him had not been given, and those to whose ears it had not come will have knowledge.କିନ୍ତୁ ଶାସ୍ତ୍ର ରେ ଏହିପରି ଲଖାେ ହଇେଛି:

22 For which reason I was frequently kept from coming to you:ସେଥିପାଇଁ ଅନକେ ଥର ମାେତେ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଅଟକାଇ ଦିଆ ଯାଇଛି।

23 But now, having no longer any place in these parts and having had for a number of years a great desire to come to you,ଏବେ ଏହି ଅଂଚଳ ରେ ମୁଁ ମାରେ କାର୍ୟ୍ଯ ସମାପ୍ତ କରି ସାରିଛି। ବିଗତ ଅନକେ ବର୍ଷଧରି ମୁଁ ତୁମ୍ଭମାନଙ୍କ ପାଖକୁ ଆସିବା ପାଇଁ ଇଚ୍ଛା କରୁଥିଲି।

24 Whenever I go to Spain (for it is my hope to see you on my way, and to be sent on there by you, if first I may in some measure have been comforted by your company)--ଅତଏବ ମୁଁ ଯେତବେେଳେ ସ୍ପନକେୁ ୟିବି, ସେତବେେଳେ ତୁମ୍ଭମାନଙ୍କୁ ଦଖାେ କରିବି। ଆଶା କରେ ଯେ ସ୍ପନକେୁ ୟିବାବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ସଠାେରେ ରହିବି ଓ ଆନନ୍ଦ ଉପ ଭୋଗ କରିବି। ତୁମ୍ଭମାନେେ ମାେତେ ମାରେ ଯାତ୍ରା ରେ ମଧ୍ଯ ସାହାୟ୍ଯ କରି ପାରିବ।

25 But now I go to Jerusalem, taking help for the saints.ପରମେଶ୍ବରଙ୍କ ଲୋକଙ୍କ ସବୋ ରେ ଏବେ ମୁଁ ୟିରୁଶାଲମ ଯାଉଛି।

26 For it has been the good pleasure of those of Macedonia and Achaia to send a certain amount of money for the poor among the saints at Jerusalem.ୟିରୁଶାଲମଠା ରେ ଥିବା ପରମେଶ୍ବରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସମାନେେ ସମାନଙ୍କେର ସହାୟ ହାଇପୋରିବେ।

27 Yes, it has been their good pleasure; and they are in their debt. For if the Gentiles have had a part in the things of the Spirit which were theirs, it is right for them, in the same way, to give them help in the things of the flesh.ସମାନେେ ଖୁସି ରେ ଏହା କରିଛନ୍ତି। ଏହା ସମାନଙ୍କେର କର୍ତ୍ତବ୍ଯ ମଧ୍ଯ ଅଟେ। କାରଣ ଯିହୂଦୀମାନଙ୍କର ଆତ୍ମିକ ଆଶୀର୍ବାଦର ଅଂଶ ଅଣଯିହୂଦୀମାନେ ପାଇଛନ୍ତି। ଅତଏବ ଯିହୂଦୀମାନଙ୍କର ଉନ୍ନତି ପାଇଁ ଅଣଯିହୂଦୀମାନେ ସମାନଙ୍କେର ଜାଗତିକ ଆଶୀର୍ବାଦକୁ ବ୍ଯବହାର କରିବା ଉଚିତ।

28 So when I have done this, and have given them this fruit of love, I will go on by you into Spain.ଅତଏବ, ମୁଁ ଏହି ସବୋମୂଳକ କର୍ମ ଏକାଠି ଶଷେ କରିସାରିବା ପରେ ଏବଂ ଏହି ଧନକୁ ସୁରକ୍ଷିତ ଭାବରେ ୟିରୁଶାମଲର ଗରିବମାନଙ୍କୁ ଦଲୋ ପରେ ତୁମ୍ଭମାନଙ୍କ ନଗର ବାଟ ଦଇେ ସ୍ପନେ ୟିବି। ଗଲା ବାଟରେ ମୁଁ ତୁମ୍ଭମାନଙ୍କୁ ଦଖାେ କରିବି ଓ ସଠାେରେ ରହିବି।

29 And I am certain that when I come, I will be full of the blessing of Christ.ମୁଁ ଜାଣେ ଯେ, ଯେତବେେଳେ ମୁଁ ତୁମ୍ଭମାନଙ୍କ ପାଖକୁ ଆସିବି, ସେତବେେଳେ ଖ୍ରୀଷ୍ଟଙ୍କର ସମ୍ପୂର୍ଣ ଆଶୀର୍ବାଦ ନଇେ ଆସିବି।

30 Now I make request to you, brothers, by our Lord Jesus Christ, and by the love of the Spirit, that you will be working together with me in your prayers to God for me;ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ପ୍ରଭୁ ୟିଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଅନୁ ରଧେ କରେ ଯେ, ତୁମ୍ଭମାନେେ ପରମେଶ୍ବରଙ୍କ ଠା ରେ ମାେ ପାଇଁ ପ୍ରାର୍ଥନା କରିବା ଦ୍ବାରା ମାେତେ ସାହାୟ୍ଯ କର। ତୁମ୍ଭମାନେେ ପ୍ରଭୁ ୟିଶୁ ଓ ଆତ୍ମାର ପ୍ ରମେ ଲାଭ କରୁଥିବା ଦୃଷ୍ଟିରୁ ଏପରି କର।

31 So that I may be kept safe from those in Judaea who have not put themselves under the rule of God, and that the help which I am taking for Jerusalem may be pleasing to the saints;ପ୍ରାର୍ଥନା କର ଯେ, ମୁଁ ଯିହୁଦାଠା ରେ ଅବିଶ୍ବାସୀଲୋକମାନଙ୍କ କବଳରୁ ରକ୍ଷା କରିବି। ଏବଂ ଏଥିପାଇଁ ମଧ୍ଯ ପ୍ରାର୍ଥନା କରେ ଯେ, ୟିରୂଶାମଲଠା ରେ ଯାହା ସାହାୟ୍ଯ ପହଁଞ୍ଚିବ ସେଥି ରେ ପରମେଶ୍ବରଙ୍କ ଲୋକେ ପ୍ରସନ୍ନ ହବେେ।

32 So that I may come to you in joy by the good pleasure of God, and have rest with you.ତା'ପରେ ଯଦି ପରମେଶ୍ବର ଇଚ୍ଛା କରନ୍ତି ତା' ହେଲେ ମୁଁ ତୁମ୍ଭମାନଙ୍କ ପାଖକୁ ଆନନ୍ଦର ସହ ଆସିବି ଓ ବିଶ୍ରାମ ନବେି।

33 Now may the God of peace be with you all. So be it.ଶାନ୍ତିଦାତା ପରମେଶ୍ବର ତୁମ୍ଭ ସମସ୍ତଙ୍କ ସହିତ ଥାଆନ୍ତୁ। ଆମେନ୍।

Oriya Bible